ଜାତୀୟ

ଗୁଜରାଟରେ ଦୁର୍ଲଭ ଓ୍ବାର ମିନେରାଲ ଭାନାଡିୟମର ସନ୍ଧାନ…

ଅହମଦାବାଦ,୧୮।୯ : ଇସ୍ପାତକୁ ମଜବୁତ କରୁଥବା ଏବଂ ବ୍ୟାଟେରୀ ତିଆରି କରିବା ପାଇଁ ବ୍ୟବହୃତ ଓ୍ବାର ମିନେରାଲ(ଯୁଦ୍ଧ ଖଣିଜ) ଭାରତରେ ବିରଳ। କିନ୍ତୁ ଦାବି କରାଯାଇଛି ଗୁଜରାଟର ଆଲାଙ୍ଗ ନିକଟ ଆରବ ସାଗରରେ ଖୋଳା ଯାଇଥିବା ଖମ୍ବାଟ ଉପସାଗରରୁ ସଂଗୃହିତ...

ନୂଆ ସଂସଦ ଭବନ ଏଣ୍ଟ୍ରି ଗେଟରେ ଲାଗିଛି ହାତୀ, ଘୋଡା, ଗରୁଡ ଷ୍ଟାଚ୍ୟୁ, ବାସ୍ତୁଶାସ୍ତ୍ର ସହ ରହିଛି କନେକଶନ

ନୂଆଦିଲ୍ଲୀ,୧୮।୯: ସଂସଦର ସ୍ବତନ୍ତ୍ର ଅଧିବେଶନର ପ୍ରକ୍ରିୟା ୧୯ ସେପ୍ଟେମ୍ବର ମଙ୍ଗଳବାରଠାରୁ ନୂତନ ସଂସଦ ଗୃହରେ ଆରମ୍ଭ ହେବ। ଏହି ନୂତନ ନିର୍ମିତ କୋଠାର ସ୍ଥାପତ୍ୟ କେବଳ ଦାସତ୍ୱର ପ୍ରତୀକରୁ ମୁକ୍ତିର ସଙ୍କେତ ନୁହେଁ, ଏହାସହ ହଜାର ହଜାର ବର୍ଷର ଭାରତୀୟ...

ସଂସଦର ଅଧିବେଶନ ଛୋଟ ହେଲେ ଐତିହାସିକ ନିର୍ଣ୍ଣୟ ନେବାର ସମୟ: ମୋଦି

ନୂଆଦିଲ୍ଲୀ,୧୮।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ସକାଳୁ ବିଶେଷ ଅଧିବେଶନ ପାଇଁ ସଂସଦରେ ପହଞ୍ଚିଛନ୍ତି। ଏଠାରେ ଗଣମାଧ୍ୟମକୁ ସମ୍ବୋଧିତ କରି ସେ କହିଛନ୍ତି, ‘ଚନ୍ଦ୍ର ମିଶନ ବା ଚନ୍ଦ୍ରାୟନର ସଫଳତା ପରେ ଆମର ତ୍ରରଙ୍ଗା ଉଡ଼ୁଛି। ଶିବଶକ୍ତି ପଏଣ୍ଟ ନୂତନ...

ସମ୍ବିଧାନରେ ସ୍ବତନ୍ତ୍ର ଅଧିବେଶନକୁ ନେଇ କୌଣସି ଉଲ୍ଲେଖ ନାହିଁ

ନୂଆଦିଲ୍ଲୀ,୧୮।୯: ସଂସଦର ୫ ଦିନିଆ ସ୍ବତନ୍ତ୍ର ଅଧିବେଶନ ସୋମବାର ଆରମ୍ଭ ହେବାକୁ ଯାଉଛି। ଅଗଷ୍ଟ ୧୧ରେ ମୌସୁମୀ ଅଧିବେଶନ ଶେଷ ହେବାର କିଛି ସପ୍ତାହ ପରେ ହିଁ ସ୍ବତନ୍ତ୍ର ଅଧିବେଶନର ଘୋଷଣା କରାଯାଇଥିଲା। ସରକାର ଏହି ଅଧିବେଶନର ପ୍ରସ୍ତାବିତ ଏଜେଣ୍ଡା...

ଭାରତୀୟ ସେନାର ଶକ୍ତି ବୃଦ୍ଧି କରିବ ‘ପ୍ରଳୟ’…

ନୂଆଦିଲ୍ଲୀ,୧୮।୯ : ପ୍ରତିରକ୍ଷା ମନ୍ତ୍ରଣାଳୟ ‘ପ୍ରଳୟ’ ବାଲିଷ୍ଟିକ କ୍ଷେପଣାସ୍ତ୍ରର ଗୋଟିଏ ରେଜିମେଣ୍ଟ ଅଧିଗ୍ରହଣକୁ ଅନୁମୋଦନ କରିଛି। ଏହାକୁ ନିୟନ୍ତ୍ରଣ ରେଖା ଉପରେ ନିୟୋଜିତ କରାଯିବ। ପ୍ରତିରକ୍ଷା ଅଧିକାରୀମାନେ କହିଛନ୍ତି ପ୍ରତିରକ୍ଷା ଅଧିଗ୍ରହଣ ପରିଷଦର ହୋଇଥିବା ବୈଠକରେ ସେନାର ସାମରିକ ସାମର୍ଥ୍ୟରେ...

ମୋଦି ଦେଶର ସବୁଠାରୁ ବଡ ବ୍ୟକ୍ତି: ଆଜମ ଖାନ୍‌

ନୂଆଦିଲ୍ଲୀ,୧୮।୯: ଗତ ସପ୍ତାହରେ ଆୟକର ବିଭାଗ ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ତଥା ପୂର୍ବତନ ମନ୍ତ୍ରୀ ଆଜମ ଖାନଙ୍କ ରାମପୁର ବାସଭବନ ସମେତ ଅନେକ ସ୍ଥାନରେ ଚଢାଉ କରିଥିଲା। ଏହି କାର୍ଯ୍ୟ ତିନି ଦିନ ପର୍ଯ୍ୟନ୍ତ ଚାଲିଲା। ଏହି...

ସିଂହ ସହ ଲଢ଼ି ପାରିବେନି ଛେଳି ମେଣ୍ଢା: ଶିନ୍ଦେ…

ମୁମ୍ବାଇ,୧୮।୯ : ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ସୋମବାର ବିରୋଧୀ ଦଳକୁ କଡା ସମାଲୋଚନା କରିଛନ୍ତି। ଏପରିକି ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସିଂହ ବୋଲି ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି ବିରୋଧୀ ଦଳ କେବଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ...

ବାଘ ଶାବକ ନାମକରଣ ନେଇ ମହାରାଷ୍ଟ୍ରରେ ଶାସକ ବିରୋଧୀ ମୁହାଁମୁହିଁ…

ମୁମ୍ବାଇ,୧୮।୯ : ମହାରାଷ୍ଟ୍ରରେ ବାଘ ଶାବକ ନାମକରଣକୁ ନେଇ ଏକ କାର୍ଯ୍ୟକ୍ରମ ପରେ ଏକ ରାଜନୈତିକ ବିବାଦ ଆରମ୍ଭ ହୋଇଛି। କୁହାଯାଉଛି ନାମକରଣରେ ‘ଆଦିତ୍ୟ’ ନାମକ ଏକ କାଗଜ ଲକତ ଡ୍ରରୁ ଆସିବାରୁ ଏହାକୁ ପ୍ରତ୍ୟାହାର କରି ନିଆଯାଇଥିଲା ଏବଂ...

ଇଡି ସମନକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କଲେ ହେମନ୍ତ ସୋରେନ୍‌

ନୂଆଦିଲ୍ଲୀ,୧୮ା୯ : ମନିଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ସମନକୁ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି। ସମନ ପ୍ରତ୍ୟାହାର ନ କଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ସୋରେନ୍‌ ଗତ ମାସରେ ଇଡିକୁ କହିଥିଲେ। ସୋମବାର...

ଶାନ୍ତିନିକେତନ ବିଶ୍ୱ ଐତିହ୍ୟ

ରିୟାଧ,୧୮ା୯ : ପଶ୍ଚିମବଙ୍ଗର ଶାନ୍ତିନିକେତନ ସହର ୟୁନେସ୍କୋ ବିଶ୍ୱ ଐତିହ୍ୟ ତାଲିକାରେ ସାମିଲ ହୋଇଛି। ସାଉଦି ଆରବରେ ରବିବାର ଅନୁଷ୍ଠିତ ବିଶ୍ୱ ଐତିହ୍ୟ କମିଟିର ୪୫ତମ ଅଧିବେଶନରେ ଏହି ନିଷ୍ପତ୍ତି ନିଆଯାଇଛି। ବିଶ୍ୱକବି ତଥା ଦାର୍ଶନିକ ରବୀନ୍ଦ୍ର ନାଥ ଟାଗୋର...

ମଣିପୁରରେ ଯବାନଙ୍କୁ ଅପହରଣ କରି ହତ୍ୟା

ଇମ୍ଫାଲ,୧୮ା୯: ମଣିପୁରର ଇମ୍ଫାଲ ଇଷ୍ଟ ଜିଲା ଅନ୍ତର୍ଗତ ଖୁନିଙ୍ଗ୍‌ଥେକ୍‌ ଗ୍ରାମରୁ ରବିବାର ଜଣେ ଯବାନଙ୍କ ମୃତଦେହ ମିଳିଛି। ମୃତ ଯବାନ ହେଉଛନ୍ତି ସିପାହି ସେର୍ଟୋ ଥାଙ୍ଗ୍‌ଥାଙ୍ଗ୍‌ କୋମ୍‌। ସେ କୋମ୍‌ ଜିଲାର ଲେଇମାଖୋଙ୍ଗରେ ସେନାର ଡିଫେନ୍ସ ସିକ୍ୟୁରିଟି କର୍ପସ (ଡିଏସ୍‌ସି)...

କୌଳିକ ବୃତ୍ତିଧାରୀଙ୍କୁ ସମ୍ମାନ

ନୂଆଦିଲ୍ଲୀ,୧୮ା୯ : ବିଶ୍ୱକର୍ମା ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ‘ପିଏମ୍‌ ବିଶ୍ୱକର୍ମା’ ଯୋଜନା ଶୁଭାରମ୍ଭ କରିଛନ୍ତି। ଏହି ଯୋଜନାରେ କୌଳିକ ବୃତ୍ତିଧାରୀ କାରିଗରମାନଙ୍କୁ ବିନା ବନ୍ଧକରେ ସର୍ବନିମ୍ନ ସୁଧହାର ଋଣ ସହାୟତା ଯୋଗାଇ ଦିଆଯିବ। ୫ ବର୍ଷ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri