ଜାତୀୟ

ଗଣତନ୍ତ୍ରକୁ ସୁଦୃଢ଼ କରିବ

ନୂଆଦିଲ୍ଲୀ,୨୦ା୯: ନୂଆ ମହିଳା ସଂରକ୍ଷଣ ବିଲ୍‌ ଭାରତୀୟ ଗଣତନ୍ତ୍ରକୁ ଆହୁରି ସୁଦୃଢ଼ କରିବ ବୋଲି ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରକାଶ କରିଛନ୍ତି। ନୂତନ ସଂସଦ ଭବନରେ ପ୍ରଥମ ଥର ପାଇଁ ନିଜ ବକ୍ତବ୍ୟ ରଖି ସେ କହିଛନ୍ତି, ନାରୀଶକ୍ତି...

ପରିବାରର ସଞ୍ଚୟ ୫ ଦଶନ୍ଧିରେ ସବୁଠୁ କମ୍‌

ନୂଆଦିଲ୍ଲୀ, ୨୦।୯: ଆର୍ଥିକ ବର୍ଷ ୨୦୨୨-୨୩ରେ ଦେଶର ପରିବାରର ସଞ୍ଚୟ (ହାଉସ୍‌ହୋଲ୍ଡ ସେଭିଂସ) ୫ ଦଶନ୍ଧିର ସବୁଠାରୁ କମ୍‌ ରହିଛି ବୋଲି ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଆର୍‌ବିଆଇ) ପକ୍ଷରୁ କୁହାଯାଇଛି। ୨୦୨୧-୨୨ରେ ଏହା ସମୁଦାୟ ଘରୋଇ ଉତ୍ପାଦ (ଜିଡିପି)ର...

୨୦୨୯ ସୁଦ୍ଧା ମହିଳାଙ୍କୁ ସଂରକ୍ଷଣ

ନୂଆଦିଲ୍ଲୀ,୨୦।୯ : ନୂଆ ପାର୍ଲାମେଣ୍ଟ ହାଉସ୍‌ର ପ୍ରଥମ ଲୋକ ସଭାରେ ଆଗତ ହୋଇଥିବା ଏହି ବିଲ୍‌କୁ ପ୍ରଧାନମନ୍ତ୍ରୀ ଏକ ‘ଐତିହାସିକ ପଦକ୍ଷେପ’ ଭାବେ ଅଭିହିତ କରିଛନ୍ତି। ୧ ଦଶନ୍ଧି ପୂର୍ବରୁ ପାର୍ଲାମେଣ୍ଟର ନିମ୍ନ ସଦନରେ ମହିଳା ସଂରକ୍ଷଣ ବିଲ୍‌ ଆଗତ...

ଭାରତ ସହ ବିବାଦ ମଧ୍ୟରେ ନିଜ ନାଗରିକଙ୍କ ପାଇଁ ଆଡଭାଇଜରୀ ଜାରି କଲା କାନାଡା

ଓଟାଓ୍ବା/ନୂଆଦିଲ୍ଲୀ,୨୦।୯: ଖାଲିସ୍ତାନ ସମର୍ଥକ ହାର୍ଦ୍ଦିକ ସିଂ ନିଜାରଙ୍କ ହତ୍ୟାକୁ ନେଇ ଚାଲିଥିବା ବିବାଦ ମଧ୍ୟରେ ମଙ୍ଗଳବାର କାନାଡା ଏହାର ନାଗରିକଙ୍କ ପାଇଁ ଏକ ଆଡଭାଇଜରୀ ଜାରି କରିଛି। ଏଥିରେ କାନାଡା ନିଜ ଦେଶର ଲୋକଙ୍କୁ ଜମ୍ମୁ-କଶ୍ମୀର ଯାତ୍ରା ନ କରିବାକୁ...

ଭାରତ-କାନାଡା ତିକ୍ତତା ବଢ଼ିଲା

ନୂଆଦିଲ୍ଲୀ,୨୦ା୯(ପି.ଟି.): ପଞ୍ଜାବରୁ ଅଲଗା ହୋଇ ଏକ ସ୍ବତନ୍ତ୍ର ରାଷ୍ଟ୍ର ଗଠନ ପାଇଁ ଖଲିସ୍ତାନୀମାନେ ଦାବିକରି ଆସୁଛନ୍ତି। ସେମାନଙ୍କୁ ପାକିସ୍ତାନର ଗୋଇନ୍ଦା ସଂସ୍ଥା ଇଣ୍ଟର ସର୍ଭିସେସ୍‌ ଇଣ୍ଟେଲିଜେନ୍ସ (ଆଇଏସ୍‌ଆଇ) ଅସ୍ତ୍ରଶସ୍ତ୍ର ଯୋଗାଇ ଭାରତରେ ହିଂସାତ୍ମକ କାର୍ଯ୍ୟକଳାପ ପାଇଁ ଉସୁକାଉଛି। ଭାରତ ପରେ...

ହ୍ବାଟସଆପରେ ୪୯ କୋଟି ଲୋକଙ୍କ ସହ ଯୋଡି ହେବେ ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ,୧୯।୯ : ଟୁଇଟର, ଫେସବୁକ ଏବଂ ଇନଷ୍ଟାଗ୍ରାମ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବର୍ତ୍ତମାନ ହ୍ବାଟସ ଆପକୁ ମଧ୍ୟ ଆସିଛନ୍ତି। ବର୍ତ୍ତମାନ ସେ ସିଧାସଳଖ ନିଜ ପ୍ରଶଂସକଙ୍କୁ ବାର୍ତ୍ତା ପଠାଇବେ ଏବଂ ସେମାନଙ୍କର ପ୍ରଶଂସକମାନେ ସେମାନଙ୍କ ହ୍ବାଟସ ଆପରେ ସିଧାସଳଖ...

୨୦୨୪ରେ ନିର୍ବାଚନ ଲଢ଼ିବେ ପିକେ..

ମୁଜାଫରପୁର,୧୯।୯ : ବିଗତ ଏକ ବର୍ଷ ଧରି ବିହାରର ବିଭିନ୍ନ ଜିଲାରେ ଜନ ସୁରାଜ ପଦଯାତ୍ରା କରୁଥିବା ପ୍ରଶାନ୍ତ କିଶୋର(ପିକେ) ଏବେ ମୁଜାଫରପୁର ଜିଲାରେ ଅଛନ୍ତି। ସେ କ୍ରମାଗତ ଭାବରେ ମୁଜାଫରପୁରର ବିଭିନ୍ନ ଅଞ୍ଚଳରେ ପଦଯାତ୍ରା କରୁଛନ୍ତି ଏବଂ ଲୋକଙ୍କୁ...

କିଷାନ ଋଣ ପୋର୍ଟାଲ ଆରମ୍ଭ କଲେ କେନ୍ଦ୍ର ସରକାର…

ନୂଆଦିଲ୍ଲୀ,୧୯।୯ : କେନ୍ଦ୍ରର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଗଣେଶ ଚତୁର୍ଥୀରେ ଦେଶର ଚାଷୀଙ୍କୁ ଏକ ବଡ ଉପହାର ଦେଇଛନ୍ତି। କୃଷକମାନଙ୍କୁ ସବସିଡି ଋଣ ଏବଂ ପାଣ୍ଠିର ସମସ୍ୟାକୁ ଦୂର କରିବା ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ କୃଷି...

ନୂଆ ସଂସଦ ଭବନ ଉତ୍ସବରେ ରାଷ୍ଟ୍ରପତିଙ୍କୁ ଅଣଦେଖା: ଡେରେକ ଓ’ବ୍ରାଇନ…

ନୂଆଦିଲ୍ଲୀ,୧୯।୯ : ମଙ୍ଗଳବାର ଭାରତ ଏକ ଐତିହାସିକ ମୁହୂର୍ତ୍ତ ପାଳନ କରିଛି। ଦେଶ ଏକ ନୂତନ ସଂସଦ ପାଇଛି ଏବଂ ଏମପିମାନେ ପୁରୁଣା କମ୍ପ୍ଲେକ୍ସକୁ ବିଦାୟ ନେଇଛନ୍ତି। ଏହି ସମୟରେ, ଟିଏମସି ଏମପି ଡେରେକ ଓ’ବ୍ରାଇନ ସେଣ୍ଟ୍ରାଲ ହଲରେ ସମାରୋହରେ...

ଶେଷ ହେଲା ଅନନ୍ତନାଗ ଏନ୍‌କାଉଣ୍ଟର: ଲଶ୍ମର କମାଣ୍ଡର ସମେତ ଦୁଇ ଆତଙ୍କବାଦୀ ନିହତ

ଅନନ୍ତନାଗ,୧୯।୯: ଗତ ସପ୍ତାହେ ଧରି ଜମ୍ମୁ-କଶ୍ମୀରର ଅନନ୍ତନାଗ ଜିଲାରେ ଆତଙ୍କବାଦୀଙ୍କ ସହ ଚାଲିଥିବା ଏନକାଉଣ୍ଟର ମଙ୍ଗଳବାର ଶେଷ ହୋଇଛି। ଏଥିରେ ଲଶ୍କର-ଏ-ତାଇବା କମାଣ୍ଡର ଉଜୈର ଖାନ୍‌ଙ୍କ ସମେତ ଦୁଇଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଏହାଛଡ଼ା ଭାରତୀୟ ସେନାର ଦୁଇ ଅଫିସର...

ରାଜ୍ୟରେ ନିର୍ବାଚନ କରିବାକୁ ଡରୁଛନ୍ତି ସରକାର: ଓମାର ଅବଦୁଲ୍ଲା…

ଶ୍ରୀନଗର,୧୯।୯ : ନ୍ୟାଶନାଲ କନଫରେନ୍ସ ଉପାଧ୍ୟକ୍ଷ ଓମାର ଅବଦୁଲ୍ଲା ମଙ୍ଗଳବାର କହିଛନ୍ତି ତାଙ୍କ ଦଳ ମହିଳା ସଂରକ୍ଷଣ ବିଲ ବିରୋଧରେ ନୁହେଁ ଏବଂ ଏହାକୁ କାର୍ଯ୍ୟକାରୀ କରାଯିବା ନେଇ ଦଳର କୌଣସି ଆପତ୍ତି ନାହିଁ। ଜମ୍ମୁ-କଶ୍ମୀରର ବଡ଼ଗାମରେ ଗଣମାଧ୍ୟମ ସହିତ...

ମହିଳାମାନଙ୍କୁ ବୋକା ବନାଇବା ପାଇଁ ସରକାର ଆଣିଛନ୍ତି ସଂରକ୍ଷଣ ବିଲ: ଏଏପି…

ନୂଆଦିଲ୍ଲୀ,୧୯।୯ : ମହିଳା ସଂରକ୍ଷଣ ବିଲ ସମ୍ପର୍କରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଆମ ଆଦମୀ ପାର୍ଟି ମଙ୍ଗଳବାର ଭାଜପାକୁ ଟାର୍ଗେଟ କରିଛି। ଏଏପି କହିଛି ବିଲକୁ ଆମେ ନୈତିକ ଭାବରେ ସମର୍ଥନ କରୁଛୁ। କେଜରିୱାଲ ସରକାରଙ୍କ ଜଣେ ମନ୍ତ୍ରୀ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri