ଜାତୀୟ

ପିଆଜ ଉପରେ ଡିସେମ୍ବର ୩୧ ପର୍ଯ୍ୟନ୍ତ ୪୦ ପ୍ରତିଶତ ରପ୍ତାନୀ ଶୁଳ୍କ ଲାଗୁ…

ନୂଆଦିଲ୍ଲୀ,୧୯।୮ : କେନ୍ଦ୍ର ସରକାର ପିଆଜ ଉପରେ ଡିସେମ୍ବର ୩୧ ପର୍ଯ୍ୟନ୍ତ ୪୦ ପ୍ରତିଶତ ରପ୍ତାନୀ ଶୁଳ୍କ ଲାଗୁ କରିଛନ୍ତି। ଘରୋଇ ବଜାରରେ ପିଆଜ ଦାମ ନିୟନ୍ତ୍ରଣ କରିବା ଲାଗି ଏଭଳି କରାଯିବା ପାଇଁ ଅର୍ଥମନ୍ତ୍ରଣାଳୟ ପକ୍ଷରୁ ଶନିବାର ଏକ...

ପଞ୍ଚାୟତ ସଦସ୍ୟଙ୍କ ପାଇଁ ଦୁଇ ସନ୍ତାନ ସୀମା ମଧ୍ୟରେ କେବଳ ଜନ୍ମିତ ସନ୍ତାନ ହେବେ ସାମିଲ: ହାଇକୋର୍ଟଙ୍କ ବଡ ନିଷ୍ପତ୍ତି…

ମୁମ୍ବାଇ,୧୯।୮ : ଶନିବାର ବମ୍ବେ ହାଇକୋର୍ଟର ନାଗପୁର ବେଞ୍ଚ ନିଷ୍ପତ୍ତି ନେଇଛି ମହାରାଷ୍ଟ୍ରର ପଞ୍ଚାୟତ ସଦସ୍ୟଙ୍କ ପାଇଁ ନିର୍ଦ୍ଧାରିତ ଦୁଇ ସନ୍ତାନଙ୍କ ସୀମାରେ କେବଳ ଜନ୍ମିତ ସନ୍ତାନଙ୍କୁ ଅନ୍ତର୍ଭୁକ୍ତ କରାଯିବ। କିନ୍ତୁ ପୋଷ୍ୟ ସନ୍ତାନ ନୁହେଁ। ମହାରାଷ୍ଟ୍ର ଜିଲା ପରିଷଦ...

ମିଶନ ଅମୃତ ସରୋବରରେ ପଛୁଆ ୮ ରାଜ୍ୟ: ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ…

ନୂଆଦିଲ୍ଲୀ,୧୯।୮ : ଜାତୀୟ ଲକ୍ଷ୍ୟ ହାସଲ କରିବା ସତ୍ତ୍ୱେ ମିଶନ ଅମୃତ ସରୋବର ଅନ୍ତର୍ଗତ ଥିବା ଲକ୍ଷ୍ୟ ପୂରଣ କରିବାରେ ଦେଶର ଆଠଟି ରାଜ୍ୟ ପଛରେ ପଡିଛନ୍ତି ବୋଲି ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ ଶନିବାର ଏକ ବିବୃତ୍ତିରେ କହିଛି। ଏଥିରେ...

ହିନ୍ଦୁ ଧର୍ମ ସର୍ବ ପୁରାତନ, ଏଠାକୁ ଇସଲାମ ହାତରେ ଖଣ୍ଡା ଧରି ଆସି ନ ଥିଲା: ଗୁଲାମ ନବୀ ଆଜାଦ…

ଶ୍ରୀନଗର,୧୯।୮ : ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଗୁଲାମ ନବୀ ଆଜାଦ ଗତ ଦିନରେ ଡୋଡାଠାରେ ଏକ ବିବୃତ୍ତି ଦେଇଥିଲେ। ଉକ୍ତ ବିବୃତ୍ତିର ସ୍ପଷ୍ଟୀକରଣ ସେ ଶନିବାର ଏକ ନ୍ୟୁଜ ଏଜେନ୍ସି ସହ ବାର୍ତ୍ତାଳାପରେ ଦେଇଛନ୍ତି। ସେ ଦୋହରାଇଛନ୍ତି ହିନ୍ଦୁ ଧର୍ମ...

ମଣିପୁର ହିଂସାରେ ଭାଜପା ସରକାର ବିଫଳ ହୋଇଛନ୍ତି, ବିରେନ ସିଂଙ୍କୁ ଶୀଘ୍ର ହଟାନ୍ତୁ: ସିପିଆଇଏମର ଦାବି…

ଇମ୍ଫାଲ,୧୯।୮ : ବରିଷ୍ଠ ସିପିଆଇ (ଏମ) ନେତା ଜିତେନ୍ଦ୍ର ଚୌଧୁରୀ ମଣିପୁରରେ ସ୍ବାଭାବିକ ଅବସ୍ଥା ଫେରାଇ ଆଣିବାରେ ଭାଜପା ସରକାର ବିଫଳ ହୋଇଥିବା କହିଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂଙ୍କୁ ହଟାଇବାକୁ ସେ ଦାବି କରିଛନ୍ତି। ତ୍ରିପୁରା ୟୁନିଟର...

ଟାଇଗର ରିଜର୍ଭର ଅନଲାଇନ ବୁକିଂରେ ୧୨କୋଟି ଟଙ୍କା ଠକେଇ

ମୁମ୍ବାଇ,୧୯।୮: ମହାରାଷ୍ଟ୍ରର ତାଡୋବା-ଅନ୍ଧାରି ଟାଇଗର ରିଜର୍ଭର ଅନଲାଇନ ବୁକିଂରେ ୧୨କୋଟି ଟଙ୍କା ଠକେଇ ହୋଇଛି। ପୋଲିସର ସୂଚନାନୁସାରେ, ମହାରାଷ୍ଟ୍ରର ଚନ୍ଦ୍ରପୁର ଜିଲାର ତାଡୋବା ଅନ୍ଧାରି ଟାଇଗର ରିଜର୍ଭ (ଟିଏଟିଆର)ର ଅନଲାଇନ ବୁକିଂ ପାଇଁ ଚୁକ୍ତିନାମା ପାଇଥିବା ଦୁଇ ଭାଇଙ୍କ ବିରୋଧରେ...

ୟୁକ୍ରେନର ଚେର୍ନିହିଭ ଉପରେ ରୁଷିଆର କ୍ଷେପଣାସ୍ତ୍ର ଆକ୍ରମଣ: ୫ ମୃତ, ୧୧ ଶିଶୁଙ୍କ ସମେତ ୩୭ ଆହତ…

କିଭ୍‌,୧୯।୮ : ଉତ୍ତର ୟୁକ୍ରେନ ଚେର୍ନିହିଭ ସହରର ଏକ କେନ୍ଦ୍ରୀୟ ଅଞ୍ଚଳ ଉପରେ ରୁଷିଆର କ୍ଷେପଣାସ୍ତ୍ର ଆକ୍ରମଣରେ ୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩୭ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ୧୧ ଶିଶୁ ଅଛନ୍ତି ବୋଲି ଆଭ୍ୟନ୍ତରୀଣ...

ଉଡାଣ ଯୋଜନା ୯୩ ପ୍ରତିଶତ ରୁଟରେ କାମ କରୁନାହିଁ, ଖାର୍ଗେ ଦର୍ଶାଇଲେ ସିଏଜି ରିପୋର୍ଟ…

ନୂଆଦିଲ୍ଲୀ,୧୯।୮ : କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଶନିବାର ଦାବି କରିଛନ୍ତି କମ୍ପ୍ଟ୍ରୋଲର ଏବଂ ଅଡିଟର ଜେନେରାଲ (ସିଏଜି) ରିପୋର୍ଟରେ କୁହାଯାଇଛି କେନ୍ଦ୍ରର ଛଡାଣ ଯୋଜନା ୯୩ ପ୍ରତିଶତ ରୁଟରେ କାମ କରୁନାହିଁ। ସାଧାରଣ ଜନତା କେବଳ ସରକାରଙ୍କଠାରୁ...

‘ଉଦ୍ୟୋଗ ରତ୍ନ’ରେ ସମ୍ମାନିତ ହେଲେ ରତନ ଟାଟା

ମୁମ୍ବାଇ,୧୯।୮: ମହାରାଷ୍ଟ୍ର ସରକାର ଶିଳ୍ପପତି ଓ ଟାଟା କମ୍ପାନୀର ମାଲିକ ରତନ ଟାଟାଙ୍କୁ ‘ଉଦ୍ୟୋଗ ରତ୍ନ’ରେ ସମ୍ମାନିତ କରିବାକୁ ଜୁଲାଇ ୨୮ତାରିଖରେ ଘୋଷଣା କରିଥିଲେ। ତେବେ ସେ ଅସୁସ୍ଥ ଥିବାରୁ ପୁରସ୍କାର ବିତରଣ ଉତ୍ସବରେ ଯୋଗ ଦେଇ ପାରି ନ...

ଫଡନାଭିସ ହୋଇଗଲେଣି ଅହଂକାରୀ: ସାମନାର ଅଭିଯୋଗର ଜବାବ ଦେଲା ଭାଜପା…

ମୁମ୍ବାଇ,୧୯।୮ : ଶିବସେନା ଉଦ୍ଧବ ବାଲାସାହେବ ଠାକରେ ପକ୍ଷରୁ ଅଭିଯୋଗ କରିଛି ଉପମୁଖ୍ୟମନ୍ତ୍ରୀ ହେବା ପରେ ଦେବେନ୍ଦ୍ର ଫଡନାଭିସ ଅହଂକାରୀ ଏବଂ ଅସହିଷ୍ଣୁ ହୋଇପଡିଛନ୍ତି। ପୂର୍ବରୁ ଫଡନାଭିସ ଜଣେ ସହନଶୀଳ ବ୍ୟକ୍ତି ଥିଲେ କିନ୍ତୁ ଉପମୁଖ୍ୟମନ୍ତ୍ରୀ ହେବା ପରେ ତାଙ୍କଠାରେ...

ଶିନ୍ଦେ ମୁଖ୍ୟମନ୍ତ୍ରୀ ପଦରେ ରହିବେ: ଭାଜପା…

ମୁମ୍ବାଇ,୧୯।୮ : ନିକଟରେ ମହାରାଷ୍ଟ୍ର ରାଜନୀତିରେ ବହୁ ପରିବର୍ତ୍ତନ ଦେଖିବାକୁ ମିଳିଛି। ଅଜିତ ପାୱାର ଶିନ୍ଦେ ଗୋଷ୍ଠୀରେ ଯୋଗଦେବା ଶରଦ ପାୱାରଙ୍କ ପାଇଁ ଏକ ବଡ଼ ଝଟକା ଥିଲା। କିନ୍ତୁ ଶରଦ ପାୱାର ଏବଂ ଅଜିତ ପାୱାରଙ୍କ ସାକ୍ଷାତ ମହାରାଷ୍ଟ୍ରରେ...

କେନ୍ଦ୍ରର ବିଭିନ୍ନ ମନ୍ତ୍ରଣାଳୟର ନିଷ୍ପତ୍ତି ନେଉଛି ଆରଏସଏସ: ରାହୁଲଙ୍କ ଅଭିଯୋଗ…

ନୂଆଦିଲ୍ଲୀ,୧୯।୮ : ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆରଏସଏସ)କୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଟାଗେର୍ଟ କରିଛନ୍ତି ସେ ଅଭିଯୋଗ କରିଛନ୍ତି ସଂଘ ଦେଶର ପ୍ରତ୍ୟେକ ଅନୁଷ୍ଠାନରେ ନିଜ ଲୋକଙ୍କୁ ସ୍ଥାନ ଦେଉଛି। ଲଦାଖରେ ଜନସାଧାରଣଙ୍କ ମଧ୍ୟରେ ହୋଇଥିବା ଏକ ଭିଡିଓ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri