ଜାତୀୟ

ଦକ୍ଷିଣ ଆଫ୍ରିକା ଖବରକାଗଜରେ ମୋଦିଙ୍କ ଗୁଣଗାନ, ଫଟୋ ଶେୟାର କଲେ ଏସ୍‌. ଜୟଶଙ୍କର

ନୂଆଦିଲ୍ଲୀ/ଜୋହାନ୍ସବର୍ଗ,୨୪ା୮: ଭାରତର ଚନ୍ଦ୍ରୟାନ-୩ ମିଶନର ସଫଳତା ସାରା ବିଶ୍ୱରେ ଚର୍ଚ୍ଚା ହେଉଛି। ଏହି ସଫଳତା ପାଇଁ ବିଶ୍ୱର ସମସ୍ତ ନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆଇଏସ୍‌ଆର୍‌ଓଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଆମେରିକୀୟ ସ୍ପେସ୍‌ ଏଜେନ୍ସି ନାସା, ରୁଷିଆର ସ୍ପେସ୍‌ ଏଜେନ୍ସି...

ବଢିବ ଚିନି ଦର

ନୂଆଦିଲ୍ଲୀ,୨୪।୮: ସାତ ବର୍ଷରେ ପ୍ରଥମ ଥର ପାଇଁ ଚିନି ରପ୍ତାନି ଉପରେ ପ୍ରତିବନ୍ଧକ ଲଗାଇପାରନ୍ତି ଭାରତ ସରକାର। ଅକ୍ଟୋବରରୁ ଆରମ୍ଭ ହେବାକୁ ଥିବା ଚିନି ଋତୁରେ ଏହି ନିଷ୍ପତ୍ତି ନିଆଯାଇପାରେ। ଚଳିତ ବର୍ଷ କମ ବର୍ଷା ହେତୁ ଆଖୁ ଫସଲ...

ଇସ୍ରୋର କୌଣସି ବୈଜ୍ଞାନିକ କୋଟିପତି ନୁହେଁ: ମାଧବନ ନାୟର

ବେଙ୍ଗାଲୁରୁ,୨୪।୮: ଦେଶର ଚନ୍ଦ୍ରାୟନ-୩ ମିଶନର ସଫଳତାରେ ଖୁସି ବ୍ୟକ୍ତ କରି ଭାରତୀୟ ମହାକାଶ ଅନୁସନ୍ଧାନ ସଙ୍ଗଠନ(ଇସ୍ରୋ)ର ପୂର୍ବତନ ଅଧ୍ୟକ୍ଷ ଜି ମାଧବନ ନାୟର କହିଛନ୍ତି, ଇସ୍ରୋ ବୈଜ୍ଞାନିକଙ୍କ ବେତନ ଅନ୍ୟ ବିକଶିତ ଦେଶର ବୈଜ୍ଞାନିକଙ୍କ ବେତନର ପାଞ୍ଚ ଭାଗରୁ ଭାଗେ।ବୋଧହୁଏ...

ମଧ୍ୟପ୍ରଦେଶ, ଛତିଶଗଡରେ ସହ-ପ୍ରଭାରୀ ନିଯୁକ୍ତ କଲା ଏଏପି

ଭୋପାଳ,୨୪।୮: ଆମ ଆଦମୀ ପାର୍ଟି ଜଗତାର ସିଂ ଦିୟାଲପୁରା ଏବଂ ରଜନୀଶ କୁମାର ଦାହିଆଙ୍କୁ ମଧ୍ୟପ୍ରଦେଶର ସହ-ପ୍ରଭାରୀ ଏବଂ ଅମୋଲକ ସିଂ ଏବଂ ଅମୃତପାଲ ସିଂ ସୁଖାନନ୍ଦଙ୍କୁ ଛତିଶଗଡର ସହ-ପ୍ରଭାରୀ ନିଯୁକ୍ତ କରିଛି। ଚଳିତ ବର୍ଷ ଶେଷରେ ଉଭୟ ରାଜ୍ୟରେ...

‘ଗର୍ବର ବିଷୟ’ ଚନ୍ଦ୍ରୟାନ-୩ ସଫଳତା ଉପରେ ଏସ୍‌ ସୋମନାଥଙ୍କୁ ଚିଠି ଲେଖିଲେ ସୋନିଆ

ନୂଆଦିଲ୍ଲୀ,୨୪।୮: ଚନ୍ଦ୍ରୟାନ-୩ ସଫଳତା ପାଇଁ ସାରା ଦେଶରେ ଖୁସିର ବାତାବରଣ ରହିଛି। ଏହି କ୍ରମରେ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ତଥା ବରିଷ୍ଠ ନେତା ସୋନିଆ ଗାନ୍ଧୀ ମଧ୍ୟ ଖୁସି ବ୍ୟକ୍ତ କରିଛନ୍ତି। ଚନ୍ଦ୍ରୟାନ-୩ର ସଫଳ ଅବତରଣ ପରେ ସେ ନିଜ...

ଚନ୍ଦ୍ରୟାନ-୩ର ସଫଳତାରେ ଖୁସି ନୁହନ୍ତି ଚାଇନା ଆଉ ପାକିସ୍ତାନ

ନୂଆଦିଲ୍ଲୀ,୨୪ା୮: ବୁଧବାର ସନ୍ଧ୍ୟାରେ ଯେତେବେଳେ ଚନ୍ଦ୍ରୟାନ-୩ ଚନ୍ଦ୍ରପୃଷ୍ଠରେ ଅବତରଣ କଲା, ସେତେବେଳେ ପ୍ରତ୍ୟେକ ଭାରତୀୟଙ୍କ ଛାତି ଗର୍ବର ସହିତ ପ୍ରଶସ୍ତ ହୋଇଗଲା। ଏ କ୍ଷେତ୍ରରେ ଭାରତ ପୃଥିବୀର ପ୍ରଥମ ଦେଶ ହୋଇପାରିଛି। ବ୍ରିକ୍ସ ସଦସ୍ୟ ଦେଶମାନେ ମଧ୍ୟ ଦକ୍ଷିଣ ଆଫ୍ରିକାରେ...

ଭାରତୀୟ କୁସ୍ତି ସଂଘର ସଦସ୍ୟତା ରଦ୍ଦ

ନୂଆଦିଲ୍ଲୀ,୨୪।୮: ବିଶ୍ୱ କୁସ୍ତି ସଂଘ (ୟୁନାଇଟେଡ ୱାଲର୍‌ଡ ରେସଲିଂ) ଭାରତୀୟ କୁସ୍ତି ସଂଘର ସଦସ୍ୟତାକୁ ରଦ୍ଦ କରିଦେଇଛି। ଭାରତୀୟ କୁସ୍ତି ସଂଘରେ ନିବର୍ରଚନ ନ ହେବା କାରଣରୁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। କୁସ୍ତି ସଂଘର ସଦସ୍ୟତା ରଦ୍ଦ ହେତୁ...

ପାକିସ୍ତାନ ଉପରେ ସର୍ଜିକାଲ ଷ୍ଟ୍ରାଇକ ବଦଳରେ ଶାନ୍ତି ଆଲୋଚନା କଲେ କ୍ଷତି କ’ଣ: ଆୟାର…

ନୂଆଦିଲ୍ଲୀ,୨୪।୮ : ଯଦି ଆମେ ପାକିସ୍ତାନ ଉପରେ ଆକ୍ରମଣ କରିପାରିବା ତେବେ ଶାନ୍ତି ପାଇଁ କଥାବାର୍ତ୍ତା କାହିଁକି ହୋଇପାରିବ ନାହିଁ ବୋଲି ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା କଂଗ୍ରେସ ନେତା ମଣି ଶଙ୍କର ଆୟାର ପ୍ରଶ୍ନ କରିଛନ୍ତି। ମଣି ଶଙ୍କର...

ଅଭିନେତା ରାକେଶ ରୋଶନଙ୍କୁ ଦେଶର ପ୍ରଥମ ମହାକାଶଚାରୀ କହିଦେଲେ ମମତା ବାନାର୍ଜୀ

କୋଲକତା,୨୪।୮: ଭାରତର ତୃତୀୟ ମୁନ୍‌ ମିଶନ୍‌ ଚନ୍ଦ୍ରୟାନ-୩କୁ ମିଳିଛି ବିରଳ ସଫଳତା। ଚନ୍ଦ୍ରର ସାଉଥ୍‌ ପୋଲ୍‌ରେ ଚନ୍ଦ୍ରୟାନ-୩ ସଫ୍ଟ ଲ୍ୟାଣ୍ଡିଂ କରିବାରେ ସଫଳ ହେବା ସହ ୧୪୦ କୋଟି ଭାରତୀୟଙ୍କ ହୃଦୟରେ ଖୁସିର ଲହରି ଖେଳିଯାଇଛି। ଏହି ଖୁସିଲେ ପଶ୍ଚିମବଙ୍ଗର...

ଚନ୍ଦ୍ରାୟାନର ଲ୍ୟାଣ୍ଡିଂ ପରେ ଇସ୍ରୋରେ ଖୁସିର ମାହୋଲ, ଇସ୍ରୋ ମୁଖ୍ୟ ଏସ ସୋମନାଥଙ୍କ ଡ୍ୟାନ୍ସ ଭିଡିଓ ଭାଇରାଲ

ବେଙ୍ଗାଲୁରୁ,୨୪।୮: ଚନ୍ଦ୍ରରେ ପାଦ ଥାପିଛି ଚନ୍ଦ୍ରାୟାନ ୩। ଗୁରୁବାର ଲ୍ୟାଣ୍ଡର ବିକ୍ରମରୁ ବାହାରି ରୋଭର ପ୍ରଜ୍ଞା ଚନ୍ଦ୍ରପୃଷ୍ଠରେ ଓହ୍ଲାଇଛି। ଏନେଇ ଇସ୍ରୋ ପକ୍ଷରୁ ଟ୍ବିଟ୍‌ କରାଯାଇଛି। ଭାରତର ୧୪୦କୋଟି ନାଗରିକ ଏନେଇ ଖୁସି ବ୍ୟକ୍ତ କରିଛନ୍ତି। ସେହିପରି ବିଦେଶରୁ ମଧ୍ୟ...

ରାମ ମନ୍ଦିର ତାଲା ଖୋଲିବା ରାଜୀବ ଗାନ୍ଧୀଙ୍କ ବଡ଼ ଭୁଲ ଥିଲା: ମଣି ଶଙ୍କର ଆୟାର…

ନୂଆଦିଲ୍ଲୀ,୨୪।୮ : ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା କଂଗ୍ରେସ ନେତା ମଣି ଶଙ୍କର ଆୟାର ତାଙ୍କ ଆତ୍ମଜୀବନୀ ’ମେମୋରିସ ଅଫ ଏ ମାଭେରିକ – ଦ ଫାଷ୍ଟ ଫିଫ୍ଟି ଇୟରର୍ସ (୧୯୪୧-୧୯୯୧)ରେ ଏପରି ଅନେକ କଥା ଲେଖିଛନ୍ତି, ଯାହା ବିବାଦୀୟ...

‘ଭାରତ ବିଶ୍ୱକୁ ଆଧ୍ୟାତ୍ମିକ ପ୍ରଗତି ପଥରେ ଆଗେଇ ନେବ’

ନାଗପୁର,୨୪।୮: ଭାରତ ବିଶ୍ୱକୁ ଆଧ୍ୟାତ୍ମିକ ପ୍ରଗତି ପଥରେ ଆଗେଇ ନେବ ବୋଲି ରାଷ୍ଟ୍ରିୟ ସ୍ବୟଂ ସେବକ ସଂଗଠନର ମୁଖ୍ୟ ମୋହନ ଭଗବତ କହିଛନ୍ତି। ଚନ୍ଦ୍ରାୟନ-୩ ର ସଫଳ ଅବତରଣରେ ସେ କହିଛନ୍ତି ଯେ, ବର୍ତ୍ତମାନ ପର୍ଯ୍ୟନ୍ତ ଚନ୍ଦ୍ରର ଦକ୍ଷିଣ ମେରୁରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri