ଜାତୀୟ

ଶନିବାର ଭାରତ-ଆମେରିକା ମଧ୍ୟରେ ହେବ ଗୁରୁତ୍ୱପୂର୍ଣ୍ଣ ବୈଠକ

ନୂଆଦିଲ୍ଲୀ,୨୫।୮: ଭାରତ ଏବଂ ଆମେରିକା ମଧ୍ୟରେ ବାଣିଜ୍ୟ ଭାଗିଦାରୀ ବୃଦ୍ଧି ଏବଂ ବାଣିଜ୍ୟ ସହ ଜଡିତ ବଝାମଣା ସମସ୍ୟାର ସମାଧାନ ପାଇଁ ଅଗଷ୍ଟ ୨୬ ଅର୍ଥାତ୍‌ ଶନିବାର ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇପାରେ। ଏନେଇ ଦୁଇଜଣ ଅଧିକାରୀ ଏ ସମ୍ପର୍କରେ ସୂଚନା...

ଚନ୍ଦ୍ରାୟନ-୩ର ନୂଆ ଭିଡିଓ ଆସିଲା ସାମ୍ନାକୁ

ନୂଆଦିଲ୍ଲୀ,୨୫।୮: ଚନ୍ଦ୍ରାୟନ -୩ ମିଶନର ସଫଳତା ପରେ ସାରା ବିଶ୍ୱ ବଡ ଉତ୍ସୁକତାର ସହ ଭାରତର ବିକ୍ରମ ଲ୍ୟାଣ୍ଡର ଓ ପ୍ରଜ୍ଞାନ ରୋଭର ପକ୍ଷରୁ ଆସିବାକୁ ଥିବା ସୂଚନାକୁ ଅପେକ୍ଷା କରିଛନ୍ତି। ଭାରତର ସ୍ପେସ ଏଜେନ୍ସି ଇସ୍ରୋ ମଧ୍ୟ ସମୟ...

ଜି-୨୦ ସମ୍ମିଳନୀ ପାଇଁ ଭାରତ ଆସିବେ ଜିନ୍‌ପିଙ୍ଗ୍‌!

ନୂଆଦିଲ୍ଲୀ/ବେଜିଂ,୨୫।୭: ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗରେ ଅନୁଷ୍ଠିତ ବ୍ରିକ୍ସ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ୍‌ଙ୍କ ମଧ୍ୟରେ ହୋଇଥିବା ସାକ୍ଷାତ ସମ୍ପର୍କରେ ସୂଚନା ଦେଇ ବୈଦେଶିକ ସଚିବ ବିନୟ କ୍ୱାତ୍ରା କହିଛନ୍ତି ଯେ, ସେମାନେ ପୂର୍ବ...

ମଧୁମିତା ହତ୍ୟାକାଣ୍ଡ: ୨୦ ବର୍ଷ ପରେ ମୁକୁଳିବେ ପୂର୍ବତନ ମନ୍ତ୍ରୀ ଅମରମଣି ତ୍ରିପାଠି, ପତ୍ନୀ ମଧୁମଣି

ଲକ୍ଷ୍ନୌ,୨୫।୮: ଉତ୍ତର ପ୍ରଦେଶର ପୂର୍ବତନ ମନ୍ତ୍ରୀ ଅମରମଣି ତ୍ରିପାଠି ଓ ତାଙ୍କ ପତ୍ନୀ ମଧୁମଣି କବୟତ୍ରୀ ମଧୁମିତା ଶୁକ୍ଳା ହତ୍ୟାକାଣ୍ଡରେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ସେବେଠାରୁ ସେ ଆଜୀବନ କାରାଦଣ୍ଡ ଭୋଗୁଛନ୍ତି। ବର୍ତ୍ତମାନ କବି ମଧୁମିତା ଶୁକ୍ଲା ହତ୍ୟା ମାମଲା...

ମୁମ୍ବାଇ ଆଇଆଇଟିକୁ ହଠାତ୍‌ ଆସିଛି ୧୬୦ କୋଟି ଟଙ୍କାର ଚେକ୍‌, କିଏ ଦେଇଛି ଜଣାନାହିଁ

ମୁମ୍ବାଇ,୨୫ା୮: ଆଇଆଇଟି-ମୁମ୍ବାଇକୁ ହଠାତ୍‌ ୧୬୦ କୋଟି ଟଙ୍କା ଅଜ୍ଞାତ ଦାନ ମିଳିଛି। ଏହି ଚେକ୍‌ କିଏ ଦେଇଛି ସ୍ପଷ୍ଟ ଜଣାନାହିଁ। କୁହାଯାଉଛି, ଜଣେ ପୂର୍ବତନ ଛାତ୍ରଙ୍କଠାରୁ ଆସିଛି, ଯିଏ କି ନିଜ ବିଷୟରେ ସମ୍ପୂର୍ଣ୍ଣ ଗୋପନୀୟତା ବଜାୟ ରଖିବାକୁ ଚାହିଁଛନ୍ତି।...

କେନାଲରେ ପଶିଲା ଗାଡି: ୫ ମୃତ

ପାଟନା,୨୫।୮: ବିହାରର ସରାନ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଶ୍ରାଦ୍ଧ ଭୋଜି ପରେ ଫେରୁଥିବାବେଳେ ଅଘଟଣରେ ୫ ଜଣଙ୍କର ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଛତ୍‌ରାରେ ଶ୍ରାଦ୍ଧ ଭୋଜି ପରେ ୬ଜଣ ସ୍କର୍ପିଓରେ ଗୋପାଳଗଞ୍ଜକୁ ଫେରୁଥିଲେ।...

ଗ୍ରୀସରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦି

ଏଥେନ୍ସ,୨୫।୮: ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗରେ ଅନୁଷ୍ଠିତ ୧୫ ତମ ବ୍ରିକ୍ସ ସମ୍ମିଳନୀ ସମାପ୍ତ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଗ୍ରୀସରେ ପହଞ୍ଚିଛନ୍ତି। ଏହି ସମୟରେ ସେ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବେ। ଗ୍ରୀସରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଏକ...

ଏନ୍‌ସିପିରେ ପୁଣି ଟୁଇଷ୍ଟ୍‌: ଅଜିତ ପାୱାରଙ୍କୁ ଦଳର ନେତା ଭାବେ ବିବେଚନା କଲେ ଶରଦ ପାଓ୍ବାର

ମୁମ୍ବାଇ,୨୫।୮: ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନସିପି) ମୁଖ୍ୟ ଶରଦ ପାଓ୍ବାର ପୁତୁରା ଅଜିତ ପାୱାରଙ୍କୁ ଦଳର ନେତା ଭାବେ ବିବେଚନା କରିଛନ୍ତି। ସେ (ଅଜିତ ପାୱାର) ଆମର ନେତା, ଏଥିରେ କୌଣସି ଦ୍ୱନ୍ଦ୍ୱ ନାହିଁ, ଏନସିପିରେ କୌଣସି ଫାଟ ନାହିଁ...

ଭାରତଠାରୁ ବିଶ୍ୱ ଅନେକ କିଛି ଆଶା ରଖିଛି: ଅନୁରାଗ ଠାକୁର

ଜୟପୁର,୨୫।୮: ଯୁବକମାନଙ୍କୁ ଭାରତର ଶକ୍ତି ବୋଲି ବର୍ଣ୍ଣନା କରିଛନ୍ତି କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର। ଯୁବ ମହୋତ୍ସବର ଉଦ୍‌ଘାଟନୀ ଅଧିବେଶନରେ ସେ କହିଛନ୍ତି ଯେ, ଭାରତଠାରୁ ବିଶ୍ୱ ଅନେକ କିଛି ଆଶା ରଖିଛି ଏବଂ...

ବିନା ଅନୁମତି ଯୋଗୁ ବାହାନଗା ଦୁର୍ଘଟଣା

ନୂଆଦିଲ୍ଲୀ,୨୫ା୮(ପି.ଟି.):ବାଲେଶ୍ୱର ଜିଲା ବାହାନଗା ବଜାର ରେଳ ଷ୍ଟେଶନ ନିକଟ ଲେଭଲ କ୍ରସିଂରେ ମରାମତି କାର୍ଯ୍ୟ ପୂର୍ବରୁ ବରିଷ୍ଠ ଡିଭିଜନାଲ ଏବଂ ଟେଲିକମ୍‌ ଇଞ୍ଜିନିୟରଙ୍କ ଅନୁମତି ନିଆଯାଇ ନ ଥିଲା। ଏପରି କି ଏଥିପାଇଁ କୌଣସି ସର୍କିଟ୍‌ ଡାଏଗ୍ରାମକୁ ମଧ୍ୟ ଅନୁମୋଦନ...

ମଣିପୁର ଘଟଣା ପାଇଁ କଂଗ୍ରେସ ଦାୟୀ: ବୀରେନ ସିଂ

ନୂଆଦିଲ୍ଲୀ,୨୫।୮: ଗତ କିଛି ମାସ ଧରି ଉତ୍ତର-ପୂର୍ବ ରାଜ୍ୟ ମଣିପୁରରେ ଚାଲିଥିବା ହିଂସା ପାଇଁ ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂ କଂଗ୍ରେସକୁ ଦାୟୀ କରିଛନ୍ତି। ରାଜ୍ୟରେ ଶାନ୍ତି ଫେରାଇ ଆଣିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ଗୃହମନ୍ତ୍ରୀ...

ବିରୋଧୀ ମେଣ୍ଟ ‘ଇଣ୍ଡିଆ’ର ଲୋଗୋ ପ୍ରସ୍ତୁତି ଶେଷ

ନୂଆଦିଲ୍ଲୀ,୨୫।୮: ମୁମ୍ବାଇରେ ଅନୁଷ୍ଠିତ ହେବାକୁ ଥିବା ତୃତୀୟ ବୈଠକ ପୂର୍ବରୁ ବିରୋଧୀ ମେଣ୍ଟ ‘ଇଣ୍ଡିଆ’ ଏହାର ଲୋଗୋ ପ୍ରସ୍ତୁତ କରିଛି। ଜାତୀୟ ପତାକାର ତିନୋଟି ରଙ୍ଗ ବ୍ୟତୀତ, ଲୋଗୋରେ ନୀଳ ରଙ୍ଗ ବ୍ୟବହାର କରାଯିବ। ତିନି ଦିନିଆ ବୈଠକର ପ୍ରଥମ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri