ଜାତୀୟ

ଓ୍ବାଇଏସଆର କଂଗ୍ରେସ ବିରୋଧୀ ଦଳ ଆମ ସହ ହାତ ମିଳାନ୍ତୁ: ନାରା ଲୋକେଶ…

ହାଇଦ୍ରାବାଦ,୧୬।୯ : ଆନ୍ଧ୍ରପ୍ରଦେଶରେ ଦୁର୍ନୀତି ଅଭିଯୋଗରେ ଟିଡିପି ନେତା ଏନ ଚନ୍ଦ୍ରବାବୁ ନାଇଡୁଙ୍କୁ ଗିରଫ କରିବା ଦଳର ନିର୍ବାଚନ ପ୍ରଚାରରେ ବାଧା ସୃଷ୍ଟି କରିବା ଲାଗି ଜଣେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଯୋଜନାବଦ୍ଧ ଭାବେ ଷଡ଼ଯନ୍ତ୍ର କରାଯାଇଛି। ଶନିବାର ଓ୍ବାଇଏସଆର କଂଗ୍ରେସ...

ପୋଷାକ ବଦଳିଛି, ଚାଲି ଚଳଣ ଚରିତ୍ର ବଦଳି ନାହିଁ, ଇଣ୍ଡିଆ ମେଣ୍ଟକୁ ନେଇ ଭାଜପାର କଟାକ୍ଷ…

ବିଳାସପୁର,୧୬।୯ : ବିଲାସପୁର ଗସ୍ତରେ ଆସିଥିବା କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ଇଣ୍ଡିଆ ସହଯୋଗୀ ଦଳକୁ କଡ଼ା ସମାଲୋଚନା କରିବା ସହିତ କଟାକ୍ଷ କରିଛନ୍ତି। ଅନୁରାଗ ଠାକୁର କହିଛନ୍ତି ସମ୍ବିଧାନକୁ ନଷ୍ଟ କରୁଥିବା, ଗଣମାଧ୍ୟମର ସ୍ବରକୁ ଦମନ କରୁଥିବା ତଥା...

୨୦୨୩ରେ ସୁପ୍ରିମ୍‌କୋର୍ଟରେ ୯୬ ପ୍ରତିଶତ ମାମଲାର ସମାଧାନ…

ନୂଆଦିଲ୍ଲୀ,୧୬।୯ : ନ୍ୟାଶନାଲ ଜୁଡିସିଆଲ ଡାଟା ଗ୍ରୀଡ (ଏନଜେଡିଜି) ପ୍ରତିଷ୍ଠା ହେବାର ଆଠ ବର୍ଷ ପରେ ସୁପ୍ରିମକୋର୍ଟ ଗୁରୁବାର ଏହି ପ୍ଲାଟଫର୍ମରେ ଯୋଗ ଦେଇଛନ୍ତି। ଏନଜେଡିଜି ତଥ୍ୟ ସୁପ୍ରିମକୋର୍ଟରେ ମାମଲା ନିବାରଣ କ୍ଷେତ୍ରରେ ଅନେକ ଉତ୍ସାହଜନକ ସାମ୍ପ୍ରତିକ ଟ୍ରେଣ୍ଡ ଏବଂ...

୨୩ରେ ‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’ କମିଟିର ପ୍ରଥମ ବୈଠକ

ନୂଆଦିଲ୍ଲୀ,୧୬ା୯: ଚଳିତମାସ ୨୩ ତାରିଖରେ ‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’ କମିଟିର ପ୍ରଥମ ବୈଠକ ବସିବା ନେଇ ପୂର୍ବତନ ରାଷ୍ଟ୍ରପତି ତଥା ‘ଓ୍ବାନ୍‌ ନେଶନ, ଓ୍ବାନ ଇଲେକ୍ସନ’ କମିଟିର ଅଧ୍ୟକ୍ଷ ରାମନାଥ କୋବିନ୍ଦ ସୂଚନା ଦେଇଛନ୍ତି। ରାମନାଥ  ଶନିବାର ଭୁବନେଶ୍ୱର...

ପାଠର ଚାପ: ନିଜର ଅପହରଣ ନାଟକ ରଚିଲେ ଛାତ୍ରୀ, ସୋସିଆଲ ମିଡ଼ିଆରେ ଭାଇରାଲ…

ରାଜକୋଟ,୧୬।୯ : ପୂର୍ବରୁ ପାଠଚାପରେ କେତେକ ଶିକ୍ଷାର୍ଥୀ ସ୍କୁଲ ଅବା କଲେଜ ଯିବାକୁ ବନ୍ଦ କରୁଥିଲେ। ଅବା ମିଛ କହୁଥିଲେ। ମାତ୍ର ଏବେ ପାଠଚାପରୁ ମୁକ୍ତି ପାଇଁ ଶିକ୍ଷାର୍ଥୀ ନୂଆ ନୂଆ କୌଶଳ ଆପଣେଉଛନ୍ତି। ସମ୍ପ୍ରତି ଗୁଜୁରାଟରେ, ଜଣେ ୧୦...

ଏବେ ଏହି ମନ୍ଦିରରେ ଫଟୋ ଉଠାଇବା ମନା, ଧରାପଡ଼ିଲେ ମିଳିବ ଏପରି ଦଣ୍ଡ

କାଠମାଣ୍ଡୁ,୧୬ା୯: ନେପାଳର ପାଶୁପତିନାଥ ମନ୍ଦିରରେ ଫଟୋ ଉଠାଇବା ଏବଂ ଭିଡିଓ କରିବା ବାରଣ ରହିଛି। ଯଦି ଲୋକେ ନ ମାନନ୍ତି ତେବେ ଧରାପଡ଼ିଲେ ଲୋକଙ୍କୁ ବହୁତ ଖର୍ଚ୍ଚ କରିବାକୁ ପଡ଼ିବ। ଏନେଇ ମନ୍ଦିର କର୍ତ୍ତୃପକ୍ଷ ମୁଖ୍ୟ ମନ୍ଦିର କମ୍ପ୍ଲେକ୍ସ ଭିତରେ...

୧୦୦ ସ୍ବଦେଶୀ ଏଲସିଏ ମାର୍କ ୧ ଏ ବିମାନ କିଣିବ ଦେଶ : ଏୟାର ଚିଫ ମାର୍ଶଲ ଭି.ଆର ଚୌଧରୀଙ୍କ ସୂଚନା…

ନୂଆଦିଲ୍ଲୀ,୧୬।୯ : ଭାରତୀୟ ବାୟୁସେନା (ଆଇଏଏଫ) କ୍ରମାଗତ ଭାବରେ ଏହାର ବିମାନ ସଂଖ୍ୟା ବଢ଼ାଇବାରେ ଲାଗିଛି। ଏଥିସହିତ ଏହା ମଧ୍ୟ ଜୋର ଦେଉଛି ଏହାର ସ୍କ୍ବାଡନରେ ଅନ୍ତର୍ଭୁକ୍ତ ଯେ କୌଣସି ପ୍ରକାରର ବିମାନ ଦେଶରେ ତିଆରି କରାଯିବା ଉଚିତ। ଏହି...

ଜଣେ ନାଗରିକ ନିଜ ଦେଶକୁ ଭଲ ପାଇବା ଆବଶ୍ୟକ ନୁହେଁ କି ?: ହାଇକୋର୍ଟ…

ଚେନ୍ନାଇ,୧୬।୯ : ସନାତନ ଧର୍ମ ସହ ଜଡିତ ଏକ ମାମଲା ସମ୍ପର୍କରେ, ମାଡ୍ରାସ କୋର୍ଟ କହିଛନ୍ତି ସନାତନ ଧର୍ମ ଅନନ୍ତ ଶାସ୍ତ୍ରତ୍ୱ କର୍ତ୍ତବ୍ୟର ଏକ ସାମୁହିକ ଧାରା। ଏହା ଏକ ନିର୍ଦ୍ଦିଷ୍ଟ ସାହିତ୍ୟରେ ଖୋଜା ହୋଇପାରିବ ନାହିଁ। ଏହା ଜାତି...

କେରଳରେ ନିପା ଆତଙ୍କ: କଡ଼ାକଡ଼ି ହେବ କଟକଣା

କୋଝିକୋଡ୍‌,୧୬ା୯: କେରଳରେ ଆଉ ଜଣେ ନିପା ଭୂତାଣୁ ସଂକ୍ରମିତ ଚିହ୍ନଟ ହେବା ପରେ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି। ଏନେଇ କୋଝିକୋଡ୍‌ ଜିଲାର ସମସ୍ତ ଶିକ୍ଷାନୁଷ୍ଠାନକୁ ୨୪ ତାରିଖ ପର୍ଯ୍ୟନ୍ତ ବନ୍ଦ ଘୋଷଣା କରାଯାଇଛି। ଏପରି କି ସରକାର କଟକଣାକୁ...

ପଶ୍ଚିମବଙ୍ଗ ରାଜନୀତି: କମ୍ୟୁନିଷ୍ଟ ଅବା ଆମ ମଧ୍ୟରୁ କାହା ହାତ ଧରିବ କୁହ? କଂଗ୍ରେସକୁ ଟିଏମସିର ପ୍ରଶ୍ନ…

କୋଲକାତା,୧୬।୯ : ପଶ୍ଚିମବଙ୍ଗ ରାଜନୀତିରେ କଂଗ୍ରେସ କାହା ସହିତ ରହିବ ସେ ନେଇ ଟିଏମସି ଏକ ବାର୍ତ୍ତା ପଠାଇବାକୁ ନିଷ୍ପତ୍ତି ନେଇଛି। ସିପିଆଇ (ଏମ) ବାମପନ୍ଥୀ ଅବା ଆମକୁ କାହାକୁ କଂଗ୍ରେସ ଚୟନ କରିବ ସେନେଇ ଟିଏମସି ପ୍ରଶ୍ନ କରିଛି।...

ନୀତୀଶଙ୍କ ଭାଜପାକୁ ଯିବା ବାଟ ବନ୍ଦ: ବର୍ଷିଲେ ଶାହା…

ପାଟନା,୧୬।୯ : ଜି-୨୦ ବୈଠକରେ ନୀତୀଶ କୁମାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବା ପରେ ବିହାର ରାଜନୀତିରେ ଉଷ୍ମତା ଏବଂ ଉତ୍ତେଜନା ସୃଷ୍ଟି କରିଥିଲା। ଏହି ଫଟୋର ରାଜନୈତିକ ଅର୍ଥ ଖୋଜାଯାଉଥିଲା। ଭାଜପା ଏବଂ ନୀତୀଶ କୁମାର ପୁଣି ଏକାଠି...

୮୬ ବର୍ଷର ଯାତ୍ରା ଶେଷ: ମୁମ୍ବାଇରେ ବନ୍ଦ ହେଲା ଡବଲ ଡେକର ବସ ସେବା…

ମୁମ୍ବାଇ,୧୬।୯ : ମୁମ୍ବାଇର ପରିଚୟ ଭାବରେ ବିବେଚନା କରାଯାଉଥିବା ପୁରୁଣା ଡବଲ-ଡେକର୍‌ ବେଷ୍ଟ ବସ ଅବସର ନେବାକୁ ନିଷ୍ପତ୍ତି ନିଆଯାଇଛି। ଶୁକ୍ରବାର (ସେପ୍ଟେମ୍ବର ୧୫) ଠାରୁ ବେଷ୍ଟର ପୁରୁଣା ଡବଲ ଡେକର ବସ ସେବା ବନ୍ଦ ହୋଇଯାଇଛି । ଏହି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri