ଜାତୀୟ

ଦୁଇ ଭଉଣୀଙ୍କୁ ଗଣବଳାତ୍କାର: ଅଭିଯୁକ୍ତଙ୍କ ରହିଛି ରାଜନୈତିକ ଲିଙ୍କ୍‌

ରାୟପୁର,୨।୯: ରାଖୀ ବାନ୍ଧି ଫେରୁଥିବା ବେଳେ ୨ ଭଉଣୀଙ୍କୁ ଗଣବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଏଭଳି ଏକ ଲଜ୍ଜାକର ଘଟଣା ଘଟିଛି ଛତିଶଗଡ଼ର ରାଜଧାନୀ ରାୟପୁର ଅଞ୍ଚଳରେ। ପୀଡ଼ିତାଙ୍କ ଅଭିଯୋଗକୁ ଭିତ୍ତି କରି ପୋଲିସ ଘଟଣାରେ ସମ୍ପୃକ୍ତ ୧୦ ଜଣଙ୍କୁ...

ବିଶ୍ୱରେ ‘ବେଷ୍ଟ ବ୍ୟାଙ୍କର୍‌’ ଭାବେ ସମ୍ମାନିତ ହେଲେ ଆରବିଆଇ ମୁଖ୍ୟ ଶକ୍ତିକାନ୍ତ ଦାସ, ଶୁଭେଚ୍ଛା ଜଣାଇଲେ ମୋଦି

ନୂଆଦିଲ୍ଲୀ,୨।୯: ଦେଶ ପାଇଁ ଗର୍ବ ଆଣିଛନ୍ତି ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ (ଆରବିଆଇ) ମୁଖ୍ୟ ଶକ୍ତିକାନ୍ତ ଦାସ। ଓଡିଆ ପୁଅ ତଥା ଆରବିଆଇର ଗଭର୍ଣ୍ଣର ଭାବେ ଅନ୍ତର୍ଜାତୀୟ ସ୍ତରରେ ଲୋକପ୍ରିୟ ହୋଇଛନ୍ତି। ଆମେରିକୀୟ ଗ୍ଲୋବାଲ ଫାଇନାନ୍ସ ପତ୍ରିକା ପକ୍ଷରୁ ଶକ୍ତିକାନ୍ତଙ୍କୁ...

ଜି -୨୦ ସମ୍ମିଳନୀ ପାଇଁ ସୁରକ୍ଷା କଡାକଡି, ଖାକି ନୁହେଁ ନୀଳ ରଙ୍ଗର ସଫାରି ଶୁଟରେ ନଜର ଆସିବେ ଦିଲ୍ଲୀ ପୋଲିସର ଯବାନ

ନୂଆଦିଲ୍ଲୀ,୨।୯: ଦେଶର ରାଜଧାନୀ ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ଜି -୨୦ ଶିଖର ସମ୍ମିଳନୀ ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି ରହିଛି। ଦିଲ୍ଲୀର ସୁରକ୍ଷା ପାଇଁ ୪୫ ହଜାର ସୈନିକ ନିୟୋଜିତ ହେବେ, ଯେଉଁଥିରେ ଦିଲ୍ଲୀ ପୋଲିସ ଏବଂ ସେଣ୍ଟ୍ରାଲ...

ଆଦିତ୍ୟ-ଏଲ୍‌୧ ପୂର୍ବରୁ ସୂର୍ଯ୍ୟପୃଷ୍ଠରେ ପହଞ୍ଚିସାରିଛି ନାସାର ଏହି ମହାକାଶଯାନ

ନୂଆଦିଲ୍ଲୀ,୨।୯: ଚନ୍ଦ୍ରୟାନ-୩ ସଫଳ ହେବା ପରେ ଇସ୍ରୋ ପୁଣି ଏକ ନୂତନ ଇତିହାସ ରଚିବାକୁ ପ୍ରସ୍ତୁତ। ଇସ୍ରୋ ସୂର୍ଯ୍ୟଙ୍କ ଉପରେ ଗବେଷଣା ପାଇଁ ଆଜି ଆଦିତ୍ୟ-ଏଲ୍‌୧ମିଶନ ଆରମ୍ଭ କରିବ। ପ୍ରଥମ ଥର ପାଇଁ ସୂର୍ଯ୍ୟଙ୍କ ଉପରେ ଗବେଷଣା ପାଇଁ ଇସ୍ରୋ...

ଆଜି ରାୟପୁରରେ ରାହୁଲ ଗାନ୍ଧୀଙ୍କ ବିଶାଳ ସଭା, ୩ ରୁ୪ଲକ୍ଷ ଲୋକ ହେବେ ସାମିଲ

ରାୟପୁର,୨।୯: କିଛି ମାସ ପରେ ଛତିଶଗଡରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏହାପୂର୍ବରୁ କଂଗ୍ରେସ ନିଜର ଶକ୍ତି ପ୍ରଦର୍ଶନ କରିବାକୁ ପ୍ରସ୍ତୁତ ହେଉଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ସେପ୍ଟେମ୍ବର ୨ ଅର୍ଥାତ୍‌ ଶନିବାର ଛତିଶଗଡ ଗସ୍ତ କରିବାର କାର୍ଯ୍ୟକ୍ରମ...

୪,୨୦୦କୋଟିରୁ ଅଧିକ ମୂଲ୍ୟର ଅବୈଧ ଔଷଧ ଜବତ କଲା ଆସାମ ରାଇଫଲ୍ସ

ଗୁଆହାଟୀ,୨।୯: ଆସାମ ରାଇଫଲ୍ସକୁ ଏକ ବଡ଼ ସଫଳତା ମିଳିଛି । ଗତ ଚାରି ବର୍ଷ ମଧ୍ୟରେ ଆସାମ ରାଇଫଲ୍ସ ୪୨୦୦କୋଟିରୁ ଅଧିକ ମୂଲ୍ୟର ଅବୈଧ ଔଷଧ ଜବତ କରିଛି। ଆସାମ ରାଇଫଲ୍ସ ମହାନିର୍ଦ୍ଦେଶକ ପିସି ନାୟର କହିଛନ୍ତି, ଗତ ଚାରି...

ମରାଠା ସଂରକ୍ଷଣ ଆନ୍ଦୋଳନ ସମୟରେ ହିଂସାକାଣ୍ଡ, ୪୨ ପୋଲିସକର୍ମୀ ଆହତ

ମୁମ୍ବାଇ,୨।୯: ମହାରାଷ୍ଟ୍ରର ଜାଳନା ଜିଲାର ମରାଠା ସଂରକ୍ଷଣ ଦାବିକୁ ନେଇ ଚାଲୁଥିବା ପ୍ରଦର୍ଶନ ଶୁକ୍ରବାର ହିଂସାତ୍ମକ ରୂପ ନେଇ ପୋଲିସ କର୍ମଚାରୀଙ୍କ ସମେତ ଅନେକ ଲୋକ ଆହତ ହୋଇଛନ୍ତି। ରିପୋର୍ଟ ଅନୁଯାୟୀ, ଜିଲାର ଆମ୍ବାଡ ତହସିଲର ଧୁଲେ-ସୋଲାପୁର ରାସ୍ତାରେ ଭିଡ଼...

ରାଜସ୍ଥାନରେ ମଣିପୁର ଭଳି ଘଟଣା, ସ୍ତ୍ରୀଙ୍କୁ ନିବସ୍ତ୍ର କରି ଗାଁରେ ବୁଲାଇଲେ ସ୍ବାମୀ

ଜୟପୁର,୨।୯: ରାଜସ୍ଥାନର ପ୍ରତାପଗଡ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏକ ଗ୍ରାମରେ ଜଣେ ଆଦିବାସୀ ମହିଳାଙ୍କୁ ନିବସ୍ତ୍ର କରାଇ ବୁଲାଇବା ଅଭିଯୋଗ ହୋଇଛି। ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ପୋଲିସ କାର୍ଯ୍ୟାନୁଷ୍ଠାନ...

ଜେଟ୍‌ ଏୟାରଓ୍ବେଜ୍‌ ପ୍ରତିଷ୍ଠାତା ଗିରଫ

ମୁମ୍ବାଇ,୨।୯: ବ୍ୟାଙ୍କ ଦୁର୍ନୀତି ସମ୍ପର୍କିତ ମନିଲଣ୍ଡରିଂ ମାମଲାରେ ଶୁକ୍ରବାର ରାତିରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଜେଟ୍‌ ଏୟାରଓ୍ବେଜ୍‌ ପ୍ରତିଷ୍ଠାତା ନରେଶ ଗୋୟଲଙ୍କୁ ଗିରଫ କରିଛି। ନରେଶ କାନାରା ବ୍ୟାଙ୍କରୁ ନେଇଥିବା ଋଣରୁ ୫୩୮ କୋଟି ଟଙ୍କା ପରିଶୋଧ କରି ନ ଥିବା...

ଆଗୁଆ ନିର୍ବାଚନ ସଙ୍କେତ

ନୂଆଦିଲ୍ଲୀ,୨ା୯: ଭାରତରେ ‘ଏକ ଦେଶ, ଏକ ନିର୍ବାଚନ’ ବ୍ୟବସ୍ଥା ଲାଗୁ କରାଯାଇପାରିବ କି ନାହିଁ ସେନେଇ ଅନୁଧ୍ୟାନ ପାଇଁ ଶୁକ୍ରବାର କେନ୍ଦ୍ର ସରକାର ଏକ କମିଟି ଗଠନ କରିଛନ୍ତି। ଉକ୍ତ ପ୍ୟାନେଲର ମୁଖ୍ୟ ଭାବେ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ...

କେନ୍ଦ୍ରମନ୍ତ୍ରୀଙ୍କ ଘରେ ଯୁବକଙ୍କୁ ହତ୍ୟା

ଲକ୍ଷ୍ନୌ,୨।୯: କେନ୍ଦ୍ରମନ୍ତ୍ରୀ ତଥା ଭାଜପା ଏମ୍‌ପି କୌଶଲ୍‌ କିଶୋରଙ୍କ ଲକ୍ଷ୍ନୌସ୍ଥିତ ବାସଭବନରୁ ଜଣେ ୩୦ ବର୍ଷୀୟ ଯୁବକଙ୍କ ମୃତଦେହ ମିଳିଛି। ମୃତକ ବିନୟ ଶ୍ରୀବାସ୍ତବ ମନ୍ତ୍ରୀଙ୍କ ପୁଅ ବିକାଶ କିଶୋରଙ୍କ ବନ୍ଧୁକ ଗୁଳିରେ ମରିଥିବା କୁହାଯାଉଛି। ଶ୍ରୀବାସ୍ତବ ଓ ବିକାଶଙ୍କ...

ଧୀରେନ୍ଦ୍ର ଓଝା ସିବିସି ମହାନିର୍ଦ୍ଦେଶକ

ନୂଆଦିଲ୍ଲୀ, ୨।୯: ୧୯୯୦ ବ୍ୟାଚ୍‌ ଭାରତୀୟ ସୂଚନା ସେବା(ଆଇଆଇଏସ୍‌) ଅଧିକାରୀ ଧୀରେନ୍ଦ୍ର ଓଝା ସେଣ୍ଟ୍ରାଲ୍‌ ବ୍ୟୁରୋ ଅଫ୍‌ କମ୍ୟୁନିକେଶନ(ସିବିସି)ର ମହାନିର୍ଦ୍ଦେଶକ ଭାବେ ଶୁକ୍ରବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ସିବିସି ମହାନିର୍ଦ୍ଦେଶକ ଥିବା ବରିଷ୍ଠ ଆଇଆଇଏସ୍‌ ଅଧିକାରୀ ମନୀଷ ଦେଶାଇ ପତ୍ର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri