ଜାତୀୟ

ଆତଙ୍କବାଦୀଙ୍କ ଶୀତ ରଣନୀତି: ୧୦ ଦିନରେ ୫ ଅନୁପ୍ରବେଶ ଘଟଣା…

ଶ୍ରୀନଗର,୧୭।୯ : ଗତ ୧୦ ଦିନ ମଧ୍ୟରେ ଜମ୍ମୁ-କଶ୍ମୀରରେ ପାଞ୍ଚଟି ଆତଙ୍କବାଦ ଏବଂ ଅନୁପ୍ରବେଶ ଘଟଣା ସୁରକ୍ଷା ଏଜେନ୍ସିଗୁଡ଼ିକୁ ଅସୁବିଧାରେ ପକାଇଛି। ଏହା ସହିତ ସୁରକ୍ଷା ଏଜେନ୍ସିମାନଙ୍କୁ ଶୀତକାଳୀନ ଆତଙ୍କବାଦ ବିରୋଧୀ ରଣନୀତି ଉପରେ ପୁନର୍ବିଚାର କରିବାକୁ ପଡିଛି। ଏହିପରି...

ଉପରାଷ୍ଟ୍ରପତି ନୂତନ ସଂସଦ ଭବନରେ ଜାତୀୟ ପତାକା ଉତ୍ତୋଳନ କଲେ…

ନୂଆଦିଲ୍ଲୀ,୧୭।୯ : ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନକର ରବିବାର ନୂତନ ସଂସଦ ଗୃହରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି। ସଂସଦର ସ୍ବତନ୍ତ୍ର ଅଧିବେଶନ ସୋମବାର ଠାରୁ ଆରମ୍ଭ ହେବାକୁ ଯାଉଛି। ଏହି ଅଧିବେଶନରେ ସଂସଦୀୟ ପ୍ରକ୍ରିୟା ପୁରୁଣାରୁ...

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଜନ୍ମଦିନରେ ଅଭିନନ୍ଦନ ଜଣାଇଲେ ରାହୁଲ…

ନୂଆଦିଲ୍ଲୀ,୧୭।୯ : କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଜନ୍ମଦିନରେ ଅଭିନନ୍ଦନ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦିଙ୍କୁ ରବିବାର ୭୩ ବର୍ଷ ବୟସ ହୋଇଛି। ସେ ୧୭ ସେପ୍ଟେମ୍ବର ୧୯୫୦ରେ ଗୁଜରାଟର ଭଡନଗର ସହରରେ ଜନ୍ମଗ୍ରହଣ କରିଥିଲେ। ରାହୁଲ...

ଓଡ଼ିଶାର ଅନ୍ତରୀଣ ଆବେଦନ ଖାରଜ

ନୂଆଦିଲ୍ଲୀ,୧୭ା୯(କୁଲ୍‌ଦୀପ ସିଂ) ଓଡ଼ିଶା-ଛତିଶଗଡ଼ ମଧ୍ୟରେ ଚାଲିଥିବା ମହାନଦୀ ଜଳ ବିବାଦ ମାମଲାରେ ଶନିବାର ଓଡ଼ିଶାକୁ ଝଟ୍‌କା ଲାଗିଛି। ମାମଲା ଶେଷ ହେବା ପର୍ଯ୍ୟନ୍ତ ମହାନଦୀ ଉପରମୁଣ୍ଡରେ ଛତିଶଗଡ଼ କରୁଥିବା ନିର୍ମାଣ ରୋକିବା ସହ ଅଣମୌସୁମୀ ସମୟରେ ୧.୭୪ମେଗାଓ୍ବାଟ ଜଳ ଛାଡ଼ିବା...

ସ୍ବାଭିମାନୀ ଗୀତା: ପଦ୍ମ ପୁରସ୍କାର ନେବାକୁ ମନା କରିଥିଲେ

ନୂଆଦିଲ୍ଲୀ,୧୭ା୯: ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଲେଖିକା ତଥା ବୃତ୍ତଚିତ୍ର ନିର୍ଦ୍ଦେଶିକା-ପ୍ରଯୋଜିକା ଗୀତା ମେହେଟ୍ଟା ଜଣେ ସ୍ବାଭିମାନୀ ବ୍ୟକ୍ତିତ୍ୱର ଅଧିକାରିଣୀ ଥିଲେ। ୨୦୧୯ ଜାନୁୟାରୀ ୨୫ରେରେ କେନ୍ଦ୍ର ସରକାର ୯୪ ଜଣଙ୍କୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରିବାକୁ ଘୋଷଣା କରିଥିଲେ। ସେମାନଙ୍କ ମଧ୍ୟରେ...

ଗୀତା ମେହେଟ୍ଟାଙ୍କ ପରଲୋକ

ନୂଆଦିଲ୍ଲୀ,୧୭ା୯: ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଏକମାତ୍ର କନ୍ୟା ତଥା ବିଶିଷ୍ଟ ଲେଖିକା ଗୀତା ମେହେଟ୍ଟାଙ୍କ ନୂଆଦିଲ୍ଲୀସ୍ଥିତ ବାସଭବନରେ ଶନିବାର ରାତିରେ ପରଲୋକ ହୋଇଛି। ତାଙ୍କୁ ୮୦ ବର୍ଷ ବୟସ ହୋଇଥିଲା। ଗୀତା ଏକାଧାରରେ ଜଣେ ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ...

ତୁମ ମୁଣ୍ଡରେ ବୁଦ୍ଧି ନାହିଁ, ତୁମେ ପାଗଳ, ସ୍ତ୍ରୀ ଏଭଳି କହିବା ନୁହେଁ ଅପମାନ ଜନକ: କୋର୍ଟ…

ମୁମ୍ବାଇ,୧୬।୯ : ବମ୍ବେ ହାଇକୋର୍ଟ ଛାଡପତ୍ର ସହ ଜଡିତ ଏକ ମାମଲାର ଶୁଣାଣି ବେଳେ କହିଛନ୍ତି ମରାଠୀରେ ’ତୁଲା ଅକଲ ନାହି, ତୁ ଭେଡି ଆହେସ’ (ତୁମ ମୁଣ୍ଡରେ ବୁଦ୍ଧି ନାହିଁ, ତୁମେ ପାଗଳ) ଭଳି ସ୍ବାମୀଙ୍କ ପ୍ରତି ସ୍ତ୍ରୀଙ୍କ...

ବିବାହିତ ବ୍ୟକ୍ତି ଲିଭଇନ ସମ୍ପର୍କରେ ରହିବା ବେଆଇନ: ହାଇକୋର୍ଟ…

ଚଣ୍ଡିଗଡ଼,୧୬।୯ : ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ ଲିଭ-ଇନ ସମ୍ପର୍କରେ ରହୁଥିବା ବିବାହିତ ବ୍ୟକ୍ତିଙ୍କ ଉପରେ ୨୫୦୦ ଟଙ୍କା ଜରିମାନା କରିଛନ୍ତି। ସେ ପୋଲିସର ସୁରକ୍ଷା ଦାବିରେ କୋଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଜଷ୍ଟିସ ଆଲୋକ ଜୈନ ଏହାକୁ ଏକ ବେଆଇନ...

ଯୌତୁକ ପାଇଁ ସ୍ତ୍ରୀଙ୍କୁ ଚିକିତ୍ସା ଯୋଗାଇ ନ ଦେବା କ୍ରୁରତା: ହାଇକୋର୍ଟ..

ରାଞ୍ଚି,୧୬।୯ : ଝାଡଖଣ୍ଡ ହାଇକୋର୍ଟ କହିଛନ୍ତି ଯୌତୁକ ଦାବି ପୂରଣ କରିବା ପାଇଁ ନିଜ ସ୍ତ୍ରୀଙ୍କୁ ଉପଯୁକ୍ତ ଚିକିତ୍ସା ସହାୟତା ପ୍ରଦାନ ନ କରିବା ଭାରତୀୟ ଦଣ୍ଡବିଧି ଆଇନର ଧାରା ୪୯୮-ଏ ଅନୁଯାୟୀ କ୍ରୁରତାର ପରିଭାଷା ମଧ୍ୟରେ ରହିବ। ତେଣୁ...

ସିଦ୍ଦରାମାୟାଙ୍କ ଚାପ ରାଜନୀତି: କର୍ନାଟକରେ ପୁଣି ୩ ଉପମୁଖ୍ୟମନ୍ତ୍ରୀ ପାଇଁ ଦାବି, ଶିବକୁମାରଙ୍କ ସମସ୍ୟା ବଢ଼ିବା ଆଶଙ୍କା…

ବେଙ୍ଗାଲୁରୁ,୧୬।୯ : କର୍ନାଟକର କଂଗ୍ରେସ ସରକାରରେ ଆଉ ତିନି ଜଣଙ୍କୁ ଉପମୁଖ୍ୟମନ୍ତ୍ରୀ କରିବାକୁ ଦାବି ହେଉଛି। ବାସ୍ତବରେ ସରକାରରେ ସମବାୟ ମନ୍ତ୍ରୀ କେ.ଏନ ରାଜନ୍ନା ଶନିବାର ଆଉ ତିନି ଜଣ ଉପମୁଖ୍ୟମନ୍ତ୍ରୀ କରିବା ପାଇଁ ଧାରଣା ଦେଇଛନ୍ତି। ସେ କହିଛନ୍ତି...

ନିପା ନେଇ ଆଲର୍ଟ ମୋଡରେ କେରଳ ସରକାର, ୧୯ ଟିମ ଗଠନ, ୧୧ ନମୁନା ନେଗେଟିଭ…

ଥରୁଭାନନ୍ତପୁରମ,୧୬।୯ : କେରଳରେ ନିପା ଭାଇରସ ରିପୋର୍ଟ ମିଳିବା ପରେ ପ୍ରଶାସନ ଆଲର୍ଟ ମୋଡରେ ଅଛି। ଏଭଳି ପରିସ୍ଥିତିରେ କେରଳ ସ୍ବାସ୍ଥ୍ୟମନ୍ତ୍ରୀ ଭୀନା ଜର୍ଜ ନିପା ଭାଇରସ ବିଷୟରେ ସୂଚନା ଦେଇଛନ୍ତି। ସେ କହିଛନ୍ତି ପରୀକ୍ଷା ପାଇଁ ୧୧ ଟି...

ଦେଶରେ ଖୋଲିବ ୨୩ ନୂଆ ସୈନିକ ସ୍କୁଲ: ରାଜନାଥଙ୍କ ମଞ୍ଜୁରୀ…

ନୂଆଦିଲ୍ଲୀ,୧୬।୯ : ବର୍ତ୍ତମାନ ଦେଶରେ ୨୩ ଟି ନୂଆ ସୈନିକ ସ୍କୁଲ ଖୋଲିବାକୁ ଯାଉଛି। ଶନିବାର ସରକାରୀ ସୂଚନା ଅନୁଯାୟୀ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏହି ବିଦ୍ୟାଳୟଗୁଡ଼ିକୁ ସହଭାଗୀତା ମୋଡରେ ପ୍ରତିଷ୍ଠା କରିବାକୁ ଅନୁମୋଦନ ଦେଇଛନ୍ତି। ପ୍ରତିରକ୍ଷା ମନ୍ତ୍ରଣାଳୟର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri