ଜାତୀୟ

ସଂସଦକୁ ବିଦେଶୀ ଶାସକ ନିର୍ମାଣ କରିଥିଲେ, କିନ୍ତୁ ଝାଳ, ଅର୍ଥ, ପରିଶ୍ରମ ସବୁ ଭାରତୀୟଙ୍କର ଲାଗିଥିଲା: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୮।୯: ସଂସଦର ସ୍ବତନ୍ତ୍ର ଅଧିବେଶନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକ ସଭାରେ କହିଛନ୍ତି ଯେ, ନୂତନ ପରିସରକୁ ଯିବା ପୂର୍ବରୁ ଏହି ସଂସଦ ଗୃହ ସହିତ ଜଡିତ ପ୍ରେରଣାଦାୟକ ମୂହୁର୍ତ୍ତଗୁଡ଼ିକୁ ମନେ ପକାଇବାର ସମୟ ଆସିଛି। ଦେଶର ୭୫ ବର୍ଷର...

ମଧ୍ୟ ପ୍ରଦେଶରେ ୧୯ ସେପ୍ଟେମ୍ବରରୁ ଜନ ଆକ୍ରୋଶ ଯାତ୍ରା ବାହାର କରିବ କଂଗ୍ରେସ, ପୋଷ୍ଟରରେ ନାହିଁ ଦିଗବିଜୟଙ୍କ ଫଟୋ

ଭୋପାଳ,୧୮।୯: ଚଳିତ ବର୍ଷ ଶେଷରେ ମଧ୍ୟପ୍ରଦେଶରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏହି ପରିପ୍ରେକ୍ଷୀରେ ଭାଜପା ଜନ ଆଶୀର୍ବାଦ ଯାତ୍ରା ବାହାର କରୁଥିବା ବେଳେ କଂଗ୍ରେସ ୧୯ସେପ୍ଟେମ୍ବରରୁ ଜନ ଆକ୍ରୋଶ ଯାତ୍ରା ଆରମ୍ଭ କରିବାକୁ ଯାଉଛି। କିନ୍ତୁ ଏହି ସମୟ...

ନର୍ମଦା ବିପଦ ସଙ୍କେତ ଟପିଲା: ମୁମ୍ବାଇ-ଅହମଦାବାଦ ମାର୍ଗରେ ଟ୍ରେନ ଚଳାଚଳ ୧୧ ଘଣ୍ଟା ପାଇଁ ବନ୍ଦ…

ମୁମ୍ବାଇ,୧୮।୯ : ଗୁଜରାଟର ଭାରୁଚ ଏବଂ ଅଙ୍କଲେଶ୍ୱର ଷ୍ଟେଶନ ମଧ୍ୟରେ ପ୍ରବାହିତ ନର୍ମଦା ନଦୀ ଏହାର ବିପଦ ସଙ୍କେତଠାରୁ ଅଧିକ ସ୍ତରରେ ପ୍ରବାହିତ ହେଉଛି। ଏହି କାରଣରୁ ରବିବାର ରାତିରୁ ମୁମ୍ବାଇ-ଅହମଦାବାଦ ମାର୍ଗରେ ଟ୍ରେନ ଚଳାଚଳ ପ୍ରାୟ ୧୧ ଘଣ୍ଟା...

‘୧୪୦ କୋଟି ଦେଶବାସୀଙ୍କ ସହଯୋଗ ନୂଆ ଯାତ୍ରାକୁ ସ୍ବତନ୍ତ୍ର କରିବ’, ଓମ ବିର୍ଲା

ନୂଆଦିଲ୍ଲୀ,୧୮।୯: ସଂସଦର ସ୍ବତନ୍ତ୍ର ଅଧିବେଶନ ସୋମବାରଠାରୁ ଆରମ୍ଭ ହୋଇଛି। ସଂସଦ ଭବନରେ ସ୍ବତନ୍ତ୍ର ଅଧିବେଶନ ଲୋକ ସଭା ଓ ରାଜ୍ୟ ସଭାରେ ଉତ୍ତେଜନା ସହିତ ଆରମ୍ଭ ହୋଇଥିଲା। ଏହି ସ୍ବତନ୍ତ୍ର ଅଧିବେଶନରେ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କ ସମେତ...

ପ୍ଲାଷ୍ଟର ଅଫ ପ୍ୟାରିସରେ ଗଣେଶ ମୂର୍ତ୍ତି ନିର୍ମାଣ ନେଇ ସୁପ୍ରିମ୍‌ କୋର୍ଟରେ ମାମଲା…

ନୂଆଦିଲ୍ଲୀ,୧୮।୯ : ଗଣେଶ ଉତ୍ସବ ସମଗ୍ର ଦେଶରେ ପାଳନ କରିବାକୁ ପ୍ରସ୍ତୁତି ଚାଲିଛି। ବଜାରଗୁଡିକରେ ବିଭିନ୍ନ ପ୍ରକାର ଗଣେଶ ମୂର୍ତ୍ତି ବିକ୍ରି ହେଉଛି। ଏହି ସମୟରେ ପ୍ଲାଷ୍ଟର ଅଫ ପ୍ୟାରିସରେ ନିର୍ମିତ ମୂର୍ତ୍ତିକୁ ଅନେକ ସ୍ଥାନରେ ନିଷେଧ କରାଯାଇଛି। ବର୍ତ୍ତମାନ...

‘ମୁଁ କେବେ ଏହା ଭାବି ନ ଥିଲି…’, ରେଲଓ୍ବେ ପ୍ଲାଟଫର୍ମରୁ ସଂସଦ ପର୍ଯ୍ୟନ୍ତ ଯାତ୍ରାକୁ ମନେ ପକାଇଲେ ମୋଦି

ନୂଆଦିଲ୍ଲୀ,୧୮।୯: କେନ୍ଦ୍ର ସରକାରଙ୍କ ଦ୍ୱାରା ଡକାଯାଇଥିବା ସଂସଦର ପାଞ୍ଚ ଦିନିଆ ସ୍ବତନ୍ତ୍ର ଅଧିବେଶନ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମ୍ବୋଧନରୁ ଆରମ୍ଭ ହୋଇଛି। ଜି -୨୦ରୁ ଭାରତର ବିଶ୍ୱସନୀୟତାର ଶକ୍ତି ବିଷୟରେ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି। ଏହି ଅଧିବେଶନରେ ସରକାର ଚାରୋଟି ବିଲ...

ମୁମ୍ବାଇରେ ୬୯ କିଲୋଗ୍ରାମ ସୁନା, ୩୩୬ କିଲୋଗ୍ରାମ ରୁପାରେ ନିର୍ମିତ ଗଣେଶ ମୂର୍ତ୍ତି, ୩୬୦ କୋଟି ଟଙ୍କାର ବୀମା …

ମୁମ୍ବାଇ,୧୮।୯ : ମହାରାଷ୍ଟ୍ରରେ ଗଣେଶ ପୂଜା ପାଇଁ ପ୍ରସ୍ତୁତି ଚାଲିଛି। ଜିଏସବି ସେବା ମଣ୍ଡଳ ୧୯ ସେପ୍ଟେମ୍ବରରୁ ଗଣପତି ପୂଜା ପାଇଁ ସବୁଠାରୁ ଦାମୀ ଗଣେଶ ପ୍ରତିମା ସ୍ଥାପନ କରିଛନ୍ତି। ଏହା ମୁମ୍ବାଇର ସବୁଠାରୁ ଧନୀ ମଣ୍ଡଳ ଭାବରେ ଜଣାଶୁଣା...

ଐତିହାସିକ ଭବନକୁ ବିଦାୟ ଦେଉଛୁ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୮।୯: ସଂସଦର ସ୍ବତନ୍ତ୍ର ଅଧିବେଶନ ଆରମ୍ଭ ହୋଇଛି। ଅଧିବେଶନକୁ ଉଦ୍‌ଘାଟନ କରି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ନୂତନ ସଂସଦ ଭବନକୁ ଯିବା ପୂର୍ବରୁ ଆସନ୍ତୁ ଦେଶର ସଂସଦର ୭୫ ବର୍ଷର ଯାତ୍ରାକୁ ମନେ ରଖିବା। ଆମେ ସମସ୍ତେ ଏହି ଐତିହାସିକ...

ଗଣେଶ ଚତୁର୍ଥିରେ ମାଂସ ବିକ୍ରି ବନ୍ଦ

ବେଙ୍ଗାଲୁରୁ,୧୮।୯: ଗଣେଶ ଚତୁଥି ଅବସରରେ ବୃହତ ବେଙ୍ଗାଲୁରୁ ମହାନଗର ନିଗମ(ବିବିଏମପି) ମାଂସ ବିକ୍ରି ଓ ପ୍ରାଣୀଙ୍କ ହତ୍ୟା ଉପରେ ପ୍ରତିବନ୍ଧକ ଲଗାଇଛି। ବିବିଏମପିର ପ୍ରାଣୀ ପରାମର୍ଶଦାତା ବୋର୍ଡ ସମସ୍ତ ମାଂସ ଦୋକାନି ମାଲିକଙ୍କ ପାଇଁ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ସୂଚନାଯୋଗ୍ୟ...

ସ୍ବତନ୍ତ୍ର ଅଧିବେଶନ ଆରମ୍ଭରୁ ହଙ୍ଗାମା

ନୂଆଦିଲ୍ଲୀ,୧୮।୯: ସଂସଦର ସ୍ବତନ୍ତ୍ର ଅଧିବେଶନ ଆରମ୍ଭ ହେବା ମାତ୍ରେ ଲୋକସଭା ଓ ରାଜ୍ୟ ସଭାରେ ଉତ୍ତେଜନା ଆରମ୍ଭ ହୋଇଥିଲା। ମାଇକ ବନ୍ଦ ହୋଇଯାଇଥିବା ଅଭିଯୋଗ କରି ବିରୋଧୀ ଦଳ ହଙ୍ଗାମା ସୃଷ୍ଟି କରୁଛନ୍ତି। ଅଧିବେଶନ ଆରମ୍ଭ ହେବା ମାତ୍ରେ ଜି-୨୦...

କମୁଛି ନିପା ଭାଇରସ ସଂକ୍ରମଣ

ଥିରୁଭାନନ୍ତପୁରମ,୧୮।୯: କେରଳରୁ ଆଶ୍ୱସ୍ତିକର ଖବର ଆସୁଛି, କାରଣ ଲଗାତାର ଦ୍ୱିତୀୟ ଦିନ ପାଇଁ ମାରାତ୍ମକ ନିପା ଭାଇରସର କୌଣସି ମାମଲା ସାମ୍ନାକୁ ଆସିନାହିଁ। କେରଳ ସରକାର ରବିବାର କହିଛନ୍ତି ଯେ ନିପା ଭାଇରସକୁ ରାଜ୍ୟରେ ନିୟନ୍ତ୍ରଣ କରାଯାଇଛି। କ୍ରମାଗତ ଦ୍ୱିତୀୟ...

କର୍ନାଟକ କଂଗ୍ରେସର ୪୫ ନେତା ଆମ ଯୋଗାଯୋଗରେ ଅଛନ୍ତି: ଭାଜପା ବିଧାୟକ

ବେଙ୍ଗାଲୁରୁ,୧୮।୯: କର୍ନାଟକରେ କଂଗ୍ରେସରେ ସବୁକିଛି ଠିକ ଚାଲିନାହିଁ। ଜାନୁଆରୀ ପରେ ସିଦ୍ଦରମୈୟା ସରକାର ଆଉ ରହିବ ନାହିଁ ବୋଲି ଦାବି କରାଯାଉଛି। ଭାଜପା ବିଧାୟକ ବାସନାଗୌଡା ଆର ପାଟିଲ ଏକ ଦାବି କରିଛନ୍ତି। ବାସନାଗୌଡା କହିଛନ୍ତି ଯେ, ତାଙ୍କ ଦଳ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri