ଜାତୀୟ

ମହିଳା ସଂରକ୍ଷଣ ବିଲ୍‌: ବିରୋଧ କରିବାରୁ ସମାଜବାଦୀ ଏମପିଙ୍କ କଲର ଧରି ଗୃହରୁ ବାହାର କରିଥିଲେ ମମତା…

ନୂଆଦିଲ୍ଲୀ,୧୯।୯ : ସଂସଦର ସ୍ବତନ୍ତ୍ର ଅଧିବେଶନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ମଙ୍ଗଳବାର ଲୋକସଭାରେ ମହିଳା ସଂରକ୍ଷଣ ବିଲ ଆଗତ କରିଛନ୍ତି। ଲୋକସଭା ଏବଂ ବିଧାନସଭା ନିର୍ବାଚନରେ ମହିଳାମାନଙ୍କ ପାଇଁ ଏକ ତୃତୀୟାଂଶ ସିଟ ସଂରକ୍ଷଣ କରିବାକୁ ଏହି ବିଲରେ...

ଲୋକସଭାରେ ୧୪ ପ୍ରତିଶତ, ରାଜ୍ୟସଭାରେ ୧୭ ପ୍ରତିଶତ ମହିଳା ସଦସ୍ୟ…

ନୂଆଦିଲ୍ଲୀ,୧୯।୯ : ସଂସଦର ସ୍ବତନ୍ତ୍ର ଅଧିବେଶନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ମଙ୍ଗଳବାର ଲୋକସଭାରେ ମହିଳା ସଂରକ୍ଷଣ ବିଲ ଆଗତ କରିଛନ୍ତି। ବାସ୍ତବରେ, ଲୋକସଭା ଏବଂ ବିଧାନସଭା ନିର୍ବାଚନରେ ମହିଳାମାନଙ୍କ ପାଇଁ ଏକ ତୃତୀୟାଂଶ ସିଟ ସଂରକ୍ଷଣ କରିବାକୁ ଏହି...

ମାନହାନୀ ମାମଲାରେ ଅଶୋକ ଗେହଲଟଙ୍କୁ ଝଟକା

ନୂଆଦିଲ୍ଲୀ,୧୯।୯: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ମଙ୍ଗଳବାର ଦିଲ୍ଲୀ କୋର୍ଟରୁ ଆଶ୍ୱସ୍ତି ପାଇନାହାଁନ୍ତି। କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତଙ୍କ ଦ୍ୱାରା ଦିଆଯାଇଥିବା ମାନହାନୀ ମାମଲାରେ ତାଙ୍କୁ ଦୋଷମୁକ୍ତ କରିବା ପାଇଁ ଗେହଲଟ କୋର୍ଟରେ ଆବେଦନ କରିଥିଲେ।...

୨୭ ବର୍ଷ ଧରି ଅଟକି ରହିଛି ମହିଳା ସଂରକ୍ଷଣ ବିଲ, ୨୦୧୦ରେ ଯୋଗୀ କରିଥିଲେ ବିରୋଧ…

ନୂଆଦିଲ୍ଲୀ,୧୯।୯ : ସଂସଦର ସ୍ବତନ୍ତ୍ର ଅଧିବେଶନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ମଙ୍ଗଳବାର ଲୋକସଭାରେ ମହିଳା ସଂରକ୍ଷଣ ବିଲ ଆଗତ କରିଛନ୍ତି। ଏହି ବିଲ ପ୍ରଥମେ ସେପ୍ଟେମ୍ବର ୧୯୯୬ ରେ ଏଚଡି ଦେବ ଗୌଡା ସରକାରଙ୍କ ଦ୍ୱାରା ଉପସ୍ଥାପିତ ହୋଇଥିଲା।...

ଆଇନ ହେଲେ ମଧ୍ୟ ୨୦୨୯ ସାଧାରଣ ନିର୍ବାଚନ ପୂର୍ବରୁ ଲାଗୁ ହୋଇ ପାରିବନି ମହିଳା ସଂରକ୍ଷଣ…

ନୂଆଦିଲ୍ଲୀ,୧୯।୯ : ଭାରତୀୟ ସଂସଦରେ ମଙ୍ଗଳବାର ଉପସ୍ଥାପିତ ହୋଇଥିବା ଐତିହାସିକ ୩୩ ପ୍ରତିଶତ ମହିଳା ସଂରକ୍ଷଣ ବିଲ ଆଗତ ହୋଇଛି। ତେବେ ନିର୍ବାଚନମଣ୍ଡଳୀର ପରସିମନ ପରେ ହିଁ ଏହି ବିଲ କାର୍ଯ୍ୟକାରୀ ହେବ। ବିଲ ଅନୁଯାୟୀ ଲୋକସଭା ଏବଂ ରାଜ୍ୟସଭାରେ...

ସୋନିଆଙ୍କ ଭାରତ ମାତା ପୋଷ୍ଟର ନେଇ ବିବାଦ…

ହାଇଦ୍ରାବାଦ,୧୯।୯ : ଆସନ୍ତା ୨ରୁ ୩ମାସ ମଧ୍ୟରେ ତେଲଙ୍ଗାନାରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଯେଉଁଥିପାଇଁ ସମସ୍ତ ରାଜନୈତିକ ଦଳ ନିଜ ଜୀବନକୁ ବାଜି ଲଗାଉଛନ୍ତି। ଏହି କ୍ରମରେ କଂଗ୍ରେସର ଏକ ପୋଷ୍ଟରକୁ ନେଇ ଉତ୍ତେଜନା ଦେଖାଦେଇଛି। ପ୍ରକୃତରେ, ଏହି...

ଲୋକ ସଭାରେ ଆଗତ ହେଲା ‘ନାରୀ ଶକ୍ତି ବନ୍ଦନ ଅଧିନିୟମ ବିଲ୍‌’

ନୂଆଦିଲ୍ଲୀ,୧୯।୯: ନୂତନ ସଂସଦରେ ମହିଳା ସଂରକ୍ଷଣ ବିଲ୍‌ ଆଗତ କରାଯାଇଛି। କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଲୋକ ସଭାରେ ମହିଳା ସଂରକ୍ଷଣ ବିଲ୍‌ ଆଗତ କରିଛନ୍ତି। ମହିଳା ସଂରକ୍ଷଣ ବିଲ୍‌ର ନାମ ହେଉଛି ‘ନାରୀ ଶକ୍ତି ବନ୍ଦନ...

ଅନନ୍ତନାଗ ଏନକାଉଣ୍ଟରରେ ସୁରକ୍ଷା ବାହିନୀଙ୍କୁ ବଡ ସଫଳତା, ଲଶ୍କର ଆତଙ୍କବାଦୀ ଉଜୈର ଖାନଙ୍କୁ ହତ୍ୟା

ଅନନ୍ତନାଗ,୧୯।୯: ଜମ୍ମୁ-କଶ୍ମୀରରେ ଚାଲିଥିବା ଏନକାଉଣ୍ଟରରେ ସୁରକ୍ଷା ବାହିନୀ ବଡ ସଫଳତା ହାସଲ କରିଛି। ସୁରକ୍ଷା ବାହିନୀ ଲଶ୍କର-ଏ-ତାଇବା ଆତଙ୍କବାଦୀ ଉଜୈର ଖାନଙ୍କୁ ହତ୍ୟା କରିଛନ୍ତି। କଶ୍ମୀରର ଏଡିଜିପି ବିଜୟ କୁମାର କହିଛନ୍ତି, ଅନନ୍ତନାଗରେ ଆତଙ୍କବାଦୀ ଉଜୈରଙ୍କୁ ହତ୍ୟା କରାଯାଇଛି। ବର୍ତ୍ତମାନ...

ଏହି ପବିତ୍ର କାର୍ଯ୍ୟ ପାଇଁ ଭଗବାନ ଆମକୁ ବାଛିଛନ୍ତି: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୯।୯: ସଂସଦର ସ୍ବତନ୍ତ୍ର ଅଧିବେଶନର ଦ୍ୱିତୀୟ ଦିନ ଅର୍ଥାତ୍‌ ମଙ୍ଗଳବାର ନୂତନ ସଂସଦ ଗୃହରେ ଅନୁଷ୍ଠିତ ହୋଇଛି। ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବୋଧିତ କରି କହିଛନ୍ତି, ଭବନ ବଦଳିଛି ଏବଂ ମୁଁ ଚାହେଁ ଯେ ଭାବନା ମଧ୍ୟ...

ସଙ୍କଟ ମୁହାଁ ଦିଲ୍ଲୀ: ନିର୍ମଳ ବାୟୁ ଶୀଘ୍ର ହେବ ଅଦୃଶ, ଶ୍ୱାସକ୍ରିୟା ପାଇଁ ଜରୁରୀକାଳୀନ ପରିସ୍ଥିତି…

ନୂଆଦିଲ୍ଲୀ,୧୯।୯ : ଜାତୀୟ ରାଜଧାନୀ ଦିଲ୍ଲୀର ସର୍ବନିମ୍ନ ତାପମାତ୍ରା ମଙ୍ଗଳବାର ସକାଳେ ୨୬.୪ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ଯାହା ସ୍ବାଭାବିକଠାରୁ ଦୁଇ ଡିଗ୍ରୀ କମ ଅଟେ। ପାଣିପାଗ ବିଭାଗ ଅନୁଯାୟୀ, ଦିଲ୍ଲୀର ଆପେକ୍ଷିକ ଆର୍ଦ୍ରତା ସକାଳ ସାଢ଼େ ୮ଟାରେ...

ମହାରାଷ୍ଟ୍ର ବିଧାନସଭା ନିଷ୍ପତ୍ତି ତରବରିଆ କରିବାକୁ ଚାହୁଁ ନାହିଁ: ନାର୍ଭେକର…

ମୁମ୍ବାଇ, ୧୯।୯: ମହାରାଷ୍ଟ୍ର ବିଧାନସଭା ବାଚସ୍ପତି ରାହୁଲ ନାର୍ଭେକର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ବିଧାୟକଙ୍କ ବିରୋଧରେ ଦାଖଲ ହୋଇଥିବା ଅଯୋଗ୍ୟତା ଆବେଦନ ଉପରେ ମନଇଚ୍ଛା ବିଳମ୍ବ କରିଥିବା ଅଭିଯୋଗ ଉପରେ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ସେ ତରବରିଆ କିଛି...

ମହିଳା ସଂରକ୍ଷଣ ବିଲ୍‌କୁ ସମର୍ଥନ କଲେ ମାୟାବତୀ, କିନ୍ତୁ…

ନୂଆଦିଲ୍ଲୀ,୧୯।୯: ଦେଶର ନୂତନ ସଂସଦ ଏବଂ ମହିଳା ସଂରକ୍ଷଣ ବିଲ୍‌ ସମ୍ପର୍କରେ ବହୁଜନ ସମାଜ ପାର୍ଟି ସଭାପତି ମାୟାବତୀ ନିଜର ପ୍ରଥମ ପ୍ରତିକ୍ରିୟା ଦେଇଛନ୍ତି। ବିଏସପି ସୁପ୍ରିମୋ ନୂତନ ସଂସଦ ଭବନକୁ ସ୍ବାଗତ କରିଛନ୍ତି। ଏହା ସହିତ ମହିଳା ସଂରକ୍ଷଣ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri