ଜାତୀୟ

ଗର୍ଭବତୀ ନ ହୋଇ ୧୨ ବର୍ଷ ଧରି କ୍ଷୀର ଦେଉଛି ନନ୍ଦିନୀ, ସୋସିଆଲ ମିଡ଼ିଆରେ ଭାଇରାଲ…

ପାଟନା,୧୧।୯ : ବିହାରର ସିୱାନରୁ ଏକ ଅଦ୍ଭୁତ ମାମଲା ସାମ୍ନାକୁ ଆସିଛି ଯାହା ପ୍ରକୃତିର ଚମତ୍କାରଠାରୁ କମ ନୁହେଁ। ଏଠାରେ ନନ୍ଦିନୀ ନାମକ ଏକ ଗାଈ ଗତ ୧୨ ବର୍ଷ ଧରି ଗର୍ଭଧାରଣ ନକରି କ୍ରମାଗତ ଭାବରେ କ୍ଷୀର ଦେଉଛି।...

ଭାଜପା ବିଷଧର ସର୍ପ: ଉଦୟନିଧି ଷ୍ଟାଲିନ

ଚେନ୍ନାଇ,୧୧।୯: ତାମିଲନାଡୁର କ୍ରୀଡ଼ା ମନ୍ତ୍ରୀ ତଥା ଡିଏମକେ ନେତା ଉଦୟନିଧି ଷ୍ଟାଲିନ ପୁଣି ଥରେ ବିବାଦୀୟ ବୟାନ ଦେଇଛନ୍ତି। ସେ ଭାରତୀୟ ଜନତା ପାର୍ଟି(ଭାଜପା)କୁ ଏକ ବିଷଧର ସାପ ସହିତ ତୁଳନା କରିଛନ୍ତି ଏବଂ ଏହାକୁ ତାମିଲନାଡୁରୁ ବାହାର କରିଦେବା...

‘ଜି-୨୦ ଭିତରେ ଏଲଜିଙ୍କୁ ଘୋଡାଇ ଦିଆଯାଉଛି’, ଜମ୍ମୁ-କଶ୍ମୀର ଉପରାଜ୍ୟପାଳ, କେନ୍ଦ୍ର ମନ୍ତ୍ରୀଙ୍କ ଉପରେ କଂଗ୍ରେସର ବଡ ଅଭିଯୋଗ

ନୂଆଦିଲ୍ଲୀ,୧୧।୯: ଜାମ୍ମୁ କାଶ୍ମୀରର ଲେଫ୍ଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନା ଏବଂ କେନ୍ଦ୍ର ମନ୍ତ୍ରୀ ଗଜେନ୍ଦ୍ର ଶେଖଓ୍ବତଙ୍କ ବିରୋଧରେ କଂଗ୍ରେସ ବଡ ଅଭିଯୋଗ ଆଣିଛି। କଂଗ୍ରେସ ମୁଖପାତ୍ର ପୱନ ଖେଡା କହିଛନ୍ତି ଯେ ଜି ୨୦ ନାମରେ ଏଲଜି ୪୨୦ଙ୍କୁ ଲୁଚାଇ...

ନୀତୀଶ ଭାରି ଚତୁର, ତାଙ୍କର ନିଜସ୍ବ ରଣନୀତି ରହିଛି: ପିକେ…

ପାଟନା,୧୧।୯ : ଜି-୨୦ରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା ଆୟୋଜିତ ରାତ୍ରୀ ଭୋଜନରେ ବହୁ ରାଜ୍ୟର ମୁଖ୍ୟମନ୍ତ୍ରୀ ଯୋଗ ଦେଇଥିଲେ। ଭୋଜିରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମଧ୍ୟ ପହଞ୍ଚିଥିଲେ। ଏଭଳି ପରିସ୍ଥିତିରେ ପ୍ରଶାନ୍ତ କିଶୋର (ପିକେ)ନୀତୀଶଙ୍କୁ କଡ଼ା ସମାଲୋଚନା...

ଓପି ରାଜଭର, ସଞ୍ଜୟ ନିଷାଦଙ୍କୁ ବହୁରୂପି ବୋଲି କହିଲେ ଶିବପାଲ ଯାଦବ

ଲକ୍ଷ୍ନୌ,୧୧।୯: ସମାଜବାଦୀ ପାର୍ଟିିର ମହାସଚିବ ଶିବପାଲ ସିଂହ ଯାଦବ କହିଛନ୍ତି ଓମ ପ୍ରକାଶ ରାଜଭର ଓ ସଞ୍ଜୟ ସିଂହ ନିଷାଦ ହେଉଛନ୍ତି ବହୁରୂପି। ତାଙ୍କ ସମ୍ପର୍କରେ ସାରା ରାଜ୍ୟ ଜାଣିଛି। ସେ ଏନଡିଏ ପାଇଁ ପ୍ରଚାର କରିବାରୁ ଆମକୁ ବା...

ରାମମନ୍ଦିର ଉଦଘାଟନ ସମୟରେ ହୋଇପାରେ ଗୋଧ୍ରା ଭଳି କାଣ୍ଡ: ଉଦ୍ଧବଙ୍କ ଆଶଙ୍କା…

ମୁମ୍ବାଇ,୧୧।୯ : ଅନେକ ଦଶନ୍ଧି ଧରି ଚାଲିଥିବା ଆଇନଗତ ଯୁଦ୍ଧ ପରେ ସୁପ୍ରିମକୋର୍ଟ ଅଯୋଧ୍ୟାରେ ଶ୍ରୀ ରାମ ମନ୍ଦିର ସପକ୍ଷରେ ଏହି ରାୟ ଦେଇଥିଲେ, ଯେହେତୁ ଏହି ମନ୍ଦିର ଆତଙ୍କବାଦୀଙ୍କ ଟାର୍ଗେଟରେ ରହିଆସିଛି। ଇସଲାମିକ ଷ୍ଟେଟ (ଆଇଏସ), ଅଲ କାଏଦା...

ବିମାନରେ ପୁଣି ମହିଳା ଯାତ୍ରୀଙ୍କୁ ଦୁର୍ବବ୍ୟହାର

ନୂଆଦିଲ୍ଲୀ,୧୧।୯: ଉଡନ୍ତା ବିମାନରେ ମହିଳାଙ୍କ ପ୍ରତି ଦୁର୍ବବ୍ୟହାର ଘଟଣା ଯେମିତି ଥମିବାର ନାଁ ନେଉନାହିଁ। ଏବେ ମୁମ୍ବାଇରୁ ଗୁଆହାଟି ଯାଉଥିବା ଇଣ୍ଡିଗୋ ବିମାନରେ ମହିଳା ଯାତ୍ରୀଙ୍କ ସହ ଦୁର୍ବବ୍ୟହାର ହୋଇଥିବା ଖବର ଆସିଛି। ଅଭିଯୁକ୍ତଙ୍କ ବିରୋଧରେ ଏଫଆଇଆର ଦିଆଯାଇଛି। ମୁମ୍ବାଇରୁ...

ଏକ ଦେଶ ଏକ ନିର୍ବାଚନ ୫ ରାଜ୍ୟର ନିର୍ବାଚନ ଟାଳିବାକୁ ଏକ ଷଡ଼ଯନ୍ତ୍ର: ପ୍ରଶାନ୍ତ ଭୂଷଣ…

ନୂଆଦିଲ୍ଲୀ,୧୧।୯ : ସୁପ୍ରିମକୋର୍ଟର ଜଣାଶୁଣା ଓକିଲ ପ୍ରଶାନ୍ତ ଭୂଷଣ ଏକ ଦେଶ, ଏକ ନିର୍ବାଚନ ସମ୍ପର୍କରେ ଏକ ବଡ଼ ବିବୃତ୍ତି ଦେଇଛନ୍ତି। ୫ ରାଜ୍ୟରେ ନିର୍ବାଚନକୁ ସ୍ଥଗିତ ରଖିବାକୁ ଚାହୁଁଥିବାରୁ କେନ୍ଦ୍ର ସରକାର ଏହି ପ୍ରସଙ୍ଗରେ ପ୍ରଚାର କରୁଛନ୍ତି ବୋଲି...

କଂଗ୍ରେସକୁ ବଡ଼ ଝଟ୍‌କା

ଜୟପୁର,୧୧।୯: ରାଜସ୍ଥାନ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ବଡ଼ ଝଟ୍‌କା ଲାଗିଛି। ଦଳର ବରିଷ୍ଠ ନେତା ତଥା ନାଗୋରର ପୂର୍ବତନ ଏମ୍‌ପି ନାଥୁରାମ ମିର୍ଦ୍ଦାଙ୍କ ନାତୁଣୀ ଜ୍ୟୋତି ମିର୍ଦ୍ଦା କଂଗ୍ରେସ ଛାଡି ଭାଜପାରେ ଯୋଗଦେବେ। ପଶ୍ଚିମ ରାଜସ୍ଥାନର ଜାଟ ନେତ୍ରୀଙ୍କୁ...

ସନାତନ ବିବାଦରେ ଛନ୍ଦି ହେଲେ ପ୍ରକାଶ ରାଜ…

ଚେନ୍ନାଇ,୧୧।୯ : ତାମିଲନାଡୁର ମନ୍ତ୍ରୀ ତଥା ସିଏମ ଷ୍ଟାଲିନଙ୍କ ପୁଅ ଉଦୟାନିଧିଙ୍କ ପରେ ବର୍ତ୍ତମାନ ପ୍ରସିଦ୍ଧ ଅଭିନେତା ପ୍ରକାଶ ରାଜ ମଧ୍ୟ ସନାତନ ଧର୍ମକୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ଷ୍ଟାଲିନଙ୍କ ପୁଅର ବିବୃତ୍ତିକୁ ସମର୍ଥନ କରି ପ୍ରକାଶ ରାଜ...

‘ଇଣ୍ଡିଆ’ର ନାମ ରଖାଯିବ ‘ଭାରତ’: ଯେଉଁମାନେ ବିରୋଧ କରୁଛନ୍ତି ସେମାନେ ଦେଶ ଛାଡି ପଳାନ୍ତୁ: ଦିଲୀପ ଘୋଷ

ନୂଆଦିଲ୍ଲୀ,୧୧।୯: ଦେଶର ନାମ ‘ଇଣ୍ଡିଆ’ ଏବଂ ‘ଭାରତ’ ଉପରେ ରାଜନୀତି ଚାଲିଛି। ଦିଲ୍ଲୀରେ ଅନୁଷ୍ଠିତ ଜି-୨୦ ଶିଖର ସମ୍ମିଳନୀରେ କେନ୍ଦ୍ର ସରକାର ‘ଇଣ୍ଡିଆ’ ବଦଳରେ ‘ଭାରତ’ ନାମକୁ ପ୍ରୋତ୍ସାହିତ କରିଥିଲେ। ଏନେଇ ବିରୋଧୀ ଲଗାତାର ମୋଦି ସରକାରଙ୍କୁ ଟାର୍ଗେଟ୍‌ କରୁଛନ୍ତି।...

ଶେୟାର ବଜାର ଉପର ମୁହାଁ, ସେନସେକ୍ସରେ ୩୪୫ ଅଙ୍କ ବୃଦ୍ଧି,ନିଫ୍ଟି ୧୯୯୦୦ ଟପିଲା…

ମୁମ୍ବାଇ,୧୧।୯ : କ୍ରମାଗତ ସପ୍ତମ ଦିନ ପାଇଁ ଷ୍ଟକ ମାର୍କେଟରେ ବୃଦ୍ଧି ଦୃଷ୍ଟି ଗୋଚର ହୋଇଛି। ସୋମବାର ପ୍ରମୁଖ ସୂଚକାଙ୍କ ଜୋରଦାର କାରବାର କରୁଛି। ପୂର୍ବାହ୍ନ ୯ଟା ୨୦ରେ, ସେନସେକ୍ସ ୬୬,୮୪୪.୨୮ ସ୍ତରରେ ୨୪୫.୩୭ ଅଙ୍କ (୦.୩୬ ପ୍ରତିଶତ) ଅଙ୍କ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri