ଜାତୀୟ

ଗୁଳି କରି ପରିବାରର ୩ ଜଣଙ୍କୁ ହତ୍ୟା: ଜାଳି ଦେଲେ ଘର

ଲକ୍ଷ୍ନୌ,୧୫ା୯: ଉତ୍ତରପ୍ରଦେଶର କୌଶମ୍ବିରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ଜମି ବିବାଦକୁ ନେଇ ପଡୋଶୀଙ୍କ ଗୁଳି ମାଡ଼ରେ ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ ଘଟିଛି। ମୋହିଉଦ୍ଦିନପୁର ଗ୍ରାମର ହୋରିଲାଲ୍‌(୬୨) ତାଙ୍କ ଝିଅ ବ୍ରଜକାଳୀ(୨୨) ଏବଂ ଜ୍ୱାଇଁ ଶିବସାଗର(୨୬) ଘର...

ବିଧାନସଭା ପେପରଲେସ୍‌ ହେବାରୁ ପ୍ରତିବର୍ଷ ସଞ୍ଚୟ ହେଉଛି ୩୪୦କୋଟି

ନୂଆଦିଲ୍ଲୀ,୧୫।୯: ବିଧାନସଭାଗୁଡ଼ିକ ପେପରଲେସ୍‌ ହେବାରୁ ପ୍ରତିବର୍ଷ ୩୪୦କୋଟିରୁ ଅଧିକ ଟଙ୍କା ସଞ୍ଚୟ କରାଯାଉଛି। ପରିବେଶକୁ ସୁରକ୍ଷା ପାଇଁ କରାଯାଇଥିବା ଏହି ଯୋଜନା ଯୋଗୁ ପ୍ରତିବର୍ଷ କୋଟି କୋଟି ଟଙ୍କାର କାଗଜ ଏବଂ ଅନ୍ୟାନ୍ୟ ଦସ୍ତାବିଜର ଖର୍ଚ୍ଚ ରୋକାଯାଇ ପାରୁଛି। ଏହାଦ୍ୱାରା...

ବ୍ରିଟେନରେ ସବୁଠାରୁ ବଡ ନିବେଶ କରିବେ ରତନ ଟାଟା

ନୂଆଦିଲ୍ଲୀ,୧୫।୯: ଭାରତର ବଡ ବ୍ୟବସାୟୀ ଓ କୋଟିପତିଙ୍କ ମଧ୍ୟରେ ଅନ୍ୟତମ ରତନ ଟାଟା ବ୍ରିଟେନରେ ଏକ ବଡ ପୁଞ୍ଜି ନିବେଶ କରିବାକୁ ଯାଉଛି। ଟାଟା ଷ୍ଟିଲ ଓ ବ୍ରିଟିଶ ସରକାର ମଧ୍ୟରେ ଏହି ଆର୍ଥିକ ପ୍ୟାକେଜକୁ ନେଇ ଚୁକ୍ତି ହୋଇଛି।...

ବାୟୁସେନାର ବଢିବ ଶକ୍ତି, ସୁଖୋଇ-୩୦ ଏମକେଆଇ କିଣିବା ପାଇଁ ପ୍ରତିରକ୍ଷା ମନ୍ତ୍ରଣାଳୟ ଦେଲା ମଞ୍ଜୁରି

ନୂଆଦିଲ୍ଲୀ,୧୫।୯: ଭାରତୀୟ ବାୟୁସେନାରେ ସାମିଲ୍‌ ହେବ ୧୨ଟି ସୁଖୋଇ-୩୦ ଏମକେଆଇ। ଏହାକୁ କ୍ରୟ କରିବାକୁ ଅନୁମୋଦନ ଦେଇଛି ପ୍ରତିରକ୍ଷା ମନ୍ତ୍ରଣାଳୟ। ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ ଦ୍ୱାରା ଏହି ଯୁଦ୍ଧ ବିମାନ ଭାରତରେ ନିର୍ମାଣ ହେବ। ପ୍ରତିରକ୍ଷା ଅଧିକାରୀମାନେ ଏହି ସୂଚନା...

ରାଜନାଥ ସିଂଙ୍କୁ ଭେଟିଲେ ମେଇତି ଗୋଷ୍ଠୀ

ଇମ୍ଫାଲ,୧୫।୯: ଇମ୍ଫାଲର ମେଇତି ଗୋଷ୍ଠୀ ଶୁକ୍ରବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କୁ ଭେଟିଛନ୍ତି। ସାକ୍ଷାତକାରରେ ସେମାନେ ରାଜ୍ୟରୁ ଆସାମ ରାଇଫଲ୍ସକୁ ପ୍ରତ୍ୟାହାର କରିବାକୁ ଦାବି କରିଛନ୍ତି। ସେମାନେ ଅଭିଯୋଗ କରିଛନ୍ତି ଯେ ଫୋର୍ସ ପକ୍ଷପାତିତା କରୁଛି। ପ୍ରତିନିଧିମାନେ ଦିଲ୍ଲୀସ୍ଥିତ ବାସଭବନରେ...

ମୋଦିଙ୍କୁ ଚିଠି ଲେଖିଲେ ପ୍ରିୟଙ୍କା

ନୂଆଦିଲ୍ଲୀ,୧୫।୯: ନିକଟରେ ପ୍ରବଳ ବର୍ଷା ଯୋଗୁ ହିମାଚଳ ପ୍ରଦେଶରେ ବହୁ କ୍ଷୟକ୍ଷତି ହୋଇଛି। ଏବେ କଂଗ୍ରେସ ନେତା ପ୍ରିୟଙ୍କା ଗାନ୍ଧୀ ହିମାଚଳର ବିପର୍ଯ୍ୟୟ ପ୍ରଭାବିତ ଲୋକଙ୍କୁ ଭେଟିଥିଲେ। ଏହାକୁ ନେଇ ବର୍ତ୍ତମାନ କଂଗ୍ରେସର ମହାସଚିବ ପ୍ରିୟଙ୍କା ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର...

ନିପା ଭାଇରସରେ ମୃତ୍ୟୁହାର କରୋନାଠାରୁ ବହୁ ଅଧିକ:ଆଇସିଏମଆର ଡିଜି

ନୂଆଦିଲ୍ଲୀ,୧୫।୯: ଦେଶରେ ନିପା ଭାଇରସର ସଂକ୍ରମଣ ମାମଲା ମିଳିବା ପରେ ସରକାର ସତର୍କ ହୋଇଯାଇଛନ୍ତି। ଆଇସିଏମଆର ମହାନିର୍ଦ୍ଦେଶକ ଡାକ୍ଟର ରାଜୀବ ବହଲ ଶୁକ୍ରବାର କହିଛନ୍ତି ଯେ ନିପା ଭାଇରସ ସଂକ୍ରମଣକୁ ରୋକିବା ପାଇଁ ଉଦ୍ୟମ ଚାଲିଛି। ସମସ୍ତ ସଂକ୍ରମିତ ବ୍ୟକ୍ତି...

ଆତଙ୍କବାଦୀ ଆକ୍ରମଣ ବନ୍ଦ ନ ହେଲେ ପାକିସ୍ତାନ ସହ କ୍ରିକେଟ ମ୍ୟାଚ ହେବ ନାହିଁ: ଅନୁରାଗ ଠାକୁର

ନୂଆଦିଲ୍ଲୀ,୧୫।୯: ଦକ୍ଷିଣ କଶ୍ମୀରର ଅନନ୍ତନାଗ ଜିଲାରେ ଆତଙ୍କବାଦୀ ଆକ୍ରମଣରେ ଜଣେ କର୍ଣ୍ଣେଲ, ଜଣେ ମେଜର ଓ ଜଣେ ଡିଏପି ଶହୀଦ ହୋଇଛନ୍ତି। ତେବେ ଏନେଇ କେନ୍ଦ୍ର କ୍ରୀଡ଼ା ଏବଂ ଯୁବ ବ୍ୟାପାର ମନ୍ତ୍ରୀ ଅନୁରାଗ ଠାକୁର ଶୁକ୍ରବାର ରାଜସ୍ଥାନର ଉଦୟପୁରରେ...

ଅନନ୍ତନାଗ ଅପରେଶନ: ଆତଙ୍କବାଦୀଙ୍କୁ ଖୋଜିବା ପାଇଁ ରକେଟ ଲଞ୍ଚର ହେଲା ନିୟୋଜନ

ଶ୍ରୀନଗର,୧୫।୯: ଦକ୍ଷିଣ କଶ୍ମୀରର ଅନନ୍ତନାଗ ଜିଲାରେ ଆତଙ୍କବାଦୀ ଆକ୍ରମଣରେ ତିନ ଯବାନ ଶହୀଦ ହୋଇଛନ୍ତି। ତେବେ ଏନେଇ ଅନନ୍ତନାଗ ଅପରେଶନ ଆରମ୍ଭ ହୋଇଛି। ଜିଲାର ପାହାଡିଆ ଅଞ୍ଚଳର ଜଙ୍ଗଲରେ ଲୁଚି ରହିଥିବା ଆତଙ୍କବାଦୀଙ୍କୁ ଖୋଜିବା ପାଇଁ ଅପରେଶନ ଜାରି ରହିଛି।...

ଶନିବାର ବସିବ କଂଗ୍ରେସର ପ୍ରଥମ ସିଡବ୍ଲୁସିି ବୈଠକ

ନୂଆଦିଲ୍ଲୀ,୧୫।୯: କଂଗ୍ରେସର ନୂତନ କାର୍ଯ୍ୟ କମିଟି (ସିଡବ୍ଲୁସି)ର ପ୍ରଥମ ବୈଠକ ଶନିବାର ଅନୁଷ୍ଠିତ ହେବ। ଯେଉଁଥିରେ ଆଗାମୀ ଲୋକ ସଭା ନିର୍ବାଚନକୁ ନେଇ ରଣନୀତି, ବିରୋଧୀ ମେଣ୍ଟ ଏବଂ ଆଗାମୀ ବିଧାନସଭା ନିର୍ବାଚନ ପ୍ରସ୍ତୁତି ଏବଂ ଅନ୍ୟାନ୍ୟ ବିଷୟ ଉପରେ...

ଚନ୍ଦ୍ରପୃଷ୍ଠରେ କେମିତି ସୃଷ୍ଟି ହେଉଛି ଜଳ, ଆମେରିକା ବୈଜ୍ଞାନିକଙ୍କ ବଡ ଖୁଲାସା

ଓ୍ବାଶିଂଟନ୍‌,୧୫।୯: ଚନ୍ଦ୍ରାୟାନ ୩ର ସଫଳ ଅବତରଣ ପରେ ସାରାବିଶ୍ୱର ନଜର ଭାରତ ଉପରେ ରହିଛି। ତେବେ ଚନ୍ଦ୍ରାୟାନର ପ୍ରଜ୍ଞାନ ନିଜ ଗବେଷଣାରେ ଚନ୍ଦ୍ରରେ ଅମ୍ଲଜାନ ଥିବା ନେଇ ସ୍ପଷ୍ଟ କରିଛି। ତେବେ ଭାରତର ପ୍ରଥମ ମୁନ ମିଶନ ଚନ୍ଦ୍ରାୟାନ ୧କୁ...

ଗାଭାସ୍କରଙ୍କ ଦାବି ଧୋନି, ଇସ୍ରୋ ମୁଖ୍ୟଙ୍କୁ ଦିଆଯାଉ ଓ୍ବାର୍ଲଡ କପର ଗୋଲଡେନ ଟିକେଟ

ନୂଆଦିଲ୍ଲୀ,୧୫।୯: ଅକ୍ଟୋବର ୧ରୁ ଦେଶରେ ବିଶ୍ୱକପ ଆରମ୍ଭ ହେବାକୁ ଯାଉଛି। ଏହି ଟୁର୍ନାମେଣ୍ଟର ଅନ୍ତିମ ମ୍ୟାଚ ୧୯ ନଭେମ୍ବରରେ ଖେଳାଯିବ। ପ୍ରଶଂସକମାନେ କ୍ରିକେଟର ସବୁଠାରୁ ବଡ ମହାକୁମ୍ବକୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି । ବର୍ତ୍ତମାନ ଏହି ଟୁର୍ନାମେଣ୍ଟ ଆରମ୍ଭ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri