ଜାତୀୟ

୧୯ ପଳାତକ ଖଲିସ୍ତାନୀଙ୍କ ସମ୍ପତ୍ତି ଜବତ ହେବ

ନୂଆଦିଲ୍ଲୀ,୨୫ା୯: ଖଲିସ୍ତାନୀ ଆତଙ୍କବାଦୀ ତଥା ବେଆଇନ ଘୋଷିତ ବିଚ୍ଛିନ୍ନତାବାଦୀ ସଂଗଠନ ‘ଶିଖ୍‌ସ ଫର୍‌ ଜଷ୍ଟିସ’ର ମୁଖ୍ୟ ଗୁରପତଓ୍ବନ୍ତ ସିଂ ପନ୍ନୁନ୍‌ଙ୍କ ସମ୍ପତ୍ତି ଜବତ ହେବାର ଦିନକ ପରେ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ)୧୯ ଜଣ ପଳାତକ ଖଲିସ୍ତାନୀ ଆତଙ୍କବାଦୀଙ୍କ ସମ୍ପତ୍ତି...

ଭାରତ-ମଧ୍ୟପ୍ରାଚ୍ୟ-ୟୁରୋପ କରିଡର ବିଶ୍ୱ ବାଣିଜ୍ୟର ଆଧାର ହେବ

ନୂଆଦିଲ୍ଲୀ,୨୫ା୯(ପି.ଟି.): ଆଗାମୀ ଶହ ଶହ ବର୍ଷ ପାଇଁ ଭାରତ-ମଧ୍ୟପ୍ରାଚ୍ୟ-ୟୁରୋପ କରିଡର ବିଶ୍ୱ ବାଣିଜ୍ୟର ଆଧାର ହେବାକୁ ଯାଉଛି। ଭାରତରେ ଏହାର ପରିକଳ୍ପନା କରାଯାଇଥିଲା ବୋଲି ଇତିହାସ ମନେରଖିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ତାଙ୍କର ମାସିକ ରେଡିଓ କାର୍ଯ୍ୟକ୍ରମ ‘ମନ୍‌...

ଦ୍ୱିତୀୟ ଦିନ ପାଇଁ ଚନ୍ଦ୍ରାବାବୁଙ୍କୁ ଜେରା

ରାଜମହେନ୍ଦ୍ରଭରମ୍‌,୨୫ା୯: ଦକ୍ଷତା ବିକାଶ ନିଗମ ଦୁର୍ନୀତି ମାମଲାରେ ଟିଡିପି ଅଧ୍ୟକ୍ଷ ଚନ୍ଦ୍ରାବାବୁ ନାଇଡୁଙ୍କୁ ଆନ୍ଧ୍ରପ୍ରଦେଶ ପୋଲିସ ସିଆଇଡି ଅଧିକାରୀମାନଙ୍କ ଏକ ଟିମ୍‌ ରବିବାର ଦ୍ୱିତୀୟ ଦିନ ପାଇଁ ଜେରା କରିଛି। ଚନ୍ଦ୍ରାବାବୁ ଏବେ ରାଜମହେନ୍ଦ୍ରଭରମ କେନ୍ଦ୍ରୀୟ ଜେଲରେ ରହିଛନ୍ତି। ଶୁକ୍ରବାର...

ଟାୟାର ମରାମତିରୁ ସିଭିଲ ଜଜ୍‌

ପ୍ରୟାଗରାଜ,୨୫ା୯ : ଗାଡ଼ିର ଫଟା ଟାୟାର ମରାମତି କରୁଥିବା ଜଣେ ଯୁବକଙ୍କ ଜୀବନରେ ବଡ଼ ପରିବର୍ତ୍ତନ ଦେଖାଦେଇଛି। ଅହଦ ଅହମଦ (୨୬) ନାମକ ଏହି ଯୁବକ ପ୍ରୋଭିନ୍‌ସିଆଲ୍‌ ସିଭିଲ ସର୍ଭିସ (ଜୁଡିସିଆଲ୍‌) ଫାଇନାଲ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଏବେ ଜଣେ...

ଆଦାନୀ, ପାଓ୍ବାର ଫିତା କାଟିଲେ

ଅହମ୍ମଦାବାଦ/ନୂଆଦିଲ୍ଲୀ,୨୫ା୯: ଜାତୀୟ ରାଜନୀତିକୁ ପୁଣି ସରଗରମ କରିଛି ଏକ ହାଇପ୍ରୋଫାଇଲ ମିଟିଂ। ଗୌତମ ଆଦାନୀ ଏବଂ ଶରଦ ପାଓ୍ବାର। ଜଣେ ଶାସକ ଭାଜପା ଆଡ଼କୁ ଢଳି ରହିଥିବା ବିଶିଷ୍ଟ ଶିଳ୍ପପତି ଓ ଅନ୍ୟ ଜଣେ ବିରୋଧୀ ମେଣ୍ଟର ପ୍ରବୀଣ ରାଜନେତା।...

‘ଓୱାଇସି କେସିଆର୍‌ଙ୍କ ଗୁରୁ’

ନୂଆଦିଲ୍ଲୀ,୨୫।୯: ମହିଳା ସଂରକ୍ଷଣ ବିଲ ସପକ୍ଷରେ ଭୋଟ ନ ଦେବା ପାଇଁ କେନ୍ଦ୍ର ମନ୍ତ୍ରୀ ଜି କିଶନ ରେଡ୍ଡୀ ଅଲ ଇଣ୍ଡିଆ ମଜଲିସ ଇତେହାଦୁଲ ମୁସଲିମ (ଏଆଇଏମଆଇଏମ) କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ, ଏଆଇଏମଆଇଏମ ହେଉଛି ଏକମାତ୍ର...

ପ୍ରେମିକଙ୍କ ସହ ସ୍ତ୍ରୀଙ୍କୁ ବିବାହ କରାଇଲେ ସ୍ବାମୀ

ଦେଓରିଆ,୨୪ା୯: ଉତ୍ତରପ୍ରଦେଶ ଦେଓରିଆ ଜିଲାର ଜଣେ ବ୍ୟକ୍ତି ସ୍ତ୍ରୀଙ୍କୁ ପ୍ରେମିକଙ୍କ ସହ ବିବାହ କରାଇଛନ୍ତି। ଏହି ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ଦେଓରିଆର ଦମ୍ପତି ବର୍ଷେ ତଳେ ବିବାହ କରିଥିଲେ। ହେଲେ ସ୍ତ୍ରୀଙ୍କ ପ୍ରେମ ସମ୍ପର୍କ ରହିଥିବା କଥା...

କାନାଡାରୁ ମସୁର ଡାଲି ଆମଦାନୀ ଜାରି ରଖିବ ଭାରତ

ନୂଆଦିଲ୍ଲୀ,୨୪।୯: ଭାରତ ଓ କାନାଡା ମଧ୍ୟରେ ଚାଲିଥିବା କୂଟନୈତିକ ତିକ୍ତତା ଚରମରେ ପହଞ୍ଚିଛି। ଏହି ବିବାଦରେ ବିଶେଷ ପ୍ରଭାବ ପଡିଛି ଦୁଇ ଦେଶ ମଧ୍ୟରେ ଚାଲିଥିବା ବ୍ୟବସାୟ ମଧ୍ୟରେ। ଭାରତ କାନାଡା ଠାରୁ ସବୁଠାରୁ ଅଧିକ ମସୁର ଡାଲି ଆମଦାନୀ...

ଭାରତରେ ଉତ୍ପାଦନ ବଢେଇବ ଆପଲ

ନୂଆଦିଲ୍ଲୀ,୨୪।୯: ଆଇଫୋନ ନିର୍ମାତା ଆପଲ କମ୍ପାନୀ ଆସନ୍ତା ଚାରିରୁ ପାଞ୍ଚ ବର୍ଷ ମଧ୍ୟରେ ଭାରତରେ ଆପଲ ଫୋନ ଉତ୍ପାଦନକୁ ପାଞ୍ଚ ଗୁଣରୁ ୪୦ ବିଲିୟନ ଡ଼ଲାର୍‌ (ପ୍ରାୟ ୩.୩୨ ଲକ୍ଷ କୋଟି)କୁ ବୃଦ୍ଧି କରିବାକୁ ଯୋଜନା କରୁଛି। ଜାତୀୟ ଗଣମାଧ୍ୟମର...

ଭାଜପା ମୋତେ ଧମକ ଦେଉଛି: ଦାନିଶ ଅଲୀ

ନୂଆଦିଲ୍ଲୀ,୨୪।୯: ବିଏସପି ଏମ୍‌ପି ଦାନିଶ ଅଲୀଙ୍କ ବିରୋଧରେ ଭାଜପା ଏମ୍‌ପି ରମେଶ ବିଧୁରୀଙ୍କ ଆପତ୍ତିଜନକ ମନ୍ତବ୍ୟକୁ ନେଇ ରାଜନୀତି ଆରମ୍ଭ ହୋଇଛି। ଏହି ପ୍ରସଙ୍ଗ ଉଠିବା ପରେ ଭାଜପା କହିଛି ଯେ, ଦାନିଶ ଅଲୀ ଲୋକ ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର...

ପ୍ରଧାନମନ୍ତ୍ରୀ ମୋଦି ସର୍ବଶ୍ରେଷ୍ଠ ପର୍ଯ୍ୟାୟ ଦେଇ ଗତି କରୁଛନ୍ତି, ୨୦୨୪ର ଫଳାଫଳ ୨୦୧୯ ଅପେକ୍ଷା ଭଲ ହେବ: ହିମନ୍ତ

ନୂଆଦିଲ୍ଲୀ,୨୪।୯: ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସରମା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଷୟରେ ଏକ ବଡ଼ କଥା କହିଛନ୍ତି। ସେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦି ବର୍ତ୍ତମାନ ତାଙ୍କର ସର୍ବଶ୍ରେଷ୍ଠ ପର୍ଯ୍ୟାୟ ଦେଇ ଗତି କରୁଛନ୍ତି ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ...

ମହିଳା କୁସ୍ତିଯୋଦ୍ଧାଙ୍କୁ ଯୌନ ନିର୍ଯାତନା ଦେବାରେ କୌଣସି ସୁଯୋଗ ହାତଛଡା କରୁ ନ ଥିଲେ ବ୍ରିଜଭୂଷଣ: ଦିଲ୍ଲୀ ପୋଲିସ

ନୂଆଦିଲ୍ଲୀ,୨୪।୮: ପୂର୍ବତନ ରେସଲିଂ ଫେଡେରେସନ ଅଫ ଇଣ୍ଡିଆ (ଡବ୍ଲୁଏଫଆଇ) ମୁଖ୍ୟ ତଥା ଭାଜପା ଏମ୍‌ପି ବ୍ରିଜ ଭୂଷଣ ଶରଣ ସିଂଙ୍କ ବିରୋଧରେ ରୁଜୁ ହୋଇଥିବା ଯୌନ ଉତ୍ପୀଡ଼ନ ମାମଲାରେ କୋର୍ଟ ତାଙ୍କୁ ଦିନେ ଛାଡ କରିଛନ୍ତି। ଦିଲ୍ଲୀ ପୋଲିସ କହିଛି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri