ଜାତୀୟ

ବର୍ଷକୁ ୨ ଥର ବୋର୍ଡ ପରୀକ୍ଷା

ନୂଆଦିଲ୍ଲୀ,୨୪ା୮ : ଏଣିକି ବୋର୍ଡ ପରୀକ୍ଷା ବର୍ଷକୁ ଦୁଇଥର ହେବ। ପରୀକ୍ଷାରେ ସବୁଠୁ ଭଲ ନମ୍ବର ରଖିବା ପାଇଁ ପିଲାମାନଙ୍କ ପାଖରେ ବିକଳ୍ପ ରହିବ। ଏକାଦଶ ଏବଂ ଦ୍ୱାଦଶ ଶ୍ରେଣୀ ଛାତ୍ରୀଛାତ୍ର ଗୋଟିଏ ଭାଷା ପରିବର୍ତ୍ତେ ଦୁଇଟି ଭାଷା ପଢ଼ିବେ...

ଚନ୍ଦ୍ରରେ ଭାରତ, ଦେଶବାସୀ ଗର୍ବିତ

ନୂଆଦିଲ୍ଲୀ,୨୪ା୮: ଯାହାକୁ ଅଗଣିତ ଦେଶବାସୀ ଅପେକ୍ଷା କରିଥିଲେ, ଯାହା ଉପରେ ସମଗ୍ର ବିଶ୍ୱର ନଜର ରହିଥିଲା, ସେହି ଐତିହାସିକ ମୁହୂର୍ତ୍ତ ଉପନୀତ। ବୁଧବାର ସନ୍ଧ୍ୟା ୬ଟା ୪ ମିନିଟ୍‌ରେ ଚନ୍ଦ୍ରରେ ପାଦ ଥାପିବାରେ ସକ୍ଷମ ହୋଇଛି ଭାରତ। ଭାରତୀୟ ମହାକାଶ...

ପୁଣି ବଢିଲା ଅଭିଷେକ ବାନାର୍ଜୀଙ୍କ ଅଡୁଆ

କୋଲକତା,୨୩।୮:ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଭଣଜା ତଥା ଟିଏମ୍‌ସି ଏମ୍‌ପି ଅଭିଷେକ ବାନାର୍ଜୀ ଅଡୁଆ ବଢିବାରେ ଲାଗିଛି। ଅଭିଷେକଙ୍କ କମ୍ପାନୀର ପରିସରରେ ବୁଧବାର ଚଢାଉ କରିଛି ଇଡି। ଚଢାଉ ପରେ କିଛି ଦଲିଲ ଜବତ କରାଯାଇଛି। ପଶ୍ଚିମବଙ୍ଗର ଶିକ୍ଷକ ନିଯୁକ୍ତି...

ଭଣଜାଙ୍କ କାନ୍ଧରେ ହାତ ରଖିଲେ ମାୟାବତୀ, କହିଲେ-୨୦୨୪ ନିର୍ବାଚନ ଏକତରଫା ହେବନାହିଁ

ଲକ୍ଷ୍ନୌ,୨୩।୮: ବହୁଜନ ସମାଜବାଦୀ ପାର୍ଟି ପ୍ରମୁଖ ମାୟାବତୀ ଅନ୍ୟ କୌଣସି ଦଳ ସହ ମେଣ୍ଟ ନ କରି ୨୦୨୪ ଲୋକ ସଭା ନିର୍ବାଚନ ଲଢ଼ିବାକୁ ନିଷ୍ପତ୍ତି ନେଇଛନ୍ତି। ଲକ୍ଷ୍ନୌରେ ବୁଧବାର ହୋଇଥିବା ବୈଠକରେ ମାୟାବତୀଙ୍କ ଭାଇ ଆନନ୍ଦ କୁମାର ଏବଂ...

ଦିଲ୍ଲୀ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କଲା ଶ୍ରୀଲଙ୍କା ବିମାନ

ନୂଆଦିଲ୍ଲୀ,୨୩।୮: କଲମ୍ବୋରୁ ଆସୁଥିବା ଶ୍ରୀଲଙ୍କା ଏୟାରଲାଇନ୍ସର ଏକ ବିମାନ ହାଇଡ୍ରୋଲିକ ସମସ୍ୟା ହେତୁ ବୁଧବାର ସାରେ ଦିଲ୍ଲୀ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କଲା। ବିମାନରେ ୧୪୦ରୁ ଅଧିକ ଲୋକ ଥିଲେ। ବିମାନଟି ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଥିଲା। ମିଳିଥିବା ସୂଚନା ଅନୁଯାୟୀ,...

ଚନ୍ଦ୍ରୟାନ-୩ ମିଶନରୁ ଭାରତକୁ କ’ଣ ଲାଭ ମିଳିବ ଜାଣନ୍ତୁ…

ନୂଆଦିଲ୍ଲୀ,୨୩ା୮: ଚନ୍ଦ୍ରୟାନ-୩ ମିଶନ ଆଜି ସଫଳତା ହାସଲ କରିଛି। ତେବେ ଏହି ମିଶନରୁ ଭାରତ କ’ଣ ଲାଭବାନ ହେବ ସେ ସମ୍ପର୍କରେ ଜାଣନ୍ତୁ… ଏହା ଦ୍ୱାରା ବୈଜ୍ଞାନିକମାନେ ଚନ୍ଦ୍ରର ବାୟୁମଣ୍ଡଳ ବିଷୟରେ ସୂଚନା ପାଇବେ। ଆଉ ମଧ୍ୟ ଏକ ପ୍ରଶ୍ନ...

ଆମେ ଚନ୍ଦ୍ର ଉପରେ ପାଦ ରଖିଛୁ: ଇସ୍ରୋ ମୁଖ୍ୟ

ଶ୍ରୀହରିକୋଟା,୨୩।୮: ବୁଧବାର ଭାରତ ଇତିହାସ ସୃଷ୍ଟି କରିଛି। ଚନ୍ଦ୍ରୟାନ-୩ ଚନ୍ଦ୍ର ପୃଷ୍ଠରେ ସଫ୍ଟ ଲ୍ୟାଣ୍ଡିଂ କରିଛି। ଏହା ଉପରେ ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ମୁଖ୍ୟ ଏସ ସୋମନାଥ ଖୁସି ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି ଯେ, ଆମେ...

ଭାରତର ଐତିହାସିକ ମିଶନକୁ ସଫଳ କରିବାରେ ନାସା, ଇସାର ଥିଲା ଗୁରୁତ୍ୱପୂର୍ଣ୍ଣ ଭୂମିକା

ନୂଆଦିଲ୍ଲୀ,୨୩ା୮: ଭାରତର ଚନ୍ଦ୍ରୟାନ-୩ ବୁଧବାର ସନ୍ଧ୍ୟାରେ ସଫଳତାର ସହ ଚନ୍ଦ୍ରପୃଷ୍ଠରେ ଅବତରଣ କରିଛି। ଇସ୍ରୋ ଦ୍ୱାରା ଚନ୍ଦ୍ରରେ ସଫଳ ଅବତରଣ ସହିତ ଭାରତ ଇତିହାସ ରଚିଛି। ଚନ୍ଦ୍ରରେ ସଫଳତାର ସହ ଅବତରଣ କରିବାରେ ଭାରତ ବିଶ୍ୱର ଚତୁର୍ଥ ଦେଶ ହୋଇପାରିଛି।...

ରୁଷିଆ, ଆମେରିକା ଏବଂ ଚାଇନାକୁ ପଛରେ ପକାଇଲା ଭାରତ

ନୂଆଦିଲ୍ଲୀ,୨୩।୮: ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଆଜି ଗର୍ବର ଦିନ। ଭାରତର ବହୁ ପ୍ରତୀକ୍ଷିତ ଚନ୍ଦ୍ର ମିଶନ ‘ଚନ୍ଦ୍ରୟାନ-୩’ ଚନ୍ଦ୍ରର ଦକ୍ଷିଣ ମେରୁରେ ସଫଳତାର ସହ ‘ସଫ୍ଟ ଲ୍ୟାଣ୍ଡିଂ’ କରିଛି। ଏହି ଅପୂର୍ବ ସଫଳତା ସହିତ ଭାରତ ଇତିହାସ ସୃଷ୍ଟି କରିଛି।...

ଏହି କ୍ଷଣ ଅବିସ୍ମରଣୀୟ: ମୋଦି

ନୂଆଦିଲ୍ଲୀ/ଜୋହାନ୍ସବର୍ଗ,୨୩ା୮: ବୁଧବାର ସନ୍ଧ୍ୟାରେ ଇତିହାସ ରଚିଛି ଭାରତ। ଇସ୍ରୋର ଚନ୍ଦ୍ରୟାନ-୩ ସୁରକ୍ଷିତ ଭାବରେ ଚନ୍ଦ୍ରର ସାଉଥ୍‌ପୋଲ ବା ଦକ୍ଷିଣ ମେରୁରେ ଲ୍ୟାଣ୍ଡିଂ କରିଛି। ଏହି ସଫଳତା ହାସଲ ପରେ ଦକ୍ଷିଣ ଆଫ୍ରିକା ଗସ୍ତରେ ଥାଇ ପ୍ରଧାନମନ୍ତ୍ରୀ ସେଠାରୁ ଇସ୍ରୋ ବୈଜ୍ଞାନିକ...

ଇତିହାସ ରଚିଲା ଭାରତ: ଚନ୍ଦ୍ରପୃଷ୍ଠରେ ସଫ୍ଟ ଲ୍ୟାଣ୍ଡିଂ କଲା ଚନ୍ଦ୍ରୟାନ-୩

ଶ୍ରୀହରିକୋଟା,୨୩।୮: ସବୁ ପ୍ରତୀକ୍ଷାର ଅନ୍ତ ଘଟିଛି। ଚନ୍ଦ୍ରପୃଷ୍ଠରେ ସଫ୍ଟ ଲ୍ୟାଣ୍ଡିଂ କରି ଚନ୍ଦ୍ରୟାନ-୩ ଇତିହାସ ରଚିଛି। ବୁଧବାର ନିର୍ଦ୍ଧାରିତ ସମୟ ଅନୁଯାୟୀ ଭାରତୀୟ ସମୟ ସନ୍ଧ୍ୟା ୬.୦୪ରେ ଚନ୍ଦ୍ରୟାନ -୩ର ଲ୍ୟାଣ୍ଡର ମଡ୍ୟୁଲ (ଏଲ୍‌ଏମ୍‌) ଚନ୍ଦ୍ର ପୃଷ୍ଠରେ ଅବତରଣ କରିଛି।...

ଭାରତକୁ ଅଭିନନ୍ଦନ ଜଣାଇଲେ ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି

ନୂଆଦିଲ୍ଲୀ,ଜୋହାନ୍ସବର୍ଗ,୨୩ା୮: ଚନ୍ଦ୍ରୟାନ-୩ ମିଶନକୁ ନେଇ ସମଗ୍ର ବିଶ୍ୱରେ ଆନନ୍ଦର ଲହରୀ ଖେଳିଯାଇଛି। ଅଗଷ୍ଟ ୨୩ ଅର୍ଥାତ୍‌ ଆଜି ସନ୍ଧ୍ୟାରେ ଚନ୍ଦ୍ରୟାନ-୩ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ। ଏନେଇ ବ୍ରିକ୍ସ ଶିଖର ସମ୍ମିଳନୀରେ ଦକ୍ଷିଣ ଆଫ୍ରିକାର ରାଷ୍ଟ୍ରପତି ସିରିଲ ରାମାଫୋସା ଚନ୍ଦ୍ରୟାନ-୩ ଅବତରଣ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri