ଜାତୀୟ

ନୂତନ ସଂସଦ ଭବନରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦି, ସମସ୍ତ ଏମ୍‌ପି

ନୂଆଦିଲ୍ଲୀ,୧୯।୯: ଆଜି ସଂସଦର ସ୍ବତନ୍ତ୍ର ଅଧିବେଶନର ଦ୍ୱିତୀୟ ଦିନ। ଆଜିଠାରୁ ନୂତନ ସଂସଦ ଗୃହରେ ସଂସଦର ପ୍ରକ୍ରିୟା ଅନୁଷ୍ଠିତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସମସ୍ତ ଏମ୍‌ପି ନୂତନ ସଂସଦ ଗୃହରେ ପହଞ୍ଚି ନିଜ ନିଜ ଆସନ ଗ୍ରହଣ...

ମହିଳା ସଂରକ୍ଷଣ ବିଲ୍‌କୁ କ୍ୟାବିନେଟ୍‌ ମଞ୍ଜୁରୀ ନେଇ ସୋନିଆଙ୍କ ପ୍ରତିକ୍ରିୟା

ନୂଆଦିଲ୍ଲୀ,୧୯।୯: କଂଗ୍ରେସ ସଂସଦୀୟ ପାର୍ଟି (ସିପିପି) ସଭାପତି ସୋନିଆ ଗାନ୍ଧୀ ମଙ୍ଗଳବାର ବହୁ ପ୍ରତୀକ୍ଷିତ ମହିଳା ସଂରକ୍ଷଣ ବିଲକୁ କ୍ୟାବିନେଟ୍‌ ମଞ୍ଜୁରୀକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ମଙ୍ଗଳବାର ସକାଳେ ସଂସଦରେ ପହଞ୍ଚିବା ପରେ ସୋନିଆ ଗାନ୍ଧୀ କହିଛନ୍ତି, ଏହା...

ହରଦୀପ ସିଂହ ନିଜ୍ଜର କିଏ? ଯାହାଙ୍କ ପାଇଁ ଭାରତ ସହ ସମ୍ପର୍କ ଖରାପ କରୁଛି କାନାଡା, ୧୦ ଲକ୍ଷର ପୁରସ୍କାର ରାଶି ହୋଇଥିଲା ଘୋଷଣା…

ନୂଆଦିଲ୍ଲୀ,୧୯।୯: ଜଣେ ଖାଲିସ୍ତାନୀ ଆତଙ୍କବାଦୀଙ୍କ ଯୋଗୁ ଭାରତ ସହ ମଧୁର ସମ୍ପର୍କ ଖରାପ କରୁଛି କାନାଡା। ଦେଶରେ ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡୋଙ୍କ ଲୋକପ୍ରିୟତା କମିବାରେ ଲାଗିଛି। ଅପରପକ୍ଷେ ଆତଙ୍କବାଦୀ ଗତିବିଧିକୁ ନେଇ ଭାରତ କାନାଡା ସରକାରଙ୍କୁ କଟାକ୍ଷ କରିଥିବା ଯୋଗୁ...

‘କେବେ ଭାବିଛନ୍ତି କି ମୋଦି ଜୀ କାହିଁକି ୧୦ ବର୍ଷ ଅପେକ୍ଷା କରିଥିଲେ …’ ମହିଳା ସଂରକ୍ଷଣ ବିଲ୍‌ ଉପରେ କହିଲେ କପିଲ ସିବଲ

ନୂଆଦିଲ୍ଲୀ,୧୯।୯: ମହିଳା ସଂରକ୍ଷଣ ବିଲ୍‌ ଉପରେ ରାଜ୍ୟ ସଭା ଏମ୍‌ପି ତଥା ବରିଷ୍ଠ ଓକିଲ କପିଲ ସିବଲ ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି। ସେ ପ୍ରଶ୍ନ ଉଠାଇଛନ୍ତି ଯେ ଯେତେବେଳେ ସମସ୍ତ ଦଳ ଏହି ବିଲ୍‌କୁ ସମର୍ଥନ କରୁଥିଲେ, ସେତେବେଳେ ୧୦...

ଏହି ସଂସଦ ଧାରା ୩୭୦କୁ ହଟାଇଛି: ପୁରୁଣା ସଂସଦରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ

ନୂଆଦିଲ୍ଲୀ,୧୯।୯: ସଂସଦର ସ୍ବତନ୍ତ୍ର ଅଧିବେଶନ ପ୍ରକ୍ରିୟା ମଙ୍ଗଳବାର ଆରମ୍ଭ ହେବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁରୁଣା ସଂସଦର ସେଣ୍ଟ୍ରାଲ ହଲରେ ସମ୍ବୋଧିତ କରୁଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ମୁଁ ରେଡ ଦୁର୍ଗରୁ କହିଥିଲି ଯେ ଏହା ହେଉଛି ସଠିକ୍‌ ସମୟ...

ଲୋକ ସଭାରେ ଆଜି ଆଗତ ହେବ ମହିଳା ସଂରକ୍ଷଣ ବିଲ୍‌

ନୂଆଦିଲ୍ଲୀ,୧୯।୯: ଆଜି ଲୋକ ସଭାରେ ମହିଳା ସଂରକ୍ଷଣ ବିଲ୍‌ ଆଗତ ହେବ। ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଏହି ବିଲ ଗୃହରେ ଉପସ୍ଥାପନ କରିବେ। ଆସନ୍ତାକାଲି ଅର୍ଥାତ୍‌ ୨୦ ସେପ୍ଟେମ୍ବରରେ ଲୋକ ସଭାରେ ଆଲୋଚନା ପରେ ଏହି ବିଲ୍‌...

ଆକ୍ସନ ମୋଡରେ ଭାରତ, କାନାଡା ହାଇ କମିଶନରଙ୍କୁ ୫ ଦିନ ମଧ୍ୟରେ ଦେଶ ଛାଡିବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ,୧୯।୯: ଭାରତ ଏବଂ କାନାଡା ମଧ୍ୟରେ ସମ୍ପର୍କକୁ ନେଇ ଉତ୍ତେଜନା ବୃଦ୍ଧି ପାଇଛି। ଖାଲିସ୍ତାନୀ ଆତଙ୍କବାଦୀ ହରଦିପ ସିଂ ନିଜ୍ଜରଙ୍କ ହତ୍ୟା ସଂପର୍କରେ କାନାଡା ପ୍ରଧାନମନ୍ତ୍ରୀ ଭାରତ ବିରୋଧରେ ଏକ ବୟାନ ଦେଇଛନ୍ତି। ଏଥିସହ ହାର୍ଦ୍ଦିକ ସିଂ ନିଜ୍ଜାରଙ୍କ ହତ୍ୟା...

ପୁରୁଣା ସଂସଦ ଭବନରେ ଚାଲିଛି ଫଟୋ ସେସନ

ନୂଆଦିଲ୍ଲୀ,୧୯।୯: ସଂସଦର ବିଶେଷ ଅଧିବେଶନର ମଙ୍ଗଳବାର ହେଉଛି ଦ୍ୱିତୀୟ ଦିନ। କେନ୍ଦ୍ର ସରକାରଙ୍କ ଦ୍ୱାରା ଡକାଯାଇଥିବା ସଂସଦର ପାଞ୍ଚ ଦିନିଆ ସ୍ବତନ୍ତ୍ର ଅଧିବେଶନ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମ୍ବୋଧନରୁ ଆରମ୍ଭ ହୋଇଛି। ଜି -୨୦ ରୁ ଭାରତର ବିଶ୍ୱସନୀୟତାର ଶକ୍ତି ବିଷୟରେ...

ଇମ୍ଫାଲ ଘାଟୀରେ ମହିଳା ସଂଗଠନର ୪୮ ଘଣ୍ଟା ବନ୍ଦ ଡାକରା, ଗିରଫ ହୋଇଥିବା ୫ ଯୁବକଙ୍କୁ ମୁକ୍ତ କରିବାକୁ ଦାବି

ଇମ୍ଫାଲ,୧୯।୯: ମଣିପୁରର ଇମ୍ଫାଲ ଘାଟୀ ଜିଲାରେ ମେଇତେଇ ମହିଳା ସଂଗଠନର ମୀରା ପୈବି ଏବଂ ଅନ୍ୟାନ୍ୟ ସ୍ଥାନୀୟ କ୍ଲବ ମଧ୍ୟରାତ୍ରିରୁ ୪୮ ଘଣ୍ଟା ପାଇଁ ବନ୍ଦ ଡାକରା ଦେଇଛନ୍ତି। ବନ୍ଧୁକ ଧରିବା ଏବଂ ୟୁନିଫର୍ମ ପିନ୍ଧିବା ଅଭିଯୋଗରେ ଗିରଫ ହୋଇଥିବା...

କାନାଡାର ଅଭିଯୋଗକୁ ପ୍ରତ୍ୟାଖ୍ୟାନ କଲା ଭାରତ

ନୂଆଦିଲ୍ଲୀ/ଓଟାଓ୍ବା,୧୯।୯: ଖାଲିସ୍ତାନୀ ଆତଙ୍କବାଦୀ ହାର୍ଦ୍ଦିକ ସିଂ ନିଜରଙ୍କ ହତ୍ୟାରେ ଭାରତୀୟ ଏଜେଣ୍ଟଙ୍କ ହାତ ଥାଇପାରେ ବୋଲି କାନାଡା ଅଭିଯୋଗକୁ ଭାରତ ମଙ୍ଗଳବାର ପ୍ରତ୍ୟାଖ୍ୟାନ କରିଛି। କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଭାରତ ଉପରେ ଏକ ବଡ ଅଭିଯୋଗ କରି କହିଛନ୍ତି...

ଆଜି ଲକ୍ଷ୍ନୌରେ ଆରଏସଏସର ସମନ୍ବୟ ବୈଠକ, ମୁଖ୍ୟମନ୍ତ୍ରୀ ଯୋଗୀ ହେବେ ସାମିଲ

ଲକ୍ଷ୍ନୌ,୧୯।୯: ଆଗାମୀ ଲୋକ ସଭା ନିର୍ବାଚନ, ରାମ ମନ୍ଦିରର ଉଦ୍‌ଘାଟନ ଏବଂ ସନାତନ ଧର୍ମକୁ ନେଇ ବିବାଦ ମଧ୍ୟରେ ଉତ୍ତରପ୍ରଦେଶରେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ (ଆରଏସଏସ) ସକ୍ରିୟ ହୋଇଛି। ଆଜି ସାରେ ଲକ୍ଷ୍ନୌ ଆରଏସଏସ,ଭାଜପା ସରକାର ଏବଂ ଆନୁଷଙ୍ଗିକ...

ତେଲଙ୍ଗାନାରେ ସୋନିଆଙ୍କ ଭାରତ ମାତା ପୋଷ୍ଟର ଦେଖି କ୍ରୋଧ ପ୍ରକାଶ କଲା ଭାଜପା, କହିଲା ଲଜ୍ୟା ଜନକ

ନୂଆଦିଲ୍ଲୀ,୧୯।୯: ଚଳିତ ବର୍ଷ ଶେଷରେ ତେଲଙ୍ଗାନାରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏଥିପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି। ନିକଟରେ କଂଗ୍ରେସ ଏହାର କାର୍ଯ୍ୟ କମିଟିର ଏକ ବୈଠକ କରିଥିଲା। ବର୍ତ୍ତମାନ କଂଗ୍ରେସ ସଂସଦୀୟ ଦଳର ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କ ପୋଷ୍ଟରକୁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri