ଜାତୀୟ

ରେଲଓ୍ବେ ବୋର୍ଡର ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେଲେ ଜୟା ବର୍ମା ସିହ୍ନା

ନୂଆଦିଲ୍ଲୀ,୨ା୯(ପି.ଆଇ.ବି.): ଭାରତୀୟ ରେଲଓ୍ବେ ଟ୍ରାଫିକ୍‌ ସେବା (ଆଇଆର୍‌ଟିଏସ୍‌) ବରିଷ୍ଠ ଅଫିସର ଜୟା ବର୍ମା ସିହ୍ନା ଶୁକ୍ରବାର ରେଳଭବନରେ ରେଲଓ୍ବେ ବୋର୍ଡ (ରେଳ ମନ୍ତ୍ରଣାଳୟ)ର ନୂଆ ଅଧ୍ୟକ୍ଷ ଏବଂ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ...

ଆଜି ସୂର୍ଯ୍ୟାଭିମୁଖୀ ଆଦିତ୍ୟ-ଏଲ୍‌୧ ମିଶନ

ଶ୍ରୀହରିକୋଟା,୨ା୯: ଭାରତର ପ୍ରଥମ ସୂର୍ଯ୍ୟ ମିଶନ ‘ଆଦିତ୍ୟ-ଏଲ୍‌୧’ ଶନିବାର ସୂର୍ଯ୍ୟ ଅଭିମୁଖେ ଯାତ୍ରା ଆରମ୍ଭ କରିବ। ଏଥିପାଇଁ ଅବଗଣନା ଆରମ୍ଭ ହୋଇଯାଇଛି ବୋଲି ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ) ପକ୍ଷରୁ କୁହାଯାଇଛି। ଶନିବାର ପୂର୍ବାହ୍ନ ୧୧.୫୦ ମିନିଟ୍‌ରେ ଏହା ଆନ୍ଧ୍ରପ୍ରଦେଶର...

ସାଙ୍ଗରେ ମିଶି ଲଢ଼ିବୁ

ମୁମ୍ବାଇ,୨ା୯: ୨୦୨୪ ଲୋକ ସଭା ନିର୍ବାଚନ ଯେତେଦୂର ସମ୍ଭବ ଏକାଠି ଲଢ଼ିବା ପାଇଁ ବିରୋଧୀ ମେଣ୍ଟ ‘ଇଣ୍ଡିଆ’ର ମୁମ୍ବାଇରେ ଅନୁଷ୍ଠିତ ବୈଠକର ଶେଷଦିନରେ ନିଷ୍ପତ୍ତି ନିଆଯାଇଛି। ଇଣ୍ଡିଆ ମେଣ୍ଟ ଭାରତ ଜନସଂଖ୍ୟାର ୬୦ ପ୍ରତିଶତର ପ୍ରତିନିଧିତ୍ୱ କରୁଛି। ବିରୋଧୀ ଏକାଠି...

ଅବୈଧ ବିବାହରୁ ଜନ୍ମିତ ପିଲା ପୈତୃକ ସମ୍ପତ୍ତିରୁ ଭାଗ ପାଇବେ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧ା୯: ଅବୈଧ ବିବାହରୁ ଜନ୍ମିତ ପିଲା ତାଙ୍କ ମାଆବାପାଙ୍କ ସମ୍ପତ୍ତିରୁ ଭାଗ ପାଇବାକୁ ହକ୍‌ଦାର ବୋଲି ସୁପ୍ରିମକୋର୍ଟ ଶୁକ୍ରବାର କହିଛନ୍ତି। ଏଭଳି ବିବାହରୁ ଜନ୍ମିତ ପିଲା ବୈଧ ଓ ହିନ୍ଦୁ ଉତ୍ତରାଧିକାର ଆଇନ ଅନୁଯାୟୀ ସେମାନେ ପୈତୃକ ସମ୍ପତ୍ତିରେ ଅଧିକାର...

ଇସ୍ରୋର ସୌର ମିଶନ: ସୂର୍ଯ୍ୟପରାଗ ହେଲେ ବି ଅଧ୍ୟୟନ ଜାରି ରଖିବ ଆଦିତ୍ୟ ଏଲ-୧

ବେଙ୍ଗାଲୁରୁ,୧।୯: ଚନ୍ଦ୍ରର ଦକ୍ଷିଣ ଭାଗରେ ଅବତରଣ କରି ଇତିହାସ ସୃଷ୍ଟି କରିବା ପରେ ଇସ୍ରୋ ଆରମ୍ଭ କରିଛି ସୂର୍ଯ୍ୟ ମିଶନ। ଶନିବାର ଆଦିତ୍ୟ ଏଲ୧ ରେ ଶ୍ରୀହରିକୋଟାସ୍ଥିତ ଲଞ୍ଚ ପ୍ୟାଡରେ ଏହା ଲଞ୍ଚ ହେବ। ଏଥିପାଇଁ କାଉଣ୍ଟଡାଉନ୍‌ ଆରମ୍ଭ ହୋଇଯାଇଛି।...

ସୂର୍ଯ୍ୟରେ ନିଶ୍ଚିହ୍ନ ହୋଇପାରେ ୧୩ଲକ୍ଷ ପୃଥିବୀ, ୫ବିଲିୟନ ବର୍ଷ ପରେ ହୋଇଯିବ ସୂର୍ଯ୍ୟର ଅନ୍ତ

ଚନ୍ଦ୍ରର ଦକ୍ଷିଣ ଭାଗରେ ଅବତରଣ କରି ଇତିହାସ ସୃଷ୍ଟି କରିବା ପରେ ଇସ୍ରୋ ଆରମ୍ଭ କରିଛି ସୂର୍ଯ୍ୟ ମିଶନ। ଶନିବାର ଆଦିତ୍ୟ ଏଲ୧ ରେ ଶ୍ରୀହରିକୋଟାସ୍ଥିତ ଲଞ୍ଚ ପ୍ୟାଡରେ ଏହା ଲଞ୍ଚ ହେବ। ଏଥିପାଇଁ କାଉଣ୍ଟଡାଉନ୍‌ ଆରମ୍ଭ ହୋଇଯାଇଛି। ଭାରତୀୟ...

ୟୁପିଆଇରେ ୧୦୦୦କୋଟି ଟ୍ରାଞ୍ଜାକ୍ସନ

ନୂଆଦିଲ୍ଲୀ,୧।୯: ଅଗଷ୍ଟରେ ୟୁନିଫାଏଡ ପେମେଣ୍ଟ ସିଷ୍ଟମ (ୟୁପିଆଇ) ମାଧ୍ୟମରେ ଟ୍ରାଞ୍ଜାକ୍ସନ ୧୦୦୦କୋଟି ଅତିକ୍ରମ କରିଛି। ନ୍ୟାସନାଲ ପେମେଣ୍ଟ କର୍ପୋରେସନ ଅଫ ଇଣ୍ଡିଆ (ଏନପିସିଆଇ) ଏହି ପରିପ୍ରେକ୍ଷୀରେ ସର୍ବଶେଷ ତଥ୍ୟ ପ୍ରକାଶ କରିଛି। ଏନପିଏସଆଇ ହେଉଛି ଭାରତର ସମସ୍ତ ଖୁଚୁରା ଦେୟ...

ରେଲଓ୍ବେ ବୋର୍ଡର ପ୍ରଥମ ମହିଳା ସିଇଓ ଭାବେ ଦାୟିତ୍ୱ ନେଲେ ଜୟା ସିହ୍ନା

ନୂଆଦିଲ୍ଲୀ,୧।୯: ରେଲଓ୍ବେ ବୋର୍ଡର ଚେୟାରମ୍ୟାନ ତଥା ସିଇଓ ଭାବରେ ନିଯୁକ୍ତି ହେଲେ ଜୟା ଭର୍ମା ସିହ୍ନା। ମନ୍ତ୍ରିମଣ୍ଡଳର ନିଯୁକ୍ତି କମିଟି ତାଙ୍କ ନିଯୁକ୍ତିକୁ ଅନୁମୋଦନ କରିଛି। ସିହ୍ନା ନୂତନ ଅଧ୍ୟକ୍ଷ ତଥା ସିଇଓ ଭାବେ ଶନିବାର ଠାରୁ ଦାୟିତ୍ୱ ଗ୍ରହଣ...

ପ୍ରତିଦିନ ୧୪୪୦ ଫଟୋ ପଠାଇବ ଆଦିତ୍ୟ ଏଲ-୧ର ବଡ ପେଲୋଡ ଭିଇଏଲସି

ବେଙ୍ଗାଲୁରୁ,୧।୯: ଚନ୍ଦ୍ରାବତରଣ ପରେ ଏବେ ସୂର୍ଯ୍ୟ ମିଶନ ପାଇଁ ଭାରତ ପ୍ରସ୍ତୁତ। ଶନିବାର ଶ୍ରୀହରିକୋଟା ସ୍ଥିତ ଲଞ୍ଚ ପ୍ୟାଡରୁ ଉତ୍‌କ୍ଷେପଣ ହେବ ଆଦିତ୍ୟ ଏଲ-୧। ଏହା ନିଜ ଲକ୍ଷ୍ୟ ପଥ ଅର୍ଥାତ୍‌ ସୂର୍ଯ୍ୟର କକ୍ଷ ପଥରେ ବୁଲି ତଥ୍ୟ ସଂଗ୍ରହ...

ଶ୍ରୀଲଙ୍କା ଗସ୍ତରେ ଯିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

ନୂଆଦିଲ୍ଲୀ,୧।୯: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ସେପ୍ଟେମ୍ବର ୨ ଓ ୩ ରେ ଦୁଇ ଦିନିଆ ଶ୍ରୀଲଙ୍କା ଗସ୍ତରେ ଯିବେ। ସରକାରଙ୍କ ପକ୍ଷରୁ କୁହାଯାଇଛି କି ଏହି ଯାତ୍ରା ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ମଜଭୁତ କରିବାକୁ ଏକ ମାଇଲ...

କର୍ନାଟକ ହାଇକୋର୍ଟରୁ ଜେଡିଏସ ଏମପି ପ୍ରଜ୍ୱଳ ରଓ୍ବେନ୍ନାଙ୍କୁ ଝଟକା, ଲୋକ ସଭାରୁ ଅଯୋଗ୍ୟ ଘୋଷିତ

ବେଙ୍ଗାଲୁରୁ,୧।୯: କର୍ନାଟକ ହାଇକୋର୍ଟ ଶୁକ୍ରବାର ଜେଡିଏସ ଏମପି ପ୍ରଜ୍ୱଳ ରଓ୍ବେନ୍ନାଙ୍କୁ ତାଙ୍କ ନିର୍ବାଚନ ଆଫିଡେଭିଟରେ ଭୁଲ ତଥ୍ୟ ଦେଇଥିବାରୁ ତାଙ୍କୁ ଅଯୋଗ୍ୟ ଘୋଷଣା କରିଛନ୍ତି। ହାସନରୁ ହାରିଥିବା ଭାଜପା ପ୍ରାର୍ଥୀ ଅରକଲାଗୁଡୁ ମଞ୍ଜୁ ଜୁନ ୨୬, ୨୦୧୯ରେ ପ୍ରଜ୍ୱଳ ରଓ୍ବେନ୍ନାଙ୍କ...

‘ଏକ ଦେଶ-ଏକ ନିର୍ବାଚନ’ ସପକ୍ଷରେ ବହୁ କେନ୍ଦ୍ର ମନ୍ତ୍ରୀ, ବିରୋଧୀଙ୍କୁ ଦେଲେ କଡା ଜବାବ

‘ଏକ ଦେଶ-ଏକ ନିର୍ବାଚନ’ ସପକ୍ଷରେ ବହୁ କେନ୍ଦ୍ର ମନ୍ତ୍ରୀ, ବିରୋଧୀଙ୍କୁ ଦେଲେ କଡା ଜବାବ ନୂଆଦିଲ୍ଲୀ,୧।୯: ଏକ ଦେଶ-ଏକ ନିର୍ବାଚନକୁ ନେଇୁ ଜାତୀୟ ରାଜନୀତି ସରଗରମ ରହିଛି। ଆଶା କରାଯାଉଛି କି, ଆସନ୍ତା ମୌସୁମୀ ଅଧିବେଶନରେ ଏହି ବିଷୟରେ ଚର୍ଚ୍ଚା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri