ଜାତୀୟ

୩.୯୭ ଲକ୍ଷ ନିଖୋଜ ପିଲା ଫେରିଛନ୍ତି ନିଜ ପରିବାର ପାଖକୁ: ସ୍ମୃତି ଇରାନୀ…

ନୂଆଦିଲ୍ଲୀ,୨୩।୯ : ନିଖୋଜ ପିଲାଙ୍କ ପ୍ରସଙ୍ଗରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ ଏକ ବିବୃତ୍ତି ଦେଇଛନ୍ତି। ୨୦୧୫ ମସିହାରୁ ନିଖୋଜ ଥିବା ୪.୪୬ ଲକ୍ଷ ପିଲାଙ୍କ ମଧ୍ୟରୁ ଅଧିକାଂଶ ସେମାନଙ୍କ ପରିବାର ସହିତ ମିଳିତ ହୋଇଛନ୍ତି...

ଭାଇଚାରା: ଗଣପତି ବିସର୍ଜନ ପାଇଁ ମିଲାଦୁନ ନବୀ ଶୋଭାଯାତ୍ରା ଦିନକୁ ପରିବର୍ତ୍ତନ କଲେ ମୁସଲମାନ ସମାଜ…

ଯୋଧପୁର,୨୩।୯ : ଧାର୍ମିକ ସଦଭାବନାର ଏକ ଅନନ୍ୟ ଉଦାହରଣ ରାଜସ୍ଥାନର ଯୋଧପୁରରେ ସାମ୍ନାକୁ ଆସିଛି। ଏହା ସମସ୍ତଙ୍କ ହୃଦୟ ଜିଣିଛି। ବାସ୍ତବରେ, ୨୮ ସେପ୍ଟେମ୍ବରରେ ଅନନ୍ତ ଚଚୁର୍ଦ୍ଦଶୀରେ ଗଣପତି ମେଢ଼ ବିସର୍ଜନ ଉତ୍ସବ ସମଗ୍ର ଦେଶରେ ପାଳନ କରାଯିବ। ସେହି...

ଖଟିଆ କାର, ଥରେ ଚାର୍ଜିଂ କଲେ ଯାଉଛି ୬୦ କିଲୋମିଟର, ସୋସିଆଲ ମିଡ଼ିଆରେ ଭାଇରାଲ…

ଭୋପାଳ,୨୩।୯ : ଗ୍ରାମାଞ୍ଚଳରେ ଖଟିଆ ବେଶ ପରିଚିତ। ଲୋକମାନେ ଏହାକୁ ଆରାମ ଏବଂ ଶୋଇବା ପାଇଁ ବ୍ୟବହାର କରନ୍ତି। ମଧ୍ୟପ୍ରଦେଶର ଅଶୋକନଗର ଜିଲାର ଜଣେ ଯୁବକ ଏକ ଖଟିଆକୁ ଗାଡିରେ ପରିଣତ କରିଛନ୍ତି। ଏହାର ନାମ ଖଟିଆ କାର୍‌ ରଖିଛନ୍ତି।...

ମୋ କଣ୍ଠରୋଧ କରାଯାଇଛି, ଦେଶରେ ଚାଲିଛି ଏକଛତ୍ରବାଦୀ ଶାସନ: ରାହୁଲ…

ଜୟପୁର,୨୩।୯ : ରାଜସ୍ଥାନ ବିଧାନସଭା ନିର୍ବାଚନ ପୂର୍ବରୁ ରାଜଧାନୀ ଜୟପୁରର ମାନସରୋଭରରେ ରାଜ୍ୟ କଂଗ୍ରେସ କମିଟିର ନୂତନ ଭବନର ମୂଳଦୁଆ ପକାଇବାକୁ ଆସିଥିବା ରାହୁଲ ଗାନ୍ଧୀ ଏଠାରୁ ନିର୍ବାଚନ ବିଗୁଲ ବଜାଇଥିଲେ। କେନ୍ଦ୍ର ସରକାର ଏବଂ ଭାଜପାକୁ କଡ଼ା ସମାଲୋଚନା...

ଇଡି ସମନ ନେଇ ଜେଏମଏମର ପ୍ରଶ୍ନ: ମୁଖ୍ୟମନ୍ତ୍ରୀ ଜଣେ ସାଧାରଣ ବ୍ୟକ୍ତି ନୁହନ୍ତି ଯେତେବେଳେ ଚାହିଁବେ ଡକାଯାଇପାରିବ, ରାଜା ରାଜୁଡା ଶାସନ ଶେଷ କହିଲା ଭାଜପା…

ରାଞ୍ଚି,୨୩।୯ : ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଶେଷରେ ଝାଡଖଣ୍ଡ ହାଇକୋର୍ଟରେ ପହଞ୍ଚିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ତରଫରୁ ଶନିବାର ଝାଡ଼ଖଣ୍ଡ ହାଇକୋର୍ଟରେ ଇଡି ଡାକରାକୁ ଚ୍ୟାଲେଞ୍ଜ କରି ଏକ ପିଟିଶନ ଦାଖଲ କରାଯାଇଛି। ଏଭଳି ପରିସ୍ଥିତିରେ ମୁଖ୍ୟମନ୍ତ୍ରୀ ଇଡି କାର୍ଯ୍ୟାଳୟରେ ପହଞ୍ଚିବା ପରେ...

କୋର୍ଟ ସେନାକୁ ପରିଚାଳନା କରିପାରିବେ ନାହିଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୩।୯: ସୁପ୍ରିମକୋର୍ଟ ଜଣେ ମହିଳା କର୍ଣ୍ଣେଲଙ୍କ ଆବେଦନ ଉପରେ ଶୁଣାଣି କରି କହିଛନ୍ତି ଯେ କୋର୍ଟ ସେନାକୁ ପରିଚାଳନା କରିପାରିବେ ନାହିଁ। ଜଣେ ମହିଳା କର୍ଣ୍ଣେଲଙ୍କୁ ସୈନିକମାନଙ୍କର ଏକ କମ୍ପାନୀର ଦାୟିତ୍ୱ ଦିଆଯାଉଥିଲା। ପ୍ରଧାନ ବିଚାରପତି ଡି.ଓ୍ବାଇ ଚନ୍ଦ୍ରଚୂଡଙ୍କ ନେତୃତ୍ୱରେ...

ନକଲି ପାସପୋର୍ଟରେ ବିଦେଶ ପଳାଇଛନ୍ତି ୩୬୮ ଆତଙ୍କବାଦୀ, ଗ୍ୟାଙ୍ଗଷ୍ଟର: ପଞ୍ଜାବ ପୋଲିସକୁ ରିପୋର୍ଟ ମାଗିଲା ଏନଆଇଏ…

ନୂଆଦିଲ୍ଲୀ,୨୩।୯ : ଗତ କିଛି ବର୍ଷ ମଧ୍ୟରେ ନକଲି ପାସପୋର୍ଟ ତଥା ଅନ୍ୟାନ୍ୟ ବେଆଇନ ଉପାୟ ମାଧ୍ୟମରେ କାନାଡା, ଆମେରିକା ଏବଂ ଅନ୍ୟ ୟୁରୋପୀୟ ଦେଶକୁ ୩୬୮ ଆତଙ୍କବାଦୀ, ଗ୍ୟାଙ୍ଗଷ୍ଟର, ଚୋରା ଚାଲାଣକାରୀ ଏବଂ ମୌଳବାଦୀ ପଳାୟନ କରିଛନ୍ତି। କେନ୍ଦ୍ର...

ଯାହାଙ୍କ ପରିବାର ଦୁଇଭାଗ ହୋଇଛି ତାଙ୍କୁ ପଚାରନ୍ତୁ: ଚିରାଗଙ୍କୁ ତେଜସ୍ବୀଙ୍କ କଟାକ୍ଷ…

ପାଟନା,୨୩।୯ : ଇଣ୍ଡିଆ ମିଳିତ ମେଣ୍ଟରେ ଆସନ ବାଣ୍ଟିବା ନେଇ ଚାଲିଥିବା ଆଲୋଚନା ମଧ୍ୟରେ ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ ପୁଣି ଥରେ ସମ୍ପୂର୍ଣ୍ଣ ଆଶ୍ୱାସନା ଦେଇ କହିଛନ୍ତି ସିଟ ବାଣ୍ଟିବା ସମସ୍ୟା ନୁହେଁ। ବିହାରରେ ଆମର ଆସନ ଭାଗ...

କାନାଡା ଗୁରୁଦ୍ୱାରାରେ ଖଲିସ୍ତାନୀ-ମଣିପୁର ବିଚ୍ଛିନ୍ନତାବାଦୀଙ୍କ ଗୁପ୍ତ ବୈଠକ…

ଇମ୍ଫାଲ,୨୩।୯ : ସୂଚନା ମୁତାବକ, ମଣିପୁରର ବିଚ୍ଛିନ୍ନତାବାଦୀ ସଂଗଠନର ଜଣେ ପ୍ରମୁଖ ନେତା, କାନାଡାର ବ୍ରିଟିଶ କଲମ୍ବିଆର ସୁରେ ଗୁରୁଦ୍ୱାରା ପରିଦର୍ଶନ କରି ଖାଲିସ୍ତାନୀଙ୍କ ଦ୍ୱାରା ପରିଚାଳିତ ଭାରତ ବିରୋଧୀ ଅଭିଯାନକୁ ସମର୍ଥନ କରିବା ସହ ମଣିପୁରରେ ବିଚ୍ଛିନ୍ନତାବାଦ ମଧ୍ୟ...

ସିଙ୍ଘମ ଭଳି ଫିଲ୍ମ ସମାଜକୁ ବିପଜ୍ଜନକ ବାର୍ତ୍ତା ଦେଇଥାଏ: ହାଇକୋର୍ଟ ବିଚାରପତି…

ମୁମ୍ବାଇ,୨୩।୯ : ବମ୍ବେ ହାଇକୋର୍ଟର ବିଚାରପତି ଗୌତମ ପଟେଲ ସିଙ୍ଘମ ଭଳି ଚଳଚ୍ଚିତ୍ର୍ମରେ ଦେଖାଯାଇଥିବା ପୋଲିସର ନାୟକ ପ୍ରତିଛବିକୁ ସମାଲୋଚନା କରି କହିଛନ୍ତି ଏଭଳି ଚଳଚ୍ଚିତ୍ରଗୁଡିକ ସମାଜକୁ ଏକ ବିପଜ୍ଜନକ ବାର୍ତ୍ତା ଦେଇଥାଏ। ସେ କହିଛନ୍ତି ଏଭଳି ଚଳଚ୍ଚିତ୍ରଗୁଡ଼ିକ ନ୍ୟାୟିକ...

ଇଂଲଣ୍ଡର ଏକ ଘରୋଇ ଜେଲ୍‌କୁ ସ୍ଥାନାନ୍ତରିତ ହେଲେ ନିରବ ମୋଦି

ଇଂଲଣ୍ଡ,୨୩।୯: ପଳାତକ ହୀରା ବ୍ୟବସାୟୀ ନିରବ ମୋଦିଙ୍କୁ ଇଂଲଣ୍ଡର ଏକ ଘରୋଇ ଜେଲକୁ ସ୍ଥାନାନ୍ତର କରାଯାଇଛି। ବ୍ରିଟେନର ଏହା ସବୁଠାରୁ ବଡ ଏବଂ ଜନଗହଳିପୂର୍ଣ୍ଣ କାରାଗାର। ଏହାପୂର୍ବରୁ ତାଙ୍କୁ ଦକ୍ଷିଣ-ପଶ୍ଚିମ ଲଣ୍ଡନର ୱାଣ୍ଡସ୍ବର୍ଥ ଜେଲରେ ରଖାଯାଇଥିଲା। ଯେଉଁଠାରୁ ଆତଙ୍କବାଦୀ ଡାନିଏଲ...

କେନ୍ଦ୍ର ସରକାରଙ୍କ ଏକକୋଟି କର୍ମଚାରୀ-ପେନସନଭୋଗୀଙ୍କର ବଢ଼ିବ ୪ ପ୍ରତିଶତ ଡିଏ-ଡିଆର…

ନୂଆଦିଲ୍ଲୀ,୨୩।୯ : କେନ୍ଦ୍ର ସରକାରଙ୍କ ପ୍ରାୟ ଏକ କୋଟି କର୍ମଚାରୀ ଏବଂ ପେନସନଭୋଗୀ ଜୁଲାଇ ୧ ରୁ ୪ ପ୍ରତିଶତ ଡିଏ-ଡିଆର ବୃଦ୍ଧି ଉପହାର ପାଇବେ। ନ୍ୟାଶନାଲ କାଉନସିଲ (ଜେସିଏମ) କର୍ମକର୍ତ୍ତା ବୈଠକରେ ଓପିଏସ ପ୍ରସଙ୍ଗ ଉଠାଇଥିବା ଅଲ ଇଣ୍ଡିଆ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri