ଜାତୀୟ

କଂଗ୍ରେସରୁ ଇସ୍ତଫା ଦେଲେ ବର୍ଷୀୟାନ ଆଦିବାସୀ ନେତା ଅରବିନ୍ଦ

ରାୟପୁର,୧୦ା୮: ଛତିଶଗଡ଼ ବିଧାନସଭା ନିର୍ବାଚନ ପୂର୍ବରୁ ବର୍ଷୀୟାନ ଆଦିବାସୀ ନେତା ଅରବିନ୍ଦ ନେତମ୍‌ କଂଗ୍ରେସ ଦଳର ପ୍ରାଥମିକ ସଭ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ଅନ୍ୟପକ୍ଷେ ନଭେମ୍ବରରେ ସର୍ବ ଆଦିବାସୀ ସମାଜ ନେତୃତ୍ୱରେ ନୂଆ ରାଜନୈତିକ ଦଳ ଗଢ଼ିବା ପାଇଁ ସେ...

ମଣିପୁରରେ ପୁଣି ଲଜ୍ଜା

ଇମ୍ଫାଲ,୧୦ା୮: ମଣିପୁରରେ ପୁଣି ଏକ ଲଜ୍ଜାକର ଘଟଣା ସାମ୍ନାକୁ ଆସିଛି। ମଣିପୁର ହିଂସା ବେଳେ ମେ’ ୩ତାରିଖରେ ଚୁରାଚାନ୍ଦପୁର ଅଞ୍ଚଳର ଜଣେ ୩୭ ବର୍ଷୀୟ ମହିଳାଙ୍କୁ ଗଣବଳାତ୍କାର କରାଯାଇଥିବା ନେଇ ବିଷ୍ଣୁପୁର ମହିଳା ଥାନାରେ ଏତଲା ଦାଏର ହୋଇଛି। ଉତ୍ତ୍ୟକ୍ତ...

କାଟ ଖାଇଲା ବିରୋଧୀଙ୍କ ଅନାସ୍ଥା ପ୍ରସ୍ତାବ, ପ୍ରଧାନମନ୍ତ୍ରୀ କହିଲେ ୨୦୨୮ରେ ଭଲ ପ୍ରସ୍ତୁତି ସହ ଆସିବ

ନୂଆଦିଲ୍ଲୀ,୧୦।୮: ମୋଦି ସରକାରଙ୍କ ବିରୋଧରେ ବିରୋଧୀ ମେଣ୍ଟ ‘ଇଣ୍ଡିଆ’ ଦ୍ୱାରା ଅଣାଯାଇଥିବା ଅନାସ୍ଥା ପ୍ରସ୍ତାବ ଗୁରୁବାର ଲୋକ ସଭାରେ ବିଫଳ ହୋଇଛି। ଏହାର କାରଣ ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଭିଭାଷଣରେ ବିରୋଧୀ ଦଳ କକ୍ଷତ୍ୟାଗ କରିଥିଲେ। ବିରୋଧୀ କହିଛନ୍ତି...

ଲୋକ ସଭାରୁ ଗୋଟିଏ ଦିନ ପାଇଁ ସସ୍‌ପେଣ୍ଡ ହେଲେ ଅଧୀର ରଞ୍ଜନ

ନୂଆଦିଲ୍ଲୀ,୧୦।୮: କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ ଲୋକ ସଭାରୁ ଗୋଟିଏ ଦିନ ପାଇଁ ସସ୍‌ପେଣ୍ଡ ହୋଇଛନ୍ତି। ଯେପର୍ଯ୍ୟନ୍ତ ପ୍ରାଇଭେଲିଜ କମିଟିରେ ମାମଲା ବିଚାରାଧୀନ ଅଛି ଏବଂ ତଦନ୍ତ ରିପୋର୍ଟ ଆସିବା ପର୍ଯ୍ୟନ୍ତ ସେ ଗୃହରୁ ନିଲମ୍ବିତ ରହିବେ। ସଂସଦୀୟ...

ନିକଟ ଭବିଷ୍ୟତରେ ଶାନ୍ତିର ସୂର୍ଯ୍ୟ ଉଦୟ ହେବ: ମଣିପୁର ଉପରେ ପ୍ରଧାନମନ୍ତ୍ରୀଙ୍କ ବୟାନ

ନୂଆଦିଲ୍ଲୀ,୧୦।୮: ଲୋକ ସଭାରେ ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ, ଆମେ ମଣିପୁର ବିଷୟରେ ଆଲୋଚନା କରିବାକୁ ସର୍ବଦା ପ୍ରସ୍ତୁତ, କିନ୍ତୁ ବିରୋଧୀ ଦଳ ପଳାୟନ ଜାରି ରଖିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ,...

ପ୍ରଧାନମନ୍ତ୍ରୀଙ୍କ ମନ୍ତବ୍ୟବେଳେ ବିରୋଧୀଙ୍କ କକ୍ଷତ୍ୟାଗ

ନୂଆଦିଲ୍ଲୀ,୧୦।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଲୋକ ସଭାରେ ଅନାସ୍ଥା ପ୍ରସ୍ତାବ ଉପରେ ନିଜ ମନ୍ତବ୍ୟ ରଖୁଛନ୍ତି। ଏହି ସମୟରେ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦିଙ୍କ ଭାଷଣ ମଧ୍ୟରେ ବିରୋଧୀ କକ୍ଷତ୍ୟାଗ କରିଛନ୍ତି। ମଣିପୁରକୁ ନେଇ ବିରୋଧୀମାନେ ଲଗାତାର...

‘କ୍ଷେତକୁ ଯାଇ ଭିଡିଓ ଶୁଟିଂ କରାଯାଉଛି…’, ରାହୁଲଙ୍କୁ ମୋଦିଙ୍କ ଟାର୍ଗେଟ୍‌

ନୂଆଦିଲ୍ଲୀ,୧୦।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଲୋକ ସଭାରେ ଅନାସ୍ଥା ପ୍ରସ୍ତାବ ଉପରେ ହୋଇଥିବା ଆଲୋଚନାର ଜବାବ ଦେଇଥିବା ବେଳେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଛନ୍ତି। ରାହୁଲ ଗାନ୍ଧୀଙ୍କ ନାମ ନ ନେଇ ସେ କହିଛନ୍ତି ଯେ,...

ଆରଏଲଡି ମୁଖ୍ୟ ଜୟନ୍ତ ଚୌଧୁରୀଙ୍କ ସ୍ତ୍ରୀ ଚାରୁ ଏହି ଆସନରୁ ଲଢିପାରନ୍ତି ଲୋକ ସଭା ନିର୍ବାଚନ

ଲକ୍ଷ୍ନୌ,୧୦।୮: ଉତ୍ତରପ୍ରଦେଶର ସମସ୍ତ ରାଜନେତା ବର୍ତ୍ତମାନ ଲୋକ ସଭା ନିର୍ବାଚନ ପ୍ରସ୍ତୁତିରେ ନିୟୋଜିତ ଅଛନ୍ତି। ଅନ୍ୟପକ୍ଷରେ, ରାଷ୍ଟ୍ରୀୟ ଲୋକ ଦଳ ବିଷୟରେ ନିତିଦିନିଆ ନୂଆ ଖବର ସାମ୍ନାକୁ ଆସୁଛି, ଏହି ସମୟରେ ଏକ ଖବର ଆସୁଛି ଯେ ଆରଏଲଡି ମୁଖ୍ୟ...

ସ୍ବାଧୀନତା ଦିବସକୁ ନେଇ ଦିଲ୍ଲୀରେ ବଢାଗଲା ସୁରକ୍ଷା ବ୍ୟବସ୍ଥା: ଲାଲକିଲା, ରାଜଘାଟର ଆଖପାଖ ଅଞ୍ଚଳରେ ୧୪୪ ଧାରା ଲାଗୁ

ନୂଆଦିଲ୍ଲୀ,୧୦।୮: ସ୍ବାଧୀନତା ଦିବସକୁ ନେଇ ଦିଲ୍ଲୀ ପୋଲିସ ଆଲର୍ଟ ମୋଡରେ ଅଛି। ଏହା ସହିତ ଜାତୀୟ ରାଜଧାନୀରେ ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ କଠୋର ପଦକ୍ଷେପ ନିଆଯାଉଛି। ଏଭଳି ପରିସ୍ଥିତିରେ, କୌଣସି ଘଟଣାର ମୁକାବିଲା କରିବା ପାଇଁ ରାଜଘାଟ, ଆଇଟିଓ ଏବଂ...

ୟୁରୋ ବ୍ୟାଗ୍‌ ସ୍ଥାନରେ ରୋଗୀଙ୍କୁ ଲଗାଇଲେ ଖାଲି ବୋତଲ, ଛଟପଟ ହୋଇ ମୃତ୍ୟୁ

ପାଟନା,୧୦।୮: ବିହାରରେ ସରକାରୀ ଡାକ୍ତରଖାନାଗୁଡ଼ିକର ଅବସ୍ଥା ଅତ୍ୟନ୍ତ ଦୟନୀୟ। ଜମୁଇ ସଦର ଡାକ୍ତରଖାନାର ଏକ ଘଟଣା ସ୍ବାସ୍ଥ୍ୟ ବିଭାଗ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏଠାରେ ଜଣେ ଗୁରୁତର ରୋଗୀଙ୍କୁ ପରିସ୍ରା କରିବା ଲାଗି ୟୁରୋ ବ୍ୟାଗ୍‌ ବଦଳରେ କୋଲ୍ଡ...

୨୦୨୪ରେ ପୁଣି କ୍ଷମତାକୁ ଫେରିବ ଭାଜପା: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୦।୮: ଲୋକ ସଭାରେ ଅନାସ୍ଥା ପ୍ରସ୍ତାବ ଉପରେ ମନ୍ତବ୍ୟ ରଖୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବିରୋଧୀଙ୍କୁ ଟାର୍ଗେଟ କରି କହିଛନ୍ତି, ୨୦୨୪ ରେ ପୁଣି କ୍ଷମତାକୁ ଭାଜପା ଫେରିବ। ୨୦୧୮ରେ ବି ବିରୋଧୀ ଅନାସ୍ଥା ପ୍ରସ୍ତାବ ଆଣିଥିଲେ, ତାହା ସେମାନଙ୍କର...

ଅନାସ୍ଥା ପ୍ରସ୍ତାବ ଈଶ୍ୱରଙ୍କ ଆଶୀର୍ବାଦ: ମୋଦି

ନୂଆଦିଲ୍ଲୀ,୧୦।୮: ଶେଷରେ ଅନାସ୍ଥା ପ୍ରସ୍ତାବକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଲୋକ ସଭାରେ ମତ ରଖିଛନ୍ତି। ଏହି ସମୟରେ ସେ କଂଗ୍ରେସ ସମେତ ପ୍ରାୟ ସମସ୍ତ ବିରୋଧୀ ଦଳଙ୍କୁ ଟାର୍ଗେଟ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଆଜି ମୁଁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri