ଜାତୀୟ

ମୁଖ୍ୟମନ୍ତ୍ରୀ କେସିଆରଙ୍କ ଝିଅ କବିତାଙ୍କୁ ଇଡିର ସମନ

ହାଇଦ୍ରାବାଦ,୧୪।୯: ଦିଲ୍ଲୀ ଅବକାରୀ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ବିଆରଏସ ନେତା କବିତାଙ୍କୁ ଶୁକ୍ରବାର ହାଜର ହେବା ପାଇଁ ସମନ ଜାରି କରିଛି। ଅଧିକାରୀମାନେ ଗୁରୁବାର ଏହି ସୂଚନା ଦେଇଛନ୍ତି। ଗତ ବର୍ଷ ଡିସେମ୍ବରରେ ସମାନ ମାମଲାରେ ତେଲଙ୍ଗାନା ବିଧାନ...

ଜନସେନା ପାର୍ଟି ସହ ମିଶି ହେବ ଚନ୍ଦ୍ରବାବୁ ନାଇଡୁଙ୍କ ‘କଲ୍ୟାଣ’! ଡିଟିପି ସହ ନିର୍ବାଚନ ଲଢିବାକୁ ଘୋଷଣା କଲେ ପଓ୍ବନ

ରାଜାମହେନ୍ଦ୍ରବରମ,୧୪।୯: ଆନ୍ଧ୍ରପ୍ରଦେଶ ରାଜ୍ୟ ଦକ୍ଷତା ବିକାଶ ନିଗମରେ ଦୁର୍ନୀତ ଅଭିଯୋଗରେ ଚନ୍ଦ୍ରବାବୁ ନାଇଡୁ ବର୍ତ୍ତମାନ ଜେଲରେ ଅଛନ୍ତି। ଜନସେନା ପାର୍ଟି ନେତା ପୱନ କଲ୍ୟାଣ ଗୁରୁବାର ତାଙ୍କୁ ରାଜାମହେନ୍ଦ୍ରବରମ କେନ୍ଦ୍ରୀୟ ଜେଲରେ ଭେଟିଥିଲେ। ଜେଲରୁ ବାହାରିବା ପରେ ପୱନ କଲ୍ୟାଣ...

୪୧ଶତକଡା ଲୋକ ଅନଲାଇନରେ ଆକାଉଣ୍ଟ ପରିଚାଳନା କରିବା ଜାଣନ୍ତି ନାହିଁ

ନୂଆଦିଲ୍ଲୀ, ୧୪।୯: ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ (ଆରବିଆଇ) ଗତବର୍ଷ ଏପ୍ରିଲରେ ଉଦଗ୍ୟମ (Unclaimed Deposits Gateway to Access inforMation) ନାମକ ଏକ ପୋର୍ଟାଲ ଲଞ୍ଚ କରିଛି। ଏହି ପୋର୍ଟାଲ ମାଧ୍ୟମରେ ଅନକ୍ଲେମଡ ବା ବେନାମୀ ଆକାଉଣ୍ଟଗୁଡ଼ିକ ବିଷୟରେ...

ଜି-୨୦କୁ ଦେଖି ବିଚଳିତ ପାକିସ୍ତାନ ଆର୍ମି, ଅନନ୍ତନାଗ ଆକ୍ରମଣରେ ପାକିସ୍ତାନର ହାତ

ନୂଆଦିଲ୍ଲୀ,୧୪।୯: କାଶ୍ମୀରର ଅନନ୍ତନାଗ ଏବଂ ରାଜୌରୀରେ ଆତଙ୍କବାଦୀଙ୍କ ଅନୁପ୍ରବେଶ ଏବଂ ଆକ୍ରମଣରେ ପାକିସ୍ତାନର ସମ୍ପୃକ୍ତି ସ୍ପଷ୍ଟ ହୋଇଛି। ପ୍ରତିରକ୍ଷା ଇଣ୍ଟେଲିଜେନ୍ସ ଏଜେନ୍ସି ସୂତ୍ରରୁ ପ୍ରକାଶ ଯେ ଗତ ୫ଦିନର କ୍ରସ ବର୍ଡର କଲ ଇଣ୍ଟରସେପ୍ଟରୁ ଜଣାପଡିଛି ଯେ ପାକିସ୍ତାନ ଆତଙ୍କବାଦୀମାନେ...

ପ୍ରତିଭା ସିଂଙ୍କ ଦିଲ୍ଲୀ ଗସ୍ତକୁ ନେଇ ରାଜନୀତି ସରଗରମ

ନୂଆଦିଲ୍ଲୀ,୧୪।୯: ସଂସଦର ସ୍ବତନ୍ତ୍ର ଅଧିବେଶନ ସେପ୍ଟେମ୍ବର ୧୮ରୁ ଆରମ୍ଭ ହେବାକୁ ଯାଉଛି। ଏହି ଅଧିବେଶନରେ ଭାଗ ନେବାକୁ ମଣ୍ଡିର ଏମପି ପ୍ରତିଭା ସିଂ ଦିଲ୍ଲୀରେ ପହଞ୍ଚିଛନ୍ତି। ଦିଲ୍ଲୀରେ ପହଞ୍ଚିବା ପରେ ଏମପି ତଥା ହିମାଚଳ କଂଗ୍ରେସ ସଭାପତି ପ୍ରତିଭା ସିଂ...

ଅନକ୍ଲେମଡ ଆକାଉଣ୍ଟରୁ ୪୨,୨୭୨କୋଟି ଟଙ୍କା ପଠାଯାଇଛି: ଆରବିଆଇ

ନୂଆଦିଲ୍ଲୀ,୧୪।୯: ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ (ଆରବିଆଇ) ଗତବର୍ଷ ଏପ୍ରିଲରେ ଉଦଗ୍ୟମ (Unclaimed Deposits Gateway to Access inforMation) ନାମକ ଏକ ପୋର୍ଟାଲ ଲଞ୍ଚ କରିଛି। ଏହି ପୋର୍ଟାଲ ମାଧ୍ୟମରେ ଅନକ୍ଲେମଡ ବା ବେନାମୀ ଆକାଉଣ୍ଟଗୁଡ଼ିକ ବିଷୟରେ ସୂଚନା...

ଜାଣନ୍ତୁ କଶ୍ମୀରରେ ଶହୀଦ ହୋଇଥିବା କଲୋନେଲ୍‌ ମନପ୍ରୀତ୍‌ ସିଂହଙ୍କ କାହାଣୀ, ଶେଷ ଥର ଲାଗି ଭିଣୋଇଙ୍କ ସହ ହୋଇଥିଲେ କଥା

ଶ୍ରୀନଗର,୧୪।୯: କଶ୍ମୀରର ଅନନ୍ତନାଗ ଜିଲାରେ ଆତଙ୍କବାଦୀ ଆକ୍ରମଣରେ ଶହୀଦ ହୋଇଥିବା ଯବାନଙ୍କ ମଧ୍ୟରେ ଜଣେ ମୋହାଲିର କଲୋନେଲ ମନପ୍ରୀତ୍‌ ସିଂହ ଥିଲେ। ସେ ବୁଧବାର ସକାଳେ ସର୍ଚ୍ଚ ଅପରେଶନ କରୁଥିବା ବାଟାଲିୟନର ନେତୃତ୍ୱ ନେଉଥିଲେ। ହେଲେ ଆତଙ୍କବାଦୀଙ୍କସହ ଗୁଳି ବିନିମୟରେ...

‘ଗୋଟିଏ ପଟେ ପିଓକେ ନେବା କଥା କହୁଛନ୍ତି, ଅନ୍ୟପଟେ ପାକିସ୍ତାନ ସହ କ୍ରିକେଟ ଖେଳୁଛନ୍ତି,’ ମୋଦି ସରକାରଙ୍କୁ ଟାର୍ଗେଟ କଲେ ସଞ୍ଜୟ

ନୂଆଦିଲ୍ଲୀ,୧୪।୯: କାଶ୍ମୀରରେ ତିନିଜଣ ଅଧିକାରୀଙ୍କ ଶହୀଦ ହେବା ଘଟଣାକୁ ନେଇ ଉଦ୍ଧବ ଠାକରେଙ୍କ ଶିବସେନାର ସଞ୍ଜୟ ରାଉତ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଥିଲେ। ସେ କହିଛନ୍ତି ଯେ ଯେଉଁ ସମୟରେ ଏହି ଆକ୍ରମଣ କରାଯାଉଲା ସେହି ସମୟରେ ଭାଜପା କର୍ମୀମାନେ...

‘ସନାତନକୁ ଶେଷ କରିବାକୁ ଗଠନ ହୋଇଛି ଇଣ୍ଡିଆ’, ବିରୋଧୀ ମେଣ୍ଟକୁ ମୋଦିଙ୍କ ଟାର୍ଗେଟ

ଭୋପାଳ,୧୪।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ମଧ୍ୟପ୍ରଦେଶ ଗସ୍ତରେ ଅଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ରାଜ୍ୟକୁ ୬୦,୦୦୦ କୋଟି ଟଙ୍କା ମୂଲ୍ୟର ଅନେକ ବଡ ଉପହାର ଦେବାକୁ ଯାଉଛନ୍ତି। ପ୍ରଧାନମନ୍ତ୍ରୀ ବିନା ସହରରେ ପହଞ୍ଚିଛନ୍ତି, ଯେଉଁଠାରେ ସେ ବିନା ରିଫାଇନାରୀରେ...

ପାର୍ବଣ ପୂର୍ବରୁ ଭାରତରୁ ୨୦ହଜାର ମେଟ୍ରିକ ଟନ ଚିନି ଆମଦାନୀ କରିବ ନେପାଳ

ନୂଆଦିଲ୍ଲୀ,୧୪।୯: ପାର୍ବଣ ପୂର୍ବରୁ ଘରୋଇ ଚାହିଦା ପୂରଣ କରିବା ପାଇଁ ନେପାଳ ସରକାର ଭାରତରୁ ୨୦ହଜାର ମେଟ୍ରିକ ଟନ ଚିନି ଆମଦାନୀ କରିବାକୁ ଯାଉଛନ୍ତି। ଶିଳ୍ପ, ବାଣିଜ୍ୟ ଏବଂ ଯୋଗାଣ ମନ୍ତ୍ରଣାଳୟ ସ୍ଥାନୀୟ ଚାହିଦା ପୂରଣ ପାଇଁ ୬୦ହଜାର ମେଟ୍ରିକ...

୧୪ ଦିନିଆ ନ୍ୟାୟିକ ହେପାଜତରେ ଜେଟ୍‌ ଏୟାରୱେଜ୍‌ ପ୍ରତିଷ୍ଠାତା

ମୁମ୍ବାଇ,୧୪।୯: ବ୍ୟାଙ୍କ ଦୁର୍ନୀତି ସମ୍ପର୍କିତ ମନିଲଣ୍ଡରିଂ ମାମଲାରେ ଜେଟ୍‌ ଏୟାରୱେଜ୍‌ ପ୍ରତିଷ୍ଠାତା ନରେଶ ଗୋୟଲଙ୍କୁ ଗୁରୁବାର ୧୪ ଦିନିଆ ନ୍ୟାୟିକ ହେପାଜତକୁ ପଠାଯାଇଛି। ନରେଶଙ୍କ ବିରୋଧରେ କାନାରା ବ୍ୟାଙ୍କରୁ ନେଇଥିବା ଋଣରୁ ୫୩୮ କୋଟି ଟଙ୍କା ପରିଶୋଧ କରି ନ...

କେରଳରେ ପୁଣି ହେବ କି ଲକ୍‌ଡାଉନ! ନିପା ସଂକ୍ରମଣକୁ ନେଇ ସ୍କୁଲ, କଲେଜ ବନ୍ଦ

ଥିରୁଭାନନ୍ତପୁରମ,୧୪।୯: କେରଳର ନିପା ସଂକ୍ରମଣକୁ ନେଇ ଆତଙ୍କ ଦେଖାଯାଇଛି। କୋଜିକୋଡେରେ ନିପା ଭାଇରସ ଯୋଗୁଁ ଦୁଇ ଜଣଙ୍କ ମୃତ୍ୟୁ ପରେ ରାଜ୍ୟ ସରକାର ସତର୍କ ସୂଚନା ଜାରି କରିଛନ୍ତି। ଏଠାରେ ୭ଟି ଗ୍ରାମ ପଞ୍ଚାୟତକୁ କଣ୍ଟେଣ୍ଟମେଣ୍ଟ ଜୋନ ଘୋଷଣା କରାଯାଇଛି।...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri