ଜାତୀୟ

ଦିଲ୍ଲୀରୁ ଉଡାଣ ଭରିଲା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ବିମାନ

ନୂଆଦିଲ୍ଲୀ/ଓଟାଓ୍ବା,୧୨।୯: କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ବିମାନ ଦୁଇ ଦିନ ଧରି ରହିବା ପରେ ଦିଲ୍ଲୀରୁ ଉଡାଣ ଭରିଛି। ବିମାନକୁ ଉଡାଣ ପାଇଁ ଅନୁମତି ଦିଆଯାଇଥିବା ମଙ୍ଗଳବାର ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ବିମାନର ତ୍ରୁଟି ଯୋଗୁଁ ପ୍ରଧାନମନ୍ତ୍ରୀ...

ମୁହାଁମୁହିଁ ହେବେ ଭାରତୀୟ ମିଗ-୨୯ ପାକିସ୍ତାନ ଜେଏଫ-୧୭ ଯୁଦ୍ଧ ବିମାନ…

ନୂଆଦିଲ୍ଲୀ/ଇସଲାମାବାଦ,୧୨।୯ : ଶେଷ ଥର ପାଇଁ ଭାରତ ଏବଂ ପାକିସ୍ଥାନ ମଧ୍ୟରେ ବାୟୁସେନା ମଧ୍ୟରେ ଡଗ ଫାଇଟ ବାଲାକୋଟ ଏୟାର ଷ୍ଟ୍ରାଇକ ପରେ ଫେବୃଆରୀ ୨୦୧୯ ରେ ଦେଖିବାକୁ ମିଳିଥିଲା। ପୁଣି ଥରେ ଉଭୟ ଦେଶର ଯୁଦ୍ଧ ବିମାନ ମୁହାଁମୁହିଁ...

ବ୍ରିଟିଶ୍‌ ଗଣମାଧ୍ୟମର ଅଭିଯୋଗ, ଜି-୨୦ରେ ସୁନକଙ୍କୁ ଅଣଦେଖା କଲା ଭାରତ

ଇଂଲଣ୍ଡ,୧୨।୯: ଭାରତ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜି-୨୦ ବୈଠକ ପରେ ବ୍ରିଟେନର ପ୍ରଧାନମନ୍ତ୍ରୀ ଋଷି ସୁନକ ସ୍ବଦେଶକୁ ଫେରିଛନ୍ତି। ତେବେ ଜି-୨୦ସମ୍ମିଳନୀରେ ତାଙ୍କୁ ଅଣଦେଖା କରାଯାଇଛି ବୋଲି ବ୍ରିଟିଶ୍‌ ଗଣମାଧ୍ୟମ ଭାରତକୁ ଟାର୍ଗେଟ କରିଛି। ସୁନକଙ୍କୁ ମୋଦି ସରକାର ଅଣଦେଖା କରିଥିବା...

ଭୋଟ ବ୍ୟାଙ୍କ ପାଇଁ ବିରୋଧୀ କରୁଛନ୍ତି ସନାତନ ରାଜନୀତି: ଭାଜପା…

ନୂଆଦିଲ୍ଲୀ,୧୨।୯ : ଭାରତୀୟ ଜନତା ପାର୍ଟି ମଙ୍ଗଳବାର ଅଭିଯୋଗ କରିଛି ଭୋଟ ବ୍ୟାଙ୍କ ରାଜନୀତି ପାଇଁ ସନାତନ ଧର୍ମ ଉପରେ ହୋଇଥିବା ଆକ୍ରମଣ ହେଉଛି ବିରୋଧୀ ଦଳ ’ଇଣ୍ଡିଆନ ନ୍ୟାଶନାଲ ଡେଭଲପମେଣ୍ଟାଲ ଇନକ୍ଲୁସିଭ ଆଲାଇନ୍ସ’ (ଇଣ୍ଡିଆ) ର ଲୁକ୍କାୟିତ ଏଜେଣ୍ଡା।...

ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରୁ ବାଦ୍‌ ପଡିଲେ ଆୟର

ନୂଆଦିଲ୍ଲୀ,୧୨।୯: ଭାରତର ତାରକା ବ୍ୟାଟ୍ସମ୍ୟାନ ଶ୍ରେୟାସ ଆୟର ଶ୍ରୀଲଙ୍କା ବିପକ୍ଷ ମ୍ୟାଚରୁ ବାଦ୍‌ ପଡିନ୍ତି। ବିସିସିଆଇ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଅସ୍ତ୍ରୋପଚାର ପରେ ଫିଟ ହେବା ପରେ ସେ ଦଳକୁ ଫେରିଥିଲେ। ମାର୍ଚ୍ଚରେ ସେ ପିଠିରେ ଆଘାତ ପାଇଥିଲେ।...

ଅଭେଦ୍ୟ କିଲ୍ଲା ହେଉଛି କିମ୍‌ଙ୍କ ବିଳାସପୂର୍ଣ୍ଣ ଗୁପ୍ତ ଟ୍ରେନ…

ପ୍ୟୋଙ୍ଗୟାଙ୍ଗ,୧୨।୯ : ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନ ତାଙ୍କ ସଶସ୍ତ୍ର ଟ୍ରେନରେ ରୁଷିଆରେ ପହଞ୍ଚିଛନ୍ତି। କରୋନା ମହାମାରୀ ପରେ ଏହା କିମ ଜୋଙ୍ଗଙ୍କର ପ୍ରଥମ ବିଦେଶ ଯାତ୍ରା। ଏହି ସମୟରେ ଆମେରିକାର ଅଧିକାରୀମାନେ କହିଛନ୍ତି ଜୋଙ୍ଗ...

ମଣିପୁର ହିଂସା: ୩ ଜଣଙ୍କୁ ଗୁଳି କରି ହତ୍ୟା

ଇମ୍ଫାଲ,୧୨।୯: ମଣିପୁରର କାଙ୍ଗପୋକପି ଜିଲାରେ ମଙ୍ଗଳବାର ନିଷିଦ୍ଧ ଉଗ୍ରବାଦୀଙ୍କ ସମୂହ ୩ ଜଣ ଗ୍ରାମବାସୀଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ଏହି ୩ ଜଣ କୁକି ସମ୍ପ୍ରଦାୟର ବୋଲି ଜଣାପଡିଛି। ଉଗ୍ରବାଦୀଙ୍କ ସମୂହ ଗାଡିରେ ଆସି ଇମ୍ଫାଲର ପଶ୍ଚିମ ଏବଂ...

ସନାତନ ଧର୍ମକୁ ବିରୋଧ, ମିଳିତ ମେଣ୍ଟ ‘ଇଣ୍ଡିଆ’ର ସୁଚିନ୍ତିତ ରଣନୀତି: ନଡା

ନୂଆଦିଲ୍ଲୀ,୧୨।୯: ସନାତନ ଧର୍ମକୁ ନେଇ ଆରମ୍ଭ ହୋଇଥିବା ବିବାଦ ବନ୍ଦ ହେବାର ନାଁ ଧରୁନାହିଁ। ସନାତନ ଧର୍ମ ଉପରେ ବିବାଦୀୟ ମନ୍ତବ୍ୟ ଦେଇ ଡିଏମକେ ନେତା ଉଦୟନିଧି ଷ୍ଟାଲିନଙ୍କ ସହ କଂଗେସକୁ ମଧ୍ୟ ଟାର୍ଗେଟ କରିଛି ଭାଜପା। କାରଣ କଂଗ୍ରେସ...

ନୁହ ହିଂସା ଅଭିଯୁକ୍ତ ମୋନୁ ମାନେସର ଅଟକ

ଚଣ୍ଡିଗଡ,୧୨।୯: ନିକଟରେ ହରିୟାଣାର ନୁହରେ ଘଟିଥିବା ହିଂସା ଅଭିଯୋଗରେ ମୋନୁ ମାନେସରଙ୍କୁ ପୋଲିସ ଅଟକ ରଖିଛି। ମାନେସର ବଜାର ଯାଉଥିବାବେଳେ ବୋଲେରୋରେ ଆସିଥିବା ହରିୟାଣା ପୋଲିସ କର୍ମଚାରୀ ତାଙ୍କୁ ଅଟକ ରଖିଥିଲେ। ରାଜସ୍ଥାନ ପୋଲିସ ମଧ୍ୟ ହରିୟାଣା ପୋଲିସ ସହ...

ଦେଶଦ୍ରୋହ ଆଇନକୁ ଚ୍ୟାଲେଞ୍ଜ କରୁଥିବା ଆବେଦନ ଉପରେ ସମ୍ବିଧାନ ବେଞ୍ଚ କରିବେ ଶୁଣାଣି

ନୂଆଦିଲ୍ଲୀ,୧୨।୯: ୧୫୨ବର୍ଷ ପୁରୁଣା ଦେଶଦ୍ରୋହ ଆଇନକୁ ଚ୍ୟାଲେଞ୍ଜ କରୁଥିବା ଆବେଦନ ଉପରେ ମଙ୍ଗଳବାର ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି। ଏହି ସମୟରେ ଶୀର୍ଷ ଅଦାଲତରୁ କେନ୍ଦ୍ରକୁ ଏକ ଝଟକା ଲାଗିଛି। ଦେଶଦ୍ରୋହ ଆଇନର ବୈଧତାର ଯାଞ୍ଚକୁ ସ୍ଥଗିତ ରଖିବାକୁ କେନ୍ଦ୍ରର ଅନୁରୋଧକୁ...

ଅମିତ ଶାହାଙ୍କ ଛତିଶଗଡ ଗସ୍ତ ବାତିଲ: ଟାର୍ଗେଟ୍‌ କଲା କଂଗ୍ରେସ

ନୂଆଦିଲ୍ଲୀ,୧୨।୯: ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ମଙ୍ଗଳବାର ଛତିଶଗଡ ଗସ୍ତକୁ ବାତିଲ କରାଯାଇଛି। ଏହାର କାରଣ ଜଣାପଡିନାହିଁ। ସ୍ବରାଷ୍ଟ୍ର ମନ୍ତ୍ରୀଙ୍କ ଗସ୍ତ ବାତିଲ ହେବା ନେଇ କଂଗ୍ରେସର ଛତିଶଗଡ ୟୁନିଟ ଭାଜପାକୁ ଟାର୍ଗେଟ୍‌ କରିଛି। ଶାହା ଭାରତୀୟ ଜନତା ପାର୍ଟିର...

ପିଓକେକୁ ନେଇ ଦେଇଥିବା ମନ୍ତବ୍ୟ ଉପରେ ଭି.କେ ସିଂଙ୍କୁ ଜବାବ ଦେଲେ ସଞ୍ଜୟ

ମୁମ୍ବାଇ,୧୨।୯: ପୂର୍ବତନ ସେନା ମୁଖ୍ୟ ଜେନେରାଲ ଭି.କେ ସିଂଙ୍କ ବୟାନ ଉପରେ ଶିବସେନା (ୟୁବିଟି) ଏମ୍‌ପି ସଞ୍ଜୟ ରାଉତ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ଆମେ ସବୁବେଳେ କହୁଛୁ ଯେ, ପାକିସ୍ତାନ ଅଧିକୃତ କଶ୍ମୀର (ପିଓକେ) ଆମର ଅଂଶ, କିନ୍ତୁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri