ଜାତୀୟ

‘୨୦୪୭ ସୁଦ୍ଧା ଭାରତ ହେବ ବିକଶିତ ଦେଶ’

ନୂଆଦିଲ୍ଲୀ,୩ା୯: ଦେଶର ଆର୍ଥିକ ଅଭିବୃଦ୍ଧିକୁ ମୋଦି ସରକାରଙ୍କ ୯ ବର୍ଷର ରାଜନୈତିକ ସ୍ଥିରତାର ଏକ ‘ସ୍ବାଭାବିକ ସହ-ଉତ୍ପାଦ’ ଭାବରେ ବର୍ଣ୍ଣନା କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଶା ପ୍ରକଟ କରିଛନ୍ତି ଯେ, ୨୦୪୭ ସୁଦ୍ଧା ଭାରତ ଏକ ବିକଶିତ ରାଷ୍ଟ୍ର...

ସନାତନ ଧର୍ମକୁ ଅପମାନିତ କରୁଛି ‘ଇଣ୍ଡିଆ’ ମେଣ୍ଟ: ଅମିତ ଶାହା

ନୂଆଦିଲ୍ଲୀ,୩।୯: ସନାତନ ଧର୍ମକୁ ନେଇ ତାମିଲନାଡୁ ମନ୍ତ୍ରୀ ଉଦୟନିଧି ଷ୍ଟାଲିନଙ୍କ ମନ୍ତବ୍ୟକୁ ନେଇ ଏକ ବିବାଦ ଦେଖାଦେଇଛି। ଏହି ବିବୃତ୍ତି ପରେ ଭାଜପା ବିରୋଧୀ ମେଣ୍ଟ ‘ଇଣ୍ଡିଆ’କୁ ଘେରିଛନ୍ତି। କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଉଦୟନିଧି ଷ୍ଟାଲିନଙ୍କ ମନ୍ତବ୍ୟକୁ...

ରାଜଭରଙ୍କ ଦାବି: ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ଭାଜପାରେ ଯୋଗଦେବେ ଶିବପାଲ ଯାଦବ

ଲକ୍ଷ୍ନୌ,୩।୯: ବିବାଦୀୟ ବିବୃତ୍ତି ପାଇଁ ସର୍ବଦା ଚର୍ଚ୍ଚାରେ ରହିଆସୁଥିବା ଏସ୍‌ବିଏସ୍‌ପି ମୁଖ୍ୟ ଓମ ପ୍ରକାଶ ରାଜଭର ପୁଣିଥରେ ଏକ ରୋଚକ ମନ୍ତବ୍ୟ ଦେଇଛନ୍ତି। ତାଙ୍କ ମନ୍ତବ୍ୟ ଯୋଗୁ ୟୁପି ରାଜନୀତି ସରଗରମ ହୋଇଛି। ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ଶିବପାଲ...

ଇଣ୍ଡିଆ ମେଣ୍ଟରେ ଫାଟ: ପୁଥୁପାଲ୍ଲି ଉପନିର୍ବାଚନରେ କଂଗ୍ରେସ-ସିପିଏମ ମୁହାଁମୁହିଁ…

ନୂଆଦିଲ୍ଲୀ,୩।୯ : ଇଣ୍ଡିଆ ମେଣ୍ଟର ଦୁଇ ଦଳ କଂଗ୍ରେସ ଏବଂ କମ୍ୟୁନିଷ୍ଟ ପାର୍ଟି ଅଫ ଇଣ୍ଡିଆ (ମାର୍କ୍ସବାଦୀ) (ସିପିଏମ) ଆସନ୍ତା ୨୦୨୪ ରେ ହେବାକୁ ଥିବା ଲୋକସଭା ନିର୍ବାଚନରେ ଏକାଠି ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଏକ ସଂକଳ୍ପ ପାରିତ କରିଛନ୍ତି। ଭାଜପା...

ଭାରତ ଏକ ବିଲିୟନ ଭୋକିଲାଙ୍କ ଦେଶରୁ ଆଜି ପାଲଟିଛି ଏକ ବିଲିୟନ ବୁଦ୍ଧିଆଙ୍କ ଦେଶ…

ନୂଆଦିଲ୍ଲୀ,୩।୯ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଭାରତ ଆଜି ଏକ ବିଲିୟନ ବୁଦ୍ଧିଆଙ୍କ ଦେଶ ପାଲଟିଛି। ଭାରତୀୟମାନଙ୍କୁ ଆଜି ଏପରି ବିକାଶର ମୂଳଦୁଆ ପକାଇବାକୁ ଏକ ଅନନ୍ୟ ସୁଯୋଗ ରହିଛି, ଯାହା ଆଗାମୀ ହଜାର ହଜାର ବର୍ଷ ପାଇଁ...

ସଂସଦର ସ୍ବତନ୍ତ୍ର ଅଧିବେଶନ ଡାକରାକୁ ନେଇ ବିରୋଧୀଙ୍କ ରଣନୀତି ପ୍ରସ୍ତୁତ: ଖାର୍ଗେଙ୍କ ଘରେ ବସିବ ବୈଠକ

ନୂଆଦିଲ୍ଲୀ,୩।୯: ସଂସଦରେ ସ୍ବତନ୍ତ୍ର ଅଧିବେଶନ ଡକାଯିବାକୁ ନେଇ ବିରୋଧୀ ଏକଜୁଟ ହୋଇଥିବା ଜଣାପଡିଛି। କଂଗ୍ରେସ ରାଷ୍ଟ୍ରୀୟ ସଭାପତି ମଲ୍ଲିକାର୍ଜୁନ ଖାର୍ଗେଙ୍କ ଅଧ୍ୟକ୍ଷତାରେ ଅଲ ଇଣ୍ଡିଆ ଆଲାଇନ୍ସରେ ଜଡିତ ଦଳର ନେତାମାନଙ୍କର ଏକ ବୈଠକ ହେବ। ୧୮ ସେପ୍ଟେମ୍ବରରୁ କେନ୍ଦ୍ର ସରକାର...

ଏକ ଦେଶ, ଏକ ନିର୍ବାଚନ ଭାରତର ସଂଘ ଉପରେ ଆକ୍ରମଣ: ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ,୩।୯: ଏକ ଦେଶ, ଏକ ନିର୍ବାଚନର ସମ୍ଭାବନାକୁ ନେଇ କେନ୍ଦ୍ର ସରକାର ଏକ କମିଟି ଗଠନ କରିଛନ୍ତି। ଏହି ପ୍ରସଙ୍ଗରେ କଂଗ୍ରେସ ପକ୍ଷରୁ ସରକାରଙ୍କୁ ଟାର୍ଗେଟ୍‌ କରାଯାଉଛି। ପ୍ରଥମେ କଂଗ୍ରେସ ଏମ୍‌ପି ଅଧୀର ରଂଜନ ଚୌଧରୀ କମିଟିର ଅଂଶ ହେବାକୁ...

ସଫଳତାର ସହ କକ୍ଷପଥ ପରିବର୍ତ୍ତନ କଲା ଆଦିତ୍ୟ-ଏଲ୍‌୧

ନୂଆଦିଲ୍ଲୀ,୩।୯: ଭାରତର ସୂର୍ଯ୍ୟ ମିଶନ ଆଦିତ୍ୟ-ଏଲ୍‌୧ ସଫଳତାର ସହ ପୃଥିବୀର ପ୍ରଥମ କକ୍ଷପଥ ପରିବର୍ତ୍ତନ କରିଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ରବିବାର ଏହି ସୂଚନା ଦେଇଛି। ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ସୂଚନା ଦେଇ ଇସ୍ରୋ କହିଛି,...

ଫଡନଭିସଙ୍କୁ ଚେତାବନୀ ଦେଲେ ଆନ୍ଦୋଳନକାରୀ

ପୁଣେ,୩।୯: ମହାରାଷ୍ଟ୍ରର ଜାଲନାରେ ମରାଠା ସଂରକ୍ଷଣ ପାଇଁ ଆନ୍ଦୋଳନରେ ବସିଥିବା ଲୋକଙ୍କ ଉପରେ ଲାଠିଚାର୍ଜ ମାମଲାକୁ ନେଇ ବିରୋଧାଭାଷ ଉଠିଛି। ପୋଲିସର ଏହି କାର୍ଯ୍ୟାନୁଷ୍ଠାନ ଯୋଗୁ ମରାଠା ମୋର୍ଚ୍ଚା ଏବଂ ସଂଗଠନ ସହ ଜଡିତ ଲୋକଙ୍କ ମଧ୍ୟରେ କ୍ରୋଧ ପ୍ରକାଶ...

ଟିଏମସିକୁ ଝଟକା, ଭାଜପାରେ ସାମିଲ ହେଲେ ପୂର୍ବତନ ବିଧାୟକ

କୋଲକାତା,୩।୯: ପଶ୍ଚିମବଙ୍ଗର ଧୁପଗୁରୀ ଆସନରେ ଉପ-ନିର୍ବାଚନ ପୂର୍ବରୁ ଟିଏମସିକୁ ଏକ ବଡ଼ ଝଟକା ଲାଗିଛି। ବାସ୍ତବରେ ଉପ-ନିର୍ବାଚନର ଦୁଇ ଦିନ ପୂର୍ବରୁ ପୂର୍ବତନ ବିଧାୟକ ମିତାଲି ରୟ ଭାଜପାରେ ଯୋଗ ଦେଇଛନ୍ତି। ସୂଚନାଯୋଗ୍ୟ, ମିତାଲି ରୟ ୨୦୧୬ରେ ଟିଏମସି ଟିକେଟରେ...

ଏକ ଦେଶ ଏକ ନିର୍ବାଚନ କମିଟିକୁ ଜୟରାମ ରମେଶ କହିଲେ ‘କର୍ମକାଣ୍ଡିୟ’

ନୂଆଦିଲ୍ଲୀ,୩।୯: ଏକ ଦେଶ, ଏକ ନିର୍ବାଚନର ସମ୍ଭାବନାକୁ ଅନୁଧ୍ୟାନ କରିବା ପାଇଁ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରିବାକୁ କେନ୍ଦ୍ର ସରକାର ଘୋଷଣା କରିଛନ୍ତି। ୨୦୨୦ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏଥିପାଇଁ ଓକିଲାତି...

‘ଆଗାମୀ ଦିନରେ ଭାରତ ଟପ ଅର୍ଥ ବ୍ୟବସ୍ଥାରେ ସାମିଲ ହେବ’,ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୩।୯: ଏକ ଦଶନ୍ଧିରୁ କମ ସମୟ ମଧ୍ୟରେ ଦେଶ ପାଞ୍ଚଟି ସ୍ଥାନକୁ ଡେଇଁବା ରେକର୍ଡକୁ ଦର୍ଶାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ ନିକଟ ଭବିଷ୍ୟତରେ ଭାରତ ବିଶ୍ୱର ଶ୍ରେଷ୍ଠ ତିନୋଟି ଅର୍ଥନୀତି ମଧ୍ୟରେ ସ୍ଥାନ ପାଇବ। ପ୍ରଧାନମନ୍ତ୍ରୀ କହିଛନ୍ତି,...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri