ଜାତୀୟ

ଖଲିସ୍ତାନୀ ଆତଙ୍କବାଦୀଙ୍କୁ ଭାରତର କଡା ଜବାବ: ପାସ୍‌ପୋର୍ଟ, ଓଆଇସି କାର୍ଡ ରଦ୍ଦ କରିବ ଭାରତ

ନୂଆଦିଲ୍ଲୀ,୨୪।୯: ଭାରତ-କାନାଡା ବିବାଦ ଦିନକୁ ଦିନ ତିକ୍ତ ହେବାରେ ଲାଗିଛି। ଏକ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଆତଙ୍କବାଦୀଙ୍କ ଅବାଧ ପ୍ରବେଶକୁ ରୋକିବା ପାଇଁ ସରକାର କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଆମେରିକା, ବ୍ରିଟେନ, କାନାଡା ଓ ଅଷ୍ଟ୍ରେଲିଆର ସମସ୍ତ...

ସଂସଦରେ ଆପତ୍ତିଜନକ ଟିପ୍ପଣୀ ଦେବା ପରେ ପ୍ରଥମ ପ୍ରତିକ୍ରିୟା ଦେଲେ ବିଧୁରୀ

ନୂଆଦିଲ୍ଲୀ,୨୪।୯: ନୂଆ ସଂସଦର ସ୍ବତନ୍ତ୍ର ଅଧିବେଶନ ସମୟରେ ଭାଜପା ସାଂସଦ ରମେଶ ବିଧୁରୀଙ୍କ ବିଏସପି ସାଂସଦ ଡାନିସ୍‌ ଅଲିଙ୍କ ପ୍ରତି ଦେଇଥିବା ଆପତ୍ତିଜନକ ଟିପ୍ପଣୀକୁ ନେଇ ଜାତୀୟ ରାଜନୀତି ସରଗରମ ରହିଛି। ଅଧିବେଶନ ପରେ ବିଧୁରୀଙ୍କ ପ୍ରଥମ ପ୍ରତିକ୍ରିୟା ସାମ୍ନାକୁ...

ରାଜସ୍ଥାନ ଛାଡି ଅନ୍ୟ କୌଣସି ସ୍ଥାନକୁ ଯିବି ନାହିଁ: ବସୁନ୍ଧରାଙ୍କ ମନ୍ତବ୍ୟ ନେଇ ରାଜନୈତିକ ମହଲରେ ହଲଚଲ…

ଜୟପୁର,୨୪।୯ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜୟପୁର ଗସ୍ତ ପୂର୍ବରୁ ରାଜସ୍ଥାନର ପୂର୍ବତନ ସିଏମ ବସୁନ୍ଧରା ରାଜେ ସିନ୍ଧିଆ ଏକ ବଡ଼ ବିବୃତ୍ତି ଦେଇଛନ୍ତି। ଯେଉଁ କାରଣରୁ ଏଠାରେ ରାଜନୀତି ହଲଚଲ ଆରମ୍ଭ ହୋଇଛି। ସେ ଗତକାଲି କହିଥିଲେ ମୁଁ...

ମଣିପୁର ଦଙ୍ଗାକାରୀଙ୍କ ପାଖରେ ୩ ହଜାର ଏକେ-୪୭, ବଡ଼ ପରିବହନ ଯାନ, ଚିନ୍ତାରେ ସରକାର…

ଇମ୍ଫାଲ,୨୪।୯ : ମେ ୩ରେ ମଣିପୁରରେ ଆରମ୍ଭ ହୋଇଥିବା ହିଂସା ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ବନ୍ଦ ହୋଇନାହିଁ। ହିଂସା ପରେ ମଣିପୁର ସରକାର ଇଣ୍ଟରନେଟ ପ୍ରତିବନ୍ଧକକୁ ହଟାଇ ଦେଇଛନ୍ତି, ତଥାପି ସେଠାରେ ଥିବା ଆହ୍ବାନଗୁଡ଼ିକ ଶେଷ ହୋଇନାହିଁ । ବର୍ତ୍ତମାନ ପୋଲିସ...

ବାପୁଙ୍କୁ ଦିଅନ୍ତୁ ସ୍ବଚ୍ଛାଞ୍ଜଳି: ପ୍ରଧାନମନ୍ତ୍ରୀଙ୍କ ଅପିଲ…

ନୂଆଦିଲ୍ଲୀ,୨୪।୯ : ୨୦୧୪ରେ କ୍ଷମତାକୁ ଆସିବା ପରେ ପ୍ରଧାନମନ୍ତ୍ରୀ ମୋଦି ପଦକ୍ଷେପ ନେଇ ଦେଶବାସୀଙ୍କୁ ସ୍ବଚ୍ଛତା ବିଷୟରେ ଅବଗତ କରାଇଥିଲେ। ଏହା ଅନ୍ତର୍ଗତ ସରକାର ସ୍ବଚ୍ଛତା ଅଭିଯାନ ଆରମ୍ଭ କଲେ ଏବଂ ଧୀରେ ଧୀରେ ଏହି ଅଭିଯାନ ଲୋକଙ୍କ ଚିନ୍ତାଧାରାର...

ଆମେରିକାରେ ଅର୍ନ୍ତଜାତୀୟ ସାଗର ଶକ୍ତି ସମ୍ମିଳନୀରେ ଯୋଗ ଦେଲେ ଭାରତୀୟ ନୌସେନା ମୁଖ୍ୟ ହରି କୁମାର

ଓ୍ବାଶିଂଟନ୍‌/ନୂଆଦିଲ୍ଲୀ,୨୪।୯: ଭାରତୀୟ ନୌସେନା ମୁଖ୍ୟ ଆଡମିରାଲ ଆର ହରି କୁମାର ଚାରି ଦିନିଆ ଆମେରିକା ଗସ୍ତରେ ଅଛନ୍ତି। ଏହି ସମୟରେ ହରି କୁମାର ୨୫ତମ ଅର୍ନ୍ତଜାତୀୟ ସାଗର ଶକ୍ତି ସମ୍ମିଳନୀ (ଆଇଏସଏସ)ରେ ଯୋଗ ଦେଇଛନ୍ତି। ଭାରତୀୟ ନୌସେନା କାର୍ଯ୍ୟକୟମର ଫଟୋଗୁଡ଼ିକୁ...

ଖେଳାଳିଙ୍କ ସମର୍ଥନରେ ଚାଇନା ଗସ୍ତକୁ ବାତିଲ କଲି: କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର

ନୂଆଦିଲ୍ଲୀ,୨୪।୯: ଚାଇନାରେ ଚାଲିଥିବା ଏସିଆନ୍‌ ଗେମ୍ସ ପାଇଁ ଅରୁଣାଚଳ ପ୍ରଦେଶର ତିନି ଖେଳାଳିଙ୍କୁ ଚାଇନାର ଭିଜା ପ୍ରତ୍ୟାଖ୍ୟାନକୁ ଦୃଢ ନିନ୍ଦା କରିଛନ୍ତି କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର। ଏହାସହ ଚାଇନା ଗସ୍ତକୁ ମଧ୍ୟ ବାତିଲ କରିଛନ୍ତି। ସେ କହିଛନ୍ତି...

ରାବଣ ସହିତ ସନାତନ ବିରୋଧୀଙ୍କ ପୁତ୍ତଳିକା ଦହନ ହେଉ, ରାମଲୀଳା କମିଟିକୁ ଚିଠି ଲେଖିଲେ ଭାଜପା ନେତା…

ନୂଆଦିଲ୍ଲୀ,୨୪।୯ : ସନାତନ ଧର୍ମ ଉପରେ ବିବାଦୀୟ ମନ୍ତବ୍ୟ ଏବେ ଆଉ ଏକ ମୋଡ଼ ନେଇଛି। ଦିଲ୍ଲୀ ଭାଜପାର ମିଡିଆ ଇନଚାର୍ଜ ପ୍ରବୀଣ ଶଙ୍କର କପୁର କହିଛନ୍ତି ଚଳିତ ବର୍ଷ ଦଶହରା ଅବସରରେ ରାବଣ ସହିତ ସନାତନ ବିରୋଧୀଙ୍କ ପୁତ୍ତଳିକା...

ଛାତ୍ରୀଙ୍କ ସ୍କୁଟି ପଛପଟେ ବସି ବୁଲିଲେ ରାହୁଲ ଗାନ୍ଧୀ: ଭିଡିଓ ଭାଇରାଲ

ଜୟପୁର,୨୪।୯: ଜୟପୁର ଗସ୍ତରେ ଆସିଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ ଜଣେ ଛାତ୍ରୀଙ୍କ ସ୍କୁଟି ପଛପଟେ ବସି ବୁଲିଛନ୍ତି। ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ୧୩ ସେକେଣ୍ଡର ଭିଡିଓ କ୍ଲିପ୍‌ରେ ରାହୁଲ ଛାତ୍ରୀ ସ୍କୁଟି ପଛରେ...

ଭାଜପା ସହ ହାତ ମିଳାଇବା ଜେଡିଏସ୍‌କୁ ପଡ଼ିଲା ମହଙ୍ଗା: ଦଳ ଛାଡିଲେ ବରିଷ୍ଠ ନେତା

ବେଙ୍ଗାଲୁରୁ,୨୪।୯: ଜନତା ଦଳ (ଧର୍ମନିରପେକ୍ଷ) ଅର୍ଥାତ୍‌ ଜେଡିଏସର କର୍ନାଟକ ଉପାଧ୍ୟକ୍ଷ ସୟଦ ଶାଫିଲ୍ଲା ସାହେବ ଦଳ ଛାଡିବାକୁ ନିଷ୍ପତ୍ତି ନେଇଛନ୍ତି। ଶଫିଲ୍ଲା କର୍ନାଟକ ଅଧ୍ୟକ୍ଷଙ୍କୁ ଇସ୍ତଫା ପତ୍ର ପଠାଇଛନ୍ତି। ଏଥିରେ ସେ କହିଛନ୍ତି ଯେ, ଜେଡିଏସ ଏବଂ ଭାଜପା ସହ...

ୟୁପିଏ କ୍ଷମତାକୁ ଆସିଲେ ତୁରନ୍ତ ମହିଳା ସଂରକ୍ଷଣକୁ କାର୍ଯ୍ୟକାରୀ କରିବ: ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ,୨୪।୯: ଐତିହାସିକ ‘ନାରୀଶକ୍ତି ବନ୍ଦନ ଅଧିନିୟମ,୨୦୨୩’ ଲୋକ ସଭାରେ ଏବଂ ରାଜ୍ୟ ସଭାରେ ପାରିତ ହୋଇଛି। ବିରୋଧୀ ଦଳଗୁଡ଼ିକ ଜନଗଣନା ଓ ସୀମା ନିର୍ଦ୍ଧାରଣ ପ୍ରକ୍ରିୟା ଶେଷ ହେବା ଯାଏ ଅପେକ୍ଷା ନ କରି ଆଗାମୀ ନିର୍ବାଚନଗୁଡ଼ିକରୁ ଏହାକୁ କାର୍ଯ୍ୟକାରୀ...

୯ ବନ୍ଦେ ଭାରତ ଏକ୍ସପ୍ରେସ୍‌ର ଶୁଭାରମ୍ଭ କଲେ ମୋଦି

ନୂଆଦିଲ୍ଲୀ,୨୪।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ୧୧ଟି ରାଜ୍ୟରେ ୯ ବନ୍ଦେ ଭାରତ ଏକ୍ସପ୍ରେସ୍‌ର ଶୁଭାରମ୍ଭ କରିଛନ୍ତି। ଭିଡିଓ କନଫରେନ୍ସିଂ ଜରିଆରେ ପ୍ରଧାନମନ୍ତ୍ରୀ ମୋଦି ସମସ୍ତ ବନ୍ଦେ ଭାରତ ଏକ୍ସପ୍ରେସ୍‌କୁ ସବୁଜ ପତାକା ଦେଖାଇଛନ୍ତି। ଏହି ବନ୍ଦେ ଭାରତ ଏକ୍ସପ୍ରେସ୍‌...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri