ଜାତୀୟ

୨ ଦିନିଆ ରିମାଣ୍ଡରେ କଂଗ୍ରେସ ବିଧାୟକ, ନୁହ ହିଂସା ମାମଲାରେ ହୋଇଥିଲେ ଗିରଫ

ଚଣ୍ଡିଗଡ,୧୫।୯: ହରିୟାଣାର ନୁହରେ ଘଟିଥିବା ହିଂସା ଘଟଣାରେ ଗୁରୁବାର ଗିରଫ ହୋଇଥିବା କଂଗ୍ରେସ ବିଧାୟକ ମାମନ ଖାନଙ୍କୁ ଶୁକ୍ରବାର ମାମନ ଖାନଙ୍କୁ କୋର୍ଟରେ ହାଜର କରାଯାଇଛି। ଯେଉଁଠାରେ କୋର୍ଟ ତାଙ୍କୁ ୨ ଦିନିଆ ପୋଲିସ ରିମାଣ୍ଡରେ ପଠାଇଛନ୍ତି। ହେଲେ ପୋଲିସ...

ରାହୁଲ ଗାନ୍ଧୀଙ୍କୁ ପ୍ରଧାନମନ୍ତ୍ରୀ କରିବାକୁ ଚାହୁଁଛି ଦେଶ:ଆଲମ

ଲକ୍ଷ୍ନୌ,୧୫।୯: ଉତ୍ତରପ୍ରଦେଶ କଂଗ୍ରେସର ସଂଖ୍ୟାଲଘୁ ମୋର୍ଚ୍ଚା ସଭାପତି ଶାହନୱାଜ  ଆଲମ ରାହୁଲ ଗାନ୍ଧୀଙ୍କ ସମ୍ପର୍କରେ ଏକ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ରାହୁଲ ଗାନ୍ଧୀ ‘ଇଣ୍ଡିଆ’ ମେଣ୍ଟର ସ୍ବାଭାବିକ ନେତା। ଦେଶର ଲୋକମାନେ ଏବେ ତାଙ୍କୁ ପ୍ରଧାନମନ୍ତ୍ରୀ କରିବାକୁ...

ତାମିଲନାଡ଼ୁରେ ମନ୍ଦିର ପୂଜାରୀ ହେବାକୁ ଯାଉଛନ୍ତି ୩ ମହିଳା

ହାଇଦ୍ରାବାଦ,୧୫।୯: ଏକ ଐତିହାସିକ ଘଟଣାକ୍ରମରେ ତାମିଲନାଡୁର ୩ ମହିଳା ପୂଜାରୀ ହେବାକୁ ଯାଉଛନ୍ତି। ସେମାନେ ସଫଳତାର ସହ ପ୍ରଶିକ୍ଷଣ ସମାପ୍ତ ହେବା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ସେମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଛି। ମହିଳାମାନେ ହେଲେ କ୍ରିଷ୍ଣାଭେନୀ, ଏସ୍‌ ରାମ୍ୟା...

ଥମୁନି ସନାତନ ଧର୍ମ ବିବାଦ, ସୁପ୍ରିମକୋର୍ଟରେ ପିଟିଶନ ଦାଖଲ

ନୂଆଦିଲ୍ଲୀ,୧୫।୯: ସନାତନ ଧର୍ମକୁ ନେଇ ତାମିଲନାଡୁ ସରକାରରେ ମନ୍ତ୍ରୀ ଉଦୟନିଧି ଷ୍ଟାଲିନ ଏବଂ ଡିଏମକେ ଏମ୍‌ପି ଏ ରାଜାଙ୍କ ବୟାନ ବିରୋଧରେ ସୁପ୍ରିମକୋର୍ଟରେ ଏକ ପିଟିଶନ ଦାଖଲ କରାଯାଇଛି। ଚେନ୍ନାଇର ଜଣେ ଓକିଲ ଏହି ଆବେଦନ କରିଛନ୍ତି। ଡିଏମକେ ନେତା...

୭୦ ବର୍ଷ ହେବ ‘ହିନ୍ଦୁ ବିରୋଧୀ’ ଅଭିଯାନ ଚଳାଉଛି ଡିଏମ୍‌କେ: ନିର୍ମଳା ସୀତାରମଣ

ନୂଆଦିଲ୍ଲୀ,୧୫।୯: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଡିଏମକେ ସମେତ ବିରୋଧୀ ଦଳର ମିଳିତ ମେଣ୍ଟ ‘ଇଣ୍ଡିଆ’କୁ ହିନ୍ଦୁ ଏବଂ ସନାତନ ଧର୍ମ ବିରୋଧୀ ବୋଲି କହିଛନ୍ତି। ଶୁକ୍ରବାର ଏକ ସାକ୍ଷାତକାରରେ ସୀତାରମଣ କହିଛନ୍ତି ଯେ, ଡିଏମକେ ନେତା ତଥା ମନ୍ତ୍ରୀ...

ସୁପ୍ରିମକୋର୍ଟରୁ କବିତାଙ୍କୁ ଆଶ୍ୱସ୍ତି

ନୂଆଦିଲ୍ଲୀ,୧୫।୯: ଦିଲ୍ଲୀର ମଦ ଦୁର୍ନୀତି ମାମଲାରେ ବିଆରଏସ ନେତା କବିତା ସୁପ୍ରିମକୋର୍ଟଙ୍କଠାରୁ ଆଶ୍ୱସ୍ତି ପାଇଛନ୍ତି। ସୁପ୍ରିମକୋର୍ଟ ଇଡିର ସମନ ବିରୋଧରେ କବିତାଙ୍କ ପିଟିଶନ ଉପରେ ଶୁଣାଣି ସେପ୍ଟେମ୍ବର ୨୬ ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି। ତେବେ ଏହି ପ୍ରସଙ୍ଗରେ ଇଡି ସୁପ୍ରିମକୋର୍ଟଙ୍କୁ...

୧.୬୫ କୋଟି ଟଙ୍କା ମୂଲ୍ୟର ହେରୋଇନ ଜବତ: ଜଣେ ଗିରଫ

ଆଇଜଲ,୧୫।୯:ମିଜୋରାମର ଚମ୍ପାଇ ଜିଲାର ଜୋଖୱାଥର୍‌ ଅଞ୍ଚଳରୁ ଆସାମ ରାଇଫଲ୍ସ ଅଧିକାରୀ ପ୍ରାୟ ୧.୬୫ କୋଟି ଟଙ୍କା ମୂଲ୍ୟର ୨୩୭ ଗ୍ରାମ ହେରୋଇନ୍‌ ଜବତ କରିଛନ୍ତି। ଏହାସହ ଜଣେ ୨୫ ବର୍ଷୀୟ ଯୁବକଙ୍କୁ ନିଷିଦ୍ଧ ପଦାର୍ଥ ନିଜ ପାଖରେ ରଖିବା ଅଭିଯୋଗରେ...

୨୦୨୪ ନିର୍ବାଚନ ପୂର୍ବରୁ ଭାରତ ଯୋଡୋ ଯାତ୍ରା ୨.୦ ଉପରେ ବିଚାର କରୁଛି କଂଗ୍ରେସ

ନୂଆଦିଲ୍ଲୀ.୧୫।୯: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ଯାତ୍ରା ସଫଳତା ପରେ ଏହାର ଦ୍ୱିତୀୟ ସଂସ୍କରଣକୁ ନେଇ କଂଗ୍ରେସରେ ଅନେକ ଆଲୋଚନା ଚାଲିଛି। ଏଥର ପୂର୍ବରୁ ପଶ୍ଚିମ ପର୍ଯ୍ୟନ୍ତ ଭାରତ ଯୋଡୋ ଯାତ୍ରାର ଦ୍ୱିତୀୟ ସଂସ୍କରଣ ଆୟୋଜନ କରିବାର...

ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁତି: ୟୁପିରେ ୯୮ ଜିଲା ଅଧ୍ୟକ୍ଷ ପରିବର୍ତ୍ତନ କଲା ଭାଜପା

ଲକ୍ଷ୍ନୌ,୧୫।୯: ୟୁପି ଭାଜପା ସଂଗଠନରେ ଏକ ବଡ଼ ଧରଣର ଅଦଳବଦଳ ହୋଇଛି। ୟୁପିରେ ୭୫ ପ୍ରତିଶତରୁ ଅଧିକ ଜିଲାର ଜିଲାମୁଖ୍ୟଙ୍କୁ ପରିବର୍ତ୍ତନ କରାଯାଇଛି। ଆଗାମୀ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଏହି ପରିବର୍ତ୍ତନ କରାଯାଇଛି ବୋଲି କୁହାଯାଉଛି। ଦୀର୍ଘ ଦିନ...

‘ମୁଁ ମୁଖ୍ୟମନ୍ତ୍ରୀ ରେସ୍‌ରେ ନାହିଁ’

ଭୋପାଳ,୧୫।୯: ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ପଦ ଦୌଡ଼ରେ ରହିବାକୁ କେନ୍ଦ୍ର ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ମନା କରି ଦେଇଛନ୍ତି। ମୁଁ ୨୦୧୮ରେ ରାଜ୍ୟ ମୁଖ୍ୟମନ୍ତ୍ରୀ ଦୌଡରେ ନ ଥିଲି କି ଆଜି ନାହିଁ ବୋଲି ସିନ୍ଧିଆ ସ୍ପଷ୍ଟ କରିଛନ୍ତି। ୨୦୧୮ରେ ସିନ୍ଧିଆ...

ସେନା ପୋଷକ ପିନ୍ଧି ପିତାଙ୍କୁ ସାଲ୍ୟୁଟ କଲେ ଶହୀଦ କର୍ଣ୍ଣେଲ ମନପ୍ରୀତ ସିଂଙ୍କ ପୁଅ

ମୋହାଲି,୧୫।୯: ଅନନ୍ତନାଗରେ ଶହୀଦ ହୋଇଥିବା କର୍ଣ୍ଣେଲ ମନପ୍ରୀତ ସିଂଙ୍କ ମୃତଦେହ ତାଙ୍କ ଜନ୍ମ ସ୍ଥାନ ଭଡୁଜିଆନରେ ପହଞ୍ଚିଛି। କର୍ଣ୍ଣେଲଙ୍କ ଭାଇ ସନ୍ଦୀପ ସିଂ କହିଛନ୍ତି ଯେ ତାଙ୍କର ଶେଷ ରୀତିନୀତି ଶୁକ୍ରବାର ଅପରାହ୍ନରେ କରାଯିବ। ତାଙ୍କ ଅନ୍ତିମ ସଂସ୍କାର ପାଇଁ...

‘ରାମଚରିତମାନସରେ ପୋଟାସିୟମ ସାଇନାଇଡ’, ଚନ୍ଦ୍ରଶେଖରଙ୍କ ବିବାଦୀୟ ବୟାନ, ଭାଜପା କହିଲା ଚାଖି ନିଅନ୍ତୁ…

ନୂଆଦିଲ୍ଲୀ,୧୫।୯: ବିହାର ଶିକ୍ଷା ମନ୍ତ୍ରୀ ଚନ୍ଦ୍ରଶେଖର ପୁଣିଥରେ ତାଙ୍କ ବିବାଦୀୟ ବୟାନକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି। ଏଥର ଚନ୍ଦ୍ରଶେଖର ରାମଚରିତମାନସ ଉପରେ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ଶିକ୍ଷା ମନ୍ତ୍ରୀ କହିଛନ୍ତି ଯେ ରାମଚରିତମାନସରେ ପୋଟାସିୟମ ସାଇନାଇଡ ଅଛି, ଯେପର୍ଯ୍ୟନ୍ତ ଏହା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri