ଜାତୀୟ

ପୋଲିସ ବ୍ରିଫିଙ୍ଗ୍‌ର ପରିଣାମ ମିଡିଆ ଟ୍ରାଏଲ୍‌ ନ ହେଉ

ନୂଆଦିଲ୍ଲୀ,୧୪ା୯: ଆପରାଧିକ ମାମଲାଗୁଡ଼ିକୁ ନେଇ ପୋଲିସ କର୍ମଚାରୀଙ୍କ ବ୍ରିଫି ଉପରେ ୩ ସପ୍ତାହ ମଧ୍ୟରେ ବିସ୍ତୃତ ମାନୁଆଲ ପ୍ରସ୍ତୁତ କରିବା ପାଇଁ ସୁପ୍ରିମକୋର୍ଟ ବୁଧବାର ସ୍ବରାଷ୍ଟ୍ର ମନ୍ତ୍ରଣାଳୟକୁ ନିର୍ଦ୍ଦେଶ ଦେଇଛନ୍ତି। ସିଜେଆଇ ଡି.ଓ୍ବାଇ. ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ତଥା ଜଷ୍ଟିସ୍‌ ପି.ଏସ୍‌....

ଜେଲରୁ ମୁକୁଳିଲେ ନାର୍କୋଟିକ୍‌ କୁଇନ୍‌

ଓ୍ବାଶିଂଟନ୍‌,୧୪ା୯: ମେକ୍ସିକୋର ଡ୍ରଗ୍‌ ଲର୍ଡ ଜୋଆକ୍ୱିନ୍‌ ‘ଏଲ୍‌ ଚାପୋ’ ଗୁଜ୍‌ମ୍ୟାନ୍‌ଙ୍କ ସ୍ତ୍ରୀ ଏମ୍ମା କୋରୋନେଲ ଏଇସ୍ପୁରୋଙ୍କୁ ବୁଧବାର ଲସ୍‌ ଆଞ୍ଜେଲେସ୍‌ ଜେଲରୁ ମୁକ୍ତ କରାଯାଇଥିବା ଆମେରିକାର ବ୍ୟୁରୋ ଅଫ୍‌ ପ୍ରିଜନ୍‌ ପକ୍ଷରୁ ସୂଚନା ଦିଆଯାଇଛି। ଆମେରିକାରେ ଜନ୍ମିତ ୩୪ ବର୍ଷୀୟା...

ଆସନ ବୁଝାମଣା: ଶୀଘ୍ର ନିଷ୍ପତ୍ତି ନେବ ଇଣ୍ଡିଆ

ନୂଆଦିଲ୍ଲୀ,୧୪ା୯: ୨୦୨୪ ଲୋକ ସଭା ନିର୍ବାଚନରେ ଭାଜପାକୁ ହରାଇବା ପାଇଁ ୨୬ ବିରୋଧୀ ଦଳକୁ ନେଇ ଗଠିତ ଇଣ୍ଡିଆନ୍‌ ନ୍ୟାଶନାଲ ଡେମୋକ୍ରାଟିକ୍‌ ଇନ୍‌କ୍ଲୁସିଭ୍‌ ଆଲାଏନ୍ସ (ଇଣ୍ଡିଆ)ର ପ୍ରଥମ ରଣନୀତି ବୈଠକ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନ୍‌ସିପି)...

‘ଜି-୨୦ ଘୋଷଣାପତ୍ର ମୋଦିଙ୍କ ନିପୁଣତା’

ନ୍ୟୁୟର୍କ/ନୂଆଦିଲ୍ଲୀ,୧୩ା୯: ମିଳିତ ଜାତିସଂଘର ସାଧାରଣ ସଭାର ସଭାପତି ଡେନିସ୍‌ ଫ୍ରାନ୍ସିସ ଭାରତକୁ ପ୍ରଶଂସା କରିଛନ୍ତି। ନୂଆଦିଲ୍ଲୀଠାରେ ଆୟୋଜିତ ଜି-୨୦ ଶିଖର ସମ୍ମିଳନୀରେ ଜାରି ହୋଇଥିବା ମିଳିତ ବିବୃତ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ତାଙ୍କ ଦଳର କୂଟନୈତିକ ଦକ୍ଷତା ଏବଂ...

୧ ଲକ୍ଷ ବିଦେଶୀ ଛାତ୍ରଙ୍କୁ ଉତ୍ତମ ଶିକ୍ଷା ଦେବାକୁ ଲକ୍ଷ୍ୟ ରଖିଛି ଭାରତ

ନୂଆଦିଲ୍ଲୀ,୧୩ା୯: ସୁଲଭ ତଥା ଉତ୍ତମ ଶିକ୍ଷା ସହିତ ୧ ଲକ୍ଷ ବିଦେଶୀ ଛାତ୍ରଙ୍କୁ ସଂଯୋଗ କରିବାକୁ ଭାରତ ଲକ୍ଷ୍ୟ ରଖିଛି। ଗୁଣାତ୍ମକ ଶିକ୍ଷା ସହିତ ଭାରତୀୟ ଉଚ୍ଚଶିକ୍ଷା ପ୍ରତିଷ୍ଠାନଗୁଡ଼ିକ କେବଳ ସେମାନଙ୍କ ଛାତ୍ରମାନଙ୍କୁ ବିଦେଶକୁ ଯିବା ବନ୍ଦ କରିବେ ନାହିଁ...

ଜି-୨୦ର ସଫଳତା ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭବ୍ୟ ସ୍ବାଗତ

ନୂଆଦିଲ୍ଲୀ,୧୩।୯: ଜି-୨୦ ଶିଖର ସମ୍ମିଳନୀର ସଫଳତା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଦିଲ୍ଲୀର ଭାରତୀୟ ଜନତା ପାର୍ଟି (ଭାଜପା) ମୁଖ୍ୟାଳୟରେ ପହଞ୍ଚିଛନ୍ତି। ମୁଖ୍ୟାଳୟ ବାହାରେ ଭାଜପା କର୍ମୀ ମୋଦିଙ୍କ ଗାଡି ଉପରକୁ ଫୁଲ ପକାଇ ସ୍ବାଗତ କରିଥିଲେ। ଦଳର...

ସୁରକ୍ଷା ବାହିନୀ-ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ: ଜଣେ ପୋଲିସ, ୨ ଯବାନ ଶହୀଦ

ନୂଆଦିଲ୍ଲୀ,୧୩।୯: ଦକ୍ଷିଣ କଶ୍ମୀରର ଅନନ୍ତନାଗ ଜିଲାର କୋକରନାଗ ଅଞ୍ଚଳରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏହି ଗୁଳି ବିନିମୟରେ କର୍ନେଲ ମନପ୍ରୀତ ସିଂ, ମେଜର ଆଶିଷ, ଜମ୍ମୁ କଶ୍ମୀର ପୋଲିସର ଡିଏସପି ହୁମାୟୁଂ ଭଟ୍ଟ...

ଭାରତଠାରୁ ୧.୯ ବିଲିୟନ୍‌ ଡଲାର ଅଟୋ ପାଟର୍‌ସ କିଣିବ ଟେସ୍‌ଲା

ନୂଆଦିଲ୍ଲୀ,୧୩।୯: ଏଲନ ମସ୍କଙ୍କ ଇଲେକ୍ଟ୍ରିକ ଯାନ କମ୍ପାନୀ ଟେସଲା ଚଳିତ ବର୍ଷ ଭାରତୀୟ ଅଟୋ ପାର୍ଟସ ଉତ୍ପାଦନକାରୀ କମ୍ପାନୀଗୁଡିକରୁ ୧.୭ ରୁ ୧.୯ ବିଲିୟନ ଡଲାର ମୂଲ୍ୟର ଅଟୋ ପାଟର୍‌ସ କିଣିବାକୁ ପ୍ରସ୍ତୁତ ହେଉଛି। ବାଣିଜ୍ୟ ଏବଂ ଖାଦ୍ୟ ଯୋଗାଣ...

‘ଇଣ୍ଡିଆ’ର ସମନ୍ବୟ କମିଟି ବୈଠକ: ଆସନ ବୁଝାମଣା ଉପରେ ଚର୍ଚ୍ଚା

ନୂଆଦିଲ୍ଲୀ,୧୩।୯: ବିରୋଧୀ ମେଣ୍ଟ ‘ଇଣ୍ଡିଆ’ର ୧୪ ଜଣିଆ ସମନ୍ବୟ କମିଟିର ପ୍ରଥମ ବୈଠକ ଆଜି ଏନସିପି ମୁଖ୍ୟ ଶରଦ ପାୱାରଙ୍କ ବାସଭବନରେ ଅନୁଷ୍ଠିତ ହୋଇଯାଇଛି। ବୈଠକ ପରେ କଂଗ୍ରେସ ସାଧାରଣ ସମ୍ପାଦକ କେ.ସି ଭେନୁଗୋପାଲ କହିଛନ୍ତି ଯେ, ଆସନ ବାଣ୍ଟିବା...

ମମତାଙ୍କୁ ଏମିତି ପ୍ରଶ୍ନ ପଚାରିଦେଲେ ଶ୍ରୀଲଙ୍କା ରାଷ୍ଟ୍ରପତି: ଦିଦି ଆଶ୍ଚର୍ଯ୍ୟ

କୋଲକାତା,୧୩।୯: ଲୋକସଭା ନିର୍ବାଚନ ୨୦୨୪ ପାଇଁ ଭାଜପା ସହଯୋଗୀ ଏନଡିଏ ଏବଂ ବିରୋଧୀ ଦଳ ‘ଇଣ୍ଡିଆ’ ମଧ୍ୟରେ ପ୍ରସ୍ତୁତି ଚାଲିଛି। ଏହି ସମୟରେ ‘ଇଣ୍ଡିଆ’ର ସମନ୍ବୟ କମିଟିର ପ୍ରଥମ ବୈଠକ ୧୩ ସେପ୍ଟେମ୍ବରରେ ଦିଲ୍ଲୀରେ ଅନୁଷ୍ଠିତ ହେଉଛି। ଏହି ବୈଠକର...

ଜି-୨୦ ବୁକଲେଟ୍‌ରେ ସମ୍ରାଟ ଆକବରଙ୍କ ପ୍ରଶଂସା! କପିଲ ସିବଲଙ୍କ କଟାକ୍ଷ, ଅସଲି ମନ କି ବାତ କୁହନ୍ତୁ ସରକାର…

ନୂଆଦିଲ୍ଲୀ,୧୩।୯: ଜି-୨୦ ବୁକଲେଟ୍‌ରେ ମୋଗଲ ସମ୍ରାଟ ଆକବରଙ୍କୁ ପ୍ରଶଂସା କରିଛନ୍ତି କେନ୍ଦ୍ର ସରକାର। ଏପ୍ରସଙ୍ଗରେ ରାଜ୍ୟସଭା ସାଂସଦ କପିଲ ସିବଲ ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି। ପୁସ୍ତକର ନାଁ ରହିଛି ଭାରତ: ଦି ମଦର ଅଫ ଡେମୋକ୍ରାସି। ଏହି ୩୮...

କାର୍‌ରେ ୬ଟି ଏୟାର ବ୍ୟାଗ୍‌ ରହିବା ଆବଶ୍ୟକ ନୁହେଁ

ନୂଆଦିଲ୍ଲୀ, ୧୩।୯: କାର୍‌ରେ ଏୟାରବ୍ୟାଗ, ନିରାପତ୍ତାର ସଙ୍କେତ। କାରରେ ଯେତେ ଅଧିକ ଏୟାରବ୍ୟାଗ ରହିବ ଯାତ୍ରୀ ସେତିକି ସୁରକ୍ଷିତ ରହିବେ। କିନ୍ତୁ ମାର୍କେଟରେ ଏୟାରବ୍ୟାଗ ବୃଦ୍ଧି ସହିତ କାରର ମୂଲ୍ୟ ମଧ୍ୟ ବଢିଥାଏ। ବର୍ତ୍ତମାନ କାର୍‌ରେ ୬ଟି ଏୟାରବ୍ୟାଗ ରହିବା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri