ଜାତୀୟ

ଖଲିସ୍ତାନ ଆତଙ୍କବାଦୀ ଗୁରପତଓ୍ବନ୍ତ ପନ୍ନୁଙ୍କ ବିରୋଧରେ ଏନଆଇଏର ବଡ କାର୍ଯ୍ୟାନୁଷ୍ଠାନ, ସମ୍ପତ୍ତି ଜବତ

ନୂଆଦିଲ୍ଲୀ,୨୩।୯: ଖାଲିସ୍ତାନୀ ଆତଙ୍କବାଦୀ ଗୁରୁପତଓ୍ବନ୍ତ ପନ୍ନୁଙ୍କ ବିରୋଧରେ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଚଣ୍ଡିଗଡ଼ରେ ପନ୍ନୁଙ୍କ ସମ୍ପତ୍ତି ଜବତ କରିଛି ଏନଆଇଏ। ପନ୍ନୁ ଅମୃତସରର ବାସିନ୍ଦା ଏବଂ ଏନଆଇଏ ମଧ୍ୟ ପନ୍ନୁଙ୍କ ଉପରେ ପୁରସ୍କାର ଘୋଷଣା କରିଛି। କାନାଡାରେ ରହୁଥିବାବେଳେ...

ମଣିପୁର ମୁଖ୍ୟମନ୍ତ୍ରୀଙ୍କ ଘୋଷଣା, ଆଜିଠୁ ସର୍ବସାଧାରଣଙ୍କ ପାଇଁ ଇଣ୍ଟରନେଟ୍‌ ସେବା ଆରମ୍ଭ

ଇମ୍ଫାଲ,୨୩।୯: ମଣିପୁରରେ ଚାଲିଥିବା ହିଂସା ମଧ୍ୟରେ ମୁଖ୍ୟମନ୍ତ୍ରୀ ଏନ୍‌ ବିରେନ ସିଂ ସାଧାରଣ ଜନତାଙ୍କୁ ଏକ ବଡ଼ ଆଶ୍ୱସ୍ତି ଦେଇଛନ୍ତି। ଆଜି ଅର୍ଥାତ୍‌ ୨୩ ସେପ୍ଟେମ୍ବରରୁ ଜନସାଧାରଣଙ୍କ ପାଇଁ ଇଣ୍ଟରନେଟ୍‌ ସେବା ଆରମ୍ଭ କରିବାକୁ ସିଏମ ସିଂ ଘୋଷଣା କରିଛନ୍ତି।...

ମହିଳା ସଂରକ୍ଷଣ ବିଲ୍‌କୁ ନେଇ ଭାଜପାକୁ କଂଗ୍ରେସ ଏମପି କେସି ଭେନୁଗୋପାଳଙ୍କ ପ୍ରଶ୍ନ, ଆରଏସଏସରେ କେତେ ମହିଳା ଅଛନ୍ତି

ନୂଆଦିଲ୍ଲୀ,୨୩।୯: ସଂସଦର ଉଭୟ ଗୃହରେ ମହିଳା ସଂରକ୍ଷଣ ବିଲ ପାରିତ ହୋଇଛି। ଅନ୍ୟପକ୍ଷରେ ବିରୋଧୀ ଦଳ ଏହି ଆଇନ ବିରୋଧରେ କିଛି କହୁନାହାଁନ୍ତି, ବରଂ ଏହାର ଉଦ୍ଦେଶ୍ୟ ଉପରେ ପ୍ରଶ୍ନ ଉଠାଇ ଭାଜପା ଉପରେ କ୍ରମାଗତ ଭାବେ ଆକ୍ରମଣ କରୁଛନ୍ତି।...

ରାଧାଅଷ୍ଟମୀ ଦର୍ଶନବେଳେ ୨ ଶ୍ରଦ୍ଧାଳଙ୍କୁ ମୃତ୍ୟୁ, ଦୁଃଖ ପ୍ରକାଶ କଲେ ଯୋଗୀ

ଲକ୍ଷ୍ନୌ,୨୩।୯: ରାଧା ଜନ୍ମୋତ୍ସବରେ ବର୍ସାନାରେ ରାଧାରାଣୀଙ୍କୁ ଦେଖିବାକୁ ଆସିଥିବା ୨ ଜଣ ଭକ୍ତଙ୍କର ମୃତ୍ୟୁ ହୋଇଛି। ଦୁର୍ଘଟଣା ପରେ ଉତ୍ତେଜନା ଖେଳିଯାଇଛି। ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦୁଃଖ ପ୍ରକାଶ କରିଛନ୍ତି। ଶନିବାର ସକାଳେ ରାଧାରାଣୀ ମନ୍ଦିରରେ ଅଭିଷେକର...

ଭାରତ-ପ୍ରଶାନ୍ତ ମହାସାଗରରେ ଚାଇନାକୁ ଟାର୍ଗେଟ କରିବାକୁ ପ୍ରସ୍ତୁତି, ଏହି ସ୍ବତନ୍ତ୍ର ସମ୍ମିଳନୀର ଆୟୋଜନ କରିବ ଭାରତୀୟ ସେନା

ନୂଆଦିଲ୍ଲୀ,୨୩।୯: ଆସନ୍ତା ସପ୍ତାହରେ ଭାରତୀୟ ସେନା ଭାରତ-ପ୍ରଶାନ୍ତ ମହାସାଗରୀୟ ଦେଶର ସେନା ମୁଖ୍ୟଙ୍କ ଦୁଇ ଦିନିଆ ସମ୍ମିଳନୀ ଆୟୋଜନ କରିବାକୁ ଯାଉଛି। ଏହି ସମ୍ମିଳନୀରେ ଭାରତ-ପ୍ରଶାନ୍ତ ମହାସାଗରରେ ଚାଇନାର ବୃଦ୍ଧି କାର୍ଯ୍ୟକଳାପ ବିରୋଧରେ କାର୍ଯ୍ୟାନୁଷ୍ଠାନ ଉପରେ ଆଲୋଚନା କରାଯିବ। ‘ଇଣ୍ଡୋ-ପାସିଫିକ...

ଉଦୟନିଧିଙ୍କ ସପକ୍ଷରେ ବାହାରିଲେ କମଲ ହାସନ

ଚେନ୍ନାଇ,୨୩।୯: ନିକଟରେ ତାମିଲନାଡୁର ସରକାରୀ ମନ୍ତ୍ରୀ ଉଦୟନିଧି ଷ୍ଟାଲିନ ସନାତନ ଧର୍ମକୁ ନେଇ ଏକ ବିବାଦୀୟ ବୟାନ ଦେଇଛନ୍ତି। ବର୍ତ୍ତମାନ ପ୍ରସିଦ୍ଧ ଅଭିନେତା ତଥା ରାଜନେତା କମଲ ହାସନ ଉଦୟାନିଧିଙ୍କ ସପକ୍ଷରେ କହିଛନ୍ତି ଯେ ସନାତନ ବିବାଦରେ ଜଣେ ଶିଶୁଙ୍କୁ...

ଆଜି ବାରାଣସୀ ଆସିବେ ମୋଦି

ବାରାଣସୀ,୨୩ା୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ତାଙ୍କ ସଂସଦୀୟ ନିର୍ବାଚନମଣ୍ଡଳୀ ବାରାଣସୀ ପରିଦର୍ଶନ କରିବେ। ସେ ଏଠାରେ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମର ମୂଳଦୁଆ ପକାଇବେ। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱରେ ଉତ୍ତରପ୍ରଦେଶ ସରକାର ବାରାଣସୀରେ ଏକ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମ...

ଦିପାବଳୀରେ କେବଳ ଗ୍ରୀନ କ୍ରାକର୍ସ ଫୁଟାଇବାକୁ ମିଳିଲା ଅନୁମତି

ଚଣ୍ଡିଗଡ଼,୨୩।୯: ବାୟୁ ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ ହରିୟାଣା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ଏଚଏସପିସିବି) ଯୋଜନା ପ୍ରସ୍ତୁତ କରିଛି। ବୋର୍ଡ ଶୁକ୍ରବାର ସମସ୍ତ ଡେପୁଟି କମିଶନରଙ୍କୁ ଗ୍ରୀନ ଫାୟାର କ୍ରାକର ବ୍ୟତୀତ ସମସ୍ତ ପ୍ରକାର ଫାୟାର କ୍ରାକର ଉତ୍ପାଦନ,...

ଜମ୍ମୁ-କଶ୍ମୀର, ଲଦାଖ ଭାରତର ଏକ ଅବିଚ୍ଛେଦ୍ୟ ଅଙ୍ଗ: ଜାତିସଂଘରେ କହିଲା ଭାରତ

ନୁୟର୍କ/ନୂଆଦିଲ୍ଲୀ,୨୩।୯: ମିଳିତ ଜାତିସଂଘ ସାଧାରଣ ସଭାରେ ପାକିସ୍ତାନ ପୁଣି ଥରେ କଶ୍ମୀର ପ୍ରସଙ୍ଗ ଉଠାଇଛି। ଦେଶର କାର୍ଯ୍ୟନିର୍ବାହୀ ପ୍ରଧାନମନ୍ତ୍ରୀ ଅନୱାରୁଲ ହକ କକର ଦେଇଥିବା ଭାଷଣ ଉପରେ ଭାରତ ଟାର୍ଗେଟ୍‌ କରି ପଡୋଶୀ ଦେଶକୁ ଏହି ତିନୋଟି ପ୍ରସଙ୍ଗରେ ଉନ୍ନତି...

ଆଜି ପ୍ରଧାନମନ୍ତ୍ରୀଙ୍କ କାଶୀ ଗସ୍ତ, ପୂର୍ବାଞ୍ଚଳର ପ୍ରଥମ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମର କରିବେ ଶିଳାନ୍ୟାସ

ନୂଆଦିଲ୍ଲୀ,୨୩।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ନିର୍ବାଚନମଣ୍ଡଳୀ ବାରାଣାସୀ ଗସ୍ତ କରିବେ। ରାଜାତାଲାବ ନିକଟ ଗଞ୍ଜାରୀରେ ପୂର୍ବାଞ୍ଚଳର ପ୍ରଥମ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମର ଶିଳାନ୍ୟାସ କରିବା ସହିତ ଏକ ସାଧାରଣ ସଭା ମଧ୍ୟ କରିବେ ଏବଂ ଆସନ୍ତା ବର୍ଷ ଲୋକ...

ରାମନାଥଙ୍କ ଅଧ୍ୟକ୍ଷତାରେ ଆଜି ବସିବ ଏକ ଦେଶ, ଏକ ନିର୍ବାଚନ ବୈଠକ

ନୂଆଦିଲ୍ଲୀ,୨୩।୯: ଦେଶରେ ଏକକାଳୀନ ନିର୍ବାଚନ ହେବାର ସମ୍ଭାବନାକୁ ବିଚାର କରି ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଶନିବାର ଏକ ବୈଠକ ଅନୁଷ୍ଠିତ ହେବ। ଏହି ବୈଠକରେ ସମ୍ଭାବନା ଉପରେ ଆଗକୁ ବଢିବାର ବାହ୍ୟରେଖା ସ୍ଥିର ହେବ। ଏହା ବ୍ୟତୀତ...

ଦ୍ୱିତୀୟ ସର୍ବାଧିକ ଫଳପ୍ରଦ ଅଧିବେଶନ

ନୂଆଦିଲ୍ଲୀ,୨୩ା୯: ପାର୍ଲାମେଣ୍ଟର ସ୍ବତନ୍ତ୍ର ଅଧିବେଶନ ଅବସରରେ ଉଭୟ ଲୋକ ସଭା ଓ ରାଜ୍ୟ ସଭା ଧାର୍ଯ୍ୟ ସମୟଠାରୁ ଅଧିକ ସମୟ କାର୍ଯ୍ୟ କରିଛି। ସପ୍ତଦଶ ଲୋକସଭାର ଏହା ଏକମାତ୍ର ଅଧବବେଶନ, ଯେଉଁଠି ମୁଲତବୀ ଯୋଗୁ ନିମ୍ନ ସଦନର ସମୟ ଆଦୌ ବରବାଦ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri