ଜାତୀୟ

ଭାରତୀୟ ସେନାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସାନ ଭାଇଙ୍କୁ ପଦୋନ୍ନତି

ଲକ୍ଷ୍ନୌ,୬।୯: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସାନ ଭାଇ ଶୈଳେନ୍ଦ୍ର ମୋହନ ବିଷ୍ଟଙ୍କ ଭାରତୀୟ ସେନାରେ ପଦୋନ୍ନତି ହୋଇଛି। ସେ ଏବେ ସୁବେଦାର ମେଜର ହୋଇଛନ୍ତି। ଶୈଳେନ୍ଦ୍ର ଏବେ ଗଢଓ୍ବାଲ ରେଜିମେଣ୍ଟର ହୋଇଥିବା ବେଳେ ଭାରତ-ଚାଇନା ସୀମାରେ ଥିବା ମାଣା...

ଅଭିନେତ୍ରୀ ଦିବ୍ୟା ସ୍ପନ୍ଦାନାଙ୍କ ମୃତ୍ୟୁ ଖବର ମିଛ, ଫେରୁଛନ୍ତି ବେଙ୍ଗାଲୁରୁ

ଚେନ୍ନାଇ,୬।୯: ସୋସିଆଲ ମିଡିଆରେ ଗୁଜବ ପ୍ରଚାରିତ ହୋଇଥିଲା ଯେ କନ୍ନଡ ଅଭିନେତ୍ରୀ ତଥା କଂଗ୍ରେସ ନେତା ଦିବ୍ୟା ସ୍ପନ୍ଦାନା ଓରଫ ରାମ୍ୟାଙ୍କର ହୃଦଘାତରେ ମୃତ୍ୟୁ ଘଟିଛି। ଏହା ପରେ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଅଭିନେତ୍ରୀଙ୍କ ଦେହାନ୍ତରେ ପ୍ରଶଂସକମାନେ ଶୋକ...

ଇଣ୍ଡିଆ ବନାମ ଭାରତ: ଇଣ୍ଡିଆ ନାମକୁ ହଟାଇବା ପାଇଁ କ’ଣ କହୁଛି ସମ୍ବିଧାନ

ନୂଆଦିଲ୍ଲୀ,୬।୯: ଇଣ୍ଡିଆ ବନାମ ଭାରତକୁ ନେଇ ଦେଶରେ ରାଜନୀତି ଜୋର ଧରିବାରେ ଲାଗିଛି। ଜି-୨୦ ଶିଖର ସମ୍ମିଳନୀ ଅବସରରେ ରାଷ୍ଟ୍ରପତିଙ୍କ ତରଫରୁ ଅତିଥିଙ୍କୁ ରାତ୍ରୀ ଭୋଜନ ପାଇଁ ନିମନ୍ତ୍ରଣ କରାଯାଇଥିଲା। ନିମନ୍ତ୍ରଣ ପତ୍ରରେ ‘ପ୍ରେସିଡେଣ୍ଟ ଅଫ୍‌ ଇଣ୍ଡିଆ’ ବଦଳରେ ‘ପ୍ରେସିଡେଣ୍ଟ...

କଂଗ୍ରେସର ୧୬ ସଦସ୍ୟ ବିଶିଷ୍ଟ କେନ୍ଦ୍ରୀୟ ନିର୍ବାଚନ ସମିତିକୁ ନେଇ ଚର୍ଚ୍ଚା ଆରମ୍ଭ, ରାଜସ୍ଥାନର କୌଣସି ନେତା ହୋଇ ନାହାନ୍ତି ସାମିଲ

ନୂଆଦିଲ୍ଲୀ,୬।୯: ଶେଷରେ କଂଗ୍ରେସ ୧୬ ସଦସ୍ୟ ବିଶିଷ୍ଟ ସମିତିର ଘୋଷଣା କରିଛି, ଯାହା ଆଗାମୀ ବିଧାନସଭା ନିର୍ବାଚନ ଓ ୨୦୨୪ ଲୋକ ସଭା ନିର୍ବାଚନ ପାଇଁ ବ୍ୟବସ୍ଥା ଓ ନିର୍ଣ୍ଣୟ ଉପରେ ନଜର ରଖିବ, ହେଲେ ଏଥିରେ ରାଜସ୍ଥାନର  ଜଣେ...

‘୭୨ ବର୍ଷ ବୟସରେ ଏତେ ଏନର୍ଜି, ଯୁବକ ବି ଲାଜେଇ ଯିବେ’, ଏମିତି ପ୍ରଶ୍ନର ଉତ୍ତର ଦେଲେ ମୋଦି

ନୂଆଦିଲ୍ଲୀ,୬।୯: ଜି -୨୦ ଶିଖର ସମ୍ମିଳନୀ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି କିଛି ମିଡିଆ ଗୋଷ୍ଠୀକୁ ସାକ୍ଷାତକାର ଦେଇଛନ୍ତି। ଏହି ସାକ୍ଷାତକାରରେ ପ୍ରଧାନମନ୍ତ୍ରୀ ମୋଦି ମନି କଣ୍ଟ୍ରୋଲ ସହିତ ଭାରତର ଜି -୨୦ ଏଜେଣ୍ଡା ଉପରେ କଥା ହୋଇଛନ୍ତି। ଏହି ସମୟରେ,...

ଚନ୍ଦ୍ରୟାନ-୩ ମିଶନରେ ହୋଇଛି ଅଧିକ ଖର୍ଚ୍ଚ, କମ ମିଳିବ ଏଥର ରାଶନ: ଝାଡଖଣ୍ଡରେ ଠକେଇ…

ଚତରା,୬।୯ : ଝାଡଖଣ୍ଡର ଚତରାରୁ ରାଶନ ଡିଲରଙ୍କ ଅଭିନବ ଠକେଇର ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଅଭିଯୋଗ ହୋଇଛି ଚନ୍ଦ୍ରୟାନ-୩ ମିଶନରେ ହୋଇଥିବା ଖର୍ଚ୍ଚ ଦର୍ଶାଇ ରାଶନ ଡିଲରମାନେ କମ ରାଶନ ଦେଇଛନ୍ତି। କେତେକ ସ୍ଥାନରେ ୧୦ କିଲୋଗ୍ରାମ...

କ୍ୟାନସରର ଅଧିକ ଶିକାର ହେଉଛନ୍ତି ଯୁବଗୋଷ୍ଠୀ, ବର୍ଷକରେ ମରୁଛନ୍ତି ୧୦ଲକ୍ଷରୁ ଅଧିକ

ଏଡିନବର୍ଗ,୬।୯: ଏକ ଅଧ୍ୟୟନରୁ ଜଣାପଡିଛି କି, କ୍ୟାନସରରେ ଅଧିକ ଯୁବକମାନେ ଶିକାର ହେଉଛନ୍ତି। ତିନି ଦଶନ୍ଧି ମଧ୍ୟରେ ୫୦ ବର୍ଷରୁ କମ ଲୋକଙ୍କୁ କ୍ୟାନସର ହେବାର ଦେଖାଯାଉଛି। ଆଉ ଏହି କ୍ୟାନସର ରୋଗୀଙ୍କ ସଂଖ୍ୟା ୮୦ଶତକଡା ବୃଦ୍ଧି ପାଇଛି। ବିଶ୍ୱରେ...

ହ୍ବାଟସ ଆପ ନିଷେଧ କଲା ୭୨ ଲକ୍ଷରୁ ଅଧିକ ଆକାଉଣ୍ଟ, ରହିଛି କି ଆପଣଙ୍କର ?…

ନୂଆଦିଲ୍ଲୀ,୬।୯ : ହ୍ବାଟସ ଆପର ଲୋକପ୍ରିୟତା ବଢ଼ିବାରେ ଲାଗିଛି। ସ୍କାମରମାନେ ମଧ୍ୟ ଏହାର ସୁଯୋଗ ନେଇ ଅନେକ ନିରୀହ ଲୋକଙ୍କ ପକେଟ ଖାଲି କରୁଛନ୍ତି। ଭାରତରେ ବଢୁଥିବା ଅନଲାଇନ ସ୍କାମକୁ ହଟାଇବା ପାଇଁ ହ୍ବାଟସ ଆପ ଏକ ବଡ ପଦକ୍ଷେପ...

ଓ୍ବାନ ନେଶନ, ଓ୍ବାନ ଇଲେକଶନ ସମିତିର ପ୍ରଥମ ବୈଠକ ଆଜି, କୋବିନ୍ଦଙ୍କ ଘରେ ଏକାଠି ହେବେ ସଦସ୍ୟ

ନୂଆଦିଲ୍ଲୀ,୬।୯: ଦେଶରେ ଓ୍ବାନ ନେଶନ, ଓ୍ବାନ ଇଲେକଶନକୁ ନେଇ ଚର୍ଚ୍ଚା ଚାଲିଛି। କେନ୍ଦ୍ର ସରକାର କିଛି ଦିନ ପୂର୍ବରୁ ଓ୍ବାନ ନେଶନ, ଓ୍ବାନ ଇଲେକଶନର ଅଧ୍ୟୟନ ପାଇଁ ୮ ସଦସ୍ୟ ବିଶିଷ୍ଟ ଟିମ ଗଠନ କରିଥିଲେ। ନ୍ୟୁଜ ଏଜେନ୍ସି ଏଏନଆଇର...

ଶିବସେନା-ଏନସିପି ମଧ୍ୟରେ ବିଭାଜନ କରିଛି ଭାଜପା, ଶରଦ ପାଓ୍ବାରଙ୍କ ଅଭିଯୋଗ

ମୁମ୍ବାଇ,୬।୯: ଶିବସେନା-ଏନସିପି ମଧ୍ୟରେ ବିଭାଜନ ସୃଷ୍ଟି କରିଛି ଭାଜପା। ଏଭଳି ଅଭିଯୋଗ ଆଣିଛନ୍ତି ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନସିପି) ଅଧ୍ୟକ୍ଷ ଶରଦ ପାୱାର। ଜାଲଗାଓଁରେ ଏକ ସମାବେଶକୁ ସମ୍ବୋଧିତ କରି ସେ କରି କହିଛନ୍ତି, ଗତ ନଅ ବର୍ଷ ମଧ୍ୟରେ...

ଚନ୍ଦ୍ରପୃଷ୍ଠରେ ବିକ୍ରମର ଫଟୋ ଉଠାଇଲା ଏଲଆରଓ, ନାସା ଜାରି କଲା ଫଟୋ

ଓ୍ବାଶିଂଟନ୍‌/ନୂଆଦିଲ୍ଲୀ,୬।୯: ଆମେରିକାର ସ୍ପେସ ଏଜେନ୍ସି ନାସା ଚନ୍ଦ୍ରାୟାନ ୩ର ବିକ୍ରମ ଲ୍ୟାଣ୍ଡରର ଫଟୋ କ୍ଲିକ କରିଛି। ନିଜ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଏହି ଫଟୋ ଜାରି କରି ନାସା ସୂଚନା ଦେଇଛି। ଏହି ଫଟୋ ସେହି ସମୟର ଯେତେବେଳେ ବିକ୍ରମ...

ସନାତନ ଧର୍ମକୁ ନେଇ ବିବାଦୀୟ ଟିପ୍ପଣି ଅଭିଯୋଗରେ ଷ୍ଟାଲିନ-ପ୍ରିୟଙ୍କ ଖାର୍ଗେଙ୍କ ବିରୋଧରେ ମାମଲା ରୁଜୁ

ରାମପୁର,୬।୯: ରାମପୁରର ସିଭିଲ ଲାଇନ ପୋଲିସ ଷ୍ଟେଶନରେ ତାମିଲନାଡୁ ଯୁବ କଲ୍ୟାଣ ତଥା କ୍ରୀଡ଼ା ବିକାଶ ମନ୍ତ୍ରୀ ଉଦୟନିଧି ଷ୍ଟାଲିନ ଏବଂ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେଙ୍କ ପୁଅ ପ୍ରିୟଙ୍କ ଖାର୍ଗେଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି। ସିଭିଲ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri