ଜାତୀୟ

ଟିଡିପି ବିଧାୟକଙ୍କୁ ଗୃହବନ୍ଦୀ: ସହରରେ ୧୪୪

ହାଇଦ୍ରାବାଦ,୧୧ା୯: ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଟିଡିପି ଅଧ୍ୟକ୍ଷ ଏନ୍‌. ଚନ୍ଦ୍ରାବାବୁ ନାଇଡୁଙ୍କୁ ଦୁର୍ନୀତି ମାମଲାରେ ସିଆଇଡି ଗିରଫ ପରେ ଦଳର ୨୧ ବିଧାୟକଙ୍କୁ ଗୃହବନ୍ଦୀ ରଖାଯାଇଛି। ଆନ୍ଧ୍ରପ୍ରଦେଶର ବିଭିନ୍ନ ସହରରେ ଥିବା ବିଧାୟକଙ୍କ ଘର ବାହାରେ ବ୍ୟାପକ ପୋଲିସ...

ଭ୍ୟାନ୍‌କୁ ଧକ୍କା ଦେଲା ଟ୍ରକ: ଚାଲିଗଲା ୭ ମହିଳା ଯାତ୍ରୀଙ୍କ ଜୀବନ

ତିରୁପାଟ୍ଟୁର,୧୧ା୯: ତାମିଲନାଡୁର ତିରୁପାଟ୍ଟୁର ଜିଲା ଅଧୀନ ନାତ୍ରାମପାଲ୍ଲୀ ନିକଟରେ ସୋମବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୭ଜଣ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ୧୩ ଜଣ ଆହତ ହୋଇଛନ୍ତି। ୮ ତାରିଖରେ ଜିଲାର ଅମ୍ବୁର ନିକଟବର୍ତ୍ତୀ ଏକ...

ଉଦ୍ଧବଙ୍କ ମନ୍ତବ୍ୟକୁ ନିନ୍ଦା କଲା ଭାଜପା

ନୂଆଦିଲ୍ଲୀ,୧୧।୯: ଶିବସେନା (ୟୁବିଟି) ମୁଖ୍ୟ ଉଦ୍ଧବ ଠାକରେ ରାମ ମନ୍ଦିର ଉପରେ ଦେଇଥିବା ମନ୍ତବ୍ୟକୁ ନିନ୍ଦା କରିଛି ଭାଜପା। ସୋମବାର ଭାଜପା ଏମ୍‌ପି ରବି ଶଙ୍କର ପ୍ରସାଦ କହିଛନ୍ତି ଯେ, ମୁଁ କେବଳ କହିବାକୁ ଚାହେଁ ଯେ ପ୍ରଧାନମନ୍ତ୍ରୀ ମୋଦିଙ୍କ...

ବିହାର ରାଜନୀତିରେ ଆସିପାରେ ଝଡ଼

ପାଟନା,୧୧।୯: ଜି-୨୦ରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଅଂଶଗ୍ରହଣ ପରେ ରାଜ୍ୟର ରାଜନୀତିରେ ବାକ୍‌ଯୁଦ୍ଧ ଆରମ୍ଭ ହୋଇଛି। ଖୁବ୍‌ଶୀଘ୍ର ବିହାର ରାଜନୀତିରେ ଝଡ ଆସିବାକୁ ଯାଉଛି ବୋଲି ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତନ ରାମ ମାନ୍‌ଝୀ ସୋମବାର ଦାବି କରିଛନ୍ତି। ଏକ ସାକ୍ଷାତକାରରେ...

କଂଗ୍ରେସ ଛାଡି ଭାଜପା ହାତ ଧରିଲେ ଜ୍ୟୋତି

ନୂଆଦିଲ୍ଲୀ,୧୧।୯: ନିର୍ବାଚନ ଦିନ ପାଖେଇ ଆସୁଥିବାରୁ ରାଜସ୍ଥାନ ରାଜନୀତି ସରଗରମ ହୋଇପଡିଛି। ନିଜର ଲାଭକୁ ଧ୍ୟାନରେ ରଖି ନେତାଙ୍କ ଦଳ ପରିବର୍ତ୍ତନ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି। ସୋମବାର ନାଗୋରର ପୂର୍ବତନ କଂଗ୍ରେସ ଏମ୍‌ପି ତଥା ବରିଷ୍ଠ ନେତା ନାଥୁରାମ...

ମାଲଦ୍ୱୀପ ରାଷ୍ଟ୍ରପତି ନିର୍ବାଚନରେ ନିର୍ବାଚନ କମିଶନ ଅରୁଣ ଗୋୟଲ ହେଲେ ପର୍ଯ୍ୟବେକ୍ଷକ, ଚାଇନା ଭାରତ ପାଇଁ ଗୁରୁତ୍ୱପୂର୍ଣ୍ଣ

ମାଲେ/ନୂଆଦିଲ୍ଲୀ,୧୧।୯: ମାଲଦ୍ୱୀପରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେଉଛି। ଭାରତ ଏବଂ ଚାଇନା ପାଇଁ ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ମାଲଦ୍ୱୀପରେ ନିର୍ବାଚନ ଆୟୋଗଙ୍କ ନିମନ୍ତ୍ରଣ କ୍ରମେ ମାଲଦ୍ୱୀପରେ ଚାଲିଥିବା ରାଷ୍ଟ୍ରପତି ନିର୍ବାଚନରେ ପର୍ଯ୍ୟବେକ୍ଷକ ଭାବରେ ନିର୍ବାଚନ କମିଶନର ଅରୁଣ ଗୋୟଲଙ୍କ ନେତୃତ୍ୱରେ...

ରାଜଧାନୀରେ ବାଣ ଫୁଟାଇବା ଉପରେ ରହିବ ପ୍ରତିବନ୍ଧକ

ନୂଆଦିଲ୍ଲୀ,୧୧।୯: ଦେଶର ରାଜଧାନୀ ଦିଲ୍ଲୀରେ ପ୍ରତିବର୍ଷ ପରି, ଏଥର ମଧ୍ୟ ଦୀପାବଳି ତଥା ଅନ୍ୟାନ୍ୟ ପର୍ବରେ ବାଣ ଫୁଟାଇବା ଉପରେ ପ୍ରତିବନ୍ଧକ ରହିବ। ଦିଲ୍ଲୀ ପରିବେଶ ମନ୍ତ୍ରୀ ଗୋପାଳ ରାୟ ସୋମବାର କହିଛନ୍ତି ଯେ ଗତ କିଛି ବର୍ଷ ଭଳି...

ଭାରତ-ସୌଦି ଆରବର ବନ୍ଧୁତ୍ୱ ଲେଖିବ ନୂଆ ଦିଗ: ମୋଦି

ନୂଆଦିଲ୍ଲୀ,୧୧।୯: ଜି -୨୦ ଶିଖର ସମ୍ମିଳନୀ ଶେଷ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ସାଉଦି କ୍ରାଉନ ପ୍ରିନ୍ସ ମହମ୍ମଦ ବିନ ସଲମାନଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିଛନ୍ତି। କ୍ରାଉନ ପ୍ରିନ୍ସଙ୍କ ସହ ବାର୍ତ୍ତାଳାପ ସମୟରେ ପ୍ରଧାନମନ୍ତ୍ରୀ କହିଛନ୍ତି...

ଇଣ୍ଡିଆ ସମନ୍ବୟ ସମିତି ବୈଠକ ପୂର୍ବରୁ ଲାଲୁ କହିଲେ- ‘ବର ମିଳତ ମଞ୍ଚରୁ କେହି ହେବେ’

ପାଟନା,୧୧।୯: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ ତାଙ୍କ ପତ୍ନୀ ରାବ୍ରି ଦେବୀ ସୋମବାର ସକାଳେ ଝାଡ଼ଖଣ୍ଡର ବୈଦ୍ୟନାଥ ଧାମରେ ପହଞ୍ଚି ପ୍ରାର୍ଥନା କରିଥିଲେ। ଏହି ସମୟ ମଧ୍ୟରେ ଦେବଘରରେ ଏକ ଖବରଦାତା ସମ୍ମିଳନୀରେ ଲାଲୁ ଯାଦବ ଅନେକ...

ସୌଦି କ୍ରାଉନ ପ୍ରିନ୍ସଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା ପରେ ମୋଦି କହିଛନ୍ତି-ମାନବ ବିକାଶ ପାଇଁ ମିଳିତ ଭାବେ କାମ କରିବୁ

ନୂଆଦିଲ୍ଲୀ/ରିୟାଦ,୧୧।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହାଇଦ୍ରାବାଦ ହାଉସରେ ସୌଦି ଆରବର କ୍ରାଉନ ପ୍ରିନ୍ସ ମହମ୍ମଦ ବିନ ସଲମାନ ବିନ ଅବଦୁଲଅଜିଜ ଅଲ ସଉଦଙ୍କ ସହ ପ୍ରତିନିଧିମଣ୍ଡଳ ସ୍ତରୀୟ ବାର୍ତ୍ତା କରିଛନ୍ତି। ମୋଦିଙ୍କ ସହ ସାକ୍ଷାତକାର ପୂର୍ବରୁ ସୌଦି କ୍ରାଉନ ପ୍ରିନ୍ସଙ୍କର...

ଗର୍ଭବତୀ ନ ହୋଇ ୧୨ ବର୍ଷ ଧରି କ୍ଷୀର ଦେଉଛି ନନ୍ଦିନୀ, ସୋସିଆଲ ମିଡ଼ିଆରେ ଭାଇରାଲ…

ପାଟନା,୧୧।୯ : ବିହାରର ସିୱାନରୁ ଏକ ଅଦ୍ଭୁତ ମାମଲା ସାମ୍ନାକୁ ଆସିଛି ଯାହା ପ୍ରକୃତିର ଚମତ୍କାରଠାରୁ କମ ନୁହେଁ। ଏଠାରେ ନନ୍ଦିନୀ ନାମକ ଏକ ଗାଈ ଗତ ୧୨ ବର୍ଷ ଧରି ଗର୍ଭଧାରଣ ନକରି କ୍ରମାଗତ ଭାବରେ କ୍ଷୀର ଦେଉଛି।...

ଭାଜପା ବିଷଧର ସର୍ପ: ଉଦୟନିଧି ଷ୍ଟାଲିନ

ଚେନ୍ନାଇ,୧୧।୯: ତାମିଲନାଡୁର କ୍ରୀଡ଼ା ମନ୍ତ୍ରୀ ତଥା ଡିଏମକେ ନେତା ଉଦୟନିଧି ଷ୍ଟାଲିନ ପୁଣି ଥରେ ବିବାଦୀୟ ବୟାନ ଦେଇଛନ୍ତି। ସେ ଭାରତୀୟ ଜନତା ପାର୍ଟି(ଭାଜପା)କୁ ଏକ ବିଷଧର ସାପ ସହିତ ତୁଳନା କରିଛନ୍ତି ଏବଂ ଏହାକୁ ତାମିଲନାଡୁରୁ ବାହାର କରିଦେବା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri