ଜାତୀୟ

ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ପାଇଁ ନିୟୋଜିତ ଏସପିଜି ନିର୍ଦ୍ଦେଶକଙ୍କ ପରଲୋକ…

ନୂଆଦିଲ୍ଲୀ,୬।୯ : ଦେଶର ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ସ୍ବତନ୍ତ୍ର ସୁରକ୍ଷା ଗୋଷ୍ଠୀ (ଏସପିଜି) ର ନିର୍ଦ୍ଦେଶକ ଅରୁଣ କୁମାର ସିହ୍ନାଙ୍କର ବୁଧବାର ସକାଳେ ଦେହାନ୍ତ ହୋଇଛି। ପ୍ରକାଶ ଯେ,୬୧ ବର୍ଷିୟା ସିହ୍ନା ଅସୁସ୍ଥତା କାରଣରୁ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲରେ...

ମଣିପୁରର ୫ ଜିଲାରେ କର୍ଫ୍ୟୁ, କଂଗ୍ରେସ କହିଲା ଫେଲ୍‌ ହୋଇଗଲେ ଡବଲ ଇଞ୍ଜିନ ସରକାର

ନୂଆଦିଲ୍ଲୀ,୬।୯: ଜାତୀୟ ରାଜଧାନୀ ଦିଲ୍ଲୀରେ ଜି -୨୦ ବୈଠକକୁ ନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଗୁରୁବାର ଠାରୁ ତିନି ଦିନିଆ ଶିଖର ସମ୍ମିଳନୀ ପାଇଁ ବିଦେଶୀ ଅତିଥିମାନେ ଦେଶରେ ପହଞ୍ଚିବା ଆରମ୍ଭ କରିବେ। ଏହି ସମୟରେ ଦେଶର ଉତ୍ତର-ପୂର୍ବ...

୧୭୦ ସଶସ୍ତ୍ର ପୁନରୁଦ୍ଧାର ଯାନ କିଣିବ ଭାରତୀୟ ସେନା

ନୂଆଦିଲ୍ଲୀ,୬।୯: ଭାରତୀୟ ସେନା ଏହାର କାର୍ଯ୍ୟକ୍ଷମତା ବୃଦ୍ଧି ପାଇଁ ୧୭୦ ସଶସ୍ତ୍ର ପୁନରୁଦ୍ଧାର ଯାନ (ଏଆରଭି) କ୍ରୟର ପ୍ରକ୍ରିୟା ମଙ୍ଗଳବାର ଆରମ୍ଭ କରିଛି। ସୂଚନା ପ୍ରଦାନ କରି ଅଧିକାରୀମାନେ କହିଛନ୍ତି ଯେ, ‘ମେକ ଇନ ଇଣ୍ଡିଆ’ ଏବଂ ‘ଆତ୍ମନିର୍ଭରଶୀଳ ଭାରତ’...

୪ ମାସ ପରେ ମଣିପୁରରେ ଖୋଲିବ କଲେଜ

ଇମ୍ଫାଲ, ୬।୯: ମଣିପୁରର ସମସ୍ତ ପାଞ୍ଚଟି ଉପତ୍ୟକା ଜିଲା ବିଷ୍ଣୁପୁର, କାକଚିଙ୍ଗ୍‌, ଥୋବାଲ, ଇମ୍ଫାଲ ପଶ୍ଚିମ ଏବଂ ଇମ୍ଫାଲ ପୂର୍ବରେ ସତର୍କତାମୂଳକ ପଦକ୍ଷେପ ଭାବରେ ମଙ୍ଗଳବାର ସାଠାରୁ ସମ୍ପୂର୍ଣ୍ଣ କର୍ଫ୍ୟୁ ଲାଗୁ କରାଯାଇଛି। ଅନ୍ୟପକ୍ଷରେ, ପରିସ୍ଥିତି ଧୀରେ ଧୀରେ ସ୍ବାଭାବିକ...

‘କୌଣସି ଫରକ ପଡିବନି…’ ଜି -୨୦ ବୈଠକରେ ଚାଇନା-ରୁଷିଆର ରାଷ୍ଟ୍ରପତି ସାମିଲ ନ ହେବା ଉପରେ କହିଲେ ଜୟଶଙ୍କର

ନୂଆଦିଲ୍ଲୀ,୬।୯: ଚଳିତ ବର୍ଷ ଭାରତରେ ଅନୁଷ୍ଠିତ ହେବାକୁ ଥିବା ଜି -୨୦ ଶିଖର ସମ୍ମିଳନୀରୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ ଏବଂ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଏଥିରୁ ନିବୃତ୍ତ ହୋଇଛନ୍ତି। ଏହି ସମ୍ମିଳନୀରେ ରୁଷିଆର ପ୍ରତିନିଧିତ୍ୱ ବୈଦେଶିକ ମନ୍ତ୍ରୀ...

ଖାର୍ଗେଙ୍କ ବାସଭବନରେ ବିରୋଧୀ ଦଳର ବୈଠକ, ସଂସଦର ସ୍ବତନ୍ତ୍ର ଅଧିବେଶନ ସମେତ ଏହି ପ୍ରସଙ୍ଗ ଉପରେ ହେଲା ଚର୍ଚ୍ଚା

ନୂଆଦିଲ୍ଲୀ, ୬।୯: ସଂସଦର ସ୍ବତନ୍ତ୍ର ଅଧିବେଶନ ସମ୍ପର୍କରେ ବିରୋଧୀଦଳ ନେତାମାନେ ପୁଣି ଥରେ ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି। ସଂସଦର ସ୍ବତନ୍ତ୍ର ଅଧିବେଶନର ଏଜେଣ୍ଡାରେ ସ୍ବଚ୍ଛତା ବଜାୟ ରଖିବାକୁ ବିରୋଧୀଦଳ ନେତାମାନେ ଦାବି କରିଛନ୍ତି। ଦେଶକୁ ଅନ୍ଧକାରରେ ରଖିବା ଉଚିତ୍‌ ନୁହେଁ...

ଏସିଆନ-ଭାରତ ଶିଖର ସମ୍ମିଳନୀରେ ସାମିଲ ହେବାକୁ ଆଜି ଇଣ୍ଡୋନେସିଆ ଯିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୬।୯: ଭାରତ ଜି -୨୦ଶିଖର ସମ୍ମିଳନୀ ଆୟୋଜନ କରୁଛି। ସେପ୍ଟେମ୍ବର ୯ରେ ନୂଆଦିଲ୍ଲୀରେ ଏହି ସମ୍ମିଳନୀ ଅନୁଷ୍ଠିତ ହେବ। ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏସିଆନ-ଭାରତ ଏବଂ ପୂର୍ବ ଏସିଆ ଶିଖର ସମ୍ମିଳନୀରେ ଯୋଗ ଦେବା ପାଇଁ ଇଣ୍ଡୋନେସିଆ ଗସ୍ତ...

ପ୍ରଜ୍ଞାନ ପଠାଇଥିବା ଫଟୋରେ ଚନ୍ଦ୍ରର ନୂଆ ରଙ୍ଗ

ବେଙ୍ଗାଲୁରୁ,୬ା୯: ଚନ୍ଦ୍ରୟାନ-୩ର ରୋଭର ପ୍ରଜ୍ଞାନ ଚନ୍ଦ୍ରପୃଷ୍ଠ ଏବଂ ଲ୍ୟାଣ୍ଡର ବିକ୍ରମର ଫଟୋ ପଠାଇଥିଲା। ଇସ୍ରୋ ଉକ୍ତ ଫଟୋର ୩ଡି ଭିଜୁଆଲାଇଜେଶନ ମଙ୍ଗଳବାର ଛାଡ଼ିଛି। ଏହାକୁ ଲାଲ୍‌ ଓ ସ୍ୟାନ୍‌ ରଙ୍ଗର ଚଷମାରେ ଦେଖାଯାଇପାରିବ। ନେଭିଗେଶନ କ୍ୟାମେରା ଷ୍ଟେରିଓ ଇମେଜ୍‌ ବ୍ୟବହାର...

ଜି-୨୦ ବୈଠକବେଳେ ଲାଗୁ ରହିବ ଏହି ପ୍ରତିବନ୍ଧକ, ଦିଲ୍ଲୀ ସରକାର ଜାରି କଲେ ନିର୍ଦ୍ଦେଶାବଳୀ

ନୂଆଦିଲ୍ଲୀ,୬।୯: ଆସନ୍ତା ୯ଏବଂ ୧୦ସେପ୍ଟେମ୍ବରରେ ହେବାକୁ ଥିବା ଜି -୨୦ ଶିଖର ସମ୍ମିଳନୀକୁ ଦୃଷ୍ଟିରେ ରଖି ରାଜଧାନୀ ଦିଲ୍ଲୀକୁ ଅତି ସୁନ୍ଦର ଭାବେ ସଜାଯାଇଛି। ସୁରକ୍ଷା ବ୍ୟବସ୍ଥା ଦୃଷ୍ଟିରୁ ପୋଲିସ ଏବଂ କେନ୍ଦ୍ରୀୟ ସୁରକ୍ଷା ବାହିନୀ ସବୁ ସ୍ଥାନରେ ନିୟୋଜିତ...

ରାହୁଲଙ୍କ ଏମ୍‌ପି ପଦକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ

ନୂଆଦିଲ୍ଲୀ,୬ା୯: କଂଗ୍ରେସ ନେତା ରାହୁଲ ଗାନ୍ଧୀ ମାନହାନି ମାମଲାରେ ଦୋଷୀସାବ୍ୟସ୍ତ ହେବା ସତ୍ତ୍ୱେ ଲୋକ ସଭା ସଦସ୍ୟତା ଫେରିପାଇବାର ବୈଧତାକୁ ମଙ୍ଗଳବାର ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଛି। ରାହୁଲଙ୍କ ଏମ୍‌ପି ପଦ କାଏମ୍‌ ରହିଲା ବୋଲି ଲୋକ ସଭା ସଚିିବାଳୟ ପକ୍ଷରୁ...

ଗେଲ୍‌ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଗିରଫ

ନୂଆଦିଲ୍ଲୀ,୬।୯: ଲାଞ୍ଚ ନେବା ମାମଲାରେ କେନ୍ଦ୍ରୀୟ ଅପରାଧ ତଦନ୍ତ ବ୍ୟୁରୋ(ସିବିଆଇ) ଗ୍ୟାସ୍‌ ଅଥରଟି ଅଫ୍‌ ଇଣ୍ଡିଆ ଲିମିଟେଡ୍‌(ଜିଏଆଇଏଲ୍‌)ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ କେ.ବି. ସିଂଙ୍କ ସମେତ ଅନ୍ୟ ୪ ଜଣଙ୍କୁ ଗିରଫ କରିଛି। ଦୁଇ ପାଇପ୍‌ ଲାଇନ ପ୍ରୋଜେକ୍ଟର କଣ୍ଟ୍ରାକ୍ଟ ଦେବା...

ଦେଶ ନାଁରେ ରାଜନୀତି

ନୂଆଦିଲ୍ଲୀ,୬ା୯(ପ୍ରସ୍ତୁତି: ଦୁର୍ଯ୍ୟୋଧନ ମିଶ୍ର): ଶାସକ ଓ ବିରୋଧୀଙ୍କ ରାଜନୀତିର ପଶାପାଲିରେ ଭୂଖଣ୍ଡ ଦୁଇଭାଗରେ ବିଭାଜିତ। ଦେଶ ଗୋଟିଏ କିନ୍ତୁ ଦୁଇଟି ନାମରେ ବିଭକ୍ତ। ଗୋଟିଏ ଭାରତ ଓ ଅନ୍ୟଟି ଇଣ୍ଡିଆ। ଦୁଇଟିଯାକ ସମାନ ହୋଇଥିଲେ ବି ବିରୋଧୀ ଦଳଗୁଡ଼ିକ ନିଜ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri