ଜାତୀୟ

କର୍ମଚାରୀଙ୍କୁ ଉପହାର ଦେଲା ‘ଗୋ ଫାଷ୍ଟ’

ନୂଆଦିଲ୍ଲୀ,୨୯।୮: ଦୀର୍ଘ ଦିନ ଧରି ଆର୍ଥିକ ସମସ୍ୟା ସହ ସଂଘର୍ଷ କରୁଥିବା ଏୟାରଲାଇନ୍ସ କମ୍ପାନୀ ‘ଗୋ ଫାଷ୍ଟ’ କର୍ମଚାରୀମାନଙ୍କୁ ଉପହାର ଦେଇଛି। ପ୍ରକାଶିତ ରିପୋର୍ଟ ଅନୁଯାୟୀ, ରକ୍ଷା ବନ୍ଧନ ଏବଂ ଗଣେଶ ପୂଜା ପୂର୍ବରୁ କମ୍ପାନୀ କର୍ମଚାରୀମାନଙ୍କୁ ଜୁନ ମାସର...

କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ, ଜମ୍ମୁ କଶ୍ମୀରକୁ କେବେ ଦିଆଯିବ ରାଜ୍ୟ ମାନ୍ୟତା

ନୂଆଦିଲ୍ଲୀ,୨୯।୮:ଜମ୍ମୁ କଶ୍ମୀରରେ ଧାରା ୩୭୦ ଉଚ୍ଛେଦ ମାମଲାର ଶୁଣାଣି ସୁପ୍ରିମକୋର୍ଟରେ ଜାରି ରହିଛି। ମଙ୍ଗଳବାର ଏନେଇ ମଧ୍ୟ ଶୁଣାଣି ହୋଇଥିଲା। ଶୁଣାଣିରେ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ଜମ୍ମୁ କଶ୍ମୀରକୁ କେବେ ରାଜ୍ୟ ମାନ୍ୟତା ଦିଆଯିବ ନେଇ ପ୍ରଶ୍ନ କରିଛନ୍ତି। ମାମଲାର...

ଶସ୍ତା ହେଲା ଏଲପିଜି ସିଲିଣ୍ଡର

ନୂଆଦିଲ୍ଲୀ,୨୯।୮: ମୁଦ୍ରାସ୍ଫୀତି ବୃଦ୍ଧିରୁ ମୁକ୍ତି ଦେଇ କେନ୍ଦ୍ରର ମୋଦg ସରକାର ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ ୨୦୦ ଟଙ୍କା ହ୍ରାସ କରି ଜନସାଧାରଣଙ୍କୁ ଉପହାର ଦେଇଛନ୍ତି। ଉଜ୍ଜାଳା ଯୋଜନା ଅଧୀନରେ ଆସୁଥିବା ସମସ୍ତ ହିତାଧିକାରୀଙ୍କ ପାଇଁ ସରକାର ଘରୋଇ ଗ୍ୟାସ...

ମଧ୍ୟପ୍ରଦେଣ ଡାକ୍ତରଙ୍କୁ ମିଳିବ ୨୦୧୬ଠାରୁ ସପ୍ତମ ବେତନ କମିଶନ ଦରମା…

ଭୋପାଳ,୨୯।୮: ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଘୋଷଣା କରିଛନ୍ତି ରାଜ୍ୟର ମେଡିକାଲ କଲେଜଗୁଡ଼ିକର ଡାକ୍ତରମାନେ ୧ ଜାନୁୟାରୀ ୨୦୧୬ ଠାରୁ ପର୍ଯ୍ୟାୟକ୍ରମେ ଦରମା ବୃଦ୍ଧି ସହିତ ସପ୍ତମ ବେତନ କମିଶନ ଦରମା ପାଇବେ। ସେ କହିଛନ୍ତି ସମସ୍ତ ବିଭାଗର...

ନୁହ ହିଂସାକୁ ନେଇ ଅନିଲ ବିଜ୍‌ଙ୍କ ବଡ ବୟାନ, କହିଲେ ଅଭିଯୁକ୍ତଙ୍କ ମଧ୍ୟରେ କଂଗ୍ରେସ କର୍ମୀ ସାମିଲ

ଚଣ୍ଡିଗଡ,୨୯।୮: ନୁହ ହିଂସାକୁ ନେଇ ହରିୟାଣା ଗୃହମନ୍ତ୍ରୀ ଅନିଲ ବିଜ୍‌ ଏକ ବଡ଼ ବୟାନ ଦେଇଛନ୍ତି। ବିଜ୍‌ କହିଛନ୍ତି ଯେ ଏହି ମାମଲାରେ ଧରାପଡିଥିବା ଲୋକଙ୍କୁ ପଚରାଉଚରା ବେଳେ ସାମ୍ନାକୁ ଆସିଛି ଯେ , ଏ ସବୁ କଂଗ୍ରେସ ଦ୍ୱାରା...

ଭାରତୀୟ କୁସ୍ତି ସଂଘ ନିର୍ବାଚନ ପ୍ରସଙ୍ଗ: ହସ୍ତକ୍ଷେପ କରିବାକୁ ମନା କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୯।୮: ଭାରତୀୟ କୁସ୍ତି ସଂଘର ନିର୍ବାଚନ ଉପରେ ଲାଗିଥିବା ପ୍ରତିବନ୍ଧକକୁ ହଟାଇବାକୁ ସୁପ୍ରିମକୋର୍ଟ ମନା କରି ଦେଇଛନ୍ତି। ୧୧ ଅଗଷ୍ଟରେ ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ ରେସଲିଂ ଫେଡେରେଶନ ଅଫ ଇଣ୍ଡିଆର ନିର୍ବାଚନ ଉପରେ ୨୮ ଅଗଷ୍ଟ ପର୍ଯ୍ୟନ୍ତ ରୋକ...

ଭାଜପା ଏକୁଟିଆ ଗୋଟିଏ ବି ଆସନ ବି ଜିତିପାରିବ ନାହିଁ: ନିଜ ଦଳକୁ ଚେତାଇଲେ ଭାଜପା ବିଧାୟକ

ଗ୍ୟାଙ୍ଗଟକ୍‌,୨୯।୮: ଆସନ୍ତା ବର୍ଷ ସିକ୍କିମରେ ବିଧାନସଭା ନିର୍ବାଚନ ହେବ। ଏହାପୂର୍ବରୁ ସମସ୍ତ ଦଳ ସେମାନଙ୍କ ରଣନୀତି ପ୍ରସ୍ତୁତ କରିବା ଆରମ୍ଭ କରି ଦେଇଛନ୍ତି। ଗ୍ୟାଙ୍ଗଟକ୍‌ରୁ ଭାରତୀୟ ଜନତା ପାର୍ଟି (ଭାଜପା) ବିଧାୟକ ଓ୍ବାଇ.ଟି ଲେପଚା ଦାବି କରିଛନ୍ତି ଯେ, ଯଦି...

ଦେଶରେ ଯେକୌଣସି ସମୟରେ ହୋଇପାରେ ନିର୍ବାଚନ: ନୀତୀଶ କୁମାର

ନାଳନ୍ଦା,୨୯।୯: ଦେଶରେ ଯେକୌଣସି ସମୟରେ ନିର୍ବାଚନ ହୋଇପାରେ ବୋଲି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ପୁଣି ଥରେ ଦୋହରାଇଛନ୍ତି। ମଙ୍ଗଳବାର ନାଲନ୍ଦାରେ ସେ କହିଛନ୍ତି ଯେ ନିର୍ବାଚନ ଠିକ ସମୟରେ ହେବା ଜରୁରୀ ନୁହେଁ, କେନ୍ଦ୍ର ଏହା ପୂର୍ବରୁ ମଧ୍ୟ...

ୟୁପିର କେଉଁ ଲୋକ ସଭା ଆସନରୁ ନିର୍ବାଚନ ଲଢିବେ ପ୍ରିୟଙ୍କା, ୫ ଆସନ ଉପରେ କଂଗ୍ରେସର ପ୍ରସ୍ତୁତି ଆରମ୍ଭ

ନୂଆଦିଲ୍ଲୀ,୨୯।୮: ଲୋକ ସଭା ନିର୍ବାଚନ ୨୦୨୪ କଂଗ୍ରେସ ଦଳ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେବାକୁ ଯାଉଛି। ୧୦ବର୍ଷ ଧରି କ୍ଷମତାଠାରୁ ଦୂରରେ ରହିଥିବା କଂଗ୍ରେସ ଦଳ ଏଥର ପୂର୍ଣ୍ଣ ପ୍ରସ୍ତୁତି ସହ ନିର୍ବାଚନ ମଇଦାନକୁ ପ୍ରବେଶ କରିବାକୁ ଚାହୁଁଛି। ସେଥିପାଇଁ...

ସର୍ଜିକାଲ ଷ୍ଟ୍ରାଇକ, ଗୋଧ୍ରା ଭଳି ଘଟଣା ଘଟାଇପାରେ ଭାଜପା: ସଞ୍ଜୟ ରାଉତ

ମୁମ୍ବାଇ,୨୯।୮: ଶିବସେନା ଏମ୍‌ପି ସଞ୍ଜୟ ରାଉତ ଭାଜପା ଉପରେ ବର୍ଷିଛନ୍ତି। ସେ  କହିଛନ୍ତି , ନିର୍ବାଚନରେ ଜିତିବା ପାଇଁ ଭାଜପା କିଛି ବି କରିପାରେ। ସର୍ଜିକାଲ ଷ୍ଟ୍ରାଇକ ଏବଂ ଗୋଧ୍ରା ଭଳି ଘଟଣା ବି ଘଟାଇପାରେ। ସଞ୍ଜୟ କହିଛନ୍ତି, ଲୋକଙ୍କ...

ହିଂସା ପରେ ପ୍ରଥମ ଥର ବସିବ ବିଧାନସଭା ଅଧିବେଶନ, କୁକି ସମ୍ପ୍ରଦାୟର ବିଧାୟକ ଅଧିବେଶନକୁ କଲେ ବର୍ଜନ

ଇମ୍ଫାଲ,୨୯।୮: ମଣିପୁର ହିଂସା ପରେ ପ୍ରଥମ ଥର ପାଇଁ ରାଜ୍ୟର ବିଧାନସଭା ଅଧିବେଶନ ଆରମ୍ଭ ହେବ। ଏହାପୂର୍ବରୁ ଫେବୃୟାରୀ ଏବଂ ମାର୍ଚ୍ଚରେ ବିଧାନସଭାର ବଜେଟ ଅଧିବେଶନ ଅନୁଷ୍ଠିତ ହୋଇଥିଲା। ମଣିପୁର ବିଧାନସଭା ବାଚସ୍ପତି ଥୋକଚୋମ ସତ୍ୟବ୍ରତ ସିଂ କହିଛନ୍ତି ଯେ,...

ଅଭିଷେକଙ୍କୁ ଗିରଫ କରିପାରେ ଇଡି, ମମତାଙ୍କ ଏଭଳି ଆଶଙ୍କା ଉପରେ ଭାଜପା ନେତା ନେତା କହିଲେ ଭ୍ରଷ୍ଟାଚାରୀଙ୍କୁ ଜେଲ ହେବା ଉଚିତ୍‌

କୋଲକାତା,୨୯।୮: ଭାଜପା ନେତା ତଥା ପଶ୍ଚିମବଙ୍ଗ ବିଧାନସଭାର ବିରୋଧୀଦଳ ନେତା ଶୁଭେନ୍ଦୁ ଅଧିକାରୀ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଅଭିଯୋଗର ଜବାବ ଦେଇଛନ୍ତି। ଯେଉଁଥିରେ ଟିଏମସି ନେତାଙ୍କୁ ଇଡି ଗିରଫ କରିପାରେ ବୋଲି ମମତା କହିଥିଲେ। ଯାହାକୁ ନେଇ ଭାଜପା ନେତା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri