ଜାତୀୟ

ସ୍ବତନ୍ତ୍ର ଅଧିବେଶନରେ ସରକାରଙ୍କୁ ଘେରିବା ନେଇ କଂଗ୍ରେସର ଯୋଜନା…

ନୂଆଦିଲ୍ଲୀ,୪।୯ : କଂଗ୍ରେସ ସଂସଦୀୟ ଦଳର ସଭାପତି ସୋନିଆ ଗାନ୍ଧୀ ସେପ୍ଟେମ୍ବର ୫ ରେ କଂଗ୍ରେସ ସଂସଦୀୟ ଦଳ ପାଇଁ ଏକ ରଣନୀତି ପ୍ରସ୍ତୁତ କରିବାର ଯୋଜନା କରିଛନ୍ତି। ବୈଠକରେ ସେ ଅଧ୍ୟକ୍ଷତା କରିବାର କାର୍ଯ୍ୟକ୍ରମ ରହିଛି। କେନ୍ଦ୍ର ସରକାର...

ଭଲ ବର୍ଷା ପାଇଁ ମହାକାଳେଶ୍ୱର ମନ୍ଦିରରେ ପହଞ୍ଚିଲେ ଶିବରାଜ…

ଉଜ୍ଜୟନୀ,୪।୯ : ମଧ୍ୟପ୍ରଦେଶର ଉଜ୍ଜୟନୀରେ ଅବସ୍ଥିତ ବିଶ୍ୱ ପ୍ରସିଦ୍ଧ ଶ୍ରୀ ମହାକାଳେଶ୍ୱର ମନ୍ଦିରରେ ଶ୍ରୀ ମହାକାଳେଶ୍ୱର ପରିଚାଳନା କମିଟି ସୋମବାର ସକାଳରୁ ଦେଶ ତଥା ରାଜ୍ୟରେ ଭଲ ବର୍ଷା ତଥା ଜନ କଲ୍ୟାଣ ପରିପ୍ରେକ୍ଷୀରେ ଏକ ପୂଚାର୍ଚ୍ଚନା ଆୟୋଜିତ ହୋଇଛି।...

ଖାଲି ରାଜନୀତି ନୁହେଁ, ବିହାର ବି ଛାଡିଦେବି: ପପୁ ଯାଦବ…

ପାଟନା,୪।୯ : ଲୋକସଭା ନିର୍ବାଚନ ପାଖେଇ ଆସୁଛି। ଏଭଳି ପରିସ୍ଥିତିରେ ଜନ ଅଧିକାର ପାର୍ଟି (ଜେଏପି)ସୁପ୍ରିମୋ ରାଜେଶ ରଞ୍ଜନ ଓରଫ ପପୁ ଯାଦବ ଏକ ବଡ଼ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯେଉଁ ଦିନ ମୁଁ ସରକାରରେ ଯୋଗଦେବେ କରିବେ,...

ଦେଶର ସବୁଠାରୁ ଦାମୀ ଓକିଲଙ୍କ ମଧ୍ୟରୁ ଜଣେ ହରିଶ ସାଲଭେ ୬୮ ବର୍ଷ ବୟସରେ କଲେ ବିବାହ

ନୂଆଦିଲ୍ଲୀ,୪।୯: ଦେଶର ଅନ୍ୟତମ ଦାମୀ ଆଇନଜୀବୀ ତଥା ଭାରତର ପୂର୍ବତନ ସଲିସିଟର ଜେନେରାଲ ହରିଶ ସାଲଭେ ତୃତୀୟ ଥର ପାଇଁ ଘୋଡା ଚଢିଛନ୍ତି। ସେ ରବିବାର ଲଣ୍ଡନରେ ୬୮ବର୍ଷ ବୟସରେ ତୃତୀୟ ଥର ପାଇଁ ବିବାହ କରିଛନ୍ତି। ସୂଚନାଯୋଗ୍ୟ, ସେ...

ଚନ୍ଦ୍ରର ରାତ୍ରି ପରେ ବିକ୍ରମ ଲ୍ୟାଣ୍ଡର୍‌ ପୁନଃ ସକ୍ରିୟ ହେବା ଆଶା କ୍ଷୀଣ…

ନୂଆଦିଲ୍ଲୀ,୪।୯ : ସୋମବାର ଏକ ଏକ୍ସ ପୋଷ୍ଟରେ ଇସ୍ରୋ ସୂଚନା ଦେଇଛି ଚନ୍ଦ୍ରୟାନ -୩ ର ବିକ୍ରମ ଲ୍ୟାଣ୍ଡର୍‌ ପୁଣି ଚନ୍ଦ୍ରରେ ଏକ ସଫ୍ଟ ଲ୍ୟାଣ୍ଡିଂ କରିଛି। ବାସ୍ତବରେ, ବିକ୍ରମ ଲ୍ୟାଣ୍ଡର୍‌ ସଫଳତାର ସହିତ ହୋପ ଟେଷ୍ଟ ଅର୍ଥାତ ଜମ୍ପ...

ଚନ୍ଦ୍ରୟାନ-୩: ଏବେ ଚନ୍ଦ୍ରକୁ ମାନବ ପଠାଇପାରିବ ଇସ୍ରୋ! ମିଳିଲା ବଡ ସଫଳତା, ଲ୍ୟାଣ୍ଡର ବିକ୍ରମ କଲା ଲିପ୍ଟ ଅଫ

ନୂଆଦିଲ୍ଲୀ,୪।୯: ବିକ୍ରମ ଲ୍ୟାଣ୍ଡର ଚନ୍ଦ୍ରୟାନ-୩ ମିଶନର ଉଦ୍ଦେଶ୍ୟକୁ ପୂରଣ କରି ନେଇଛି। ସୋମବାର ଇସ୍ରୋ ପକ୍ଷରୁୁ ଏକ ଭିଡିଓ ଜାରି କରାଯାଇଛି କୁହାଯାଇଛି କି ବିକ୍ରମ ଲ୍ୟାଣ୍ଡର ନିଜର ‘ହପ ଏକ୍ସପିରିମେଣ୍ଟ’ ସଫଳତାପୂର୍ବକ ପୂରଣ କରି ନେଇଛି। ରୋଭର ସ୍ଲିପ...

ରାହୁଲ ଗାନ୍ଧୀ ସନାତନ ଧର୍ମକୁ ସମ୍ମାନ କରନ୍ତି ନା ନାହିଁ ସ୍ପଷ୍ଟ କରନ୍ତୁ: ହିମନ୍ତ ବିଶ୍ୱ ସରମା

ନୂଆଦିଲ୍ଲୀ,୪।୮: ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନଙ୍କ ପୁଅ ତଥା ମନ୍ତ୍ରୀ ଉଦୟନିଧିଙ୍କ ସନାତନ ଧର୍ମ ଉପରେ ବିବାଦୀୟ ମନ୍ତବ୍ୟ ଦେବା ପରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସରମା କଂଗ୍ରେସ ଦଳକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ, ଯଦି...

ନେତୃତ୍ୱ ଭୂମିକା ଗ୍ରହଣ କରିଥିବାରୁ ସାରା ବିଶ୍ୱ ଭାରତକୁ କରୁଛି ପ୍ରଶଂସା: ଜିତେନ୍ଦ୍ର ସିଂ

ଶ୍ରୀନଗର,୪।୮: ଭାରତର ଅର୍ଥନୀତି ଦ୍ରୁତ ଗତିରେ ବଢୁଛି ଏବଂ ଏହା ସହିତ ବିଶ୍ୱସ୍ତରରେ ମଧ୍ୟ ଭାରତର ସ୍ଥିତି ବୃଦ୍ଧି ପାଇଛି। ବିଶ୍ୱ ସ୍ତରରେ ଭାରତ ବର୍ତ୍ତମାନ ଅନେକ କ୍ଷେତ୍ରରେ ନେତୃତ୍ୱ ଭୂମିକାରେ ଦେଖାଯାଉଛି। କାହାର ପଦାଙ୍କ ଅନୁସରଣ ନ କରି...

ମରାଠା ସମ୍ପ୍ରଦାୟକୁ ସଂରକ୍ଷଣ ଦେବାକୁ ଆମେ ପ୍ରତିଶ୍ରୁତିବଦ୍ଧ: ଏକନାଥ ଶିନ୍ଦେ

ମୁମ୍ବାଇ,୪।୮: ମରାଠା ସଂରକ୍ଷଣ ଦାବିରେ ମହାରାଷ୍ଟ୍ରର ଜଲନା ଜିଲାରେ ହିଂସା ଉପରେ ପ୍ରତିକ୍ରିୟା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ। ସେ କହିଛନ୍ତି ଯେ, ମୋର ସରକାର ରାଜ୍ୟର ମରାଠା ସମ୍ପ୍ରଦାୟକୁ ସଂରକ୍ଷଣ ପ୍ରଦାନ କରିବାକୁ ପ୍ରତିଶ୍ରୁତିବଦ୍ଧ। ସମ୍ପ୍ରଦାୟ ଉପଯୁକ୍ତ ସଂରକ୍ଷଣ...

ମଧ୍ୟପ୍ରଦେଶ ଭାଜପାରେ ଫାଟ: ଦଳୀୟ ପ୍ରାର୍ଥୀଙ୍କ ବିରୋଧରେ ବାଇକ ରାଲି କଲେ କର୍ମୀ…

ଭୋପାଳ,୪।୯ : ମଧ୍ୟପ୍ରଦେଶର ଖାରଗୋନରେ ମହେଶ୍ୱର ବିଧାନସଭା ଆସନ ପାଇଁ ଭାଜପା ପ୍ରାର୍ଥୀ ରାଜକୁମାର ମଓ୍ବେଙ୍କ ବିରୋଧରେ ୮ ଟି ଗାଁର ଏକ ହଜାରରୁ ଅଧିକ ଭାଜପା କର୍ମୀ ଏକ ବାଇକ ରାଲି କରିଥିଲେ। ଭାଜପା କର୍ମୀମାନେ ହାତରେ ପ୍ଲାକାର୍ଡ...

‘ଭାଜପା ଶାସନ କାଳରେ ଲୋକଙ୍କ ଜୀବନ ଖରାପରୁ ଅତି ଖରାପ ହୋଇଯାଇଛି’

ଭୋପାଳ,୪।୯: ମଧ୍ୟପ୍ରଦେଶରେ ବିଧାନସଭା ନିର୍ବାଚନ ପାଇଁ ସଜବାଜ ଆରମ୍ଭ ହୋଇଯାଇଛି। ଏହାପୂର୍ବରୁ ରାଜନୈତିକ ଦଳର ନେତାଙ୍କ ମଧ୍ୟରେ ବାକ୍‌ଯୁଦ୍ଧ ତୀବ୍ର ହୋଇଛି। କଂଗ୍ରେସ ରାଜ୍ୟ ସଭାପତି କମଲ ନାଥ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କୁ ସୋସିଆଲ ମିଡିଆ ଜରିଆରେ ଟାର୍ଗେଟ୍‌...

କର୍ନାଟକରେ ୨୦୨୪ ନିର୍ବାଚନ ପରେ କ୍ଷମତାଚ୍ୟୁତ ହେବ କଂଗ୍ରେସ ସରକାର: ଭାଜପା…

ବେଙ୍ଗାଲୁରୁ,୪।୯ : କର୍ନାଟକ ଭାଜପାର ଜଣେ ବରିଷ୍ଠ ନେତା ରାଜ୍ୟରେ କଂଗ୍ରେସ ସରକାରକୁ ନେଇ ଏକ ବଡ ଦାବି କରିଛନ୍ତି। ନେତା କହିଛନ୍ତି ୨୦୨୪ ନିର୍ବାଚନ ପରେ କର୍ନାଟକର କଂଗ୍ରେସ ସରକାର କ୍ଷମତାଚ୍ୟୁତ ହେବେ। ଏକ ଦଳ ଭାବରେ କଂଗ୍ରେସର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri