ଜାତୀୟ

‘ମୋତେ ଭାରତରେ ରହିବାକୁ ଦିଅ’- ସ୍ବରାଷ୍ଟ୍ର ମନ୍ତ୍ରୀଙ୍କୁ ଗୁହାରି କଲେ ତସଲିମା

ନୂଆଦିଲ୍ଲୀ,୨୧।୧୦: ବାଂଲାଦେଶୀ ଲେଖକ ତସଲିମା ନସିରିନ ତାଙ୍କ ବାସସ୍ଥାନ ଅନୁମତି ବା ସେିଡେନ୍ସ ପରମିଟକୁ ନେଇ ଚିନ୍ତିତ ଅଛନ୍ତି। ସୋମବାର ଏ ବାବଦରେ ସେ ଏକ ଟୁଇଟରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କୁ ନିବେଦନ କରିଛନ୍ତି। ତସଲିମା ନସିରିନ ଏକ୍ସରେ ଲେଖିଛନ୍ତି,...

କେଜରିଓ୍ବାଲଙ୍କୁ ବଡ ଝଟ୍‌କା, ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୧।୧୦: ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ସୁପ୍ରିମକୋର୍ଟରୁ ବଡ଼ ଝଟକା ଲାଗିଛି। ଗୁଜୁରାଟ ବିଶ୍ୱବିଦ୍ୟାଳୟ (ଜିୟୁ) ମାନହାନୀ ମାମଲାରେ ଚାଲିଥିବା ମାମଲାକୁ ସୁପ୍ରିମକୋର୍ଟ ଖାରଜ କରିବାକୁ ମନା କରି ଦେଇଛନ୍ତି। ଏବେ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ନିମ୍ନ ଅଦାଲତରେ...

କାନାଡ଼ା ନା ଆମେରିକା; କେଉଁ ଦେଶ ଭାରତ ପାଇଁ ‘ସବୁଠୁ ସମସ୍ୟା’: ଜୟଶଙ୍କର କଲେ ଖୁଲାସା

ନୂଆଦିଲ୍ଲୀ,୨୧।୧୦: ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର କାନାଡା ଏବଂ ଆମେରିକା ବିଷୟରେ ଖୋଲାଖୋଲି ନିଜ ମନପୋଷଣ କରିଛନ୍ତି। ଏହି ଦୁଇ ଦେଶ ମଧ୍ୟରୁ କେଉଁଟି ଭାରତ ପାଇଁ ସମସ୍ୟା ବା ଆହ୍ବାନ ବୋଲି ସେ କହିଛନ୍ତି। ଜୟଶଙ୍କର କହିଛନ୍ତି,...

ମୋଦିଙ୍କ ନିକଟରେ ରହିଛି ଭାରତର ଭବିଷ୍ୟତ ପାଇଁ ସ୍ପଷ୍ଟ ଯୋଜନା: କ୍ୟାମେରନ

ନୂଆଦିଲ୍ଲୀ/ଲଣ୍ଡନ,୨୧।୧୦: ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ ଡେଭିଡ କ୍ୟାମେରନ ସୋମବାର ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ ପ୍ରଯୁକ୍ତିବିଦ୍ୟା ଏବଂ ଭାରତର ଭବିଷ୍ୟତକୁ ନେଇ ମୋଦିଙ୍କର ଏକ ସ୍ପଷ୍ଟ ଯୋଜନା ରହିଛି। କେବଳ ଏତିକି ନୁହେଁ,...

‘ଆତଙ୍କବାଦୀ’ ନାଁ ନେଲେନି ଓମାର ଅବଦୁଲ୍ଲା: ବର୍ଷିଲେ ଲୋକେ

ନୂଆଦିଲ୍ଲୀ,୨୧।୧୦: ଗତ କିଛି ଦିନ ହେବ ଜମ୍ମୁ କଶ୍ମୀରରେ କ୍ରମାଗତ ଭାବେ ଆତଙ୍କବାଦୀ ଆକ୍ରମଣ ଘଟୁଛି। ଜମ୍ମୁ-କଶ୍ମୀରର ଗାଗଙ୍ଗୀରରେ ରବିବାର ଆତଙ୍କବାଦୀ ଆକ୍ରମଣରେ ୭ ଜଣଙ୍କର ମୃତ୍ୟୁ ଘଟିଛି। ବର୍ତ୍ତମାନ ଲୋକମାନେ ଏହି ଘଟଣା ସମ୍ପର୍କରେ ସୋସିଆଲ ମିଡିଆରେ ଜମ୍ମୁ...

ସୀମାରେ ଚାଇନା ସହିତ ବିବାଦ ନେଇ ବଡ଼ ସୂଚନା ଦେଲା ଭାରତ

ନୂଆଦିଲ୍ଲୀ,୨୧।୧୦: ଭାରତ ଏବଂ ଚାଇନା ମଧ୍ୟରେ ସୀମାରେ (ଏଲଏସି) ପେଟ୍ରୋଲିଂକୁ ନେଇ ନୂଆ ସହମତି ହୋଇଛି। ବିଦେଶ ମନ୍ତ୍ରଣାଳୟ ସୋମବାର ବୟାନ ଜାରି କରି ଏହି ସୂଚନା ଦେଇଛି। ଚାଇନାର ରାଷ୍ଟ୍ରପତି ସି. ଜିନପିଙ୍ଗଙ୍କ ସହିତ ଦ୍ୱିପାକ୍ଷିକ ଆଲୋଚନା ପ୍ରଶ୍ନରେ...

ବୋହୂଙ୍କ ଅଡୁଆ ବଢାଉଛି ଶ୍ୱଶୁରଙ୍କ ‘ଅତିତ’

ଜାମସେଦପୁର,୨୧।୧୦: ୨୦୨୪ ଝାଡ଼ଖଣ୍ଡ ନିର୍ବାଚନରେ ଜାମସେଦପୁର ପୂର୍ବ ବିଧାନସଭା ଆସନରେ ହଠାତ୍‌ ରାଜନୈତିକ ଉଷ୍ମତା ବଢିଯାଇଛି। ଭାଜପା ପୂର୍ଣ୍ଣିମା ଦାସଙ୍କୁ ଏଠାରୁ ପ୍ରାର୍ଥୀ କରିଛି, ଯେଉଁଥିପାଇଁ ଦଳ ଭିତରେ ବିରୋଧ ଆରମ୍ଭ ହୋଇଛି। ନିର୍ବାଚନକୁ ସ୍ବାଧୀନ ଭାବରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ...

ଚକୋଲେଟ ନେଇ ବିହାରରେ ବୁଲୁଛନ୍ତି ପ୍ରଶାନ୍ତ କିଶୋର: ସନ୍ତୋଷ ସିଂ

ପାଟନା,୨୧।୧୦: ବିହାରର ୪ଟି ବିଧାନସଭା ଆସନରେ ଉପ-ନିର୍ବାଚନ ଅନୁଷ୍ଠିତ ହେବ। ଏହି ୪ଟି ଆସନରେ ଏନଡିଏ ଏବଂ ଇଣ୍ଡି ଆଲାଇନ୍ସ ମଧ୍ୟରେ ସିଧାସଳଖ ପ୍ରତିଯୋଗିତା ହେବ ବୋଲି କୁହାଯାଉଛି। ନୂଆ ପାର୍ଟି ଜନ ସୁରଜ ମଧ୍ୟ ଏହି ନିର୍ବାଚନରେ ନିଜ...

ସମୟ ଆସିଛି ଏବେ ୧୬-୧୬ ସନ୍ତାନ ପ୍ରସବ କର, ଷ୍ଟାଲିନଙ୍କ ଅପିଲ

ଅମରାବତି,୨୧।୧୦: ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ପରେ ବର୍ତ୍ତମାନ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ଜନସଂଖ୍ୟାକୁ ନେଇ ଏକ ବଡ଼ କଥା କହିଛନ୍ତି। ଏମ.କେ ଷ୍ଟାଲିନ ଏକ କାର୍ଯ୍ୟକ୍ରମରେ କହିଛନ୍ତି ଯେ ବର୍ତ୍ତମାନ ନବବିବାହିତ ଲୋକଙ୍କର ୧୬ ସନ୍ତାନ ପ୍ରସବ...

ଭାଙ୍ଗିଲା ଟାଟା ଗ୍ରୁପର ଏହି ପୁରୁଣା ପରମ୍ପରା! ନୋଏଲ ଆସିବା ପରେ ହେଲା ପରିବର୍ତ୍ତନ

ମୁମ୍ବାଇ.୨୧।୧୦: ରତନ ଟାଟାଙ୍କ ମୃତ୍ୟୁ ପରେ ଟାଟା ଟ୍ରଷ୍ଟ ନିଯୁକ୍ତିକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଛି। ଲାଇଭ ମିଣ୍ଟ ରିପୋର୍ଟ ଅନୁଯାୟୀ, ସାର୍‌ ରତନ ଟାଟା ଟ୍ରଷ୍ଟ ଏବଂ ସାର୍‌ ଦୋରାବଜୀ ଟାଟା ଟ୍ରଷ୍ଟର ଟ୍ରଷ୍ଟିମାନେ ସ୍ଥାୟୀ ସଦସ୍ୟ...

”ଆତଙ୍କବାଦୀ ବନ୍ଦ କର, ନହେଲେ ପରିଣାମ ଭୟଙ୍କର ହେବ”, ପାକିସ୍ତାନକୁ ଫାରୁକ ଅବଦୁଲ୍ଲାଙ୍କ କଡ଼ା ଚେତାବନୀ

ନୂଆଦିଲ୍ଲୀ,୨୧ା୧୦: ଜାମ୍ମୁ କାଶ୍ମୀରର ଗାନ୍ଦରବାଲ ଜିଲାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ନେଇ ନ୍ୟାଶନାଲ କନଫରେନ୍ସ (ଏନସି) ନେତା ଫାରୁକ୍ ଅବଦୁଲ୍ଲା ପାକିସ୍ତାନକୁ କଡ଼ା ଚେତାବନୀ ଦେଇଛନ୍ତି। ସୋମବାର ଅବଦୁଲ୍ଲା କହିଛନ୍ତି ଯେ, ସେ ପାକିସ୍ତାନର ନେତୃତ୍ୱଙ୍କୁ କହିବାକୁ ଚାହୁଁଛି, ଯଦି...

ସଲମାନଙ୍କ ପାଇଁ ଲରେନ୍ସ ବିଷ୍ଣୋଇଙ୍କୁ ଭେଟିବା ସହ କ୍ଷମା ମାଗିବାଗୁ ଚାହୁଁଛନ୍ତି ଏକ୍ସ ଗର୍ଲ ଫ୍ରେଣ୍ଡ ସୋମି

ମୁମ୍ବାଇ,୨୧।୧୦: ସଲମାନ ଖାନଙ୍କ ପୂର୍ବତନ ଗର୍ଲଫ୍ରେଣ୍ଡ ସୋମି ଅଲି ତାଙ୍କର ଏକ ବୟାନକୁ ନେଇ ଆଜିକାଲି ଖବରରେ ଅଛନ୍ତି। ସେ ଶୀଘ୍ର ଭାରତ ଆସିବାକୁ ଯାଉଛନ୍ତି। ଏକ ଘରୋଇ ଟେଲିଭିଜନ ଚ୍ୟାନେଲ ସହ କଥାବାର୍ତ୍ତା ବେଳେ ସୋମି ଅଲି କହିଛନ୍ତି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri