ଜାତୀୟ

ଚନ୍ଦ୍ରୟାନ୍‌-୩ର ସଫ୍ଟ ଲ୍ୟାଣ୍ଡିଂ ପୂର୍ବରୁ କମାଣ୍ଡ ସେଣ୍ଟର ଫଟୋ ଜାରି କଲା ଇସ୍ରୋ

ନୂଆଦିଲ୍ଲୀ,୨୩।୮: ଅଗଷ୍ଟ ୨୩ ଅର୍ଥାତ୍‌ ଆଜି ସନ୍ଧ୍ୟାରେ ଚନ୍ଦ୍ରୟାନ -୩ର ଲ୍ୟାଣ୍ଡର ମଡ୍ୟୁଲ (ଏଲ୍‌ଏମ୍‌) ଚନ୍ଦ୍ର ପୃଷ୍ଠରେ ଅବତରଣ କରିବ। ଯଦି ଏହା ଘଟେ ତେବେ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବାରେ ଭାରତ ବିଶ୍ୱର ପ୍ରଥମ ଦେଶ ହେବ।...

ସରକାରଙ୍କୁ ଶୁଭେଚ୍ଛା ଜଣାଇଲେ କଂଗ୍ରେସର ବରିଷ୍ଠ ନେତା ହରିଶ ରାୱତ

ନୂଆଦିଲ୍ଲୀ,୨୩।୮: ଚନ୍ଦ୍ରାୟନ-୩ ମିଶନକୁ ନେଇ ଦେଶରେ ଉତ୍କଣ୍ଠା ଖେଳିଯାଇଛି। ଏନେଇ କଂଗ୍ରେସର ବରିଷ୍ଠ ନେତା ହରିଶ ରାୱତ କହିଛନ୍ତି ଯେ, ଏହା ଏକ ବଡ଼ ସଫଳତା। ମୁଁ ଆଗଆ ବୈଜ୍ଞାନିକମାନଙ୍କୁ ଅଭିନନ୍ଦନ ଦେବାକୁ ଚାହୁଁଛି। ମୁଁ ସରକାରଙ୍କୁ ମଧ୍ୟ ଅଭିନନ୍ଦନ...

ଆଜମ ଖାନ୍‌ଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ଆଶ୍ୱସ୍ତି

ନୂଆଦିଲ୍ଲୀ,୨୩।୮: ସମାଜବାଦୀ ପାର୍ଟି ନେତା ଆଜମ ଖାନ ୨୦୦୭ରେ ରାମପୁରର ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟ ବିରୋଧରେ ଆପତ୍ତିଜନକ ବିବୃତ୍ତି ମାମଲାର ବୁଧବାର ସୁପ୍ରିମକୋର୍ଟରେ ଶୁଣାଣି କରାଯାଇଥିଲା। ଶୁଣାଣି ସମୟରେ ଆଜମ ଖାନଙ୍କୁ ଆଶ୍ୱସ୍ତି ପ୍ରଦାନ କରି କୋର୍ଟ ଟ୍ରାଏଲ କୋର୍ଟର...

ଇପିଏଫଓ: ୬.୫ କୋଟି କର୍ମଚାରୀଙ୍କୁ ମିଳିବ ରକ୍ଷାବନ୍ଧନ ଉପହାର,୮.୧୫ ପ୍ରତିଶତ ସୁଧ ଆକାଉଣ୍ଟରେ ହେବ ଜମା…

ନୂଆଦିଲ୍ଲୀ,୨୩।୮ : ଏଥର ରକ୍ଷାବନ୍ଧନ ପୂର୍ବରୁ ଦେଶର କୋଟି କୋଟି କର୍ମଚାରୀ ଇପିଏଫଓ ପକ୍ଷରୁ ଉପହାର ପାଇବାକୁ ଯାଉଛନ୍ତି। ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ବୋଲି ସୂତ୍ରରୁ ପ୍ରକାଶ। ସୁଧ ଟଙ୍କା ସମସ୍ତ ଯୋଗ୍ୟ କର୍ମଚାରୀଙ୍କ ଆକାଉଣ୍ଟରେ ଜମା ହେବ।...

ଭୁଶୁଡିଲା ନିର୍ମାଣଧୀନ ରେଳ ବ୍ରିଜ: ୧୭ ମୃତ, ମୃତକଙ୍କ ପାଇଁ ୨ ଲକ୍ଷ-ଆହତଙ୍କ ଲାଗି ୫୦ ହଜାର ସହାୟତା ଘୋଷଣା କଲେ ପ୍ରଧାନମନ୍ତ୍ରୀ…

ଆଇଜଲ,୨୩।୮ : ମିଜୋରାମରେ ରେଲଓ୍ବେର ଏକ ନିର୍ମାଣଧୀନ ବ୍ରିଜ୍‌ ଭୁଡୁଡ଼ିପଡ଼ିଛି। ଏହି ଘଟଣାରେ ୧୭ ଜଣଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି। ମୃତାହତଙ୍କ ସଂଖ୍ୟା ବଢ଼ିବାର ଆଶଙ୍କା ରହିଛି। ଉଦ୍ଧାର କାର୍ଯ୍ୟ ଜାରି ରହିଛି ବୋଲି ସ୍ଥାନୀୟ ପ୍ରଶାସନ ପକ୍ଷରୁ ସୂଚନା...

ଚନ୍ଦ୍ରୟାନ-୩ର ସଫଳତା ପାଇଁ ମୋଦିଙ୍କୁ ଶ୍ରେୟ ଦେଲେ ୟୁପି ଉପମୁଖ୍ୟମନ୍ତ୍ରୀ

ଲକ୍ଷ୍ନୌ,୨୩।୮: ଚନ୍ଦ୍ରୟାନ-୩ର ସଫଳତା ପାଇଁ ମୋଦିଙ୍କୁ ଶ୍ରେୟ ଦେଇଛନ୍ତି ୟୁପି ଉପମୁଖ୍ୟମନ୍ତ୍ରୀ ବ୍ରଜେଶ ପାଠକ। ସେ କହିଛନ୍ତି ଯେ, ଚନ୍ଦ୍ରୟାନ-୩ ମିଶନ ଶେଷ ହେବା ପାଇଁ ଦେଶ ଅପେକ୍ଷା କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ଦ୍ରୁତ ଗତିରେ...

ଚନ୍ଦ୍ରାୟନ-୩ ବୈଜ୍ଞାନିକଙ୍କୁ ୧୭ ମାସ ହେଲା ମିଳିନି ଦରମା: ଦିଗବିଜୟ ସିଂ…

ନୂଆଦିଲ୍ଲୀ,୨୩।୮ : ଭାରତ ଏହାର ତୃତୀୟ ଚନ୍ଦ୍ର ମିଶନ ଚନ୍ଦ୍ରାୟନ -୩ ମାଧ୍ୟମରେ ଇତିହାସ ସୃଷ୍ଟି କରିବାକୁ କିଛି ଘଣ୍ଟା ଦୂରରେ । ଚନ୍ଦ୍ରାୟନ ୩ ଆଜି ସା ୬ଟା ୪ରେ ଚନ୍ଦ୍ରରେ ସଫଳତାର ସହ ଅବତରଣ କରିବ ବୋଲି...

୨୬ ଦଳ, ୮୦ ନେତା, ୫ ମୁଖ୍ୟମନ୍ତ୍ରୀ: ଇଣ୍ଡିଆ ମେଣ୍ଟର ମୁମ୍ବାଇ ବୈଠକ ଉପରେ ନଜର…

ନୂଆଦିଲ୍ଲୀ,୨୩।୮ : ଇଣ୍ଡିଆ ମେଣ୍ଟରେ ସାମିଲ ହୋଇଥିବା ରାଜନୈତିକ ଦଳ ଅଗଷ୍ଟ ୩୧ ଏବଂ ସେପ୍ଟେମ୍ବର ୧ ରେ ମୁମ୍ବାଇରେ ବୈଠକ କରିବାକୁ ଯାଉଛନ୍ତି। ବୈଠକରେ ଲୋକସଭା ନିର୍ବାଚନ ୨୦୨୪ର ପ୍ରସ୍ତୁତି ପାଇଁ ରଣନୀତି ପ୍ରସ୍ତୁତ ହେବ। ବିରୋଧୀ ଦଳର...

ନିର୍ମାଣଧୀନ ରେଳ ବ୍ରିଜ୍‌ ଭୁଶୁଡିି ୧୭ ମୃତ

ଆଇଜଲ,୨୩।୮: ମିଜୋରାମର ଆଇଜଲରେ ଏକ ନିର୍ମାଣଧୀନ ରେଳ ବ୍ରିଜ୍‌ ଭୁଶୁଡି ପଡ଼ିବାରୁ ୧୭ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଘଟଣା ସାଇରଙ୍ଗ ଅଞ୍ଚଳ ନିକଟରେ ଘଟିଥିବା କୁହାଯାଇଛି। ପୋଲିସର ସୂଚନାନୁସାରେ, ଘଟଣା ସମୟରେ ଏହି ଅଞ୍ଚଳରେ ୩୫-୪୦ ଲୋକ ଥିଲେ।...

ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତିଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିବେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ/ଜୋହାନ୍ସବର୍ଗ,୨୩।୮: ଆଜି ହେଉଛି ୧୫ତମ ବ୍ରିକ୍ସ ସମ୍ମିଳନୀର ଦ୍ୱିତୀୟ ଦିନ। ଏହି ପରିପେକ୍ଷୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦକ୍ଷିଣ ଆଫ୍ରିକାର ରାଷ୍ଟ୍ରପତି ସିରିଲ ରାମଫୋସାଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିବାକୁ ଯାଉଛନ୍ତି। ଏହା ପରେ ପ୍ରଧାନମନ୍ତ୍ରୀ ମୋଦି ଜୋହାନ୍ସବର୍ଗରେ ଖୋଲା...

ନିଶାସକ୍ତ ମହିଳାଙ୍କ ସ୍ଥିତିର ଫାଇଦା ନେବା ପୁରୁଷ ବନ୍ଧୁଙ୍କ କ୍ଷେତ୍ରରେ ନିନ୍ଦାଜନକ: କୋର୍ଟ…

ନୂଆଦିଲ୍ଲୀ,୨୩।୮ : ଦିଲ୍ଲୀର ସାକେଟ କୋର୍ଟ କହିଛନ୍ତି ଜଣେ ମହିଳାଙ୍କ ମଦ୍ୟପାନ ଅବସ୍ଥା ତାଙ୍କ ପୁରୁଷ ବନ୍ଧୁଙ୍କୁ ତାଙ୍କ ଅବସ୍ଥାର ଫାଇଦା ନେବାକୁ ଲାଇସେନ୍ସ ଦେଇ ନ ଥାଏ। ଅଭିଯୁକ୍ତ ଜଣକ ନିଶାସକ୍ତ ମହିଳାଙ୍କୁ ଚୁମ୍ବନ ଦେବାକୁ ଚେଷ୍ଟା କରିଥିଲା।...

ଝାଡଖଣ୍ଡ ଅର୍ଥମନ୍ତ୍ରୀଙ୍କ ବାସଭବନ ସମେତ ୩୨ ସ୍ଥାନରେ ଇଡିର ଚଢାଉ

ରାଞ୍ଚି,୨୩।୮: ଝାଡଖଣ୍ଡରେ ମଦ ଏବଂ ଜମି ଦୁର୍ନୀତି ଘୋଟାଲାରେ ବୁଧବାର ରାଜ୍ୟ ଅର୍ଥମନ୍ତ୍ରୀ ରମେଶ୍ୱର ଓରାଁଓଙ୍କ ରାଞ୍ଚିସ୍ଥିତ ବାସଭବନ ସମେତ ୫ ସହରରେ ୩୨ଟି ସ୍ଥାନରେ ଇଡି ଚଢାଉ କରିଛି। ଇଡିର ଏଭଳି କାର୍ଯ୍ୟାନୁଷ୍ଠାନ ଯୋଗୁ ରାଜ୍ୟର ରାଜନୀତି ତୀବ୍ର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri