ଜାତୀୟ

ପରିବହନ ଯାନରେ ଲାଗିବ ଟ୍ରାକିଂ ଡିଭାଇସ୍‌

ଭୁବନେଶ୍ୱର,୮ା୯(ଅନିଲ ଦାସ):ଗାଡ଼ିଗୁଡ଼ିକ ଉପରେ ନଜର ରଖିବା ସହ ମହିଳା ଓ ଶିଶୁ ଯାତ୍ରୀମାନଙ୍କ ନିରାପତ୍ତାକୁ ଦୃଷ୍ଟିରେ ରଖି ସମସ୍ତ ସାର୍ବଜନୀନ ପରିବହନ ସେବା ଯୋଗାଉଥିବା ଯାନବାହନଗୁଡ଼ିକରେ ଲୋକେଶନ ଟ୍ରାକିଂ ଓ ସେଫ୍ଟି ଡିଭାଇସ୍‌ ଲଗାଯିବ। ଏହି ଡିଭାଇସ୍‌ ନ ଥିଲେ...

ଆଜି ଆସିବ ୬ ରାଜ୍ୟର ୭ ବିଧାନସଭା ଆସନ ଉପନିର୍ବାଚନର ଫଳାଫଳ

ନୂଆଦିଲ୍ଲୀ,୮।୯: ୬ଟି ରାଜ୍ୟର ୭ଟି ବିଧାନସଭା ଆସନରେ ଅନୁଷ୍ଠିତ ଉପନିର୍ବାଚନର ଫଳାଫଳ ଆଜି ଘୋଷଣା କରାଯିବ। ଭୋଟ ଗଣନା ସକାଳ ୮ଟାରୁ ଆରମ୍ଭ ହେବ। ଏହି ନିର୍ବାଚନର ଫଳାଫଳ ବର୍ଷ ଶେଷରେ ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନ ପୂର୍ବରୁ ଏବଂ...

ଭାରତ ଅଭିମୁଖେ ଆମେରିକା ରାଷ୍ଟ୍ରପତି: ଆଜି ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ କରିବେ ଡିନର୍‌

ନୂଆଦିଲ୍ଲୀ/ଓ୍ବାଶିଂଟନ୍‌,୭।୯: ଜି-୨୦ ଶିଖର ସମ୍ମିଳନୀ ଯୋଗ ଦେବା ପାଇଁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଭାରତ ଅଭିମୁଖେ ବାହାରିଛନ୍ତି। ଶୁକ୍ରବାର ଅର୍ଥାତ୍‌ ଆଜି ସେ ଭାରତରେ ପହଞ୍ଚିବେ। ତାଙ୍କର ଗସ୍ତର ପ୍ରଥମ ଦିନରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନୂଆଦିଲ୍ଲୀରେ...

ନେବାକୁ ପଡ଼ିବନି କାର୍ଡ: ଏଟିଏମ୍‌ରୁ ଉଠାଇ ପାରିବେ ଟଙ୍କା

ନୂଆଦିଲ୍ଲୀ,୭ା୯: ନ୍ୟାଶନାଲ ପେମେଣ୍ଟସ୍‌ କର୍ପୋରେଶନ ଅଫ୍‌ ଇଣ୍ଡିଆ (ଏନ୍‌ପିସିଆଇ) ସହଯୋଗରେ ଜାପାନର ହିଟାଚି ପେମେଣ୍ଟ ସର୍ଭିସେସ୍‌ ୟୁପିଆଇ-ଏଟିଏମ୍‌ର ଶୁଭାରମ୍ଭ ହୋଇଛି। ଏହାଦ୍ୱାରା ଗ୍ରାହକ ଡେବିଟ୍‌ କିମ୍ବା କ୍ରେଡିଟ୍‌ କାର୍ଡ ବିନା ଟଙ୍କା ଉଠାଇପାରିବେ। ମୁମ୍ବାଇରେ ଅନୁଷ୍ଠିତ ଗ୍ଲୋବାଲ ଫିନ୍‌ଟେକ୍‌ ଫେଷ୍ଟ...

ବାଇଡେନଙ୍କ ଠାରୁ ସୁନକଙ୍କ ପର୍ଯ୍ୟନ୍ତ ସମସ୍ତ ଅତିଥିଙ୍କ ସ୍ବାଗତ ପାଇଁ ମନ୍ତ୍ରୀଙ୍କୁ ଦିଆଗଲା ଦାୟିତ୍ୱ

ନୂଆଦିଲ୍ଲୀ,୭।୯: ଜି -୨୦ ଶିଖର ସମ୍ମିଳନୀ ପାଇଁ ବିଦେଶୀ ପ୍ରତିନିଧୀଙ୍କୁ ସ୍ବାଗତ କରିବା ପାଇଁ ଜାତୀୟ ରାଜଧାନୀକୁ ରାଜକୀୟ ଭାବେ ସଜାଯାଇଛି। ଏଥିସହ ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ସ୍ବାଗତ କରିବାକୁ କେନ୍ଦ୍ର ବିଭିନ୍ନ କେନ୍ଦ୍ରୀୟ ରାଜ୍ୟ ମନ୍ତ୍ରୀଙ୍କୁ ଦାୟିତ୍ୱ ଦେଇଛି। ଆମେରିକା...

ବଢ଼ିଲା ବିଧାୟକଙ୍କ ଦରମା

କୋଲକାତା,୭ା୯: ପଶ୍ଚିମବଙ୍ଗର ବିଧାୟକମାନଙ୍କ ପାଇଁ ଏକ ବଡ଼ ଖୁସି ଖବର। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର ବିଧାୟକଙ୍କୁ ଏକ ବଡ଼ ଉପହାର ଦେଇଛନ୍ତି। ରାଜ୍ୟ ବିଧାନସଭା ମୌସୁମୀ ଅଧିବେଶନର ଶେଷ ଦିନରେ ମୁଖ୍ୟମନ୍ତ୍ରୀ ବିଧାୟକ ଓ ମନ୍ତ୍ରୀଙ୍କ ଦରମାକୁ ମାସକୁ...

‘ଇଣ୍ଡିଆ’ ମେଣ୍ଟକୁ ଟାର୍ଗେଟ୍‌ କଲେ ଶିନ୍ଦେ

ମୁମ୍ବାଇ,୭।୯: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ‘ଇଣ୍ଡିଆ’ ମେଣ୍ଟକୁ ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି ଯେତେ ମେଣ୍ଟ ଗଠନ ହେଉ ଅବା ଲୋକେ ଏକଜୁଟ ହୁଅନ୍ତୁ, ୨୦୨୪ ଲୋକ ସଭା ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜିତିବେ। ଶିନ୍ଦେ କହିଛନ୍ତି,...

ଚାକିରି ମାଗୁଥିବା ମହିଳାଙ୍କୁ ଅଜବ ଉତ୍ତର ଦେଇ ବିବାଦରେ ହରିୟାଣା ମୁଖ୍ୟମନ୍ତ୍ରୀ

ଚଣ୍ଡିଗଡ଼,୭ା୯: ଚାକିରି ମାଗୁଥିବା ଜଣେ ମହିଳାଙ୍କୁ ଦେଇଥିବା ଅଜବ ଉତ୍ତରକୁ ନେଇ ହରିୟାଣା ମୁଖ୍ୟମନ୍ତ୍ରୀ ତଥା ଭାରତୀୟ ଜନତା ଦଳ (ଭାଜପା) ନେତା ମନୋହର ଲାଲ ଖଟ୍ଟର ବିରୋଧର ସମ୍ମୁଖୀନ ହୋଇଛନ୍ତି। ମନୋହରଙ୍କ ଭିଡିଓ ସୋସିଆଲ ମିଡିଆରେ ଏବେ ଭାଇରାଲ...

ଏ.ରାଜାଙ୍କ ବିରୋଧରେ ମାମଲା ରୁଜୁ

ଚେନ୍ନାଇ,୭।୯: ତାମିଲନାଡୁର ଶାସକ ଦଳ ଡିଏମକେ ଏମ୍‌ପି ଏ. ରାଜା ସନାତନ ଧର୍ମକୁ ଏଚଆଇଭି ଏବଂ କୁଷ୍ଠରୋଗ ସହିତ ତୁଳନା କରିଛନ୍ତି। ଗୁରୁବାର ରାଜାଙ୍କ ବିରୋଧରେ ଦିଲ୍ଲୀ ପୋଲିସରେ ଏକ ମାମଲା ରୁଜୁ କରାଯାଇଛି। ସାମାଜିକ କର୍ମୀ ତଥା ଓକିଲ...

ବ୍ରାଜିଲ୍‌କୁ ‘ହାତୁଡି’ ଦେବେ ପ୍ରଧାନମନ୍ତ୍ରୀ ମୋଦି: ଜାଣନ୍ତୁ ଏହା ପଛର କାରଣ

ନୂଆଦିଲ୍ଲୀ,୭।୯: ଭାରତ ଏଥର ଜି-୨୦ ଶିଖର ସମ୍ମିଳନୀ ଆୟୋଜନ କରୁଛି। ନୂଆଦିଲ୍ଲୀରେ ହେବାକୁ ଥିବା ଏହି ଶିଖର ସମ୍ମିଳନୀ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଗୁରୁବାର ଠାରୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସମେତ ବହୁ ରାଷ୍ଟ୍ର ମୁଖ୍ୟଙ୍କ...

ସଫେଇ ଦେଲା କଂଗ୍ରେସ: ଆମେ ସବୁ ଧର୍ମକୁ ଏକାଠି ନେଇ ଚାଲୁ

ନୂଆଦିଲ୍ଲୀ,୭।୯: ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନଙ୍କ ପୁଅ ତଥା ଡିଏମକେ ନେତା ଉଦୟନିଧି ଷ୍ଟାଲିନଙ୍କ ସନାତନ ବିରୋଧୀ ଧର୍ମ ମନ୍ତବ୍ୟରେ କଂଗ୍ରେସ ସହମତ ନୁହେଁ ବୋଲି ଦଳର ମୁଖପାତ୍ର ପୱନ ଖେରା ଗୁରୁବାର କହିଛନ୍ତି। ସେ କହିଛନ୍ତି ଯେ, ଆମ...

‘୨୦୨୪ ନିର୍ବାଚନ ଜିତିବ ‘ଇଣ୍ଡିଆ’ ମେଣ୍ଟ, ୟୁପିରେ ବି ହେବ ବଡ଼ ପରିବର୍ତ୍ତନ’

ନୂଆଦିଲ୍ଲୀ,୭।୯: ଆଗାମୀ ଲୋକସଭା ନିର୍ବାଚନ (୨୦୨୪) ପୂର୍ବରୁ ବିରୋଧୀ ମେଣ୍ଟ(ଇଣ୍ଡିଆ)ର ନେତାମାନେ ଅନେକ ଦାବି କରୁଛନ୍ତି। ଏଥର ନିର୍ବାଚନ ଇଣ୍ଡିଆ ମେଣ୍ଟ ଜିତିବ ବୋଲି ଉତ୍ତରପ୍ରଦେଶର ଜେଡିୟୁ ରାଜ୍ୟ ଉପାଧ୍ୟକ୍ଷ ଅବଲେଶ ସିଂ ଗୁରୁବାର ବାଲିଆରେ ଦାବି କରିଛନ୍ତି। ସେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri