ଜାତୀୟ

କେନ୍ଦ୍ରମନ୍ତ୍ରୀ ପୁଅଙ୍କ ପିସ୍ତଲରୁ ବାଜିଲା ଗୁଳି: ଜଣେ ମୃତ

ଲକ୍ଷ୍ନୌ,୧।୯: ଲକ୍ଷ୍ନୌର ଡୁବାଗାରେ କେନ୍ଦ୍ର ମନ୍ତ୍ରୀ କୌଶଲ କିଶୋରଙ୍କ ଘରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ନାମ ବିନୟ ଶ୍ରୀବାସ୍ତବ ବୋଲି ଜଣାପଡିଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ଏହି ମାମଲା ଠାକୁରଗଞ୍ଜ ପୋଲିସ ଷ୍ଟେଶନ...

‘ଇଣ୍ଡିଆ’ର ବୈଠକ ପରେ ଆସିଲା ଅଖିଳେଶଙ୍କ ପ୍ରଥମ ପ୍ରତିକ୍ରିୟା

ମୁମ୍ବାଇ,୧।୯: ଆଗାମୀ ଲୋକ ସଭା ନିର୍ବାଚନ ୨୦୨୪ ପୂର୍ବରୁ ଏନଡିଏକୁ ପରାସ୍ତ କରିବାକୁ ଦେଶର ୨୬ଟି ବଡ ଦଳ ଏକଜୁଟ ହୋଇ ମେଣ୍ଟ ଗଠନ କରିଛନ୍ତି। ଯାହାର ନାମ ‘ଇଣ୍ଡିଆ’ରଖାଯାଇଛି । ଗୁରୁବାର ଠାରୁ ମହାରାଷ୍ଟ୍ରର ମୁମ୍ବାଇରେ ଇଣ୍ଡିଆ ମେଣ୍ଟର...

୨ ଖଲିସ୍ତାନୀ ସମର୍ଥକ ଗିରଫ

ନୂଆଦିଲ୍ଲୀ,୧।୯: ଦିଲ୍ଲୀର ପାଞ୍ଚଟି ମେଟ୍ରୋ ଷ୍ଟେଶନରେ ଜାତୀୟ ବିରୋଧୀ ସ୍ଲୋଗାନ ଲେଖିବା ପାଇଁ ପଞ୍ଜାବର ଦୁଇଜଣ ଖଲିସ୍ତାନୀ ସମର୍ଥକଙ୍କୁ ପୋଲିସ ସ୍ପେଶାଲ ସେଲ ଗିରଫ କରିଛି। ଗିରଫ ପ୍ରୀତପାଲ ସିଂ ଏବଂ ରାଜବିନ୍ଦର ସିଂ ଶିଖ ଫର ଜଷ୍ଟିସ (ଏସ୍‌ଏଫ୍‌ଜେ)...

ଚାଇନା-ପାକିସ୍ତାନ ସୀମାରେ ମେଗା ସମରାଭ୍ୟାସ ଆୟୋଜନ କରିବ ବାୟୁସେନା

ନୂଆଦିଲ୍ଲୀ,୧।୮: ଚାଇନା ଏବଂ ପାକିସ୍ତାନ ସୀମାରେ ଭାରତୀୟ ବାୟୁସେନା ମେଗା ସମରାଭ୍ୟାସ ଆୟୋଜନ କରିବ। ବାୟୁସେନା ସମରାଭ୍ୟାସ ସେପ୍ଟେମ୍ବର ୪ରୁ ଆରମ୍ଭ ହେବ, ଯାହାକି ୧୧ ଦିନ ଧରି ଚାଲିବ। ପ୍ରତିରକ୍ଷା ମନ୍ତ୍ରଣାଳୟ ସୂତ୍ର ଅନୁଯାୟୀ, ବାୟୁସେନାର ୱେଷ୍ଟର୍ଣ୍ଣ କମାଣ୍ଡ...

ଆଦିତ୍ୟ-ଏଲ୍‌୧ ଲଞ୍ଚ ପାଇଁ ଆମେ ପ୍ରସ୍ତୁତ: ଏସ ସୋମନାଥ

ବେଙ୍ଗାଲୁରୁ,୧।୮: ଚନ୍ଦ୍ରୟାନ-୩ ମିଶନର ସଫଳତା ପରେ ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ଭାରତର ପ୍ରଥମ ସୂର୍ଯ୍ୟ ମିଶନ ଆଦିତ୍ୟ-ଏଲ୍‌୧ ଲଞ୍ଚ କରିବାକୁ ଯାଉଛି। ଆଜିଠାରୁ ଆଦିତ୍ୟ- ଏଲ୍‌୧ ଲଞ୍ଚ ପାଇଁ କାଉଣ୍ଟଡାଉନ ଆରମ୍ଭ ହେବ ବୋଲି ଇସ୍ରୋ ଚେୟାରମ୍ୟାନ...

ଚନ୍ଦ୍ରରେ ସଲ୍‌ଫର ଥିବା ସ୍ପଷ୍ଟକଲା ରୋଭର

ବେଙ୍ଗାଲୁରୁ,୧ା୯:ଚନ୍ଦ୍ରର ଦକ୍ଷିଣ ମେରୁରେ ସଲ୍‌ଫର (ଗନ୍ଧକ) ଏବଂ ଅନ୍ୟାନ୍ୟ ଉପାଦାନ ରହିଥିବା ରୋଭର ପ୍ରଜ୍ଞାନ ପୁଣିଥରେ ସ୍ପଷ୍ଟ କରିଛି। ଏଥର ଭିନ୍ନ ପ୍ରଯୁକ୍ତିରେ ରୋଭର ଉପରୋକ୍ତ ଉପାଦାନ ରହିଥିବା ଜାଣିବାକୁ ପାଇଛି ବୋଲି ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ସୋରୋସ୍‌ ଖୋଲିଲେ ଆଦାନୀ ପେଡ଼ି

ନୂଆଦିଲ୍ଲୀ,୧ା୯(ପି.ଟି.):ଶିଳ୍ପପତି ଗୌତମ ଆଦାନୀଙ୍କ କମ୍ପାନୀ ସମୂହ ବିରୋଧରେ ନୂଆ ଅଭିଯୋଗ ଆସିଛି। ଆଦାନୀ ଗ୍ରୁପ୍‌ ଶେୟାରରେ ଆଦାନୀଙ୍କ ପରିବାର ସହଯୋଗୀମାନେ ଗୋପନୀୟ ଭାବେ ବହୁ କୋଟି ଟଙ୍କା ନିବେଶ କରିଥିଲେ। ମରିସସ୍‌ରେ ଥିବା ଓପାକ୍‌ ଇନ୍‌ଭେଷ୍ଟମେଣ୍ଟ ଫଣ୍ଡ୍‌ ଜରିଆରେ ଏହି...

କଳ୍ପନାଜଳ୍ପନା ଭିତରେ ସ୍ବତନ୍ତ୍ର ଅଧିବେଶନ

ନୂଆଦିଲ୍ଲୀ,୧ା୯(କୁଲଦୀପ ସିଂ):ସେପ୍ଟେମ୍ବର ୧୮ରୁ ୨୨ ପର୍ଯ୍ୟନ୍ତ ପାର୍ଲାମେଣ୍ଟର ସ୍ବତନ୍ତ୍ର ଅଧିବେଶନ ଚାଲିବ ବୋଲି ଗୁରୁବାର କେନ୍ଦ୍ର ସରକାର ଘୋଷଣା କରିଛନ୍ତି। ଏହି ଘୋଷଣା ପରେ ମୋଦି ସରକାରଙ୍କ ଏଭଳି ଅପ୍ରତ୍ୟାଶିତ ପଦକ୍ଷେପ ପଛର କାରଣକୁ ନେଇ ନାନା କଳ୍ପନାଜଳ୍ପନା ପ୍ରକାଶ...

ମିଳିତ ମେଣ୍ଟ ‘ଇଣ୍ଡିଆ’କୁ ପଶୁପଲ ସହ ତୁଳନା କଲେ ଭାଜପା ନେତା

ମୁମ୍ବାଇ,୧।୮: ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସ ବିରୋଧୀ ‘ଇଣ୍ଡିଆ’ ମିଳିତ ମେଣ୍ଟକୁ ‘ଏଜେଣ୍ଡା-ବିହୀନ’ ବୋଲି କହିଛନ୍ତି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବହିଷ୍କାର କରିବା ଏହାର ଏକମାତ୍ର ଉଦ୍ଦେଶ୍ୟ ବୋଲି କହିଛି। ଏଥି ସହିତ ଭାରତୀୟ ଜନତା ପାର୍ଟିର ମହାରାଷ୍ଟ୍ର...

ଗୋଟିଏ ପରିବାରର ୩ ଜଣଙ୍କୁ ପିଟି ପିଟି ହତ୍ୟା

ରାଞ୍ଚି, ୩୧ା୮: ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚି ଉପକଣ୍ଠ ଓର୍ମାଞ୍ଝି ଥାନା ଅଧୀନ ଝାଞ୍ଝି ଟୋଲା ଗ୍ରାମରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ଗୋଟିଏ ପରିବାରର ୨ଜଣ ମହିଳାଙ୍କ ସମେତ ୩ଜଣଙ୍କୁ ପ୍ରାୟ ୧୦ଜଣ ବ୍ୟକ୍ତି ପିଟିପିଟି ମାରି ଦେଇଥିବା...

ରାଜସ୍ଥାନ ନିର୍ବାଚନ ୨୦୨୩: ଏହିଦିନ ଜାରି ହୋଇପାରେ କଂଗ୍ରେସ ପ୍ରାର୍ଥୀଙ୍କ ପ୍ରଥମ ତାଲିକା

ଜୟପୁର,୩୧।୮: ରାଜସ୍ଥାନରେ ବିଧାନସଭା ନିର୍ବାଚନକୁ ନେଇ କଂଗ୍ରେସ ଦଳ ସହ ଜଡିତ ଏକ ବଡ ଖବର ସାମ୍ନାକୁ ଆସିଛି। ୨୦୦ ବିଧାନସଭା ଆସନ ଲାଗି ଦଳ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ହୋଇଗଲାଣି।ଗତ ତିନି ଦିନ ଧରି ସ୍କ୍ରିନିଂ କମିଟିର ସଭାପତି...

ଅମରନାଥ ଯାତ୍ରା ଶେଷ: ବାବାଙ୍କ ଦର୍ଶନ କଲେ ୪.୪୨ ଲକ୍ଷ ଭକ୍ତ

ନୂଆଦିଲ୍ଲୀ,୩୧।୮: ଛରି ମୁବାରକ ପୂଜା ସହିତ ଅମରନାଥ ବାର୍ଷିକ ଯାତ୍ରା ସମାସ୍ତା ହୋଇଛି। ଏଥର ପ୍ରାୟ ସାଢେ ଚାରି ଲକ୍ଷ ଭକ୍ତ ବାବା ବର୍ଫାନୀଙ୍କ ଦର୍ଶନ କରିଥିଲେ। ଗୁରୁବାର ସକାଳେ ଅମରନାଥ ଯାତ୍ରାର ଛରି ମୁବାରକ ପବିତ୍ର ଗୁମ୍ଫାରେ ପହଞ୍ଚିଥିଲା।...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri