ଜାତୀୟ

ୟୁପି ଉପନିର୍ବାଚନ: ଘୋଷି ଆସନରୁ ଦାରା ସିଂ ଚୌହାନଙ୍କୁ ପ୍ରାର୍ଥୀ କଲା ଭାଜପା

ଲକ୍ଷ୍ନୌ,୧୪।୮: ଉତ୍ତରପ୍ରଦେଶର ମଉ ବିଧାନସଭା ଆସନରେ ଅନୁଷ୍ଠିତ ହେବାକୁ ଥିବା ଉପନିର୍ବାନଚ ପାଇଁ ଭାଜପା ଏହାର ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ଦଳ ଦାରା ସିଂ ଚୌହାନଙ୍କୁ ଟିକେଟ୍‌ ଦେଇଛି। ଦଳ ଦାରା ସିଂ ଚୌହାନ ସମାଜବାଦୀ ପାର୍ଟି ଛାଡି...

ଚନ୍ଦ୍ରର ଆହୁରି ନିକଟତର ହେଲା ଚନ୍ଦ୍ରୟାନ-୩, ମିଶନ ଚନ୍ଦ୍ର ପାଇଁ ବଡ ଦିନ ହେବ ୧୬ ଅଗଷ୍ଟ

ନୂଆଦିଲ୍ଲୀ,୧୪।୮: ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନ (ଇସ୍ରୋ)ର ମିଶନ ଚନ୍ଦ୍ରୟାନ-୩ ଚନ୍ଦ୍ରର ଆହୁରି ନିକଟତର ହୋଇଛି। ଉତ୍‌କ୍ଷେପଣର ଏକ ମାସ ପରେ ସୋମବାର ଚନ୍ଦ୍ରୟାନ-୩ ଚନ୍ଦ୍ରର ଚତୁର୍ଥ କକ୍ଷପଥରେ ପ୍ରବେଶ କରିଛି ଏବଂ ୧୫୦କି.ମି. x ୧୭୭ କି.ମି. କକ୍ଷପଥରେ...

‘ଇଣ୍ଡିଆ’ ମେଣ୍ଟରୁ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ଚେହେରା! ମେଗା ପ୍ଲାନ ପ୍ରସ୍ତୁତ କରିଛି ଟିଏମସି

କୋଲକାତା,୧୪।୮: ଲୋକ ସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ରଙ୍କ ବିରୋଧରେ ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ ଗଠିତ ହୋଇଥିବା ୨୬ଟି ଦଳର ମେଣ୍ଟ ‘ଇଣ୍ଡିଆ’ ପକ୍ଷରୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କିଏ ହେବେ? ଏଥିପାଇଁ ଅନେକ ନାମ ଉପରେ...

ନୁହରେ ଚାଲୁ ହେଲା ଇଣ୍ଟରନେଟ ସେବା

ନୁହ,୧୪।୮: ହରିୟାଣାର ନୁହ ଜିଲାରେ ଦୁଇ ସପ୍ତାହ ପରେ ଇଣ୍ଟରନେଟ ସେବା ଯୋଗାଇ ଦିଆଯାଇଛି। ଜିଲାରେ ୩୧ ଜୁଲାଇରେ ଏକ ଧାର୍ମିକ ଶୋଭାଯାତ୍ରା ସମୟରେ ହିଂସା ହୋଇଥିଲା, ଏହାପରେ ଇଣ୍ଟରନେଟ ସେବାକୁ ବନ୍ଦ କରି ଦିଆଯାଇଥିଲା। ବର୍ତ୍ତମାନ ଏହା ପୁଣି...

ସାବରମତି ଏକ୍ସପ୍ରେସରେ ନିଆଁ ଲଗାଇବା ଘଟଣା: ଅଭିଯୁକ୍ତଙ୍କ ଜାମିନ ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୪।୮: ୨୦୦୨ରେ ଗୋଧ୍ରାସ୍ଥିତ ସାବରମତି ଏକ୍ସପ୍ରେସରେ ନିଆଁ ଲଗାଇ ଦୋଷୀ ସାବ୍ୟସ୍ତ ହୋଇଥିବା ବ୍ୟକ୍ତିଙ୍କ ଜାମିନ ପ୍ରସଙ୍ଗରେ ସୋମବାର ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି। ଏହି ତିନି ଦୋଷୀଙ୍କୁ ଜାମିନ ଦେବାକୁ କୋର୍ଟ ମନା କରି ଦେଇଛନ୍ତି। ଏହି ତିନିଜଣ ଦୋଷୀ...

ମୁଁ ଇଂରାଜୀ ବିରୋଧୀ ନୁହେଁ, କିନ୍ତୁ ଭାରତର ପିଲାମାନେ ମାତୃଭାଷା ସହିତ ହିନ୍ଦୀ ଶିଖିବା ଉଚିତ୍‌: ଅମିତ ଶାହା

ଅହମ୍ମଦାବାଦ,୧୪।୮: କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଦେଶର ସ୍ଥାନୀୟ ଭାଷାଗୁଡ଼ିକୁ ସଂରକ୍ଷଣ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଛନ୍ତି। ଗୁଜରାଟ ଗସ୍ତରେ ଅହମ୍ମଦାବାଦ୍‌ଠାରେ ଥିବା ଭାରତୀୟ ଶିକ୍ଷା ସଂସ୍ଥାନ(ଆଇଆଇଟିଇ) ର ଦୀକ୍ଷାନ୍ତ ସମାରୋହରେ ସ୍ନାତକୋତ୍ତର ଛାତ୍ରମାନଙ୍କୁ ସମ୍ବୋଧିତ କରିଥିଲେ। ଏହି...

ରାଜସ୍ଥାନ ସରକାର ସର୍ବଧିକ ଦୁର୍ନୀତିଗ୍ରସ୍ତ: ଭାଜପା…

ଜୟପୁର,୧୪।୮ : ରାଜସ୍ଥାନରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏନେଇ ରାଜ୍ୟରେ ଶାସକ ଏବଂ ବିରୋଧୀଙ୍କ ମଧ୍ୟରେ ବହୁ ଆରୋପ ପ୍ରତ୍ୟାରୋପ ଜାରି ରହିଛି। ଚଳିତ ବର୍ଷ ଶେଷରେ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି, ଏଭଳି ପରିସ୍ଥିତିରେ ସମସ୍ତ...

ଭାଜପା ଛାଡିଲେ ପୂର୍ବତନ ମନ୍ତ୍ରୀ

ହାଇଦ୍ରାବାଦ୍‌,୧୪।୮: ତେଲେଙ୍ଗାନାରେ ପୂର୍ବତନ ମନ୍ତ୍ରୀ ଏ ଚନ୍ଦ୍ରଶେଖର ଭାଜପା ଛାଡି କଂଗ୍ରେସକୁ ଫେରିବାକୁ ଘୋଷଣା କରିଛନ୍ତି। ଚନ୍ଦ୍ରଶେଖର କହିଛନ୍ତି ଯେ, ଦଳର ସଦସ୍ୟତା ପଦରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫା ପତ୍ର ରାଜ୍ୟ ଭାଜପା ସଭାପତି ତଥା କେନ୍ଦ୍ର...

ମୌସୁମୀ ବିପର୍ଯ୍ୟୟ: ହିମାଚଳ ପ୍ରଦେଶରେ ୨୫୭ ମୃତ୍ୟୁ, ୭୦୦୦ କୋଟିରୁ ଅଧିକ ସମ୍ପତ୍ତି ନଷ୍ଟ…

ଶିମଲା,୧୪।୮ : ହିମାଚଳ ପ୍ରଦେଶରେ ମୌସୁମୀ ବିପର୍ଯ୍ୟୟ ଜାରି ରହିଛି। ବାଦଲ ଫଟା ବର୍ଷା ଯୋଗୁ ବନ୍ୟା ଓ ଭୂସ୍ଖଳନ ହେତୁ ହିମାଚଳ ପ୍ରଦେଶ ଦେଶର ସବୁଠାରୁ ଅଧିକ ପ୍ରଭାବିତ ରାଜ୍ୟ ହୋଇଛି। ଜୁନ ୨୪ ରେ ହିମାଚଳ ପ୍ରଦେଶରେ...

ଭାଜପାକୁ ଭୋଟ ଦେଉଥିବା ଲୋକ ରାକ୍ଷସ: ରଣଦୀପ ସୁରଜେୱାଲା

ନୂଆଦିଲ୍ଲୀ,୧୪।୮: ଲୋକ ସଭା ନିର୍ବାଚନ ୨୦୨୪ ପାଇଁ କେବଳ କିଛି ମାସ ବାକି ଅଛି। ସମସ୍ତ ଦଳ ନିର୍ବାଚନ ପାଇଁ ପ୍ରସ୍ତୁତି କରିବାରେ ବ୍ୟସ୍ତ ଅଛନ୍ତି। ହରିୟାଣାର କୈଥଲ ଠାରେ କଂଗ୍ରେସର ଜନ ବିରୋଧ ପ୍ରଦର୍ଶନ କରାଯାଇଥିଲା। ଏଥିରେ ଯୋଗ...

ସ୍ବାଧୀନତା ଦିବସରେ ଆତଙ୍କବାଦୀ ଆକ୍ରମଣ ଆଶଙ୍କା: ଗୁପ୍ତଚର ଏଜେନ୍ସି ପକ୍ଷରୁ ସତର୍କ ସୂଚନା ଜାରି…

ନୂଆଦିଲ୍ଲୀ,୧୪।୮ : ସାରା ଦେଶରେ ୭୭ ତମ ସ୍ବାଧୀନତା ଦିବସ ପାଳନ ପାଇଁ ପ୍ରସ୍ତୁତି ଚାଲିଛି। ଏହି ସମୟରେ, ସତର୍କ ସୂଚନା ଜାରି କରି ଗୁପ୍ତଚର ଏଜେନ୍ସି ପକ୍ଷରୁ ସ୍ବାଧୀନତା ଦିବସରେ ଆତଙ୍କବାଦୀ ଆକ୍ରମଣ ହେବାର ଆଶଙ୍କା ପ୍ରକାଶ କରିଛନ୍ତି।...

ମୋଦିଙ୍କ ଅପିଲ ପରେ ଭାଜପା ନେତା ବଦଳାଇଲେ ‘ଏକ୍ସ’ ଡିପି

ନୂଆଦିଲ୍ଲୀ,୧୪।୮: ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଭାଜପାର ୪ ବଡ ନେତାଙ୍କ ଭେରିଫିକେଶନ ଟିକ ଉଭାନ ହୋଇଯାଇଛି। ଏମାନଙ୍କ ମଧ୍ୟରେ ରହିଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଶିବରାଜ ସିଂ ଚୌହାନ, ମନୋହର ଲାଲ ଖଟ୍ଟର। ଏମାନେ ସମସ୍ତେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri