ଜାତୀୟ

ଚନ୍ଦ୍ରୟାନ-୩ର ମଜା ଉଡାଇବା ଅଭିନେତାଙ୍କୁ ପଡ଼ିଲା ମହଙ୍ଗା: ମାମଲା ରୁଜୁ

ନୂଆଦିଲ୍ଲୀ,୨୨।୮: ଚନ୍ଦ୍ରୟାନ-୩ ମିଶନକୁ ନେଇ ଟୁଇଟ୍‌ କରି ଫସିଯାଇଛନ୍ତି ଅଭିନେତା ପ୍ରକାଶ ରାଜ। ତାଙ୍କ ବିରୋଧରେ ପୋଲିସ ମାମଲା ରୁଜୁ ହୋଇଛି। ପ୍ରକାଶ ରାଜ ଏକ୍ସରେ ଶର୍ଟ ଏବଂ ଲୁଙ୍ଗି ପିନ୍ଧିଥିବା ଜଣେ ବ୍ୟକ୍ତିଙ୍କ କାର୍ଟୁନ ଶେୟାର କରିଥିଲେ। ଏଥିରେ...

ଚନ୍ଦ୍ରର ନୂଆ ଫଟୋ ଆସିଲା ସାମ୍ନାକୁ, ଚନ୍ଦ୍ରାୟନ ୩କୁ ନେଇ ଇସ୍ରୋ କହିଲା, ଅଲ ଇଜ ଓ୍ବେଲ

ନୂଆଦିଲ୍ଲୀ,୨୨।୮: ଚନ୍ଦ୍ରରେ ଅବତରଣ କରିବାକୁ ସମସ୍ତେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଏହି ସମୟରେ, ଇସ୍ରୋ ମିଶନ ଚନ୍ଦ୍ରୟାନ ୩ସମ୍ବନ୍ଧରେ ଏକ ଅପଡେଟ ଦେଇଛି । ଏହା ସହିତ ଇସ୍ରୋ ମଧ୍ୟ ଲ୍ୟାଣ୍ଡର ଦ୍ୱାରା ନିଆଯାଇଥିବା ଚନ୍ଦ୍ରର ନୂତନ ଫଟୋ...

ସ୍ବାଭାବିକ ହେଉଛି ମଣିପୁର, ହଟିଲା ଏନ୍‌ଏଚ୍‌-୩୭ ଉପରେ ଲଗାଯାଇଥିବା ନାକାବନ୍ଦୀ

ଇମ୍ଫାଲ,୨୨।୮: ମଣିପୁରର ଅବସ୍ଥା ସ୍ବାଭାବିକ ଅବସ୍ଥାକୁ ଆସୁଥିବା ଜଣାପଡିଛି। ଆସାମର ସିଲଚର ସହିତ ରାଜଧାନୀ ଇମ୍ଫାଲକୁ ସଂଯୋଗ କରୁଥିବା ଜାତୀୟ ରାଜପଥ -୩୭ ଉପରେ ଏକ ଆଦିବାସୀ ଗୋଷ୍ଠୀ ଦ୍ୱାରା ଲଗାଯାଇଥିବା ନାକାବନ୍ଦୀକୁ ହଟାଇ ଦିଆଯାଇଛି। ଲୋକେ ଏବେ ଅତ୍ୟାବଶ୍ୟକ...

ପଶ୍ଚିମବଙ୍ଗରେ ଇମାମ-ପୁରୋହିତଙ୍କର ବଢିବ ଦରମା

କୋଲକାତା,୨୨।୮: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୋମବାର ରାଜ୍ୟର ମସଜିଦରେ ଥିବା ଇମାମ ଓ ମନ୍ଦିରରେ ଥିବା ପୁରୋହିତଙ୍କ ଦରମା ବଢାଇବାକୁ ଘୋଷଣା କରିଛନ୍ତି। ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ କୋଲକାତାର ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଇନଡୋର ଷ୍ଟାଡିୟମରେ ଇମାମ (ମୁସଲିମ...

ବଳାତ୍କାର ପରେ ପୀଡିତାଙ୍କୁ ପିଲା ଜନ୍ମ କରିବାକୁ ବାଧ୍ୟ କରିବା ସାମ୍ବିଧାନିକ ଦର୍ଶନ ବିରୋଧ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୨।୮: ଜଣେ ବଳାତ୍କାର ପୀଡିତାଙ୍କୁ ଗର୍ଭପାତ କରିବାକୁ ଅନୁମତି ଦେଇ ସୋମବାର ସୁପ୍ରିମକୋର୍ଟ କହିଛନ୍ତି, ଏଭଳି ମାମଲାରେ ଜଣେ ମହିଳାଙ୍କୁ ସନ୍ତାନ ପ୍ରସବ କରିବାକୁ ଚାପ ପକାଇବା ସାମ୍ବିଧାନିକ ଦର୍ଶନ ବିରୋଧ ଅଟେ। କୋର୍ଟ କହିଛନ୍ତି, ଏଭଳି ପରିସ୍ଥିତିରେ ଗର୍ଭଧାରଣ...

‘ମାସେ ଦୁଇମାସ ପିଆଜ ନ ଖାଇଲେ କିଛି ଅସୁବିଧା ହେବ ନାହିଁ’, ପୂର୍ବତନ କୃଷି ମନ୍ତ୍ରୀଙ୍କ ବିବାଦୀୟ ବୟାନ

ମୁମ୍ବାଇ,୨୨।୮: ମହାରାଷ୍ଟ୍ରରେ ଲଗାତାର ଭାବେ ପିଆଜର ଦାମ ବଢିବାରେ ଲାଗିଛି। ଏହି ଘଟଣାକୁ ନେଇ ମହାରାଷ୍ଟ୍ରର ପୂର୍ବତନ କୃଷିମନ୍ତ୍ରୀଙ୍କର ଏକ ବିବାଦୀୟ ବୟାନ ସାମ୍ନାକୁ ଆସିଛି। ସେ କହିଛନ୍ତି ଯଦି ଲୋକେ ମାସେ ଦୁଇମାସ ପିଆଜ ନ ଖାଇବେ ତେବେ...

ଯୋଗୀ ଆଦିତ୍ୟନାଥଙ୍କ ପାଦ ଛୁଇଁବାର କାରଣ କହିଲେ ରଜନୀକାନ୍ତ

ମୁମ୍ବାଇ,,୨୨।୮: ଏବେ ମୁଭି ‘ଜେଲର’କୁ ନେଇ ପ୍ରଶଂସା ସାଉଁଟୁଥିବା ସାଉଥ ସୁପରଷ୍ଟାର ରଜନୀକାନ୍ତ ଟ୍ରୋଲର ବି ଶିକାର ହୋଇଛନ୍ତି। ଘଟଣା ହେଉଛି ନିକଟରେ ରଜନୀକାନ୍ତ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଭେଟିଥିଲେ। ଏହି ସମୟରେ ରଜନୀକାନ୍ତ ଯୋଗୀ ଆଦିତ୍ୟନାଥଙ୍କ...

ବିହାରରେ ହିଂସା: ମହାବୀର ଶୋଭାଯାତ୍ରା ସମୟରେ ଦୁଇ ପକ୍ଷଙ୍କ ମଧ୍ୟରେ ସଂଘର୍ଷ, ୪ ପୋଲିସକର୍ମୀଙ୍କ ସମେତ ଅନେକେ ଆହତ

ବଗହା(ପଶ୍ଚିମ ଚମ୍ପାରନ),୨୨।୮: ନାଗ ପଞ୍ଚମୀ ଅବସରରେ ସୋମବାର ମଧ୍ୟାହ୍ନରେ ମହାବୀର ଶୋଭାଯାତ୍ରାକୁ ବନ୍ଦ କରିବାକୁ ଦୁଇ ପକ୍ଷଙ୍କ ମଧ୍ୟରେ ବିବାଦ ଓ ପଥରମାଡ ହୋଇଛି। ଏଥିରେ ୪ ପୋଲିସ କର୍ମୀଙ୍କ ସମେତ ଏକ ଡଜନରୁ ଅଧିକ ଲୋକ ଆହତ ହୋଇଛନ୍ତି।...

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ରାକ୍ଷୀ ବାନ୍ଧିବେ ପାକିସ୍ତାନ ଭଉଣୀ

ନୂଆଦିଲ୍ଲୀ,୨୨।୮: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଅନେକ ସମୟରେ ତିକ୍ତତାର ଖବର ଆସିଥାଏ। କିନ୍ତୁ ଏଥର ରକ୍ଷାବନ୍ଧନ ଅବସରରେ ଦୁଇ ଦେଶ ମଧ୍ୟରେ ପ୍ରେମ ଦେଖିବାକୁ ମିଳିବ। ପାକିସ୍ତାନର କମର ମୋହସିନ ଶେଖ ଅର୍ଥାତ୍‌ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ...

‘ସିଏଏ ଲାଗୁ ହେବ, ମମତା ବାନାର୍ଜି ରୋକିପାରିବେନି’

କୋଲକତା,୨୨।୮: ପଶ୍ଚିମବଙ୍ଗ ଭାଜପା ସଭାପତି ସୁକାନ୍ତ ମଜୁମଦାର ରାଜ୍ୟ ମୁଖ୍ୟମନ୍ତ୍ରୀ ତଥା ଟିଏମସି ମୁଖ୍ୟ ମମତା ବାନାର୍ଜୀଙ୍କୁ ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି, ତୁମେ (ମମତା ବାନାର୍ଜୀ) ବିରୋଧୀ ମେଣ୍ଟ ଇଣ୍ଡିଆର ଅଂଶ କିନ୍ତୁ ଇଣ୍ଡିଆ ଆପଣଙ୍କ ସହ ନାହିଁ।...

ମଝି ଆକାଶରେ ଅସୁସ୍ଥ ହେଲେ ଯାତ୍ରୀ,ବିମାନର ଜରୁରୀ ଅବତରଣ ସତ୍ତ୍ୱେ ବଞ୍ଚିପାରିଲାନି ଜୀବନ

ମୁମ୍ବାଇ,୨୨।୮: ମୁମ୍ବାଇରୁ ରାଞ୍ଚି ଅଭିମୁଖେ ଯାଉଥିବା ଇଣ୍ଡିଗୋ ବିମାନରେ ଜଣେ ୬୨ବର୍ଷୀୟ ଯାତ୍ରୀଙ୍କର ମଝି ଆକାଶରେ ହଠାତ୍‌ ଅସୁସ୍ଥ ଅନୁଭବ କରିଥିଲେ। ଏପରିକି ଯାତ୍ରୀ ଜଣଙ୍କ ରକ୍ତ ବାନ୍ତି କରିବା ପରେ ନାଗପୁରର ବାବାସାହେବ ଆମ୍ବେଦକର ଅନ୍ତର୍ଜାତୀୟ ବିମାନବନ୍ଦରରେ ଏହି...

ସୁରକ୍ଷାବାହିନୀକୁ ବଡ଼ ସଫଳତା: ୨ ଆତଙ୍କବାଦୀ ନିହତ

ଶ୍ରୀନଗର,୨୨।୮: ଜମ୍ମୁ କଶ୍ମୀରରେ ସୁରକ୍ଷା ବାହିନୀ ବଡ଼ ସଫଳତା ହାସଲ କରିଛି। ପୁଞ୍ଚର ବାଲାକୋଟ ସେକ୍ଟରରେ ଏଲଓସି ନିକଟରେ ଆତଙ୍କବାଦୀ ପ୍ରବେଶକୁ ପଣ୍ଡ କରିଛନ୍ତି ସୁରକ୍ଷା ବାହିନୀ। ସତର୍କ ସୁରକ୍ଷା ବାହିନୀ ଗୁଳିରେ ଦୁଇଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ସେମାନଙ୍କ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri