ଜାତୀୟ

ଦେଶ ବିରୋଧୀ କାର୍ଯ୍ୟରେ ଲିପ୍ତ ରହିଛି ପଶ୍ଚିମବଙ୍ଗ: ଭାଜପା…

କୋଲକାତା,୨୭।୮ : ପଶ୍ଚିମବଙ୍ଗ ଭାଜପା ସଭାପତି ସୁକାନ୍ତ ମଜୁମଦାର ରାଜ୍ୟର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସରକାରଙ୍କ ବିରୋଧରେ ଏକ ବଡ ଅଭିଯୋଗ ଆଣିଛନ୍ତି। ସୁକାନ୍ତ ମଜୁମଦାର କହିଛନ୍ତି ପଶ୍ଚିମବଙ୍ଗର ବର୍ତ୍ତମାନର ସରକାର ହେଉଛନ୍ତି ପାକିସ୍ତାନ ପ୍ରେମୀ ସରକାର। ଆଇଏସଆଇ ଏଜେଣ୍ଟ...

ବାଣ କାରଖାନରେ ବିସ୍ଫୋରଣ ୭ ମୃତ

କୋଲକାତା,୨୭।୮: ପଶ୍ଚିମବଙ୍ଗର ଦତ୍ତପୁକୁରରେ ଥିବା ଏକ ବାଣ କାରଖାନାରେ ରବିବାର ବିସ୍ଫୋରଣ ହୋଇଛି। ଏଥିରେ ୭ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ସ୍ଥାନୀୟ ବାସିନ୍ଦାଙ୍କ ମତରେ ଅତିକମରେ ୬-୭ ଜଣଙ୍କ ମୃତ୍ୟୁ ହୋଇଛି। ଏହି ବିସ୍ଫୋରଣରେ କିଛି ଘର...

ମୁନ ମିଶନ ଯୋଗ ଯୋଗୁ ଚନ୍ଦ୍ରପୃଷ୍ଠରେ ପଡି ରହିଛି ୨୦୦ଟନ୍‌ ଆବର୍ଜନା, ୧୦୦ ବ୍ୟାଗ ମାନବ ମଳ

ନୂଆଦିଲ୍ଲୀ/ଓ୍ବାଶିଂଟନ୍‌,୨୭।୮: ଚନ୍ଦ୍ର ପୃଷ୍ଠରେ ସଫଳ ଅବତରଣ କରିଛି ଚନ୍ଦ୍ରାୟାନ ୩। ଚନ୍ଦ୍ରାବତରଣ ପରେ ବିକ୍ରମ ଲ୍ୟାଣ୍ଡର ଓ ପ୍ରଜ୍ଞାନ ରୋଭର ସେମାନଙ୍କ କାର୍ଯ୍ୟ କରିବା ଆରମ୍ଭ କରି ଦେଇଛନ୍ତି। ତେବେ କେବଳ ରକେଟ୍‌ ନୁହେଁ ମାନବ ରକେଟ୍‌ ମଧ୍ୟ ୧୯୫୦ରୁ...

ଲଣ୍ଡନରେ ଥିବା ‘ଇଣ୍ଡିଆ କ୍ଲବ୍‌’ ସବୁଦିନ ପାଇଁ ହୋଇଯିବ ବନ୍ଦ, ସ୍ବାଧୀନତା ସଂଗ୍ରାମରେ ରହିଛି ଏହାର ସ୍ବତନ୍ତ୍ର ଯୋଗଦାନ

ଲଣ୍ଡନ,୨୭।୮: ଲଣ୍ଡନରେ 70 ବର୍ଷ ପୁରୁଣା ଐତିହାସିକ ‘ଇଣ୍ଡିଆ କ୍ଲବ’ ସବୁଦିନ ପାଇଁ ବନ୍ଦ ହେବାକୁ ଯାଉଛି। ଭାରତୀୟ ସ୍ବାଧୀନତା ଆନ୍ଦୋଳନରେ ଏହାର ସ୍ବତନ୍ତ୍ର ଯୋଗଦାନ ରହିଛି। କୃଷ୍ଣ ମେନନଙ୍କ ସମେତ ଜାତୀୟତାବାଦୀ ସଂଗ୍ରାମୀଙ୍କ କେନ୍ଦ୍ର ଭାବରେ ଏହି କ୍ଲବ...

ଏବେ ହେବା ସୂର୍ଯ୍ୟମୁହାଁ: ମନ କି ବାତରେ କହିଲେ ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ,୨୭।୮ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ୧୦୪ତମ ମନ କି ବାତ କାର୍ଯ୍ୟକ୍ରମ ମାଧ୍ୟମରେ ଦେଶବାସୀଙ୍କୁ ସମ୍ବୋଧିତ କରି ଚନ୍ଦ୍ରଯାନ ମିଶନକୁ ପ୍ରଶଂସା କରିବା ସହ କହିଛନ୍ତି ଏହା ଏକ ଉଲ୍ଲେଖନୀୟ ସଫଳତା। ଆମର ବୈଜ୍ଞାନିକମାନଙ୍କ ସହିତ ବିଭିନ୍ନ...

ଜେଲରେ କୌଣସି କାମ କରୁ ନ ଥିଲେ ଅମରମଣି-ମଧୁମଣି

ଗୋରଖପୁର,୨୭।୮: କବୟିତ୍ରୀ ମଧୁମିତା ଶୁକ୍ଳା ହତ୍ୟାକାଣ୍ଡରେ ୧୮ ବର୍ଷ ୭ ମାସ ଅପରିହାର୍ଯ୍ୟ ସଜା ସମୟରେ ପୂର୍ବତନ ମନ୍ତ୍ରୀ ଅମରମଣି ତ୍ରିପାଠୀ ଓ ୧୭ ବର୍ଷ ୯ମାସ ସଜା କାଟିଥିବା ତାଙ୍କ ପତ୍ନୀ ମଧୁମଣି ଜେଲରେ କୌଣସି କାମ କରୁ...

ଆସାମ ଭାଜପା ଏମପିଙ୍କ ଘରୁ ୧୦ ବର୍ଷ ପୁଅର ଝୁଲନ୍ତା ମୃତଦେହ ଉଦ୍ଧାର, ଯାଞ୍ଚ ଆରମ୍ଭ

ଗୁଆହାଟୀ,୨୭।୮: ଆସାମର ଭାଜପା ଏମପି ରାଜଦୀପ ରୟଙ୍କ ସିଲଚଲ ସ୍ଥିତ ଘରୁ ଶନିବାର ସନ୍ଧ୍ୟାରେ ଜଣେ ନାବାଳକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ପୁଅଟିର ବୟସ ପ୍ରାୟ ୧୦ ବର୍ଷ ହେବ। ସେ ତାଙ୍କ ମାଆ ଓ ଭଉଣୀ ସହ ଏମପିଙ୍କ...

‘ମୋଗଲଙ୍କ ଗୋଲାମ ଆଜି ଶିଖାଉଛନ୍ତି ହିନ୍ଦୁତ୍ୱ’, ସାମନାରେ ଭାଜପାକୁ ଟାର୍ଗେଟ କଲେ ସଞ୍ଜୟ ରାଉତ

ମୁମ୍ବାଇ,୨୭।୮: ଶିବସେନା ୟୁବିଟି ନେତା ଓ ସାମନାର କାର୍ଯ୍ୟକାରୀ ସମ୍ପାଦକ ସଞ୍ଜୟ ରାଉତ ତାଙ୍କର ସପ୍ତାହିକ କଲମ ‘ରୋକଠୋକ’ ମାଧ୍ୟମରେ ଭାରତୀୟ ଜନତା ପାର୍ଟି(ଭାଜପା)କୁ ଟାର୍ଗେଟ କରିଛନ୍ତି। ରାଉତ ସାମନାରେ ଲେଖିଛନ୍ତି ଯେ ଆଜି ଦେଶ ଚଳାଉଥିବା ସମସ୍ତ ଏଜେନ୍ସି...

ମହାକାଶ ଯିବ ମହିଳା ରୋବୋ

ଚନ୍ଦୟାନ-୩ର ସଫଳତା ପରେ ମହାକାଶ ମିଶନ ପାଇଁ ପ୍ରସ୍ତୁତି ଚଳାଇଛି ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ)। ଅକ୍ଟୋବର ପ୍ରଥମ କିମ୍ବା ଦ୍ୱିତୀୟ ସପ୍ତାହରେ ଗଗନୟାନ ମିଶନର ଟ୍ରାଏଲ୍‌ ହେବ। ଏଥିରେ ସ୍ପେସ୍‌କୁ ଏକ ଫିମେଲ ରୋବୋ ‘ବ୍ୟୋମମିତ୍ର’କୁ ପଠାଯିବ।...

ଦୁର୍ଗାପୂଜା ଧାର୍ମିକ ଅପେକ୍ଷା ଅଧିକ ଧର୍ମନିରପେକ୍ଷ: ହାଇକୋର୍ଟ…

କୋଲକାତା,୨୬।୮ : ଦୁର୍ଗାପୂଜା କେବଳ ଏକ ଧାର୍ମିକ ଉତ୍ସବ ନୁହେଁ। ଏହା ପ୍ରକୃତ ପକ୍ଷେ ବିଭିନ୍ନ ସଂସ୍କୃତିକୁ ସଂଯୋଗ କରୁଥିତ୍ବା ଏକ ଧର୍ମନିରପେକ୍ଷ ସାର୍ବଜନୀନ ଉତ୍ସବ। ଏହାର ଏକ ବ୍ୟାପକ ଅର୍ଥ ରହିଛି ବୋଲି କୋଲକାତା ହାଇକୋର୍ଟ କହିଛନ୍ତି। ବିୀଚାରପତି...

୨୨ ବର୍ଷରେ ବଞ୍ଚାଇଛନ୍ତି ୧୫ ହଜାରରୁ ଅଧିକ ବନ୍ୟପ୍ରାଣୀଙ୍କ ଜୀବନ…

ଭୋପାଳ,୨୬।୮ : ଖାର୍ଗୋନ ଜିଲାର ୪୩ ବର୍ଷିୟ ସଚିନ ଶର୍ମା, ଟୋନି ନାମରେ ମଧ୍ୟ ଜଣାଶୁଣା। ସେ ମୋଟର ୱିଣ୍ଡିଂ କାମ କରନ୍ତି। ତାଙ୍କର ପ୍ରକୃତ ପରିଚୟ ତାଙ୍କୁ ବନ୍ୟପ୍ରାଣୀ ସଂରକ୍ଷଣ ପାଇଁ ପ୍ରେରଣା ଭାବରେ ଏହି କ୍ଷେତ୍ରରେ ପ୍ରତିଷ୍ଠିତ...

ନଏଡାରେ ଭିକ ମାଗିବା ହେବ ମନା…

ନଏଡା,୨୬।୮ : ଉତ୍ତରପ୍ରଦେଶର ନଏଡା ଦେଶର ପ୍ରଥମ ସ୍ଥାନ ହେବାକୁ ଯାଉଛି ଯେଉଁଠାରେ କୌଣସି ଭିକାରୀ ଦେଖାଯିବେ ନାହିଁ। ନିର୍ମାଣ ସ୍ଥାନ ତଥା ବସ୍ତି ଅଞ୍ଚଳରେ କାର୍ଯ୍ୟ କରୁଥିବା ଶ୍ରମିକଙ୍କ ପିଲାମାନଙ୍କୁ ଟ୍ରାଫିକ ସିଗନାଲରେ ଭିକ୍ଷା ମାଗିବା ବନ୍ଦ କରାଯାଇ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri