ଜାତୀୟ

ନିର୍ବାଚନ ଲଢିବେ ଉମା ଭାରତୀ, ଟ୍ବିଟ୍‌ କରି ଦେଲେ ସୂଚନା

ଭୋପାଳ,୬।୯: ୨୪ଲୋକସଭା ନିର୍ବାଚନ ପୂର୍ବରୁ ୬ଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ତେବେ ମଧ୍ୟପ୍ରଦେଶରେ ବିଧାନସଭା ନିର୍ବାଚନକୁ ନେଇ ରାଜନୀତି ଜୋର ଧରିଥିବାବେଳେ ଭାଜପା ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଉମା ଭାରତୀ ଏକ ବଡ଼ ଘୋଷଣା କରିଛନ୍ତି।...

ହେବ ଦେଶର ନାମ ପରିବର୍ତ୍ତନ: ସାମ୍ବିଧାନିକ ପ୍ରକ୍ରିୟାରେ ୫୦ ପ୍ରତିଶତରୁ ଅଧିକ ରାଜ୍ୟର ସହମତି ଆବଶ୍ୟକ…

ନୂଆଦିଲ୍ଲୀ,୬।୯ : ବର୍ତ୍ତମାନ ଦେଶର ନାମ ଇଣ୍ଡିଆରୁ ଭାରତ ପରିବର୍ତ୍ତନକୁ ନେଇ ଆଲୋଚନା ହେଉଛି । ତେବେ ଦେଶର ନାମ ପରିବର୍ତ୍ତନ କରିବାର ପ୍ରକ୍ରିୟା କ’ଣ? ଏହି ଆଲୋଚନା ମଧ୍ୟରେ ଲୋକସଭାର ପୂର୍ବତନ ମହାସଚିବ, ସାମ୍ବିଧାନିକ ବିଶେଷଜ୍ଞ ତଥା ବରିଷ୍ଠ...

ଭାରତକୁ ନେଇ ମହାଭାରତ: ଇଣ୍ଡିଆ ନାମରେ ଜିନ୍ନା କରିଥିଲେ ଆପତ୍ତି

ନୂଆଦିଲ୍ଲୀ,୬।୯: ଜି -୨୦ ସମ୍ମିଳନୀକୁ ରାଜଧାନୀ ନୂଆଦିଲ୍ଲୀରେ ପ୍ରସ୍ତୁତି ଆରମ୍ଭ ହୋଇଛି। ରାଜଧାନୀକୁ ନୂଆ ରୂପରେ ସଜେଇବା ସହ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ଏହି ସମ୍ମିଳନୀରେ ୩୦ଟି ଦେଶର ପ୍ରତିନିଧୀ ଅଂଶଗ୍ରହଣ କରିବେ। କିନ୍ତୁ ଏହାର ଠିକ ପୂର୍ବରୁ...

୨୦୧୪ ରେ ଯୋଗୀ ଆଦିତ୍ୟନାଥ ଇଣ୍ଡିଆକୁ ହିନ୍ଦୁସ୍ଥାନ କରିବା ପାଇଁ ଲୋକସଭାରେ ଆଗତ କରିଥିଲେ ଏକ ଘରୋଇ ବିଲ…

ନୂଆଦିଲ୍ଲୀ,୬।୯ : ଦେଶର ନାମ ଇଣ୍ଡିଆରୁ ଭାରତ ପରିବର୍ତ୍ତନକୁ ନେଇ ଆଲୋଚନା ହେଉଛି । ୨୦୧୪ ରେ ଯୋଗୀ ଆଦିତ୍ୟନାଥ ମଧ୍ୟ ସମ୍ବିଧାନରେ ଇଣ୍ଡିଆକୁ ହିନ୍ଦୁସ୍ଥାନ ଭାବେ ବଦଳାଇବା ପାଇଁ ଲୋକସଭାରେ ଏକ ଘରୋଇ ବିଲ ଆଗତ କରିଥିଲେ। ଏହି...

ଜି-୨୦ ସମ୍ମିଳନୀରେ ଅତିଥିଙ୍କୁ ଚାନ୍ଦିର ବାସନରେ ପରସା ଯିବ ଖାଦ୍ୟ, ଏଥିରେ ଥିବ ସାଂସ୍କୃତିକ କଳାକୃତି

ନୂଆଦିଲ୍ଲୀ,୬।୯: ଜି -୨୦ ଶିଖର ସମ୍ମିଳନୀରେ ଯୋଗ ଦେଇଥିବା ରାଷ୍ଟ୍ରାଧ୍ୟକ୍ଷ ତଥା ଅନ୍ୟ ବିଶ୍ୱର ନେତାମାନଙ୍କୁ ଭାରତର ସାଂସ୍କୃତିକ ଐତିହ୍ୟ ଦ୍ୱାରା ଅନୁପ୍ରାଣିତ କଳାକୃତି ସହିତ ସ୍ବତନ୍ତ୍ର ରୂପା ବାସନରେ ଖାଦ୍ୟ ପରିବେଷଣ କରାଯିବ। ଏହି ସୂଚନା ଜୟପୁରର ଏକ...

ଇଣ୍ଡିଆକୁ ଭାରତ କରିବା ପ୍ରସଙ୍ଗ ନୁହେଁ ନୂଆ: ୨୦୧୨ରେ କଂଗ୍ରେସ ଆଗତ କରିଥିଲା ବିଲ୍‌…

ନୂଆଦିଲ୍ଲୀ,୬।୯ : ବର୍ତ୍ତମାନ ଦେଶର ନାମ ଇଣ୍ଡିଆରୁ ଭାରତ ପରିବର୍ତ୍ତନକୁ ନେଇ ଆଲୋଚନା ହେଉଛି । ରାଷ୍ଟ୍ରପତି ଦୌପଦୀ ମୁର୍ମୁଙ୍କ ନିମନ୍ତ୍ରଣ ପତ୍ର ଦ୍ୱାରା ଏହି ଆଲୋଚନାକୁ ପୁନଃଜୀବିତ କରାଯାଇଥିଲା । ଏହାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗସ୍ତ କାର୍ଯ୍ୟକ୍ରମରେ...

ଜି ୨୦ ସମ୍ମିଳନୀ: ‘ଜି ୨୦ ଇଣ୍ଡିଆ’ ଆପ ଡାଉନଲୋଡ କରିବାକୁ ମନ୍ତ୍ରୀଙ୍କୁ କହିଲେ ମୋଦି

ନୂଆଦିଲ୍ଲୀ,୬।୯: ରାଜଧାନୀ ଦିଲ୍ଲୀରେ ଚଳିତ ସପ୍ତାହରେ ୯-୧୦ ସେପ୍ଟେମ୍ବରକୁ ଜି-୨୦ ଶିଖର ସମ୍ମିଳନୀ ଆୟୋଜିତ ହେବାକୁ ଯାଉଛି। ବୈଦେଶିକ ମନ୍ତ୍ରଣାଳୟ ଏହି ଶିଖର ସମ୍ମିଳନୀ ପୂର୍ବରୁ ‘ଜି ୨୦ ଇଣ୍ଡିଆ’ ଆପ ନାମକ ମୋବାଇଲ ଆପ୍ଲିକେଶନ ଲଞ୍ଚ କରିଛି। ଏହାକୁ...

ଭାରତକୁ ନେଇ ମହାଭାରତ: ଅଧିକାରୀଙ୍କ ଆଇ କାର୍ଡରେ ଲେଖାଗଲା ‘ଅଫିସରର୍ସ ଅଫ୍‌ ଭାରତ’

ନୂଆଦିଲ୍ଲୀ,୬।୯: ଭାରତକୁ ନେଇ ଦେଶରେ ମହାଭାରତ ଦେଖାଯାଇଛି। ଇଣ୍ଡିଆ ସ୍ଥାନରେ ଭାରତ ଶବ୍ଦର ପ୍ରୟୋଗକୁ ନେଇ ଉତ୍ତେଜନା ଦେଖାଦେଇଛି। ପ୍ରଥମେ ଜି-୨୦ ରାତ୍ରୀଭୋଜିର ନିମନ୍ତ୍ରଣ କାର୍ଡରେ ଇଣ୍ଡିଆ ବଦଳରେ ଭାରତ ଶବ୍ଦ ବ୍ୟବହୃତ ହୋଇଥିବାବେଳେ ଏହାପରେ ୨୦ତମ ଏସିଆନ-ଭାରତ ଶିଖର...

ଦରଦାମ ବୃଦ୍ଧି ସହିତ ମିଳିମିଶି ଲଢ଼ିବା: ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ,୬।୯ : ଦେଶର ବିଭିନ୍ନ ସହରରେ ଜି-୨୦ ଉତ୍ସବ ଆୟୋଜନ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ବଡ଼ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଦରଦାମ ବୃଦ୍ଧି ଏକ ବଡ ପ୍ରସଙ୍ଗ ଯାହା ଏହି ସମୟରେ ସମଗ୍ର ବିଶ୍ୱ ସାମ୍ନା...

‘ଏମାନେ ଦେଶର ଇତିହାସ ପରିବର୍ତ୍ତନ କରି ବାପୁଙ୍କ ନାମରୁ ନରେନ୍ଦ୍ର ମୋଦି କରିବାକୁ ଚାହୁଁଛନ୍ତି’

ପାଟନା,୬।୯: ରାଷ୍ଟ୍ରପତି ଦୌପଦୀ ମୁର୍ମୁ ସେପ୍ଟେମ୍ବର ୯ରେ ଜି-୨୦ ରାତ୍ରୀ ଭୋଜନ ପାଇଁ ପ୍ରେସିଡେଣ୍ଟ ଅଫ୍‌ ଇଣ୍ଡିଆ ବଦଳରେ ପ୍ରେସିଡେଣ୍ଟ ଅଫ୍‌ ଭାରତ ପକ୍ଷରୁ ନିମନ୍ତ୍ରଣ ପଠାଇଛନ୍ତି। ଏ ସମ୍ପର୍କରେ ବିରୋଧୀ ଦଳର ନେତାମାନେ କେନ୍ଦ୍ରରେ କ୍ଷମତାରେ ଥିବା ଭାଜପାକୁ...

ନୂଆ ନୁହେଁ ପୁରୁଣା ପାର୍ଲାମେଣ୍ଟ ହାଉସରେ ହେବ ବିଶେଷ ଅଧିବେଶନ

ନୂଆଦିଲ୍ଲୀ,୬।୯: ସଂସଦର ବିଶେଷ ଅଧିବେଶନ ନୂଆ ସଂସଦ ଭବନରେ ବା ପାର୍ଲାମେଣ୍ଟ ହାଉସରେ ନ ହୋଇ ପୁରୁଣା ବିଲଡିଂରେ ହେବ। ଏହାପରେ ୧୯ ସେପ୍ଟେମ୍ବର ଅର୍ଥାତ୍‌ ଗଣେଶ ଚତୁର୍ଥୀରେ ଏହା ନୂଆ ସଂସଦ ଭବନକୁ ସିପ୍ଟ କରାଯିବ। ଏହି ସୂଚନା...

ଦେଶର ନାମ ବଦଳାଇବା ବିବାଦରେ ଆଉ ଏକ ବିବାଦ ଯୋଡିଲା ‘ପ୍ରାଇମ ମିନିଷ୍ଟର ଅଫ ଭାରତ’

ନୂଆଦିଲ୍ଲୀ,୬।୯: ଗତ କିଛି ଦିନ ହେବ ‘ଭାରତ’ ଏବଂ ‘ଇଣ୍ଡିଆ’ କୁ ନେଇ ଚାଲିଥିବା ବିବାଦ ମଧ୍ୟରେ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ମୋଦିଙ୍କ ଇଣ୍ଡୋନେସିଆ ଗସ୍ତକୁ ନେଇ ସରକାରୀ ନୋଟରେ ଏକ ବଡ଼ ପରିବର୍ତ୍ତନ କରିଛନ୍ତି। ନୂତନ ପରିବର୍ତ୍ତନ ଅଧୀନରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri