ଜାତୀୟ

ରାଷ୍ଟ୍ରପତିଙ୍କ ଦ୍ୱାରା ଆୟୁଷ୍ମାନ ଭବ ଅଭିଯାନର ଶୁଭାରମ୍ଭ ହେବ…

ନୂଆଦିଲ୍ଲୀ,୧୩।୯ : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବୁଧବାର ରାଜ ଭବନରୁ ଭିଡିଓ କନଫରେନ୍ସ ଜରିଆରେ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ‘ଆୟୁଷ୍ମାନ ଭବ’ ଅଭିଯାନର ଶୁଭାରମ୍ଭ କରିବେ। ‘ଆୟୁଷ୍ମାନ ଭବ’ ଏକ ଦେଶବ୍ୟାପୀ ପଦକ୍ଷେପ, ଯାହା ଦେଶର...

୨୩ ସେପ୍ଟେମ୍ବରରେ କାଶୀ ଯିବେ ପ୍ରଧାନମନ୍ତ୍ରୀ, ୧୦୦୦ କୋଟି ପ୍ରକଳ୍ପର ଦେବେ ଉପହାର

ନୂଆଦିଲ୍ଲୀ,୧୩।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେପ୍ଟେମ୍ବର ୨୩ରେ କାଶୀ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଏହି ସମୟରେ ପ୍ରଧାନମନ୍ତ୍ରୀ କାଶୀକୁ ଏକ ବଡ଼ ଉପହାର ଦେବେ। ବାରାଣାସୀ କମିଶନର ଦେଇଥିବା ସୂଚନା ଅନୁଯାୟୀ ପ୍ରଧାନମନ୍ତ୍ରୀ ମୋଦି କାଶୀରେ ପ୍ରାୟ ୩...

ମଣିପୁରରେ ହିଂସାକୁ ରୋକିବା ପାଇଁ ୩୫୬ ଏକ ପ୍ରଭାବଶାଳୀ ଉପାୟ ହୋଇପାରେ, ରାଜନୈତିକ ମହଲରେ ଚର୍ଚ୍ଚା…

ଇମ୍ଫାଲ,୧୩।୯ : ମେ ୩ରେ ମଣିପୁରରେ ଆରମ୍ଭ ହୋଇଥିବା ହିଂସା ବନ୍ଦ ହେବାର ନାମ ନେଉ ନାହିଁ। ତେବେ ଏହା ମଧ୍ୟରେ କେନ୍ଦ୍ର ସରକାର ଦାବି କରିଛନ୍ତି ହତ୍ୟା ଆଉ ଘଟୁନାହିଁ, କିନ୍ତୁ ସମୟକ୍ରମେ ଏଭଳି ଘଟଣା ଜାରି ରହିଛି।...

ରଜୌରୀରେ ଏନକାଉଣ୍ଟର, ଜଣେ ଯବାନ ଶହୀଦ

ଶ୍ରୀନଗର,୧୩।୯: ଜମ୍ମୁ ଡିଭିଜନର ରଜୌରୀ ଜିଲାରେ ଆତଙ୍କବାଦୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ଏନକାଉଣ୍ଟର ଚାଲିଛି। ଏହି ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ବେଳେ ଜଣେ ଯବାନ ଶହୀଦ ହୋଇଥିବା ଜଣାପଡିଛି। ଏହା ବ୍ୟତୀତ ପୋଲିସ ଏସପିଓଙ୍କ ସମେତ...

‘ଜି -୨୦ ଘୋଷଣାପତ୍ର ହେଉଛି ପ୍ରଧାନମନ୍ତ୍ରୀ ମୋଦିଙ୍କ କୂଟନୈତିକ କୌଶଳର ପ୍ରମାଣ’

ନୂଆଦିଲ୍ଲୀ/ନୁୟର୍କ,୧୩।୯: ଜି -୨୦ ଶିଖର ସମ୍ମିଳନୀର ସଫଳ ଆୟୋଜନକୁ ନେଇ ଭାରତ ଏବଂ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱକୁ ସାରା ବିଶ୍ୱରେ ପ୍ରଶଂସା କରାଯାଉଛି। ବର୍ତ୍ତମାନ ମିଳିତ ଜାତିସଂଘ ସାଧାରଣ ସଭାର ୭୮ତମ ଅଧିବେଶନର ଅଧ୍ୟକ୍ଷ ଡେନିସ ଫ୍ରାନ୍ସିସ ମଧ୍ୟ ପ୍ରଶଂସା...

କାବେରୀ ଜଳ ବିବାଦ: ସିଦ୍ଦରାମାୟା ଡାକିଲେ ଜରୁରୀକାଳୀନ ବୈଠକ…

ବେଙ୍ଗାଲୁରୁ,୧୩।୯ : କାବେରୀ ନଦୀରୁ ଜଳ ଛାଡିବା ନେଇ ବିବାଦ କ୍ରମାଗତ ଭାବେ ବଢ଼ିବାରେ ଲାଗିଛି। କର୍ନାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରାମାୟା ବୁଧବାର ଏକ ସ୍ବତନ୍ତ୍ର ଜରୁରୀ ବୈଠକ ଡାକିଛନ୍ତି। ବାସ୍ତବରେ, କାବେରୀ ଜଳ ପରିଚାଳନା ପ୍ରାଧିକରଣ (ସିଡବ୍ଲୁଆରସି) ତାମିଲନାଡୁକୁ ଆସନ୍ତା...

ଆଜମ ଖାନଙ୍କ ଘରେ ଆୟକର ଚଢାଉ

ଲକ୍ଷ୍ନୌ,୧୩।୯: ପୂର୍ବତନ ମନ୍ତ୍ରୀ ତଥା ଏସପିର ବରିଷ୍ଠ ନେତା ଆଜମ ଖାନଙ୍କ ଘରେ ବୁଧବାର ଆୟକର ବିଭାଗ ଚଢାଉ କରିଛି। ଜୌହର ଟ୍ରଷ୍ଟରେ ହୋଇଥିବା ଅନିୟମିତତା ପାଇଁ ଆଜମ ଖାନଙ୍କ ରାମପୁର, ମେରଠ, ଗାଜିଆବାଦ, ସହାରନପୁର, ସୀତାପୁର ଏବଂ ଲକ୍ଷ୍ନୌରେ...

ତେଲଙ୍ଗାନା ମୁକ୍ତି ଦିବସରେ ସାମିଲ ହେବା ପାଇଁ ହାଇଦ୍ରାବାଦ ଯିବେ ଶାହା

ନୂଆଦିଲ୍ଲୀ,୧୩।୯: ସେପ୍ଟେମ୍ବର ୧୭ରେ ହାଇଦ୍ରାବାଦରେ ଆୟୋଜିତ ତେଲଙ୍ଗାନା ମୁକ୍ତି ଦିବସ ଉତ୍ସବରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ସାମିଲ ହେବେ। କେନ୍ଦ୍ର ମନ୍ତ୍ରୀ ଜି କିଶନ ରେଡ୍ଡୀ ମଙ୍ଗଳବାର ଏହି ସୂଚନା ଦେଇଛନ୍ତି। ପରେଡ ଗ୍ରାଉଣ୍ଡରେ କେନ୍ଦ୍ର ଏହି...

ମଥୁରା ଦର୍ଶନ କରିବାକୁ ଯାଉଥିବା ବେଳେ ଅଘଟଣ, ଚାଲିଗଲା ୧୧ ଜଣଙ୍କ ଜୀବନ

ଜୟପୁର,୧୩।୯: ରାଜସ୍ଥାନର ଭରତପୁରରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୧୧ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୨ ଜଣ ଗୁରୁତର ଆହତ ହୋଇଛନ୍ତି। ଏହି ଆହତମାନଙ୍କୁ ଜିଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। କୁହାଯାଉଛି ଯେ, ଏହି ଦୁର୍ଘଟଣା ଏନ୍‌ଏଚ୍‌-୨୧ସ୍ଥିତ...

ୟୁପି-ବିହାର ପରେ ମୁମ୍ବାଇରେ ମଧ୍ୟ ଉଦୟନିଧିଙ୍କ ବିରୋଧରେ ଏଫ୍‌ଆଇଆର ରୁଜୁ

ମୁମ୍ବାଇ,୧୩।୯: ସନାତନ ଧର୍ମ ଉପରେ ଦେଇଥିବା ମନ୍ତବ୍ୟ ପାଇଁ ତାମିଲନାଡୁ ସରକାରର ମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନଙ୍କ ପୁଅ ଉଦୟନିଧି ଷ୍ଟାଲିନଙ୍କ ବିରୋଧରେ ଆଉ ଏକ ଏଫ୍‌ଆଇଆର ପଞ୍ଜୀକୃତ ହୋଇଛି। ଧାର୍ମିକ ଭାବନାକୁ ଆଘାତ ଦେବା ଅଭିଯୋଗରେ ଏହି...

କେନ୍ଦ୍ରମନ୍ତ୍ରୀଙ୍କୁ ତାଲା ପକାଇଲେ ଭାଜପା କର୍ମୀ

ବାଙ୍କୁଡ଼ା,୧୩।୯: ପଶ୍ଚିମବଙ୍ଗର ବାଙ୍କୁଡ଼ା ଜିଲା ଏମ୍‌ପି ତଥା କେନ୍ଦ୍ରମନ୍ତ୍ରୀ ସୁଭାଷ ସର୍କାର ମଙ୍ଗଳବାର ଜିଲା ଭାଜପା କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ବୈଠକରେ ଯୋଗଦେଇଥିଲେ। ତେବେ ସେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ଅଣଦେଖା କରୁଥିବା, ଜିଲା ୟୁନିଟକୁ ନିଜ ଇଚ୍ଛାରେ ଚଲାଉଥିବା ଅଭିଯୋଗ...

ପାର୍ଲାମେଣ୍ଟ କର୍ମଚାରୀଙ୍କ ନୂଆ ପୋଷାକରେ ପଦ୍ମ

ନୂଆଦିଲ୍ଲୀ,୧୩ା୯(ପି.ଟି.): ପାର୍ଲାମେଣ୍ଟ କର୍ମଚାରୀମାନଙ୍କ ନୂଆ ପୋଷାକରେ ଭାଜପାର ନିର୍ବାଚନୀ ଚିହ୍ନ ‘ପଦ୍ମ’ ଛପାହେବା ଖବର ପ୍ରକାଶ ପାଇବା ପରେ କଂଗ୍ରେସ ନିନ୍ଦା କରିଛି। ଭାଜପା ପାର୍ଲାମେଣ୍ଟରେ ଏକତରଫା ଭାବେ ପକ୍ଷପାତପୂର୍ଣ୍ଣ ଆଚରଣ କରୁଥିବା ବିରୋଧୀ ଦଳ ଅଭିଯୋଗ ଆଣିଛି। ଜାତୀୟ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri