ଜାତୀୟ

ହୋଟେଲରେ ଛକିଥିଲା ମୃତ୍ୟୁ

ଭୁଜ୍‌,୨୮ା୮: ପ୍ରବାସୀ ଭାରତୀୟ କିଷନ ହାଲାଇ ଓ ତାଙ୍କର ୨୫ ବର୍ଷୀୟା ଭାବୀ ସ୍ତ୍ରୀ ରୁପାଲ ଭେକରିଆ ରବିବାର ମୁମ୍ବାଇରୁ ବିମାନ ଯୋଗେ ନାଇରୋବି ଯିବାର ଥିଲା। ହେଲେ ଭାଗ୍ୟ କିଛି ଅଲଗା ଚାହୁଁଥିଲା। ଏୟାରଲାଇନ୍ସ କର୍ତ୍ତୃପକ୍ଷ ବିମାନ ଛାଡ଼ିବା...

ଜି -୨୦ ସମ୍ମିଳନୀରେ ସାମିଲ ହେବେ କାନାଡା ପ୍ରଧାନମନ୍ତ୍ରୀ

ଓଟାଓ୍ବା,୨୮।୮: ସେପ୍ଟେମ୍ବର ୯ଏବଂ ୧୦ରେ ଭାରତରେ ଅନୁଷ୍ଠିତ ହେବାକୁ ଥିବା ଜି -୨୦ ସମ୍ମିଳନୀରେ କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ସାମିଲ ହେବେ। ଏହାକୁ ଜଷ୍ଟିନ ଟ୍ରୁଡୋ ନିଶ୍ଚିତ କରିଛନ୍ତି। ପ୍ରକାଶ ଥାଉକି, ଏହି ସମୟରେ ୟୁକ୍ରେନକୁ ଜି -୨୦...

ଝିଅଙ୍କୁ ହତ୍ୟା କରି ଜେଲ୍‌ ଗଲେ ମା’ ବାପା

ମୁଜାଫରନଗର,୨୮।୮: ଉତ୍ତରପ୍ରଦେଶର ସାହାପୁର ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। କୋର୍ଟରେ ପ୍ରେମିକଙ୍କ ବିରୋଧରେ ସାକ୍ଷ୍ୟ ଦେବାକୁ ମନା କରିବାରୁ ଜଣେ ଗର୍ଭବତୀ ଝିଅଙ୍କୁ ନିଜ ମା’ ବାପା ହତ୍ୟା କରିଛନ୍ତି। ଏନେଇ ପୋଲିସ ହତ୍ୟା ମାମଲା ରୁଜୁ...

କୋଚି-ବାଙ୍ଗାଲୋର ଯାଉଥିବା ବିମାନକୁ ମିଳିଲା ବୋମା ଧମକ

ଥିରୁଭାନନ୍ତପୁରମ୍‌,୨୮।୮: କୋଚିରୁ ବାଙ୍ଗାଲୋରକୁ ଯାଉଥିବା ଏକ ଇଣ୍ଡିଗୋ ବିମାନ ବୋମା ଧମକ ପାଇବା ପରେ ଉତ୍ତେଜନା ଦେଖାଯାଇଛି। ବିମାନରେ ସମୁଦାୟ ୧୩୯ ଜଣ ଯାତ୍ରୀ ଥିଲେ। ସୋମବାର କୋଚି ଅନ୍ତର୍ଜାତୀୟ ବିମାନବନ୍ଦରରେ ବୋମା ଧମକ ମିଳିବା ପରେ ସମସ୍ତ ଯାତ୍ରୀଙ୍କୁ...

ସୂର୍ଯ୍ୟ ମିଶନ ଆଦିତ୍ୟ-ଏଲ୍‌୧କୁ ନେଇ ବଡ଼ ଘୋଷଣା କଲା ଇସ୍ରୋ

ନୂଆଦିଲ୍ଲୀ,୨୮।୮: ଚନ୍ଦ୍ରୟାନ-୩ ସଫଳ ହେବା ପରେ ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ସୂର୍ଯ୍ୟ ଅଭିଯାନ ଆରମ୍ଭ ଲାଗି ଜୋର୍‌ଦାର ପ୍ରସ୍ତୁତି ଆରମ୍ଭ କରିଦେଇଛି। ସୋମବାର ଇସ୍ରୋ ପକ୍ଷରୁ ଟୁଇଟ୍‌ ଯୋଗେ କୁହାଯାଇଛି ଯେ, ସୂର୍ଯ୍ୟଙ୍କ ଉପରେ ଅଧ୍ୟୟନ ପାଇଁ...

ଡିସେମ୍ବରରେ ଲୋକ ସଭା ନିର୍ବାଚନ କରିପାରେ ଭାଜପା: ମମତା

କୋଲକାତା,୨୮।୮: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୋମବାର କହିଛନ୍ତି, ଭାଜପା ଡିସେମ୍ବର ୨୦୨୩ରେ ଲୋକ ସଭା ନିର୍ବାଚନ କରିପାରେ। ସେ ଦାବି କରିଛନ୍ତି ଯେ, ଭାଜପା ପ୍ରଚାର ପାଇଁ ସମସ୍ତ ହେଲିକପ୍ଟର ବୁକ କରିଛି। ଟିଏମସିର ଯୁବ ୱିଙ୍ଗର ଏକ...

ଡିସେମ୍ବର ସୁଦ୍ଧା ସମଗ୍ର ଭାରତରେ ପହଞ୍ଚିବ ୫ଜି ସେବା: ମୁକେଶ ଅମ୍ବାନୀ

ମୁମ୍ବାଇ,୨୮।୮: ମୁକେଶ ଅମ୍ବାନୀଙ୍କ ନେତୃତ୍ୱାଧୀନ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡର ୪୬ତମ ଏଜିଏମ ଆରମ୍ଭ ହୋଇଛି। ଡିସେମ୍ବର ସୁଦ୍ଧା ୫ଜି ସେବା ସମଗ୍ର ଭାରତରେ ପହଞ୍ଚିବ ମୁକେଶ ଅମ୍ବାନୀ କହିଛନ୍ତି। ଜିଓର ଗ୍ରାହକଙ୍କ ସଂଖ୍ୟା ୪୫ କୋଟିରୁ ଅଧିକ। ଭାରତରେ ଦ୍ରୁତତମ...

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ରୁ ଇସ୍ତଫା ଦେଲେ ନୀତା ଅମ୍ବାନୀ

ମୁମ୍ବାଇ,୨୮।୮: ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ୪୬ତମ ଏଜିଏମ ବୈଠକରେ ଏକ ବଡ ନିଷ୍ପତ୍ତି ନିଆଯାଇଛି। ନୀତା ଅମ୍ବାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜରୁ ଇସ୍ତଫା ଦେଇଛନ୍ତି। ଇଶା ଅମ୍ବାନୀ, ଆକାଶ ଅମ୍ବାନୀ ଏବଂ ଅନନ୍ତ ଅମ୍ବାନୀଙ୍କୁ କମ୍ପାନୀର ନିର୍ଦ୍ଦେଶକ ବୋର୍ଡରେ ଅନ୍ତର୍ଭୁକ୍ତ କରିବାକୁ ବୋର୍ଡ...

ନୀରଜ ଚୋପ୍ରାଙ୍କୁ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ ଯୋଗୀ

ଲକ୍ଷ୍ନୌ,୨୮।୮: ବୁଦାପେଷ୍ଟରେ ଚାଲିଥିବା ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପରେ ନୀରଜ ଚୋପ୍ରା ଜାଭେଲିନ ଥ୍ରୋ’ରେ ସ୍ବର୍ଣ୍ଣ ପଦକ ଜିତି ଇତିହାସ ସୃଷ୍ଟି କରିଛନ୍ତି। ଦ୍ୱିତୀୟ ରାଉଣ୍ଡରେ ସେ ୮୮.୧୭ ମିଟର ଥ୍ରୋ ସହିତ ସ୍ବର୍ଣ୍ଣ ପଦକ ହାସଲ କରି ବିଶ୍ୱ ଆଥଲେଟିକ୍ସ...

ମହିଳାଙ୍କୁ ରକ୍ଷା ବନ୍ଧନର ଉପହାର ଦେବେ କର୍ନାଟକ ସରକାର, ପ୍ରତି ମାସରେ ମିଳିବ ୨୦୦୦ ଟଙ୍କା

ବେଙ୍ଗାଲୁରୁ,୨୮।୮: କର୍ନାଟକର ସିଦ୍ଦରାମାୟା ସରକାର ଗୃହଲକ୍ଷ୍ମୀ ଯୋଜନା ମାଧ୍ୟମରେ ମହିଳାମାନଙ୍କୁ ଉପହାର ଦେବାକୁ ଯାଉଛନ୍ତି। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଏବଂ ଏମ୍‌ପି ରାହୁଲ ଗାନ୍ଧୀଙ୍କ ଉପସ୍ଥିତିରେ ରାଜ୍ୟ ସରକାର ବୁଧବାର ଗୃହଲକ୍ଷ୍ମୀ ଯୋଜନା ଆରମ୍ଭ କରିବେ। ଖାର୍ଗେ ଏବଂ...

ଶିବଶକ୍ତି ପଏଣ୍ଟ ନିକଟରେ ଘୂରୁଛି ପ୍ରଜ୍ଞାନ ରୋଭର

ବେଙ୍ଗାଲୁରୁ,୨୮।୮: ଚନ୍ଦ୍ରୟାନ-୩ର ସଫଳତା ପରେ ବିକ୍ରମ ଲ୍ୟାଣ୍ଡର ଓ ପ୍ରଜ୍ଞାନ ରୋଭର ଚନ୍ଦ୍ର ସମ୍ପର୍କିତ ସୂଚନା ଏକତ୍ର କରି ଲଗାତାର ଭାବେ ଇସ୍ରୋ ବୈଜ୍ଞାନିକଙ୍କ ନିକଟକୁ ପଠାଉଛନ୍ତି। ଆଉ ସେହି ସବୁ ତଥ୍ୟକୁ ଇସ୍ରୋ ସାରା ବିଶ୍ୱବାସୀଙ୍କୁ ଜଣାଉଛି। ଅଗଷ୍ଟ...

ଟମାଟୋ କିଲୋ ୨୦ ଟଙ୍କା

ବେଙ୍ଗାଲୁରୁ,୨୮।୮: ସାରା ଦେଶରେ ଟମାଟୋ ଦାମକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଏହା ରୋଷେଇ ଘରୁ ଯେମିତି ଉଭାନ ହୋଇ ଯାଇଥିଲା। ଏବେ କିନ୍ତୁ ଏହାର ଦାମ କମ ହୋଇଯାଇଛି। କିଛି ସପ୍ତାହ ପୂର୍ବରୁ ବଜାରରେ ଟମାଟୋ ଦାମ ୧୪୦...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri