ଜାତୀୟ

ସିବିଆଇ ଡିଆଇଜି ମୋହିତ ଗୁପ୍ତାଙ୍କ କାର୍ଯ୍ୟକାଳ ବୃଦ୍ଧି କଲେ କେନ୍ଦ୍ର ସରକାର…

ନୂଆଦିଲ୍ଲୀ,୨୨।୮ : କେନ୍ଦ୍ର ସରକାର ସେଣ୍ଟ୍ରାଲ ବ୍ୟୁରୋ ଅଫ ଇନଭେଷ୍ଟିଗେଶନ ଡେପୁଟି ଇନ୍ସପେକ୍ଟର ଜେନେରାଲ (ଡିଆଇଜି) ମୋହିତ ଗୁପ୍ତାଙ୍କ କାର୍ଯ୍ୟକାଳ ଆସନ୍ତା ବର୍ଷ ସେପ୍ଟେମ୍ବର ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ମୋହିତ ଗୁପ୍ତା ଉତ୍ତର ପ୍ରଦେଶ କ୍ୟାଡରର ୨୦୦୬ ବ୍ୟାଚ ଭାରତୀୟ...

ମିଶନ ୨୦୩୦: ଅଶୋକ ଗେହଲଟଙ୍କ କାର୍ଯ୍ୟକ୍ରମରେ ସୋନିଆ-ରାହୁଲଙ୍କ ଫଟୋ ଗାଏବ…

ଜୟପୁର,୨୨।୮ : କଂଗ୍ରେସ ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଯୋଜନାଗୁଡ଼ିକର ମୁଖ୍ୟ ଭୂମିକାରେ ଗାନ୍ଧୀ ପରିବାର ରହିଥିବା ଅଭିଯୋଗ ଭାଜପା ତଥା ଅନ୍ୟ ବିରୋଧୀ ଦଳଙ୍କ ପକ୍ଷରୁ କରାଯାଇଥାଏ। ଯୋଜନାଗୁଡିକ କଂଗ୍ରେସ ସରକାରଙ୍କ ନାମରେ ନାମିତ ହୋଇଥିବାବେଳେ ଏହାର ଫାଇଦା...

ଦରଦାମ ବୃଦ୍ଧି ଆକାଶଛୁଆଁ, ମୋଦିଙ୍କ ଭାବମୂର୍ତ୍ତି ବଞ୍ଚାଇବା-ପୁଞ୍ଜିପତିଙ୍କୁ ଉପକୃତ କରିବା ପାଲଟିଛି ସରକାରଙ୍କ ମୁଖ୍ୟ ଲକ୍ଷ୍ୟ: କଂଗ୍ରେସ…

ନୂଆଦିଲ୍ଲୀ,୨୨।୮ : ଦେଶରେ ଅତ୍ୟାବଶ୍ୟକ ଦ୍ରବ୍ୟର ଆକାଶଛୁଆଁ ମୂଲ୍ୟ ନେଇ କଂଗ୍ରେସ ମଙ୍ଗଳବାର କେନ୍ଦ୍ର ସରକାରଙ୍କୁ କଡ଼ା ସମାଲୋଚନା କରିଛି। କଂଗ୍ରେସ ଅଭିଯୋଗ କରିଛି ସରକାରଙ୍କ ସମ୍ପୂର୍ଣ୍ଣ ଧ୍ୟାନ କେବଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭାବମୂର୍ତ୍ତିକୁ ବଞ୍ଚାଇବା ଏବଂ ଏହାର...

ତେଲଙ୍ଗାନା ବିଧାନସଭା ନିର୍ବାଚନ ପାଇଁ କେସିଆରଙ୍କ ପ୍ରାର୍ଥୀ ତାଲିକା ପରାଜୟର ଏକ ନିଶ୍ଚିତ ପଦ୍ଧତି: ପ୍ରକାଶ ଜାଭଡେକର…

ହାଇଦ୍ରାବାଦ,୨୨।୮ : ଭାଜପା ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡେକର ମଙ୍ଗଳବାର କହିଛନ୍ତି ଆସନ୍ତା ବିଧାନସଭା ନିର୍ବାଚନ ପାଇଁ ବିଆରଏସ ସୁପ୍ରିମୋ ତଥା ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ଘୋଷଣା କରିଥିବା ପ୍ରାର୍ଥୀଙ୍କ ତାଲିକା ଏକ...

ସଂସଦୀୟ ବ୍ୟାଘାତ ଏକ ଚିନ୍ତାର ବିଷୟ: ଉପରାଷ୍ଟ୍ରପତି…

ଜୟପୁର,୨୨।୮ : ସଂସଦୀୟ କାର୍ଯ୍ୟ ଉପରେ ମନ୍ତବ୍ୟ ଦେଇ ଉପରାଷ୍ଟ୍ରପତି ଜଗଦୀପ ଧନକର ମଙ୍ଗଳବାର କହିଛନ୍ତି ପୂର୍ବରୁ ସମ୍ବିଧାନସଭାକୁ ଗୋଟିଏ ଦିନ ବି କୌଣସି ବ୍ୟାଘାତର ସମ୍ମୁଖୀନ ହୋଇ ନାହିଁ। ସଂସଦରେ ଅଧିକ ଜଟିଳ ପ୍ରସଙ୍ଗ ଉପରେ ମଧ୍ୟ ବିତର୍କ...

ଜୋହାନ୍ସବର୍ଗରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦି

ଜୋହାନ୍ସବର୍ଗ,୨୨।୮: ୧୫ ତମ ବ୍ରିକ୍ସ ଶିଖର ସମ୍ମିଳନୀରେ ଯୋଗ ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗରେ ପହଞ୍ଚିଛନ୍ତି।   #WATCH | PM Narendra Modi arrives in South Africa’s Johannesburg for the...

ପ୍ରତିଶ୍ରୁତି ପୂରଣ ପାଇଁ ନାହିଁ ଅର୍ଥ, କେନ୍ଦ୍ରକୁ ୧୧ ହଜାର କୋଟି ମାଗିଲେ କର୍ନାଟକ ସରକାର…

ବେଙ୍ଗାଲୁରୁ,୨୨।୮ : କର୍ନାଟକ ନିର୍ବାଚନରେ କଂଗ୍ରେସ ଏକ ଉଲ୍ଲେଖନୀୟ ବିଜୟ ହାସଲ କରି ସରକାର ଗଠନ କରିଥିଲା। କିନ୍ତୁ ବର୍ତ୍ତମାନ କର୍ନାଟକରେ କ୍ଷମତାକୁ ଆସିଥିବା କଂଗ୍ରେସ ସରକାର ନିର୍ବାଚନୀ ପ୍ରତିଶ୍ରୁତି ପୂରଣ କରିବା ନେଇ ଆର୍ଥିକ ସଙ୍କଟର ସମ୍ମୁଖୀନ ହେଉଛନ୍ତି।...

ସଡ଼କ ଦୁର୍ଘଟଣାରେ ଲାଗିବ ରୋକ, ସରକାର ଆରମ୍ଭ କଲେ ଭାରତ ଏନସିଏପି…

ନୂଆଦିଲ୍ଲୀ,୨୨।୮ : କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତିନ ଗଡକରୀ ମଙ୍ଗଳବାର ନୂଆଦିଲ୍ଲୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଭାରତ ନୂତନ କାର ମୂଲ୍ୟାଙ୍କନ କାର୍ଯ୍ୟକ୍ରମ ଅର୍ଥାତ ଭାରତ ଏନସିଏପି ଆରମ୍ଭ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ସଡ଼କ ପରିବହନ...

କଂଗ୍ରେସରେ ୧୨ ଜେଡିଏସ ବିଧାୟକ ସାମିଲ ହେବା ନେଇ ଚର୍ଚ୍ଚା…

ବେଙ୍ଗାଲୁରୁ,୨୨।୮ : ୨୦୨୪ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି କର୍ନାଟକ କଂଗ୍ରେସ ଜନତା ଦଳ (ଧର୍ମନିରପେକ୍ଷ) ର ଅନେକ ବିଧାୟକଙ୍କ ସହ ଯୋଗାଯୋଗରେ ଅଛି ଏବଂ ସେମାନଙ୍କୁ ଦଳକୁ ଆଣିବାକୁ ଯୋଜନା କରୁଛି। ଏକ ରିପୋର୍ଟ ଅନୁଯାୟୀ, ଅଯୋଗ୍ୟତା ଅବା...

ମହିଳାମାନେ ଆଇନଗତ ଆତଙ୍କବାଦ ବିସ୍ତାର କରୁଛନ୍ତି: ହାଇକୋର୍ଟଙ୍କ କଠୋର ମନ୍ତବ୍ୟ…

କୋଲକତା,୨୨।୮ : କଲିକତା ହାଇକୋର୍ଟ କହିଛନ୍ତି ଭାରତୀୟ ଦଣ୍ଡବିଧି ସଂହିତା (ଆଇପିସି) ର ଧାରା ୪୯୮-ଏ ର ଅପବ୍ୟବହାର କରି ମହିଳାମାନେ ଏକ ଉପାୟରେ ଆଇନଗତ ଆତଙ୍କବାଦ ବିସ୍ତାର କରିଛନ୍ତି। ଏହି ନିୟମ ଜଣେ ମହିଳାଙ୍କ ପ୍ରତି ତାଙ୍କ ସ୍ବାମୀ...

ବ୍ରିକ୍ସ ସମ୍ମିଳନୀ ପାଇଁ ଜୋହାନ୍ସବର୍ଗରେ ଲାଗିଲା ପ୍ରଧାନମନ୍ତ୍ରୀ ମୋଦିଙ୍କ ପୋଷ୍ଟର

ଜୋହାନ୍ସବର୍ଗ,୨୨।୮: ବ୍ରିକ୍ସ ସମ୍ମିଳନୀରେ ଯୋଗଦେବା ପାଇଁ ରୁଷିଆ ବହିର୍ବ୍ୟାପାର ମନ୍ତ୍ରୀ ସର୍ଗଇ ଲାଭ୍ରୋଭ ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗରେ ପହଞ୍ଚିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ବ୍ରିକ୍ସ ସମ୍ମିଳନୀରେ ଯୋଗଦେବା ପାଇଁ ମଙ୍ଗଳବାର ସକାଳେ ଜୋହାନ୍ସବର୍ଗ ଅଭିମୁଖେ ଯାତ୍ରା କରିଛନ୍ତି ଏବଂ...

କୃଷକଙ୍କ ପାଇଁ ଋଣ ଛାଡ, ୫୦୦ ଟଙ୍କାରେ ମିଳିବ ଗ୍ୟାସ ସିଲିଣ୍ଡର: ମଧ୍ୟପ୍ରଦେଶରେ ଖାର୍ଗେଙ୍କ ଘୋଷଣା

ଭୋପାଳ,୨୨।୮: ମଧ୍ୟପ୍ରଦେଶରେ ହେବାକୁ ଥିବା ଆଗାମୀ ବିଧାନସଭା ନିର୍ବାଚନକୁ ନେଇ କଂଗ୍ରେସର ନଜର ରହିଛି। ଶାସକ ଭାଜପା ବ୍ୟତୀତ କଂଗ୍ରେସ ମଧ୍ୟ ନିର୍ବାଚନ ପାଇଁ ପ୍ରସ୍ତୁତି ଚଳାଇଛି। ଏହି ସମୟରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ମଙ୍ଗଳବାର ସତନାରେ ପହଞ୍ଚିଛନ୍ତି।...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri