ଜାତୀୟ

କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ହେବ ୪ ପ୍ରତିଶତ ବୃଦ୍ଧି !…

କୋଲକାତା,୨।୯ : କେନ୍ଦ୍ର ସରକାରରେ ଏକ କୋଟିରୁ ଅଧିକ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଖୁସି ଖବର ରହିଛି। ଜୁଲାଇ ୧ ରୁ ମହଙ୍ଗା ଭତ୍ତା (ଡିଏ) ଏବଂ ପ୍ରିୟତା ରିଲିଫ (ଡିଆର) ରେ ଚାରି ପ୍ରତିଶତ ବୃଦ୍ଧି ପ୍ରାୟ...

‘ବହୁ ବିବାହ’ ଉପରେ ଲାଗିବ ପ୍ରତିବନ୍ଧକ, ୪୫ଦିନ ମଧ୍ୟରେ ଆସିବ ବିଲ୍‌

ନୂଆଦିଲ୍ଲୀ,୨।୯: ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ବହୁ ବିବାହ ପ୍ରଥା ବିରୋଧରେ ଆଇନ ଆଣିବାକୁ ଯାଉଛନ୍ତି। ବହୁ ବିବାହ ପ୍ରଥା ଉପରେ ରୋକ୍‌ ଲଗାଇବା ପାଇଁ ଖୁବଶୀଘ୍ର ବିଲ ପ୍ରସ୍ତୁତ କରୁଛନ୍ତ ସରକାର। ଏ ବାବଦରେ ଜାରି କରାଯାଇଥିବା...

ନିଜ ମନ୍ତ୍ରୀମାନଙ୍କ ପାଇଁ ୩୩ଟି ଦାମୀ ଗାଡି କିଣିବେ ସିଦ୍ଧରମେୟା ସରକାର

ବେଙ୍ଗାଲୁରୁ,୨।୯: ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, କର୍ନାଟକର ୭୫ ପ୍ରତିଶତ ମରୁଡ଼ି ପରିସ୍ଥିତିର ସମ୍ମୁଖୀନ ହେବା ସହ ରାଜ୍ୟ ଆର୍ଥିକ ସଙ୍କଟ ଦେଇ ଗତି କରୁଛି। କିନ୍ତୁ ଏପରି ସମୟରେ କର୍ନାଟକ ସରକାର ନିଜ ମନ୍ତ୍ରୀଙ୍କ ପାଇଁ ୩୩ଟି ବିଳାସପୂର୍ଣ୍ଣ...

ଖୁବଶୀଘ୍ର ‘ସ୍ଲିପ୍‌’ ମୋଡ୍‌କୁ ଯିବେ ପ୍ରଜ୍ଞାନ, ବିକ୍ରମ

ବେଙ୍ଗାଲୁରୁ,୨।୯: ଇଣ୍ଡିଆନ ସ୍ପେସ ରିସର୍ଚ୍ଚ ଅର୍ଗାନାଇଜେସନ (ଇସ୍ରୋ)ର ଅଧ୍ୟକ୍ଷ ଏସ ସୋମନାଥ ଚନ୍ଦ୍ରାୟାନ ୩ମିଶନର ରୋଭର ପ୍ରଜ୍ଞାନ ଓ ଲ୍ୟାଣ୍ଡର୍‌ ବିକ୍ରମ ଠିକ୍‌ ରୂପେ କାମ କରୁଛନ୍ତି ବୋଲି ସୂଚନା ଦେଇଛନ୍ତି। ସେ କହିଛନ୍ତି, ପ୍ରଜ୍ଞାନ ଲ୍ୟାଣ୍ଡର୍‌ ଠାରୁ ପ୍ରାୟ...

ଦୁଇ ଦିନିଆ ଜାକର୍ତ୍ତା ଗସ୍ତ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇଣ୍ଡୋନେସିଆର ରାଷ୍ଟ୍ରପତି ଜୋକୋ ୱିଡୋଡୋଙ୍କ ନିମନ୍ତ୍ରଣ କ୍ରମେ ୨୦ତମ ଏସିଆନ-ଭାରତ ସମ୍ମିଳନୀରେ ଯୋଗଦେବେ। ପ୍ରଧାନମନ୍ତ୍ରୀ ୬ ଓ ୭ସେପ୍ଟେମ୍ବରରେ ଇଣ୍ଡୋନେସିଆର ଜାକର୍ତ୍ତା ଗସ୍ତ କରିବେ ବୋଲି ଜଣାପଡିଛି। ଶିଖର ସମ୍ମିଳନୀରେ ଭାରତ-ଏସିଆର ସମ୍ପର୍କର ଅଗ୍ରଗତି...

ଦେଶର ପ୍ରଥମ ସୋଲାର ମିଶନ ଲଞ୍ଚିଂ ସଫଳ, ବୈଜ୍ଞାନିକଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦି

ନୂଆଦିଲ୍ଲୀ,୨।୯: ଇସ୍ରୋର ସୂର୍ଯ୍ୟ ମିଶନ ଆଦିତ୍ୟ- ଏଲ ୧ର ସଫଳ ଲଞ୍ଚିଂ ଅବସରରେ ପୂର୍ବତନ ଇସ୍ରୋ ଅଧ୍ୟକ୍ଷ ଜି ମାଧବନ ନାୟାର କହିଛନ୍ତି, PSLV XL ପୂର୍ବପରି ନିଜର କାର୍ଯ୍ୟ କରିସାରିଛି। ଏହାର ଏକ ସଠିକ ପଥ ଥିଲା ଏବଂ...

ବିନୟ ଶ୍ରୀବାସ୍ତବ ହତ୍ୟାକାଣ୍ଡ: କେନ୍ଦ୍ର ମନ୍ତ୍ରୀ କୌଶଲ କିଶୋରଙ୍କ ପୁଅ ବିକାଶ କିଶୋରଙ୍କ ଉପରେ ଆର୍ମସ ଆକ୍ଟରେ ଏଫଆଇଆର

ଲକ୍ଷ୍ନୌ,୨।୯: ବିନୟ ଶ୍ରୀବାସ୍ତବ ହତ୍ୟା ମାମଲାରେ କେନ୍ଦ୍ର ମନ୍ତ୍ରୀ କ କୌଶଲ କିଶୋରଙ୍କ ପୁଅ ବିକାଶ କିଶୋରଙ୍କ ବିରୋଧରେ ଆର୍ମସ ଆକ୍ଟ ଅନୁଯାୟୀ ଏକ ଏଫଆଇଆର୍‌ ପଞ୍ଜିକୃତ ହୋଇଛି। ବିକାଶଙ୍କ ଲାଇସେନ୍ସପ୍ରାପ୍ତ ପିସ୍ତଲ ସହିତ ବିନୟଙ୍କୁ ତାଙ୍କ ବନ୍ଧୁମାନେ ଗୁଳି...

ଛୁଟିଦିନରେ ବି ଦେଶସେବା କରିବେ ଭାରତୀୟ ଯବାନ

ନୂଆଦିଲ୍ଲୀ,୨।୯: ଭାରତୀୟ ସେନାର ଯବାନମାନେ ଛୁଟିଦିନରେ ମଧ୍ୟ ଦେଶ ସେବାରେ ନିୟୋଜିତ ରହିବେ। ଯବାନମାନେ ଛୁଟି ସମୟରେ ସାମାଜିକ ସେବାରେ ଅଂଶଗ୍ରହଣ କରନ୍ତୁ ବୋଲି ଆଶା ପ୍ରକାଶ କରିଛି ଭାରତୀୟ ସେନା। ଦେଶର ସମସ୍ତ ସେନା ବାହିନୀକୁ ସେମାନଙ୍କ ମତାମତ...

ମରାଠା ସଂରକ୍ଷଣ ହିଂସାକୁ ନେଇ ଆକ୍ସନ ମୁଡରେ ପୋଲିସ, ୩୬୦ରୁ ଅଧିକ ଲୋକଙ୍କ ନାଁରେ ମାମଲା ରୁଜୁ

ମୁମ୍ବାଇ,୨।୯: ମହାରାଷ୍ଟ୍ରର ଜାଲନା ଜିଲାରେ ମରାଠା ସଂରକ୍ଷଣ ପାଇଁ ହେଉଥିବା ଆନ୍ଦୋଳନ ଶୁକ୍ରବାର ଦିନ ହିଂସାତ୍ମକ ରୂପ ନେଇଛି। ଏଥିରେ ପୋଲିସ ସମେତ ଅନେକ ଲୋକ ଆହତ ହୋଇଥିଲେ। ତେବେ ବର୍ତ୍ତମାନ ପରିସ୍ଥିତି ନିୟନ୍ତ୍ରଣରେ ରହିଛି। ଏହି ସମୟରେ ପୋଲିସ...

ଜି – ୨୦ ବୈଠକ ସମୟରେ କାନାଡାରେ ପାଳନ କରାଯିବ ଖଲିସ୍ତାନ ରେଫରେଣ୍ଡମ

ନୂଆଦିଲ୍ଲୀ,୨।୯: ଗୋଟିଏ ପଟେ ଯେଉଁଠାରେ ଦେଶର ରାଜଧାନୀ ଦିଲ୍ଲୀରେ ଜି -୨୦ ଶିଖର ସମ୍ମିଳନୀ ଆୟୋଜିତ ହେବ, ଅନ୍ୟ ପଟେ ଖାଲିସ୍ତାନ ସମର୍ଥକମାନେ କାନାଡାର ସରକାରୀ ବିଦ୍ୟାଳୟରେ ଖାଲିସ୍ତାନ ରେଫରେଣ୍ଡମ ପାଳନ କରିବାକୁ ଘୋଷଣା କରିଛନ୍ତି। କେବଳ ଏତିକି ନୁହେଁ...

‘ଇ.ଣ୍ଡି.ଆ’ ମହାମେଣ୍ଟକୁ ନେଇ ବଡ ଘୋଷଣା କଲେ ନୀତୀଶ କୁମାର,  ଗାନ୍ଧୀ ଜୟନ୍ତୀରୁ ଆରମ୍ଭ ହେବ ସ୍ବତନ୍ତ୍ର ଅଭିଯାନ

ପାଟନା,୨।୯: ମୁମ୍ବାଇରେ ଇ.ଣ୍ଡି.ଆ ଆଲାଇନ୍ସର ବୈଠକର ଗୋଟିଏ ଦିନ ପରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଶନିବାର ଏକ ବଡ଼ ଘୋଷଣା କରିଛନ୍ତି। ଅକ୍ଟୋବର ୨ ତାରିଖରୁ ସାରା ଦେଶରେ ଜାତୀୟ ସ୍ତରରେ କାର୍ଯ୍ୟକ୍ରମ ଆରମ୍ଭ ହେବ ବୋଲି ନୀତୀଶ...

ଭାରତର ସୌର ମିଶନ ‘ଆଦିତ୍ୟ-ଏଲ୍‌୧’ ଓ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱକୁ ପ୍ରଶଂସା କଲେ ଅନ୍ତର୍ଜାତୀୟ ସ୍ପେସ ଷ୍ଟେସନର ପୂର୍ବତନ କମାଣ୍ଡର କ୍ରିସ ହାଡଫିଲ୍ଡ

ନୂଆଦିଲ୍ଲୀ,୨।୯: ଚନ୍ଦ୍ରପୃଷ୍ଠରେ ବିଜୟ ହାସଲ ପରେ ସୂର୍ଯ୍ୟ ନମସ୍କାର କରିବାକୁ ଯାଉଛି ଆଦିତ୍ୟ-ଏଲ୧। ଦକ୍ଷିଣ ମେରୁରେ ଚନ୍ଦ୍ରାବତରଣ କରି ଇତିହାସ ରଚିଛି ଇସ୍ରୋ। ତେବେ ପୁଣି ଇସ୍ରୋର ସୌର ମିଶନ ବିଶ୍ୱର ନଜରକୁ ନିଜ ଆଡକୁ ଟାଣି ଆଣିଛି। ଆନ୍ଧ୍ର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri