ଜାତୀୟ

ଦାଦା-ପୁତୁରା କଳି ଭିତରେ ପୋଷ୍ଟରକୁ ନେଇ ଚର୍ଚ୍ଚା

ମୁମ୍ବାଇ,୧୭।୮: ମହାରାଷ୍ଟ୍ରର ବିଡରେ ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନସିପି) ମୁଖ୍ୟ ଶରଦ ପାୱାର(ଦାଦା)ଙ୍କ ରାଲି ପୂର୍ବରୁ ଦଳର ବିଦ୍ରୋହୀ ଅଜିତ ପାୱାର(ପୁତୁରା)ଙ୍କ ଗୋଷ୍ଠୀ ତାଙ୍କୁ ସ୍ବାଗତ କରିବା ପାଇଁ ପୋଷ୍ଟର ଲଗାଇଛନ୍ତି। ପାର୍ଲିରେ ଶରଦ ପାୱାରଙ୍କ ସମାବେଶର କିଛି ଘଣ୍ଟା...

ମୋଦିଙ୍କୁ କେବେ ୭୫ ବର୍ଷ ବୟସ ହେବ, ତାହା ତାଙ୍କ ଜନ୍ମ ତାରିଖ ନୁହେଁ ଦେଶର ଲୋକେ ନେବେ ନିଷ୍ପତ୍ତି: ଉମାଭାରତୀ…

ଭୋପାଳ,୧୭।୮ : ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଭାଜପାର ନେତ୍ରୀ ଉମା ଭାରତୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବୟସ ସମ୍ପର୍କରେ ଏକ ବିବୃତ୍ତି ଦେଇ କହିଛନ୍ତି ଭାରତୀୟ ଜନତା ପାର୍ଟିରେ ସ୍ଥିର ହୋଇଥିବା ୭୫ ବର୍ଷର ନିୟମ ମୋଦିଙ୍କ ଉପରେ...

ଅଜିତ ପାଓ୍ବାରଙ୍କୁ ଚେତାବନୀ ଦେଲେ ଶରଦ ପାଓ୍ବାର

ମୁମ୍ବାଇ,୧୭।୮: ଅଜିତ ପାଓ୍ବାରଙ୍କ ସହ ‘ସିକ୍ରେଟ ମିଟିଂ’ପରେ ଏନସିପି ଅଧ୍ୟକ୍ଷ ଗୁରୁବାର ବିଡରେ ଏକ ବୈଠକକୁ ସମ୍ବୋଧିତ କରିବେ। ଏହାପୂର୍ବରୁ ସେ ଅଜିତ ପାୱାର ଗୋଷ୍ଠୀକୁ ତାଙ୍କ ଫଟୋଗ୍ରାଫ ବ୍ୟବହାର ନକରିବାକୁ ଚେତାବନୀ ଦେଇଛନ୍ତି। ଅଜିତ ଗ୍ରୁପ ଯଦି ତାଙ୍କ...

ଦଳ ବଦଳ କରୁଥିବା ନେତା ହେଉଛନ୍ତି ସୌଦାଗର: ଜ୍ୟୋତିରାଦିତ୍ୟଙ୍କୁ ସମର୍ଥନ କଲେ ଉମାଭାରତୀ…

ଭୋପାଳ,୧୭।୮ : ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଭାଜପାର ଫାୟାର ବ୍ରାଣ୍ଡ ନେତ୍ରୀ ଉମା ଭାରତୀ ଦଳ ବଦଳ କରୁଥିବା ନେତାଙ୍କ ସମ୍ପର୍କରେ ଏକ ବଡ଼ ବିବୃତ୍ତି ଦେଇଛନ୍ତି। ଗୋଟିଏ ପଟେ ଉମା ଭାରତୀ ସେଭଳି ନେତାମାନଙ୍କୁ ସୌଦାଗର ବୋଲି...

ରବର୍ଟ ଭଦ୍ରାଙ୍କର ବିଦେଶ ଯିବାର କୌଣସି ଯୋଜନା ନାହିଁ

ନୂଆଦିଲ୍ଲୀ,୧୭।୮: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ପତି ରବର୍ଟ ଭଦ୍ରାଙ୍କ ଜାମିନ ଆବେଦନକୁ ବିରୋଧ କରିଛି। ତାଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ବିଚାରକୁ ନେଇ ଜାମିନ ପ୍ରଦାନ କରାଯିବା ଉଚିତ ନୁହେଁ। ଏହାର ଉତ୍ତରରେ ଭଦ୍ରାଙ୍କ...

ରାଜସ୍ଥାନ ବିଧାନସଭା ନିର୍ବାଚନ ପାଇଁ ବଡ ନିଷ୍ପତ୍ତି ନେଲା ଭାଜପା

ଜୟପୁର,୧୭।୮: ରାଜସ୍ଥାନ ବିଧାନସଭା ନିର୍ବାଚନ ପୂର୍ବରୁ ଭାରତୀୟ ଜନତା ପାର୍ଟି ଏକ ବଡ଼ ଘୋଷଣା କରିଛି। ଦଳ ଗୁରୁବାର ଏକ ଘୋଷଣା ପତ୍ର କମିଟି ଗଠନ କରିଛି। ଭାଜପା ରାଜ୍ୟ ସଭାପତି ସିପି ଜୋଶୀ ଏହା ଘୋଷଣା କରିଛନ୍ତି। ଏହି...

ରେଲଓ୍ବେ ଷ୍ଟେଶନରେ ସୁଲଭ ମୂଲ୍ୟରେ ମିଳିବ ଔଷଧ

ନୂଆଦିଲ୍ଲୀ,୧୭।୮: ବଦଳୁଥିବା ସମୟ ଅନୁଯାୟୀ ଭାରତୀର ରେଲଓ୍ବେ ଏବେ ତା’ର ଯାତ୍ରୀଙ୍କୁ ଅଧିକରୁ ଅଧିକ ସୁବିଧା ଯୋଗାଇ ଦେବାକୁ ପ୍ରୟାସ ଜାରି ରଖିଛି। ଯଦି ରେଲଓ୍ବେ ଷ୍ଟେଶନରେ ଜଣେ ଯାତ୍ରୀଙ୍କ ସ୍ବାସ୍ଥ୍ୟ ଅବସ୍ଥା ଖରାପ ହୁଏ, ତେବେ ତାଙ୍କୁ ଅନେକ...

ପବ୍ଲିକ୍‌ ଟେକ୍‌ ପ୍ଲାଟଫର୍ମରୁ ମିଳିବ ୧.୬୦ଲକ୍ଷ ଯାଏଁ ଋଣ

ନୂଆଦିଲ୍ଲୀ,୧୭।୮: ପବ୍ଲିକ୍‌ ଟେକ୍‌ ପ୍ଲାଟଫର୍ମରୁ ସହଜରେ ମିଳିପାରିବ ଋଣ। ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ(ଆରବିଆଇ) ଗୁରୁବାର ଠାରୁ ପବ୍ଲିକ ଟେକ ପ୍ଲାଟଫର୍ମର ପାଇଲଟ ପ୍ରୋଜେକ୍ଟ ଆରମ୍ଭ କରିଛି। ଏହା ମାଧ୍ୟମରେ, ଋଣଦାତାମାନେ ଆବଶ୍ୟକ ଡିଜିଟାଲ ସୂଚନା ବିନା ବାଧା ଋଣ...

୩ ଦିନରେ ଗଲାଣି ୭୧ ଜଣଙ୍କ ଜୀବନ

ଶିମଲା,୧୭।୮: ହିମାଚଳ ପ୍ରଦେଶରେ ବର୍ଷା ହେତୁ ଗତ କିଛି ଦିନ ହେବ ପାହାଡରେ ଫାଟ ସୃଷ୍ଟି ହେବାର ହୃଦୟ ବିଦାରକ ଦୃଶ୍ୟ ସାମ୍ନାକୁ ଆସିଛି। ବର୍ଷା ଏବଂ ଭୂସ୍ଖଳନ ଫଳରେ ଘର ଭୁଶୁଡିବା ଯୋଗୁ ଗତ ୩ଦିନ ମଧ୍ୟରେ ହିମାଚଳରେ...

ନିଯୁକ୍ତି ପ୍ରକ୍ରିୟାରେ ମହିଳା ପ୍ରାର୍ଥୀଙ୍କ ଛାତି ମାପିବାର ନିୟମ ଅପମାନଜନକ: ହାଇକୋର୍ଟ…

ଜୟପୁର,୧୭।୮ : ଫରେଷ୍ଟ ଗାର୍ଡ କିମ୍ବା ଅନ୍ୟ କୌଣସି ପଦବୀ ପାଇଁ ନିଯୁକ୍ତି ପ୍ରକ୍ରିୟାରେ ମହିଳା ପ୍ରାର୍ଥୀଙ୍କ ଛାତି ମାପକୁ ରାଜସ୍ଥାନ ହାଇକୋର୍ଟ ନିନ୍ଦା କରିଛନ୍ତି। ଅଦାଲତ କହିଛନ୍ତି ଶାରୀରିକ ପରୀକ୍ଷଣ ସମୟରେ ଫୁସଫୁସ କ୍ଷମତା ମାପିବା ପାଇଁ ଛାତି...

ଗରିବୀ ହଟାଅ କହି ଗରିବଙ୍କୁ ହଟାଇ ଦେଇଛି କଂଗ୍ରେସ: ରାହୁଲଙ୍କୁ କବିତାଙ୍କ କଟାକ୍ଷ…

ହାଇଦ୍ରାବାଦ,୧୭।୮ : ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆରଙ୍କ ଝିଇ ଏବଂ ବିଆରଏସ ଏମଏଲସିର କବିତା ରାହୁଲ ଗାନ୍ଧୀଙ୍କ କଡ଼ା ସମାଲୋଚନା କରିଛନ୍ତି। ଏକ କଟାକ୍ଷ କରି ସେ କହିଛନ୍ତି ରାହୁଲଙ୍କ ଭାରତ ଯୋଡୋ ଯାତ୍ରା ହଜାରେ ମୂଷା ମାରିବା ପରେ ହଜରେ...

ଭାରତୀୟ ନୌସେନାକୁ ମିଳିବ ଯୁଦ୍ଧ ଜାହାଜ ‘ବିନ୍ଧ୍ୟଗିରୀ’ ବଢିବ ଶକ୍ତି

ନୂଆଦିଲ୍ଲୀ,୧୭।୮: ରାଷ୍ଟ୍ରପତି ଦ୍ରୌପଦି ମୁର୍ମୁ ଗୁରୁବାର କୋଲାକାତାରେ ଯୁଦ୍ଧ ଜାହାଜ ‘ବିନ୍ଧ୍ୟଗିରୀ’ କୁ ଲଞ୍ଚ କରିବେ। ଭାରତର ପ୍ରୋଜେକ୍ଟ ୧୭ଏର ଷଷ୍ଠ ଜାହାଜ ହେଉଛି ବିନ୍ଧ୍ୟଗିରି, ଯାହା ନୌସେନାର ଶକ୍ତିକୁ ଆହୁରି ବଢାଇବା ପାଇଁ କାର୍ଯ୍ୟ କରିବ। ଏହି ସ୍ବତନ୍ତ୍ର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri