ଜାତୀୟ

ସୁପରଷ୍ଟାର ସଲମାନଙ୍କ ପଛରେ କାହିଁକି ପଡ଼ିଛି ବିଶ୍ନୋଇ ଗ୍ୟାଙ୍ଗ? ପୁରା ଘଟଣାକ୍ରମକୁ ଜାଣନ୍ତୁ…

ବମ୍ବେ: ଜଣେ ବଲିଉଡ୍‌ ସୁପରଷ୍ଟାର ତ ଅନ୍ୟଜଣେ ଅଣ୍ଡରଓ୍ବାଲ୍ଡର ବଡ଼ ଗ୍ୟାଙ୍ଗଷ୍ଟର। ଫିଲ୍ମ କାହାଣୀ ହୋଇଥିଲେ ଗ୍ୟାଙ୍ଗଷ୍ଟରଙ୍କ ମୃତ୍ୟୁ ହୋଇଥାନ୍ତା, ହିରୋ ଜିତି ହୋଇଥାନ୍ତା ହାପି ଏଣ୍ଡିଂ। ହେଲେ ଏଠି କାହାଣୀ ଫିଲ୍ମର ନୁହେଁ ବରଂ ଅସଲ ଜୀବନର। ଫଳରେ...

ମହାରାଷ୍ଟ୍ର, ଝାଡଖଣ୍ଡ ନିର୍ବାଚନରେ ହରିୟାଣା ଭଳି ଅବସ୍ଥା ହେବ କି! ସଙ୍କଟରେ ଇଣ୍ଡିଆ ମେଣ୍ଟ

ନୂଆଦିଲ୍ଲୀ,୧୫।୧୦: ନିର୍ବାଚନ ଆୟୋଗ ଆଜି ମହାରାଷ୍ଟ୍ର ଏବଂ ଝାଡଖଣ୍ଡରେ ବିଧାନସଭା ନିର୍ବାଚନ ତାରିଖ ଘୋଷଣା କରିବେ। ଅପରାହ୍ନ ୩.୩୦ରେ ଏ ସମ୍ପର୍କରେ ଏକ ଖବରଦାତା ସମ୍ମିଳନୀ ହେବ। ମହାରାଷ୍ଟ୍ର ବିଧାନସଭାର କାର୍ଯ୍ୟକାଳ ୨୬ ନଭେମ୍ବରରେ ଶେଷ ହେବ। ଏଥି ସହିତ...

ଏମିତି ଇସ୍ତଫା ପତ୍ର ଲେଖିଲେ କର୍ମଚାରୀ, ହେଉଛି ଭାଇରାଲ

ନୂଆଦିଲ୍ଲୀ,୧୫।୧୦: ସୋସିଆଲ ମିଡିଆରେ ଅନେକ ସମୟରେ ଅଜବ ଉପାୟରେ ଲେଖାଯାଇଥିବା ଚାକିରି ଅଫର କିମ୍ବା ଇସ୍ତଫା ପତ୍ର ଭାଇରାଲ ହୁଏ। କେତେକରେ, କର୍ମଚାରୀମାନେ ସେମାନଙ୍କର ଯନ୍ତ୍ରଣା ଲେଖନ୍ତି ଏବଂ ଏପରି କିଛି ଲେଟର ଅଛି ଯାହାକୁ ପଢିଲେ ହସକୁ ଅଟକାଇ...

ନିର୍ବାଚନ ପୂର୍ବରୁ କାହିଁକି ଏମିତି ଘୋଷଣା କଲେ ଶରଦ ପାଓ୍ବାର?

ମୁମ୍ବାଇ,୧୫।୧୦: ମହାରାଷ୍ଟ୍ର ଏବଂ ଝାଡ଼ଖଣ୍ଡରେ ମଙ୍ଗଳବାର ନିର୍ବାଚନ ବିଗୁଲ ବାଜିବାକୁ ଯାଉଛି। ନିର୍ବାଚନ ଆୟୋଗ ମଙ୍ଗଳବାର ଏଥିପାଇଁ ତାରିଖ (ମହାରାଷ୍ଟ୍ର ନିର୍ବାଚନ ତାରିଖ) ଘୋଷଣା କରିବେ। ଏହା ପୂର୍ବରୁ ସେପଟେ ଏନସିପି (ଶରଦ ଦଳ) ନେତା ଶରଦ ପାୱାର ଏକ...

‘ଘୋଷଣା ପୂର୍ବରୁ ଭାଜପା ନେତାଙ୍କ ପାଖରେ ଖବର,EC ଏବେ କାଠକଣ୍ଡେଇ’

ରାଞ୍ଚି,୧୫।୧୦: ମହାରାଷ୍ଟ୍ର ଏବଂ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ଲାଗି ନିର୍ବାଚନ କମିଶନ ମଙ୍ଗଳବାର କାର୍ଯ୍ୟକ୍ରମର ଘୋଷଣା କରିବେ। ଏନେଇ କମିଶନଙ୍କ ପକ୍ଷରୁ ଏକ ବୟାନ ଜାରି କରାଯାଇ ସୂଚନା ଦିଆଯାଇଛି। ଏସବୁ ମଧ୍ୟରେ ଝାଡ଼ଖଣ୍ଡ ନିର୍ବାଚନ ତାରିଖ ଘୋଷଣାକୁ ନେଇ...

ବିଷ୍ଣୋଇ ଗ୍ୟାଙ୍ଗ ଆମକୁ ନାକେଦମ କରିଦେଲା…, ଟ୍ରୁଡୋ ନେଲେ ଗ୍ୟାଙ୍ଗଷ୍ଟରର ସାହାରା!

ଓଟାଓ୍ବା/ନୂଆଦିଲ୍ଲୀ,୧୫।୧୦: କାନାଡା ଭାରତ ସହ ସମ୍ପର୍କକୁ ନଷ୍ଟ କରିଦେଇଛି। ଜଷ୍ଟିନ ଟ୍ରୁଡୋ ସରକାରଙ୍କ ଖାଲିସ୍ତାନି ପ୍ରେମ ଏତେ ବଢି ଯାଇଛି ଯେ ସେ କୂଟନୈତିକ ସମ୍ପର୍କକୁ ଆଦୌ ଗୁରୁତ୍ୱ ଦେଉ ନାହାଁନ୍ତି। ଏହି କାରଣରୁ ଜଷ୍ଟିନ ଟ୍ରୁଡୋ ଏବଂ ତାଙ୍କ...

ମୋତେ ଲାଗିଲା ପାଦ ନିକଟରେ ବାଣ ଫୁଟିଲା, ବାବା ସିଦ୍ଦିକୀଙ୍କ ସହ ଗୁଳି ଲାଗିଥିବା ବ୍ୟକ୍ତି କହିଲେ ଘଟଣା ଦିନର କାହାଣୀ

ମୁମ୍ବାଇ,୧୫।୧୦: ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ବାବା ସିଦ୍ଦିକୀଙ୍କ ହତ୍ୟା ସମୟରେ ଗୋଡରେ ଗୁଳି ବାଜିଥିବା ୨୨ ବର୍ଷୀୟ ଯୁବକ ରାଜ କାନୋଜିଆଙ୍କ ଅବସ୍ଥା ବିପଦମୁକ୍ତ ବୋଲି କୁହାଯାଉଛି। ଏହି ଘଟଣାରେ ସେ ତାଙ୍କର ପ୍ରଥମ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି...

ମହାରାଷ୍ଟ୍ର-ଝାଡ଼ଖଣ୍ଡରେ କେବେ ହେବ ନିର୍ବାଚନ ଆଜି ତାରିଖ ଘୋଷଣା କରିବେ ଇସି

ନୂଆଦିଲ୍ଲୀ,୧୫।୧୦: ମହାରାଷ୍ଟ୍ର ଏବଂ ଝାଡ଼ଖଣ୍ଡରେ ବିଧାନସଭା ନିର୍ବାଚନ ତାରିଖ ମଙ୍ଗଳବାର ଘୋଷଣା କରାଯିବ। ଆଜି ଅର୍ଥାତ୍‌ ଅକ୍ଟୋବର ୧୫ ଅପରାହ୍ନରେ ମହାରାଷ୍ଟ୍ର ଏବଂ ଝାଡଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ନିର୍ବାଚନ ଆୟୋଗ ତାରିଖ ଘୋଷଣା କରିବେ। ଅପରାହ୍ନ ୩ଟା ୩୦ରେ...

ଭାରତରେ ସ୍ତନ କର୍କଟ ନେଉଛି ସର୍ବାଧିକ ଜୀବନ

ନୂଆଦିଲ୍ଲୀ, ୧୫।୧୦: ଭାରତରେ କର୍କଟ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ସେଥିମଧ୍ୟରେ ମୁଖ ଗହ୍ବର କର୍କଟ ବା ମାଉଥ କ୍ୟାନ୍‌ସର ରୋଗରେ ସର୍ବାଧିକ ପୀଡ଼ିତ ରହିଛନ୍ତି। ସେହିପରି ଭାରତରେ ପୁରୁଷଙ୍କଠାରେ ମୁଖ ଗହ୍ବର କର୍କଟ ମାମଲା ସର୍ବାଧିକ ସାମ୍‌ନାକୁ ଆସୁଥିବାବେଳେ...

ଦୁର୍ଗା ଭସାଣି ବେଳେ ହିଂସା

ଲକ୍ଷ୍ନୌ,୧୫ା୧୦: ଉତ୍ତରପ୍ରଦେଶର ବାହରିଚ୍‌ ଜିଲାରେ ରବିବାର ଦୁର୍ଗା ମୂର୍ତ୍ତି ଭସାଣି ବେଳେ ହିଂସାକାଣ୍ଡ ଘଟିଛି। ଦୁର୍ଗା ମେଢ଼କୁ ଶୋଭାଯାତ୍ରାରେ ନିଆଯାଉଥିବାବେଳେ ଗୀତ ବଜାଇବାକୁ କେନ୍ଦ୍ରକରି ଜଣେ ୨୨ ବର୍ଷୀୟ ଯୁବକଙ୍କୁ ହତ୍ୟା କରାଯିବା ସହ ଅନ୍ୟ କେତେଜଣ ଆହତ ହୋଇଥିଲେ। ଏହାକୁ...

‘୧୯ ଅକ୍ଟୋବର ସୁଦ୍ଧା ଦିଲ୍ଲୀ ଛାଡନ୍ତୁ’, କାନାଡା କୂଟନୀତିଜ୍ଞଙ୍କୁ ଭାରତର ଅଲ୍ଟିମେଟମ

ନୂଆଦିଲ୍ଲୀ,୧୪।୧୦: କାନାଡା ସରକାରଙ୍କ ସହ ବିବାଦ ମଧ୍ୟରେ ଭାରତ ସରକାର ୬ ଜଣ କାନାଡା କୂଟନୀତିଜ୍ଞଙ୍କୁ ବହିଷ୍କାର କରିବାକୁ ନିଷ୍ପତ୍ତି ନେଇଛନ୍ତି। ସେମାନଙ୍କୁ ଅକ୍ଟୋବର ୧୯ରେ ରାତି ୧୧:୫୯ରେ କିମ୍ବା ପୂର୍ବରୁ ଭାରତ ଛାଡିବାକୁ ପଡିବ। ଭାରତ ସରକାର ମଧ୍ୟ...

ନାବାଳିକାଙ୍କୁ ନିଶା ଦେଇ କଲେ ବଳାତ୍କାର, ତା’ପରେ…

ଜାଲ୍‌ନା,୧୪ା୧୦: ମହାରାଷ୍ଟ୍ରର ଜାଲ୍‌ନା ସହରରେ ଜଣେ ୯ ବର୍ଷର ବାଳିକାଙ୍କୁ ନିଶା ଦେଇ ବଳାତ୍କାର କରିବା ପରେ ଅଭିଯୁକ୍ତ ତାଙ୍କୁ ରାସ୍ତାରେ ଫିଙ୍ଗିଦେଇଛନ୍ତି। ସହରର ଚନ୍ଦନିଝିର ଅଞ୍ଚଳରେ ରବିବାର ରାତି ୧୧ଟାରେ ଏହି ଘଟଣା ଘଟିଛି। ନାବାଳିକଙ୍କୁ ଗୁରୁତର ଅବସ୍ଥାରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri