ଜାତୀୟ

ବିଶ୍ୱରେ ୪୫୦କୋଟି ଲୋକ ମୌଳିକ ସ୍ବାସ୍ଥ୍ୟସେବା ପାଉନାହାନ୍ତି

ନୂଆଦିଲ୍ଲୀ,୨୨।୯: ବିଶ୍ୱ ଜନସଂଖ୍ୟାର ପ୍ରାୟ ଅଧା ଅର୍ଥାତ୍‌ ୪୫୦କୋଟି ଲୋକ ମୌଳିକ ସ୍ବାସ୍ଥ୍ୟ ସେବାରୁ ବଞ୍ଚିତ ଅଛନ୍ତି ବୋଲି ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ନିଜ ସଦ୍ୟତମ ରିପୋର୍ଟରେ ଦର୍ଶାଇଛି। ବିଶ୍ୱରେ ପ୍ରାୟ ୨୦୦ କୋଟି ଲୋକଙ୍କୁ ଚିକିତ୍ସା ଖର୍ଚ୍ଚ ନିଜେ...

ଦାନିଶ ଅଲିଙ୍କ ଉପରେ ବିବାଦୀୟ ବୟାନ ମାମଲାରେ ରମେଶ ବିଧୁରୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କଲେ ନଡ୍ଡା

ନୂଆଦିଲ୍ଲୀ,୨୨।୯: ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏମପି ରମେଶ ବିଧୁରୀଙ୍କୁ ଶୁକ୍ରବାର ଏକ ଅସଂସଦୀୟ ଭାଷା ବ୍ୟବହାରକୁ ନେଇ ଏକ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି। ୧୫ଦିନ ମଧ୍ୟରେ ବିଧୁରୀଙ୍କୁ ଏହାର ଜବାବ ଦେବାକୁ ପଡିବ। ନୋଟିସରେ...

ରମେଶ ବିଧୁରୀଙ୍କ ବୟାନକୁ ନେଇ ସ୍ପିକରଙ୍କୁ ଚିଠି ଲେଖିଲେ ଦାନିଶ ଅଲି

ନୂଆଦିଲ୍ଲୀ,୨୨।୯: ବହୁଜନ ସମାଜ ପାର୍ଟି (ବିଏସପି) ଏମପି ଦାନିଶ ଅଲି ସଂସଦରେ ଭାଜପା ଏମପି ରମେଶ ବିଧୁରୀଙ୍କ ବିରୋଧରେ ଦେଇଥିବା ମନ୍ତବ୍ୟ ସମ୍ପର୍କରେ ଶୁକ୍ରବାର ଲୋକ ସଭା ବାଚସ୍ପତି ଓମ ବିର୍ଲାଙ୍କୁ ଏକ ଚିଠି ଲେଖିଛନ୍ତି। ସେ ଏଥିରେ ଲେଖିଛନ୍ତି...

ଆମେରିକା ଗସ୍ତ କରିବେ ଜୟଶଙ୍କର

ନୂଆଦିଲ୍ଲୀ,୨୨।୯: କାନାଡା ସହିତ ଚାଲିଥିବା କୂଟନୈତିକ ବିବାଦ ମଧ୍ୟରେ ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ସେପ୍ଟେମ୍ବର ୨୨-୩୦ମଧ୍ୟରେ ଆମେରିକା ଗସ୍ତରେ ରହିବେ। ସୂଚନାଯୋଗ୍ୟ, ଆମେରିକାରେ ମିଳିତ ଜାତିସଂଘ ସାଧାରଣ ସଭାର ଏକ ଅଧିବେଶନରେ ଜୟଶଙ୍କର ଯୋଗଦେବେ। ଏଥିସହ ସେ ଆମେରିକାର...

ଭାରତର ଆକ୍ସନ ପରେ ହୋସକୁ ଆସିଲା କାନାଡା, ହିନ୍ଦୁଙ୍କୁ ଧମକ ମାମଲାରେ ପନ୍ନୁଙ୍କୁ ଚେତବାନୀ ଦେଲେ କାନାଡା ମନ୍ତ୍ରୀ

ଓଟାଓ୍ବା,୨୨।୯: ଭାରତ ଓ କାନାଡାର ସମ୍ପର୍କ ମଧ୍ୟରେ ସବୁବେଳେ ତିକ୍ତତା ଦେଖିବାକୁ ମିଳୁଛି। ଏହି ତିକ୍ତତା ଖଲିସ୍ତାନ ଚରମପନ୍ଥୀ ହରଦିପ ସିଂ ନିଜ୍ଜରଙ୍କ ହତ୍ୟା ପରେ ବଢି ଯାଇଛି। ଇତିମଧ୍ୟରେ ହିନ୍ଦୁଙ୍କୁ ଧମକ ଦିଆଯାଉଥିବା ଏକ ଭିଡିଓ ଭାଇରାଲ ହୋଇଛି,...

ବୈବାହିକ ବଳାତ୍କାରକୁ ଅପରାଧ ଘୋଷଣା ପାଇଁ ସୁପ୍ରିମକୋର୍ଟରେ ମାମଲା ଦାୟର, ଅକ୍ଟୋବରରେ ହେବ ଶୁଣାଣି

ନୂଆଦିଲ୍ଲୀ,୨୨।୯: ବୈବାହିକ ବଳାତ୍କାରକୁ ଅପରାଧ ଘୋଷଣା ପାଇଁ ସୁପ୍ରିମକୋର୍ଟରେ ଯାଚିକା ଦାଖଲ କରାଯାଇଛି। ଅକ୍ଟୋବର ମଧ୍ୟଭାଗରେ ଏହି ମାମଲାର ଶୁଣାଣି କରିବା ନେଇ ଶୁକ୍ରବାର ଉଚ୍ଚ ନ୍ୟାୟାଳୟ କହିଛନ୍ତି। ସୁପ୍ରିମକୋର୍ଟରେ ଏପ୍ରସଙ୍ଗରେ ଅନେକ ପିଟିସନ ଦାଖଲ କରାଯାଇଛି, ଯେଉଁଥିରେ ଏକ...

ବିଶ୍ୱରେ ସ୍କୁଲ ଶିକ୍ଷାରୁ ବଞ୍ଚିତ ଅଛନ୍ତି ୨୫କୋଟି ପିଲା: ଜାତିସଂଘ

ନୂଆଦିଲ୍ଲୀ,୨୨।୯: ଖାଦ୍ୟ, ପୋଷାକ ଓ ବାସଗୃହ ପରି ଶିକ୍ଷା ମଧ୍ୟ ପ୍ରତିଟି ମନୁଷ୍ୟର ମୌଳିକ ଅଧିକାର। ସେଥିପାଇଁ ଭାରତରେ ୬ରୁ ୧୪ବର୍ଷ ଯାଏଁ ପିଲାଙ୍କ ପାଇଁ ଶିକ୍ଷାକୁ ମାଧ୍ୟତାମୂଳକ କରାଯାଇଥିବାବେଳେ ବିଶ୍ୱରେ ଏହାକୁ ୧୫ବର୍ଷ ଯାଏଁ ବାଧ୍ୟତାମୂଳକ କରାଯାଇଛି। କିନ୍ତୁ...

ମହିଳା ସଂରକ୍ଷଣ ବିଲ୍‌ ଉପରେ ପ୍ରତିକ୍ରିୟା ରଖିଲେ ମାୟାବତୀ

ଲକ୍ଷ୍ନୌ,୨୨।୯: ମହିଳା ସଂରକ୍ଷଣ ବିଲ୍‌ ପ୍ରଥମେ ଲୋକ ସଭାରେ ଏବଂ ପରେ ରାଜ୍ୟ ସଭାରେ ପାରିତ ହେବା ପରେ ବିଏସପି ମୁଖ୍ୟ ମାୟାବତୀ ଏହାକୁ ସ୍ବାଗତ ଜଣାଇଛନ୍ତି। ବହୁଜନ ସମାଜ ପାର୍ଟି ଅଧ୍ୟକ୍ଷ ମାୟାବତୀ ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ...

ଭାରତୀୟ ଖେଳାଳିଙ୍କୁ ପ୍ରବେଶ ଅନୁମତି ଦେଲା ନାହିଁ ଚାଇନା, ବୈଦେଶିକ ମନ୍ତ୍ରଣାଳୟ କହିଲା ଭେଦଭାବପୂର୍ଣ୍ଣ ବ୍ୟବହାର ଗ୍ରହଣୀୟ ନୁହେଁ

ନୂଆଦିଲ୍ଲୀ/ବେଜିଂ,୨୨।୯: ଭାରତୀୟ ଖେଳାଳିଙ୍କୁ ଏସିଆନ ଗେମ୍ସରେ ଏଣ୍ଟ୍ରି ନ ଦେବାକୁ ନେଇ ଚାଇନାର ଚାଲକୁ ଭାରତ କଡା ବିରୋଧ କରିଛି। ନିକଟରେ ହାଙ୍ଗଝୁରେ ଅନୁଷ୍ଠିତ ହେବାକୁ ଥିବା ୧୯ବିଂଶ ଏସିଆନ ଗେମ୍ସରେ ଭାଗ ନେବାକୁ ଅରୁଣାଚଳ ପ୍ରଦେଶର ଭାରତୀୟ ଖେଳାଳିଙ୍କ...

ମୁସଲମାନଙ୍କୁ ଦୁର୍ବ୍ୟବହାର କରିବା ଭାଜପା ପାଇଁ ନୂଆ କଥା ନୁହେଁ: ଓଓ୍ବାଇସି

ନୂଆଦିଲ୍ଲୀ,୨୨।୯: ଲୋକ ସଭାରେ ବିଏସପି ଏମ୍‌ପି କୁନଓ୍ବାର ଡାନିଶ ଅଲିଙ୍କୁ ଭାଜପା ଏମ୍‌ପି ରମେଶ ବିଧୁରୀ ଦୁର୍ବ୍ୟବହାର କରିବା ପ୍ରସଙ୍ଗରେ ଏଆଇଏମଆଇଏମ ମୁଖ୍ୟ ଅସଦୁଦ୍ଦିନ ଓୱାଇସି ଭାଜପାକୁ ଟାର୍ଗେଟ୍‌ କରିଛନ୍ତି। ଓୱାଇସି କହିଛନ୍ତି ଯେ, ମୁସଲମାନଙ୍କୁ ଦୁର୍ବ୍ୟବହାର କରିବା ଭାଜପା...

ମଣିପୁରରେ ଅସ୍ତ୍ରଶସ୍ତ୍ର ପୁନରୁଦ୍ଧାର ସମ୍ପର୍କରେ ଷ୍ଟାଟସ୍‌ ରିପୋର୍ଟ ଦାଖଲ କଲେ ସରକାର

ଇମ୍ଫାଲ,୨୨।୯: ମଣିପୁର ସରକାର ରାଜ୍ୟରେ ଅସ୍ତ୍ରଶସ୍ତ୍ର ପୁନରୁଦ୍ଧାର ସ୍ଥିତି ସମ୍ପର୍କରେ ସୁପ୍ରିମକୋର୍ଟରେ ଏକ ଷ୍ଟାଟସ୍‌ ରିପୋର୍ଟ ଦାଖଲ କରିଛନ୍ତି। ଏହି ରିପୋର୍ଟରେ ସମସ୍ତ ଅଞ୍ଚଳରୁ ଜବତ ହୋଇଥିବା ଅସ୍ତ୍ରଶସ୍ତ୍ର ବିଷୟରେ ସୂଚନା ଦିଆଯାଇଛି। ସୂଚନାଯୋଗ୍ୟ, ସେପ୍ଟେମ୍ବର ୬ରେ ସୁପ୍ରିମକୋର୍ଟ ମଣିପୁର...

କ୍ଷମା ମାଗିଲେ ରାଜନାଥ ସିଂ

ନୂଆଦିଲ୍ଲୀ,୨୨।୯: କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଲୋକ ସଭାରେ ଭାଜପା ଏମ୍‌ପି ରମେଶ ବିଧୁରୀଙ୍କ ଅଶ୍ଲୀଳ ଭାଷା ପାଇଁ କ୍ଷମା ପ୍ରାର୍ଥନା କରିଛନ୍ତି। ଚନ୍ଦ୍ରୟାନ-୩ ମିଶନ ଉପରେ ଆଲୋଚନା ବେଳେ ରମେଶ ବିଧୁରୀ ବିଏସପି ଏମ୍‌ପି କୁନୱାର ଡାନିଶ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri