ଜାତୀୟ

ରାହୁଲଙ୍କ ବୟାନକୁ ନେଇ ଭାଜପାର ପ୍ରତିକ୍ରିୟା- ନେହେରୁ ଚାଇନା ସେନାଙ୍କୁ ଦେଇଥିଲେ ଚାଉଳ

ନୂଆଦିଲ୍ଲୀ,୨୫।୮: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଚାଇନାକୁ ନେଇ ଯେଉଁ ବୟାନ ଦେଇଥିଲେ ଏବେ ଏହା ଉପରେ ପ୍ରତିକ୍ରିୟା ରଖିଛି ଭାଜପା। ଭାରତୀୟ ଜନତା ପାର୍ଟି(ଭାଜପା) ନେତା ସୁଧାଂଶୁ ତ୍ରିବେଦୀ କହିଛନ୍ତି, ରାହୁଲ ଗାନ୍ଧୀ ପ୍ରେମର ନୁହେଁ, ବରଂ ପ୍ରତାରଣାର...

ସୁପ୍ରିମକୋର୍ଟରୁ ଲାଲୁଙ୍କ ବଡ ଆଶ୍ୱସ୍ତି

ନୂଆଦିଲ୍ଲୀ,୨୫।୮: ସୁପ୍ରିମକୋର୍ଟରୁ ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କୁ ଶୁକ୍ରବାର ଏକ ବଡ଼ ଆଶ୍ୱସ୍ତି ମିଳିଛି। ଲାଲୁଙ୍କ ଜାମିନ ରଦ୍ଦ କରିବାକୁ ସିବିଆଇର ଆବେଦନ ଉପରେ ସୁପ୍ରିମକୋର୍ଟ ଅକ୍ଟୋବରରେ ରାୟ ପ୍ରକାଶ କରିବେ। ଗୋଖାଦ୍ୟ ଦୁର୍ନୀତି ମାମଲାରେ ଲାଲୁ ପ୍ରସାଦ ଯାଦବଙ୍କ...

ବିଧାନସଭାରେ ଶ୍ୱଶୁରଙ୍କୁ କହିଲେ, ମୁଁ ତୁମର ବୋହୂ,ଆପଣଙ୍କୁ ଏହା କରିବାକୁ ପଡିବ

ଚଣ୍ଡିଗଡ,୨୫।୮: ହରିୟାଣା ବିଧାନସଭାର ମୌସୁମୀ ଅଧିବେଶନର ପ୍ରଥମ ଦିନରେ ଚନ୍ଦ୍ରୟାନ-୩ର ସଫଳତା ନେଇ ଭାଜପା ଓ କଂଗ୍ରେସ ବାକ୍‌ଯୁଦ୍ଧ ଦେଖାଦେଇଥିଲା। ଏହି ସମୟରେ ଏପରି ଏକ ଘଟଣା ଘଟିଥିଲା, ଯାହା ବିଧାନସଭାରେ ବସିଥିବା ବିଧାୟକ-ମନ୍ତ୍ରୀମାନେ ହସିବାକୁ ବାଧ୍ୟ ହୋଇଥିଲେ। ବାଡହା...

କାବେରୀ ନଦୀ ପ୍ରସଙ୍ଗ: ତାମିଲନାଡୁ ସରକାରଙ୍କୁ ସୁପ୍ରିମକୋର୍ଟରୁ ଝଟକା

ନୂଆଦିଲ୍ଲୀ,୨୫।୮: ତାମିଲନାଡୁ ସରକାରଙ୍କ କାବେରୀ ଜଳ ଛାଡିବା ଆବେଦନ ଉପରେ ନିର୍ଦ୍ଦେଶ ଦେବାକୁ ସୁପ୍ରିମକୋର୍ଟ ଶୁକ୍ରବାର ମନା କରି ଦେଇଛନ୍ତି। ତାମିଲନାଡୁ ଫସଲ ପାଇଁ କର୍ନାଟକ ଦ୍ୱାରା ପ୍ରତିଦିନ ୨୪,୦୦୦ କ୍ୟୁସେକ କାବେରୀ ଜଳ ଛାଡିବାକୁ ଦାବି କରିଥିଲା। ଏଥି...

ସତ୍ୟେନ୍ଦ୍ର ଜୈନଙ୍କୁ ଆଶ୍ୱସ୍ତି, ସେପ୍ଟେମ୍ବର ୧ଯାଏ ବଢିଲା ଅନ୍ତରୀଣ ଜାମିନ

ନୂଆଦିଲ୍ଲୀ,୨୫।୮: ଦିଲ୍ଲୀର ପୂର୍ବତନ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ଶୁକ୍ରବାର ସୁପ୍ରିମକୋର୍ଟଙ୍କଠାରୁ ଆଶ୍ୱସ୍ତି ମିଳିଛି। ମନି ଲଣ୍ଡରିଂ ମାମଲାରେ ସତ୍ୟେନ୍ଦ୍ର ଜୈନଙ୍କ ଅନ୍ତରୀଣ ଜାମିନକୁ ସର୍ବୋଚ୍ଚ ନ୍ୟାୟାଳୟ ସେପ୍ଟେମ୍ବର ୧ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଏହାପୂର୍ବରୁ ଜୁଲାଇ ୨୪ ରେ ସତ୍ୟେନ୍ଦ୍ରଙ୍କ...

ସଂସଦ ଭବନରେ ପ୍ରଦର୍ଶିତ ହେବ ‘ଗଦର ୨’

ସନି ଦେଓଲ ଏବଂ ଅମିଶା ପଟେଲଙ୍କ ଅଭିନୀତ ଫିଲ୍ମ ‘ଗଦର ୨’ ବକ୍ସ ଅଫିସରେ ଜବରଦସ୍ତ ପ୍ରଦର୍ଶନ କରିଛି। ଏହି ଫିଲ୍ମ ‘ପଠାନ’ ପରେ ୨୦୨୩ ବର୍ଷର ହିନ୍ଦୀ ସିନେମାର ଦ୍ୱିତୀୟ ବୃହତ୍ତମ ହିଟ ଫିଲ୍ମ ପାଲଟିଛି। ଏହି ଫିଲ୍ମ...

ମୁଁ ଗ୍ୟାରେଣ୍ଟି ଦେଉଛି, ୨୦୨୪ରେ ଆମେ ଭାଜପାକୁ ହରାଇବୁ: ରାହୁଲ

ନୂଆଦିଲ୍ଲୀ,୨୫।୮: କଂଗ୍ରେସ ନେତା ରାହୁଲ ଗାନ୍ଧୀ ୨୦୨୪ ଲୋକ ସଭା ନିର୍ବାଚନ ସମ୍ପର୍କରେ ଏକ ବଡ଼ ଦାବି କରିଛନ୍ତି। ଲଦାଖରେ କାର୍ଯ୍ୟକର୍ତ୍ତାଙ୍କ ସହ କଥାବାର୍ତ୍ତା ବେଳେ ରାହୁଲ ଗାନ୍ଧୀ କହିଛନ୍ତି ଯେ, ମୁଁ ଆପଣଙ୍କୁ ଗ୍ୟାରେଣ୍ଟି ଦେଉଛି, ଆମେ ୨୦୨୪ରେ...

ଭାଜପା ସହ ଆଦୌ ମେଣ୍ଟ କରିବୁ ନାହିଁ:ସୁଖବୀର ସିଂ ବାଦଲ

ଚଣ୍ଡିଗଡ,୨୫।୮: ପଞ୍ଜାବର ରାଜନୈତିକ ସର୍କଲରେ ଶିରୋମଣି ଅକାଳୀ ଦଳ ଏବଂ ଭାରତୀୟ ଜନତା ପାର୍ଟି (ଭାଜପା) ମଧ୍ୟରେ ମିଳିତ ମେଣ୍ଟକୁ ନେଇ ଅନେକ ସମୟରେ ଚର୍ଚ୍ଚା ହେଉଛି। କିନ୍ତୁ ଅକାଳୀ ଦଳ ମୁଖ୍ୟ ସୁଖବୀର ସିଂ ବାଦଲଙ୍କ ଏହି ଚର୍ଚ୍ଚା...

ଅଗଷ୍ଟରେ ହେବନି ‘ଇଣ୍ଡିଆ’ର ବୈଠକ

ନୂଆଦିଲ୍ଲୀ,୨୫।୮: ୩୦-୩୧ ଅଗଷ୍ଟରେ ମୁମ୍ବାଇରେ ହେବାକୁ ଥିବା ‘ଇଣ୍ଡିଆ’ ବୈଠକ ବର୍ତ୍ତମାନ ସେପ୍ଟେମ୍ବର ୧ ତାରିଖରେ ଅନୁଷ୍ଠିତ ହେବ। ଏନେଇ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ପାଟନାରେ ଶୁକ୍ରବାର ସୂଚନା ଦେଇଛନ୍ତି। ଭାଜପା ସରକାରଙ୍କ ବିରୋଧରେ ଜୁନ ୨୩ରେ ପ୍ରଥମ ଥର...

ସେପ୍ଟେମ୍ବର ୨ରେ ଲଞ୍ଚ୍‌ ହେବ ଇସ୍ରୋର ସୂର୍ଯ୍ୟ ମିଶନ

ନୂଆଦିଲ୍ଲୀ,୨୫।୮: ମିଶନ ମୁନ ଅଧୀନରେ ଇସ୍ରୋ ଚନ୍ଦ୍ରୟାନ-୩କୁ ଚନ୍ଦ୍ରର ଦକ୍ଷିଣ ପୋଲରେ ଅବତରଣ କରି ଇତିହାସ ସୃଷ୍ଟି କରିଛି। ଇସ୍ରୋ ମିଶନ ସନ ଅଧୀନରେ ସୂର୍ଯ୍ୟଙ୍କ ନିକଟରେ ପହଞ୍ଚିବାର ପ୍ରସ୍ତୁତ କରୁଛି। ସେପ୍ଟେମ୍ବର ୨ରେ ଇସ୍ରୋ ପିଏସ୍‌ଏଲଭି ରକେଟ ମାଧ୍ୟମରେ...

ମୁକୁଳିବେ ଅମରମଣୀ ତ୍ରିପାଠୀ, ପତ୍ନୀ ମଧୁମଣି, ୟୁପି ସରକାରଙ୍କୁ ନୋଟିସ ଜାରି

ନୂଆଦିଲ୍ଲୀ,୨୫।୮: ସୁପ୍ରିମକୋର୍ଟ କବୟିତ୍ରୀ ମଧୁମିତା ଶୁକ୍ଳା ହତ୍ୟାକାଣ୍ଡର ଦୋଷୀଙ୍କୁ ସମୟ ପୂର୍ବରୁ ମୁକୁଳାଇବା ନିର୍ଦ୍ଦେଶ ଉପରେ ଉତ୍ତର ପ୍ରଦେଶ ସରକାରଙ୍କୁ ନୋଟିସ ଜାରି କରିଛନ୍ତି। ଏହାସହ କୋର୍ଟ ଦୋଷୀମାନଙ୍କୁ ମୁକ୍ତ କରିବାକୁ ସମର୍ଥନ କରିଛନ୍ତି। ସୂଚନାଯୋଗ୍ୟ, ଉତ୍ତରପ୍ରଦେଶ ସରକାର ପୂର୍ବତନ...

ମୁମ୍ବାଇ ପୋଲିସକୁ ଆସିଲା ବିମାନରେ ବୋମାଥିବା ଫୋନ କଲ, ଘଟଣାର ଯାଞ୍ଚ ଆରମ୍ଭ

ମୁମ୍ବାଇ,୨୫।୮: ମୁମ୍ବାଇ ପୋଲିସ କଣ୍ଟ୍ରୋଲ ରୁମକୁ ମୁମ୍ବାଇ ବିମାନ ବନ୍ଦରରେ ଏକ ବିମାନରେ ବୋମାଥିବା ମିଥ୍ୟା କଲ ଆସିଛି। ଏହି କଲ ସତାରାର ଜଣେ ଯୁବକ କରିଥିବା କୁହାଯାଉଛି। ତେବେ ଏହା ପଛର କାରଣ କ’ଣ ଓ ଯୁବକ ଜଣଙ୍କ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri