ଜାତୀୟ

ଜେଲ୍‌ ଯିବେ ଅଖିଳେଶ, ଶିବପାଲ: ରାଜଭର

ଲକ୍ଷ୍ନୌ,୧୧।୯: ସୁହେଲଦେବ ଭାରତୀୟ ସମାଜ ପାର୍ଟି ସଭାପତି ଓମ ପ୍ରକାଶ ରାଜଭର ନିଜ ମନ୍ତବ୍ୟ ପାଇଁ ପୁଣି ଥରେ ଚର୍ଚ୍ଚାରେ ଅଛନ୍ତି। ଘୋସି ଉପନିର୍ବାଚନରେ ଭାଜପାର ପରାଜୟ ପରେ ସମାଜବାଦୀ ପାର୍ଟି(ଏସ୍‌ପି) ସୁପ୍ରିମୋ ଅଖିଳେଶ ଯାଦବକୁ ଟାର୍ଗେଟ୍‌ କରିଛନ୍ତି। ରାଜଭର...

ରାଷ୍ଟ୍ରପତି ଭବନରେ ସୌଦି କ୍ରାଉନ ପ୍ରିନ୍ସଙ୍କୁ ଔପଚାରିକ ସ୍ବାଗତ

ନୂଆଦିଲ୍ଲୀ,୧୧।୯: ଜି -୨୦ ଶିଖର ସମ୍ମିଳନୀ ଆରମ୍ଭ ହେବା ପରେ ସୌଦି ଆରବର କ୍ରାଉନ ପ୍ରିନ୍ସ ମହମ୍ମଦ ବିନ ସଲମାନଙ୍କ ଭାରତକୁ ସରକାରୀ ଗସ୍ତ ସୋମବାର ଆରମ୍ଭ ହୋଇଛି। ସୋମବାର ସକାଳେ ସେ ରାଷ୍ଟ୍ରପତି ଭବନରେ ପହଞ୍ଚିବା ପରେ ସେଠାରେ...

ଝିଅଙ୍କର କାନ୍ଧରେ ହାତ ରଖିବା, ପୋଷାକ ଟାଣିବା , ପୋକ୍ସୋ ଅନୁସାରେ ମନ୍ଦ ଉଦ୍ଦେଶ୍ୟର ପ୍ରମାଣ: ହାଇକୋର୍ଟ…

ଭୋପାଳ,୧୧।୯ : ମଧ୍ୟପ୍ରଦେଶ ହାଇକୋର୍ଟ ପୋକ୍ସୋ ଆକ୍ଟ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ବ୍ୟକ୍ତିଙ୍କ ଦଣ୍ଠାଦେଶକୁ କାଏମ ରଖିଛନ୍ତି। ହାଇକୋର୍ଟ କହିଛନ୍ତି ଜଣେ ବ୍ୟକ୍ତି ଝିଅଙ୍କର ପୋଷାକ ଟାଣି କାନ୍ଧରେ ହାତ ରଖିବା ତାଙ୍କ ମନ୍ଦ ଉଦ୍ଦେଶ୍ୟକୁ ଦର୍ଶାଇଥାଏ। ଜଷ୍ଟିସ...

ଜି-୨୦ରେ ଭାରତ-ସୌଦି ଆରବ ଚୁକ୍ତିରେ ଚକିତ ହୋଇଛି ପାକିସ୍ତାନ, ସୋସିଆଲ ମିଡିଆରେ ଲୋକେ କହୁଛନ୍ତି ଆମେ ଲଜ୍ଜିତ

ନୂଆଦିଲ୍ଲୀ,୧୧।୯: ଭାରତରେ ପ୍ରଥମ ଥର ପାଇଁ ସଫଳ ହୋଇଥିବା ଜି -୨୦ ଶିଖର ସମ୍ମିଳନୀ ସମଗ୍ର ବିଶ୍ୱରେ ପ୍ରଶଂସା ସାଉଁଟୁଛି। ଏଥିରେ ଅଂଶଗ୍ରହଣ କରିବା ପରେ ବିଶ୍ୱ ସ୍ତରର ସମସ୍ତ ନେତା ଭାରତର ହୋଷ୍ଟିଂ ଏବଂ ଶିଖର ସମ୍ମିଳନୀରେ ନିଆଯାଇଥିବା...

ବାଲ୍ୟ ବିବାହ ଉପରେ ଅଙ୍କୁଶ: ଆଗାମୀ ୧୦ ଦିନରେ ହେବେ ୩ ହଜାର ଗିରଫ, ବିଶ୍ୱ ଶର୍ମାଙ୍କ ନିର୍ଦ୍ଦେଶ…

ଗୁଆହାଟୀ,୧୧।୯ : ଆସାମରେ ବାଲ୍ୟ ବିବାହରେ ସମ୍ପୃକ୍ତ ଥିବା ୩ ହଜାର ଲୋକଙ୍କୁ ଗିରଫ କରାଯିବ ବୋଲି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଚେତାବନୀ ଦେଇଛନ୍ତି। ଭାଜପା ମହିଳା ମୋର୍ଚ୍ଚାର ୨ଦିନିଆ ଜାତୀୟ କାର୍ଯ୍ୟକାରିଣୀ ବୈଠକର ସମାପ୍ତ ସମାରୋହରେ...

ଗାନ୍ଧୀ ଉପନାମ ଫେରାଇ ଦିଅ: ରାହୁଲଙ୍କୁ ହିମନ୍ତ ବିଶ୍ୱ ଶର୍ମାଙ୍କ ଆକ୍ଷେପ…

ଗୁଆହାଟୀ,୧୧।୯ : ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଇନ୍ଦିରା ଗାନ୍ଧୀ ଏବଂ ତାଙ୍କ ପରିବାର ସଦସ୍ୟଙ୍କ ଦ୍ୱାରା ଗାନ୍ଧୀ ଉପନାମ ବ୍ୟବହାରର ବୈଧତା ଉପରେ ପ୍ରଶ୍ନ କରିଛନ୍ତି। ସେ ଗାନ୍ଧୀ ପରିବାରକୁ ନକଲ ସର୍ଦ୍ଦାର’...

ହାଇଦ୍ରାବାଦ ହାଉସରେ ଆଜି ମୋଦିଙ୍କୁ ଭେଟିବେ ସୌଦି ଅରବ କ୍ରାଉନ ପ୍ରିନ୍ସ

ନୂଆଦିଲ୍ଲୀ/ରିୟାଦ,୧୧।୯: ଭାରତରେ ଆୟୋଜିତ ଜି -୨୦ ଶିଖର ସମ୍ମିଳନୀରେ ସୌଦି ଆରବର ପ୍ରଧାନମନ୍ତ୍ରୀ ତଥା କ୍ରାଉନ ପ୍ରିନ୍ସ ମହମ୍ମଦ ବିନ ସଲମାନ ଅଲ ସୌଦ ଯୋଗ ଦେଇଥିଲେ, କିନ୍ତୁ ସେ ଏପର୍ଯ୍ୟନ୍ତ ସ୍ବଦେଶ ଫେରି ନାହାଁନ୍ତି। ସେ ସୋମବାର ହାଇଦ୍ରାବାଦ...

‘ନା କରିବି, ନା କରାଇଦେବି’

ନୂଆଦିଲ୍ଲୀ,୧୧।୯: ଜି-୨୦ ଶିଖର ସମ୍ମିଳନୀରେ ଦିଲ୍ଲୀ ଆସିଥିବା ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଭାରତ ଗସ୍ତ ପରେ ଭିଏତନାମରେ ପହଞ୍ଚିଛନ୍ତି। ସେଠାରେ ବାଇଡେନ ଏକ ବିବୃତ୍ତିରେ କହିଛନ୍ତି ଯେ, ସେ ଭାରତ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ମାନବିକ ଅଧିକାର ଏବଂ...

ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ଆରମ୍ଭ ହେବ ଆୟୁଷ୍ମାନ ଭବ ଯୋଜନା, ୬୦ ହଜାର ଲୋକଙ୍କୁ ମିଳିବ କାର୍ଡ…

ନୂଆଦିଲ୍ଲୀ,୧୧।୯ : ଚଳିତ ବର୍ଷ ସାଧାରଣ ଲୋକଙ୍କ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ସ୍ବତନ୍ତ୍ର ହେବାକୁ ଯାଉଛି। କେନ୍ଦ୍ର ଆୟୁଷ୍ମାନ ଭବ କାର୍ଯ୍ୟକ୍ରମ ୧୭ସେପ୍ଟେମ୍ବର ଅର୍ଥାତ ପିଏମ ମୋଦିଙ୍କ ଜନ୍ମଦିନରେ ଆରମ୍ଭ କରିବାକୁ ଯାଉଛି। କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ...

ଜି-୨୦ ଡିନର୍‌ରେ ସାମିଲ ହେବାରୁ ମମତାଙ୍କ ଉପରେ ବର୍ଷିଲେ ଅଧୀରରଞ୍ଜନ

ନୂଆଦିଲ୍ଲୀ,୧୧।୯: ଜି-୨୦ ସମ୍ମଳିନୀରେ ରାଷ୍ଟ୍ରପତି ଦୌପଦୀ ମୁର୍ମୁଙ୍କ ପକ୍ଷରୁ ଆୟୋଜିତ ଡିନର୍‌ରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଯୋଗଦେବାକୁ ନେଇ ବିବାଦ ଉପୁଜିଛି। ତାଙ୍କର ଏହି ନିଷ୍ପତ୍ତି ଉପରେ କଂଗ୍ରେସ ପ୍ରଶ୍ନ ଉଠାଇଛି। ବରିଷ୍ଠ କଂଗ୍ରେସ ନେତା ଅଧୀର ରଞ୍ଜନ...

ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ଦିନ ସାରା ବିଶ୍ୱରେ ପାଳନ କରାଯିବ ଦୀପୋତ୍ସବ

ଅଯୋଧ୍ୟା,୧୧।୯: ଦୁଇ ଦିନ ଧରି ବିଶ୍ୱ ହିନ୍ଦୁ ପରିଷଦର ବରିଷ୍ଠ ଅଧିକାରୀମାନେ ଅଯୋଧ୍ୟାରେ ଏକାଠି ହୋଇଛନ୍ତି। ରବିବାର ଭିଏଚପିର କେନ୍ଦ୍ରୀୟ ଗୋଷ୍ଠୀର ବୈଠକରେ ରାମ ଲଲାଙ୍କ ସମର୍ପଣ ପାଇଁ ପ୍ରସ୍ତୁତି ଏବଂ ପର୍ବକୁ ଐତିହାସିକ କରିବା ଉପରେ ଆଲୋଚନା କରାଯାଇଥିଲା।...

ବାରମୂଳାରେ ଆତଙ୍କବାଦୀ ମଡ୍ୟୁଲର ପର୍ଦ୍ଦାଫାଶ: ୩ ଲଶ୍କର ସହଯୋଗୀ ଗିରଫ, ଅସ୍ତ୍ରଶସ୍ତ୍ର ଜବତ…

ଶ୍ରୀନଗର,୧୧।୯ : ଜମ୍ମୁ-କଶ୍ମୀର ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ବାରମୁଳା ପୋଲିସ ଏକ ବଡ ଆତଙ୍କବାଦୀ ନିଯୁକ୍ତି ମଡ୍ୟୁଲର ପର୍ଦ୍ଦାଫାଶ କରିଛି। ଏହା ସହିତ ଆତଙ୍କବାଦୀ ସଂଗଠନ ଲଶ୍କର-ଇ-ତୋଏବାର ତିନି ସହଯୋଗୀଙ୍କୁ ମଧ୍ୟ ପୋଲିସ ଗିରଫ କରିଛି। ସେମାନଙ୍କ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri