ଜାତୀୟ

ମହଙ୍ଗା ହେଲା ଅଲିଭ ଅଏଲ

ନୂଆଦିଲ୍ଲୀ,୧୦।୯: ଅଲିଭ ଅଏଲ ହୃଦରୋଗ ପାଇଁ ଲାଭକାରୀ ହୋଇଥିବାବେଳେ ବିଭିନ୍ନ ପ୍ରକାର ହୋମ ରିମେଡି ପାଇ ବ୍ୟବହୃତ ହୋଇଥାଏ। ଦେଶରେ ଅଲିଭ ଅଏଲ ମହଙ୍ଗା ହୋଇଯାଇଛି। ଦେଶର ଅନେକ ଲୋକ ଅଲିଭ ଅଏଲରେ ଖାଦ୍ୟ ରାନ୍ଧବା ସହ ଏହି ତେଲ...

ଜି-୨୦ ଶେରପା ଅମିତାଭ କାଣ୍ଟଙ୍କୁ ପ୍ରଶଂସା କଲେ ଥରୁର: କହିଲେ, ଭାରତ ପାଇଁ ଗର୍ବର ମୂହୁର୍ତ୍ତ

ନୂଆଦିଲ୍ଲୀ,୧୦।୯: ଜି-୨୦ ଶିଖର ସମ୍ମିଳନୀରେ ଘୋଷଣାପତ୍ରକୁ ସର୍ବସମ୍ମତି କ୍ରମେ ଗ୍ରହଣ କରିଥିବାରୁ କଂଗ୍ରେସ ଏମ୍‌ପି ଶଶି ଥରୁର ଶେରପା ଅମିତାଭ କାଣ୍ଟଙ୍କୁ ପ୍ରଶଂସା କରିଛନ୍ତି। ଜି-୨୦ ଶିଖର ସମ୍ମିଳନୀରେ ରୁଷିଆ-ୟୁକ୍ରେନ ଯୁଦ୍ଧ ବିଷୟରେ ସର୍ବସମ୍ମତି କ୍ରମେ ଘୋଷଣା  ଭାରତ ଏକ...

ଭାରତର ଚାଇନାକୁ ବଡ ବାର୍ତ୍ତା! ଲଦ୍ଦାଖର ନ୍ୟୋମାରେ ହେବ ବିଶ୍ୱର ସବୁଠାରୁ ଉଚ୍ଚ ଫାଇଟର ଏୟାରଫିଲ୍ଡ

ନୂଆଦିଲ୍ଲୀ,/ବେଜିଂ,୧୦।୯: ଜି-୨୦ ଶିଖର ସମ୍ମିଳନୀ ଶେଷ ହେବାର କିଛି ମିନିଟ ମଧ୍ୟରେ ଭାରତ ଚାଇନାକୁ ଏକ ବଡ ବାର୍ତ୍ତା ଦେଇଛି। ଲଦ୍ଦାଖର ନ୍ୟୋମା ଠାରେ ଭାରତ ବିଶ୍ୱର ସର୍ବୋଚ୍ଚ ଯୁଦ୍ଧ ବିମାନ କ୍ଷେତ୍ର ବା ଫାଇଟର ଏୟାରଫିଲ୍ଡ ନିର୍ମାଣ କରିବ।...

ମୋଦିଙ୍କ ସହ ସେଲ୍‌ଫି ନେଲେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୦।୯: ଭାରତର ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିବା ଜି-୨୦ ଶିଖର ସମ୍ମିଳନୀରେ ଭାଗ ନେବାକୁ ଅନେକ ଦେଶର ନେତା ଦିଲ୍ଲୀ ଆସିଛନ୍ତି। ଅଷ୍ଟ୍ରେଲୀୟ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବାନିଜ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଆୟୋଜିତ ଜି-୨୦ ଶିଖର ସମ୍ମିଳନୀକୁ ଏକ ସଫଳତା...

କର୍ନାଟକରେ ବିଜୟ ପରେ ଏବେ ତେଲେଙ୍ଗାନାରେ କଂଗ୍ରେସ ଆପଣାଇବ ୫ଜି ଫର୍ମୁଲା! ସେପ୍ଟେମ୍ବର ୧୭ରେ ଘୋଷଣା କରିବେ ସୋନିଆ

ନୂଆଦିଲ୍ଲୀ,୧୦।୯: କଂଗ୍ରେସ ତେଲେଙ୍ଗାନାରେ ବିଧାନସଭା ନିର୍ବାଚନ ପୂର୍ବରୁ ଏକ ଜନସଭାରେ ରାଜ୍ୟବାସୀଙ୍କ ପାଇଁ ପାଞ୍ଚ ‘ଗ୍ୟାରେଣ୍ଟି’ର ଘୋଷଣା କରିବ। କଂଗ୍ରେସ ତେଲେଙ୍ଗାନା ୟୁନିଟ ସଭାପତି ତଥା ଏମପି ଏ ରେଭଂତ ରେଡ୍ଡୀ କହିଛନ୍ତି ଯେ ବରିଷ୍ଠ କଂଗ୍ରେସ ନେତା ସୋନିଆ...

ନାସାରେ ସ୍ପେସ ବୈଜ୍ଞାନିକ ହେଲେ ଭାରତର ୨୧ ବର୍ଷିୟ ଛାତ୍ର

ଇନ୍ଦୋର,୧୦।୯: ଭାରତ ପାଇଁ ଗର୍ବ ଆଣିଛନ୍ତି ଇନ୍ଦୋରର ୨୧ବର୍ଷିୟ ଆଗମ। ମଧ୍ୟପ୍ରଦେଶର ରାଜଧାନୀ ଇନ୍ଦୋରରେ ରହୁଥିବା ୨୧ ବର୍ଷିୟ ଆଗମ ଜୈନ ଆମେରିକାର ସ୍ପେସ ଏଜେନ୍ସି ନାସାପାଇଁ ମନୋନୀତ ହୋଇଛନ୍ତି। ଆଗାମ ନାସାରେ ଇଣ୍ଟରନାଶନାଲ ଏୟାର ଆଣ୍ଡ ସ୍ପେସ୍‌ ପ୍ରୋଗ୍ରାମ...

ଭାବୁକ ହେଲେ ବ୍ରାଜିଲ ରାଷ୍ଟ୍ରପତି

ନୂଆଦିଲ୍ଲୀ/ବ୍ରାସିଲିଆ,୧୦।୯: ଜି -୨୦ ଶିଖର ସମ୍ମିଳନୀର ଶେଷ ଦିନରେ ବ୍ରାଜିଲର ରାଷ୍ଟ୍ରପତି ଲୁଇଜ ଇନାସିଓ କହିଛନ୍ତି, ଯେତେବେଳେ ଆମେ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ଯାଇଥିଲୁ ସେତେବେଳେ ମୁଁ ଅତ୍ୟନ୍ତ ଭାବପ୍ରବଣ ହୋଇ ଯାଇଥିଲି। ମୋର ରାଜନୈତିକ ଜୀବନରେ ମହାତ୍ମା...

ସରକାର ନିଜ ଭୁଲ ଲୁଚାଇ ପାରିବେ ନାହିଁ:ସୁରଜେୱାଲା

ନୂଆଦିଲ୍ଲୀ,୧୦।୯: ଦୁଇ ଦିନ ଧରି ଦିଲ୍ଲୀରେ ବର୍ଷା ହେତୁ ଜି-୨୦ ସମ୍ମିଳନୀ ସ୍ଥାନ ‘ଭାରତ ମଣ୍ଡପମ୍‌’ ଭିତରେ ପାଣି ପ୍ରବେଶ କରିଛି। ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏ ସମ୍ପର୍କରେ କଂଗ୍ରେସ ମୋଦି ସରକାର ଉପରେ ଆକ୍ରମଣ...

ନିମନ୍ତ୍ରଣ କରାନଯିବା ନେଇ ଅସନ୍ତୋଷ ଝାଡିଲା ୟୁକ୍ରେନ

କିଭ୍‌,୧୦।୯: ୨୦୨୪ରେ ଭାରତ ଜି-୨୦ ଶିଖର ସମ୍ମିଳନୀର ଅଧ୍ୟକ୍ଷତା କରିଛି। ବୈଠକରେ ଦିଲ୍ଲୀ ଘୋଷଣାନାମାକୁ ସହମତି ମିଳିବା ପରେ ଭାରତ କୂଟନୈତିକ ସ୍ତରକୁ ବିଶ୍ୱସ୍ତରରେ ପ୍ରଶଂସା କରାଯାଉଛି। ଅନ୍ୟପକ୍ଷରେ, ୟୁକ୍ରେନ ଏହି ଘୋଷଣାନାମାକୁ ନେଇ ନିଜର ଆପତ୍ତି ଜଣାଇଛି। ୟୁକ୍ରେନର...

ଜି-୨୦ ଶିଖର ସମ୍ମିଳନୀ ମଧ୍ୟରେ ଭିଏତନାମ ଗସ୍ତରେ ଗଲେ ବାଇଡେନ, ଯିବା ପୂର୍ବରୁ କହିଲେ…

ନୂଆଦିଲ୍ଲୀ/ଓ୍ବାଶିଂଟନ,୧୦।୯: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ରବିବାର ସକାଳେ ଭିଏତନାମ ଅଭିମୁଖେ ଯାତ୍ରା କରିଛନ୍ତି। ଭାରତ ଛାଡିବା ପୂର୍ବରୁ ବାଇଡେନ ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ତାଙ୍କ ସ୍ମୃତିସ୍ଥଳ ରାଜଘାଟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଜୋ ବାଇଡେନ ଶୁକ୍ରବାର ବିଳମ୍ବିତ...

ସରିଲା ଜି-୨୦ ଶିଖର ସମ୍ମିଳନୀ, ବିଶ୍ୱକୁ ଶାନ୍ତି ବାର୍ତ୍ତା ଦେଲେ ମୋଦି

ନୂଆଦିଲ୍ଲୀ,୧୦ା୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜି-୨୦ ଶିଖର ସମ୍ମିଳନୀର ସମାପ୍ତି ଘୋଷଣା କରିଛନ୍ତି। ଏହି କାର୍ଯ୍ୟକ୍ରମ ଶେଷରେ ମୋଦି ସମଗ୍ର ବିଶ୍ୱକୁ ଆଶା ଏବଂ ଶାନ୍ତିର ବାର୍ତ୍ତା ଦେଇଛନ୍ତି। ଜି-୨୦ ଶିଖର ସମ୍ମିଳନୀର ସମାପ୍ତି ଘୋଷଣା କରି ମୋଦି କହିଛନ୍ତି,...

ବ୍ରାଜିଲ ରାଷ୍ଟ୍ରପତିଙ୍କୁ ଜି-୨୦ ଅଧ୍ୟକ୍ଷତା ପ୍ରଦାନ କଲେ ମୋଦି, ସମାପନ ଭାଷଣରେ କହିଲେ ପରିର୍ତ୍ତନ ସହ ସ୍ଥିରତା ଜରୁରୀ

ନୂଆଦିଲ୍ଲୀ,୧୦।୯: ଭାରତ ଦ୍ୱାରା ଆୟୋଜିତ ଜି -୨୦ ଶିଖର ସମ୍ମିଳନୀ ସମାପ୍ତ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜର ଶେଷ ଭାଷଣ ଦେବା ପରେ ବ୍ରାଜିଲର ରାଷ୍ଟ୍ରପତି ଲୁଲା ଡି’ସୁଜାଙ୍କୁ ଜି -୨୦ର ଅଧ୍ୟକ୍ଷତା ପ୍ରଦାନ କରିଛନ୍ତି। ବର୍ତ୍ତମାନ ବ୍ରାଜିଲ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri