ଜାତୀୟ

ମିଳିତ ମେଣ୍ଟ ‘ଇଣ୍ଡିଆ’କୁ ପଶୁପଲ ସହ ତୁଳନା କଲେ ଭାଜପା ନେତା

ମୁମ୍ବାଇ,୧।୮: ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସ ବିରୋଧୀ ‘ଇଣ୍ଡିଆ’ ମିଳିତ ମେଣ୍ଟକୁ ‘ଏଜେଣ୍ଡା-ବିହୀନ’ ବୋଲି କହିଛନ୍ତି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବହିଷ୍କାର କରିବା ଏହାର ଏକମାତ୍ର ଉଦ୍ଦେଶ୍ୟ ବୋଲି କହିଛି। ଏଥି ସହିତ ଭାରତୀୟ ଜନତା ପାର୍ଟିର ମହାରାଷ୍ଟ୍ର...

ଗୋଟିଏ ପରିବାରର ୩ ଜଣଙ୍କୁ ପିଟି ପିଟି ହତ୍ୟା

ରାଞ୍ଚି, ୩୧ା୮: ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚି ଉପକଣ୍ଠ ଓର୍ମାଞ୍ଝି ଥାନା ଅଧୀନ ଝାଞ୍ଝି ଟୋଲା ଗ୍ରାମରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ଗୋଟିଏ ପରିବାରର ୨ଜଣ ମହିଳାଙ୍କ ସମେତ ୩ଜଣଙ୍କୁ ପ୍ରାୟ ୧୦ଜଣ ବ୍ୟକ୍ତି ପିଟିପିଟି ମାରି ଦେଇଥିବା...

ରାଜସ୍ଥାନ ନିର୍ବାଚନ ୨୦୨୩: ଏହିଦିନ ଜାରି ହୋଇପାରେ କଂଗ୍ରେସ ପ୍ରାର୍ଥୀଙ୍କ ପ୍ରଥମ ତାଲିକା

ଜୟପୁର,୩୧।୮: ରାଜସ୍ଥାନରେ ବିଧାନସଭା ନିର୍ବାଚନକୁ ନେଇ କଂଗ୍ରେସ ଦଳ ସହ ଜଡିତ ଏକ ବଡ ଖବର ସାମ୍ନାକୁ ଆସିଛି। ୨୦୦ ବିଧାନସଭା ଆସନ ଲାଗି ଦଳ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ହୋଇଗଲାଣି।ଗତ ତିନି ଦିନ ଧରି ସ୍କ୍ରିନିଂ କମିଟିର ସଭାପତି...

ଅମରନାଥ ଯାତ୍ରା ଶେଷ: ବାବାଙ୍କ ଦର୍ଶନ କଲେ ୪.୪୨ ଲକ୍ଷ ଭକ୍ତ

ନୂଆଦିଲ୍ଲୀ,୩୧।୮: ଛରି ମୁବାରକ ପୂଜା ସହିତ ଅମରନାଥ ବାର୍ଷିକ ଯାତ୍ରା ସମାସ୍ତା ହୋଇଛି। ଏଥର ପ୍ରାୟ ସାଢେ ଚାରି ଲକ୍ଷ ଭକ୍ତ ବାବା ବର୍ଫାନୀଙ୍କ ଦର୍ଶନ କରିଥିଲେ। ଗୁରୁବାର ସକାଳେ ଅମରନାଥ ଯାତ୍ରାର ଛରି ମୁବାରକ ପବିତ୍ର ଗୁମ୍ଫାରେ ପହଞ୍ଚିଥିଲା।...

ବନ୍ଦେ ଭାରତ, ହମ ସଫର ଏକ୍ସପ୍ରେସରେ ଯାତ୍ରା କରିପାରିବେ କେନ୍ଦ୍ର ସରକାରଙ୍କ କର୍ମଚାରୀ

ନୂଆଦିଲ୍ଲୀ,୩୧।୮: ଲକ୍ଷ ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଏକ ଖୁସି ଖବର ଆସିଛି। ଅର୍ଥ ମନ୍ତ୍ରଣାଳୟର ବ୍ୟୟ ବିଭାଗ ଦ୍ୱାରା ଜାରି କରାଯାଇଥିବା କାର୍ଯ୍ୟାଳୟ ସ୍ମାରକପତ୍ର ଅନୁଯାୟୀ ବର୍ତ୍ତମାନ କେନ୍ଦ୍ରୀୟ କର୍ମଚାରୀମାନେ ହାଇ ସ୍ପିଡ ଟ୍ରେନ ‘ବନ୍ଦେ ଭାରତ’...

ଏମିତି ପ୍ରଦୂଷଣ ବଢିଲେ କମ ହେବ ଜୀବନର ୫.୩ ବର୍ଷ ଆୟୁଷ! ନୂଆ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ଦାବି

ନୂଆଦିଲ୍ଲୀ,୩୧।୮: ସାରା ବିଶ୍ୱରେ ଏବେ ପ୍ରଦୂଷଣ ଏକ ଜ୍ୱଳନ୍ତ ପ୍ରସଙ୍ଗ। ଏଡାଦ୍ୱାରା ଲୋକଙ୍କ ଜୀବନ ବହୁ ପରିମାଣରେ ପ୍ରଭାବିତ ହେଉଛି। ସିକାଗୋ ବିଶ୍ୱିଦ୍ୟାଳୟର ଏକ ରିପୋର୍ଟରେ କୁହାଯାଇଛି କି ବାୟୁ ପ୍ରଦୂଷଣ ଦକ୍ଷିଣ ଏସିଆରେ ରହୁଥିବା ଲୋକଙ୍କ ଜୀବନରେ ୫.୧...

ସ୍ତ୍ରୀଙ୍କୁ ପ୍ରତି ମାସରେ ୧.୫ ଲକ୍ଷ ଟଙ୍କା ଭରଣପୋଷଣ ଦେବେ ଉମର ଅବଦୁଲ୍ଲା

ନୂଆଦିଲ୍ଲୀ,୩୧।୮: ନ୍ୟାଶନାଲ୍‌ କନଫରେନ୍ସ ଉପାଧ୍ୟକ୍ଷ ଉମର ଅବଦୁଲ୍ଲା ସ୍ତ୍ରୀ ପାୟଲଙ୍କୁ ପ୍ରତି ମାସରେ ୧.୫ ଲକ୍ଷ ଟଙ୍କାର ଭରଣପୋଷଣ ଦେବେ। ଓମାରଙ୍କୁ ଦିଲ୍ଲୀ ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ପୁଅର ଶିକ୍ଷା ପାଇଁ ଅବଦୁଲ୍ଲାଙ୍କୁ ମାସକୁ ୬୦,୦୦୦ଟଙ୍କା ଦେବାକୁ...

ଗୋବର, ଧାନର ରାଖି ବାନ୍ଧିଲେ ମୁଖ୍ୟମନ୍ତ୍ରୀ ବାଘେଲ

ରାୟପୁର,୩୧।୮: ଗୁରୁବାର ଦିନ ସାରା ଦେଶରେ ରକ୍ଷା ବନ୍ଧନ ପାଳନ କରାଯାଉଛି। ଛତିଶଗଡରେ ମଧ୍ୟ ଭାଇ ଓ ଭଉଣୀଙ୍କ ମଧ୍ୟରେ ଅବିସ୍ମରଣୀୟ ସମ୍ପର୍କର ରକ୍ଷାବନ୍ଧନର ମହାନ ଉତ୍ସବରେ ପାଳନ କରାଯାଉଛି। ଏହି ଅବସରରେ ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲଙ୍କୁ ପ୍ରଜାପତି...

ତେନ୍ଦୁଲକରଙ୍କ ଘର ଆଗରେ ବିରୋଧ ପ୍ରଦର୍ଶନ, ଭାରତ ରତ୍ନ ଫେରାଇବାକୁ ଦାବି

ମୁମ୍ବାଇ,୩୧।୮: ଅନଲାଇନ ଖେଳ ପାଇଁ ବିଜ୍ଞାପନ କରିବା ଉପରେ ପୂର୍ବତନ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ବାନ୍ଦ୍ରା ନିବାସ ବାହାରେ ବିଧାୟକ ବଚୁ କଡ୍ଡୁ ଏବଂ ତାଙ୍କ ସମର୍ଥକମାନେ ବିରୋଧ ପ୍ରଦର୍ଶନ କରିଛନ୍ତି। ତେବେ କିଛି ସମୟ ପରେ ପୋଲିସ ବିଧାୟକ...

‘ଶାରୀରିକ ଭାବେ ଆମେ ବ୍ରିକ୍ସ ସମ୍ମିଳନୀରେ ଥିଲୁ, କିନ୍ତୁ ବେଙ୍ଗାଲୁରୁରେ ଥିଲା ମନ’

ନୂଆଦିଲ୍ଲୀ,୩୧।୮: ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଚନ୍ଦ୍ରୟାନ-୩ ଅବତରଣ ଦିନ କଥା ମନେ ପକାଇଛନ୍ତି। ସେ କହିଛନ୍ତି ଯେ, ଯେଉଁ ଦିନ ଚନ୍ଦ୍ରୟାନ-୩ ଚନ୍ଦ୍ରରେ ଅବତରଣ କରିବାକୁ ଯାଉଥିଲା, ଆମେ ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗରେ ଅନୁଷ୍ଠିତ ବ୍ରିକ୍ସ ସମ୍ମିଳନୀରେ...

ଥମିନି ମଣିପୁର ହିଂସା! ୧୨ ଘଣ୍ଟାରେ ଆଉ ୨ ମୃତ୍ୟୁ

ଇମ୍ଫାଲ,୩୧।୮: ହିଂସାକାଣ୍ଡ ଘଟିଥିବା ମଣିପୁରରେ ପୁଣି ଥରେ ଗୁଳି ବିନିମୟ ଘଟିଛି ଯେଉଁଥିରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ମଣିପୁରରେ ଏହି ଘଟଣା ଗତ ୧୨ଘଣ୍ଟା ମଧ୍ୟରେ ଘଟିଛି। ଏହା ବ୍ୟତୀତ ଅଧିକାରୀମାନେ କହିଛନ୍ତି ଯେ ଗୁରୁବାର ସକାଳେ ବିଷ୍ଣୁପୁର...

ମୁମ୍ବାଇରେ ପହଞ୍ଚିଲେ ରାହୁଲ, କିଛି ସମୟ ପରେ କରିବେ ଖବରଦାତା ସମ୍ମିଳନୀ

ମୁମ୍ବାଇ,୩୧।୮: କଂଗ୍ରେସ ଏମ୍‌ପି ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀ ବିରୋଧୀ ମେଣ୍ଟ ‘ଇଣ୍ଡିଆ’ ବୈଠକରେ ସାମିଲ ହେବା ପାଇଁ ମୁମ୍ବାଇରେ ପହଞ୍ଚିଛନ୍ତି। ତାଙ୍କୁ ସ୍ବାଗତ କରିବା ପାଇଁ କଂଗ୍ରେସ ସମର୍ଥକମାନେ ମୁମ୍ବାଇ ବିମାନବନ୍ଦର ବାହାରେ ଏକାଠି ହୋଇଥିଲେ। ରାହୁଲ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri