ଜାତୀୟ

କ୍ଷମତାକୁ ଆସିବା ପରେ ପ୍ରଧାନମନ୍ତ୍ରୀ କିଏ ହେବ ସ୍ଥିର କରାଯିବ: ପିଏଲ ପୁନିଆ

ନୂଆଦିଲ୍ଲୀ,୨୧।୮: ୨୦୨୪ ଲୋକସଭା ନିର୍ବାଚନ ପାଇଁ ସମସ୍ତ ରାଜନୈତିକ ଦଳ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ବିରୋଧୀ ମେଣ୍ଟ ‘ଇଣ୍ଡିଆ’କୁ ନେଇ କଂଗ୍ରେସ ନେତା ପିଏଲ ପୁନିଆ ଏକ ବଡ଼ ଦାବି କରିଛନ୍ତି। କ୍ଷମତାକୁ ଆସିବା ପରେ ପ୍ରଧାନମନ୍ତ୍ରୀ ଚୟନ କରାଯିବ...

ନିଲାମ ହେବ ନାହିଁ ସନ୍ନି ଦେଓଲଙ୍କ ବଙ୍ଗଳା

ମୁମ୍ବାଇ,୨୧।୮: ବଲିଉଡ୍‌ ଅଭିନେତା ସନି ଦେଓଲଙ୍କର ମୁମ୍ବାଇର ଜୁହୁଠାରେ ଥିବା ବଙ୍ଗଳାକୁ ବ୍ୟାଙ୍କ ଅଫ୍‌ ବରୋଦା ନିଲାମ କରିବ ନାହିଁ। ବ୍ୟାଙ୍କ ନୋଟିସ ପ୍ରତ୍ୟାହାର କରିନେଇଛି। ପବ୍ଲିକ ସେକ୍ଟର ବ୍ୟାଙ୍କ ସୋମବାର ଏକ ବିବୃତ୍ତିରେ କହିଛି ଯେ ମୁମ୍ବାଇରେ ଅଭିନେତା...

ମଧ୍ୟପ୍ରଦେଶରେ ୩,୦୦୦ ଟଙ୍କା ବେରୋଜଗାରୀ ଭତ୍ତା ପ୍ରତିଶ୍ରୁତି ଦେଲେ କେଜ୍‌ରିଓ୍ବାଲ

ସାତନା,୨୧ା୮(ପି.ଟି.): ବିଧାନସଭା ନିର୍ବାଚନ ହେବାକୁ ଥିବା ମଧ୍ୟପ୍ରଦେଶରେ ଆମ୍‌ ଆଦ୍‌ମୀ ପାର୍ଟି (ଏଏପି) ନେତା ଅରବିନ୍ଦ କେଜ୍‌ରିଓ୍ବାଲ ରବିବାର ଯୁବବର୍ଗଙ୍କୁ ମାସିକ ୩,୦୦୦ ଟଙ୍କା ଲେଖାଏ ବେରୋଜଗାରୀ ଭତ୍ତା ସମେତ ଅନେକ ପ୍ରତିଶ୍ରୁତି ଦେଇଛନ୍ତି। ଅନ୍ୟ ଗ୍ୟାରେଣ୍ଟି ମଧ୍ୟରେ ରହିଛି...

୨ ଆତଙ୍କବାଦୀ ନିହତ

ଶ୍ରୀନଗର,୨୧।୮: ଜମ୍ମୁ କଶ୍ମୀରର ପୁଲୱାମା ଲାଏରୋ-ପ୍ୟାରିଗାମ ଅଞ୍ଚଳରେ ସୁରକ୍ଷା ବାହିନୀକୁ ସଫଳତା ମିଳିଛି। ଏଠାରେ ମିଳିତ ଅପରେଶନରେ ଦୁଇ ଆତଙ୍କବାଦୀ ନିହତ ହୋଇଛନ୍ତି। କଶ୍ମୀର ଜୋନ ପୋଲିସ ଏକ୍ସ (ଟୁଇଟର୍‌) ରେ ପୋଷ୍ଟ କରି ଏହି ସୂଚନା ଦେଇଛି। ଏହାପୂର୍ବରୁ...

‘ଚନ୍ଦ୍ରୟାନ-୩’ ଉପରେ ନଜର

ବେଙ୍ଗାଲୁରୁ,୨୧ା୮(ପି.ଟି.) : ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)ର ଚନ୍ଦ୍ରୟାନ-୩ ମିଶନର ଲ୍ୟାଣ୍ଡର ମଡ୍ୟୁଲ୍‌ ସଫଳତାର ସହ ଏହାର କକ୍ଷ ହ୍ରାସ କରିଚାଲିଛି। ଆସନ୍ତା ୨୩ ତାରିଖ ବୁଧବାର ସନ୍ଧ୍ୟା ୬ଟା ୪ ମିନିଟ୍‌ ସମୟରେ ଚନ୍ଦ୍ରର ଦକ୍ଷିଣ ପାର୍ଶ୍ୱରେ...

ଶାହାଙ୍କ ନାକତଳେ ସର୍ବାଧିକ ଦୁର୍ନୀତି

ନୂଆଦିଲ୍ଲୀ,୨୧ା୮: ଦେଶରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ନାକତଳେ ସର୍ବାଧିକ ଦୁର୍ନୀତି ଚାଲିଛି। ତାଙ୍କ ଅଧୀନରେ ଥିବା ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ବାବୁମାନେ ସବୁଠୁ ଅଧିକ ଦୁର୍ନୀତିରେ ଲିପ୍ତ। ଏହି କଥାର ପ୍ରମାଣ ଦେଇଛନ୍ତି କେନ୍ଦ୍ରୀୟ ଭିଜିଲାନ୍ସ କମିଶନ (ସିଭିସି)। ପକ୍ଷରୁ ସଦ୍ୟ...

କଂଗ୍ରେସ ବିଧାୟକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ରାୟପୁର,୨୧।୮: ଛତିଶଗଡର କଂଗ୍ରେସ ବିଧାୟକ ଚାନି ସାହୁଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଛି। ରାଜନନ୍ଦଗାଓଁ ଜିଲାର ଖୁଜୀ ବିଧାନସଭାର ବିଧାୟକ ଥିବା ଚାନିଙ୍କୁ ଜଣେ ମଦ୍ୟପ ଯୁବକ ଆକ୍ରମଣ କରିଛନ୍ତି। ଏଥିରେ ବିଧାୟକ ଆହତ ହୋଇଛନ୍ତି। ଡାକ୍ତରଖାନାରେ ପ୍ରଥମ ଚିକିତ୍ସା ପରେ...

ଇଡି ଭୟରେ ଆମ ଦଳର କିଛି ନେତା ଭାଜପା ମେଣ୍ଟରେ ଯୋଗ ଦେଇଛନ୍ତି: ଶରଦ ପାଓ୍ବାର

ନୂଆଦିଲ୍ଲୀ,୨୧।୮: ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନସିପି) ମୁଖ୍ୟ ଶରଦ ପାୱାର ଏକ ଚାଞ୍ଚଲ୍ୟକର ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି, ନିକଟରେ ଆମ ଦଳର କିଛି ଲୋକ ଯାଞ୍ଚ୍‌ ଏଜେନ୍ସି ଭୟରେ ଏନଡିଏରେ ଯୋଗ ଦେଇଥିଲେ। ସେହି ନେତାମାନଙ୍କ ମଧ୍ୟରୁ ଅନେକ...

ତୀର୍ଥଯାତ୍ରୀ ବସ୍‌ ଦୁର୍ଘଟଣା: ମୃତ୍ୟୁ ସଂଖ୍ୟା ୮କୁ ବୃଦ୍ଧି

ଡେରାଡୁନ୍‌,୨୦ା୮: ଗୁଜରାଟରୁ ତୀର୍ଥଯାତ୍ରୀଙ୍କୁ ଧରି ଯାଇଥିବା ଏକ ବସ୍‌ ରବିବାର ଉତ୍ତରାଖଣ୍ଡର ଉତ୍ତରକାଶୀ ଜିଲାରେ ଏକ ଖାତକୁ ଖସିପଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୮କୁ ବୃଦ୍ଧି ପାଇଛି। ବସ୍‌ରେ ୩୫ ଯାତ୍ରୀ ଥିଲେ। ବସ୍‌ଟି ଗଙ୍ଗୋତ୍ରୀରୁ ଫେରୁଥିବା...

ଲେହରେ ନାଚିବାକୁ ଯାଇଛନ୍ତି ରାହୁଲ ଗାନ୍ଧୀ: କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ଚୌବେ

ବକ୍ସର,୨୦।୮: କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ଚୌବେ ରବିବାର କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ନୃତ୍ୟଶିଳ୍ପୀ କହି ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି ଯେ, ରାହୁଲ ଗାନ୍ଧୀ ଲେହରେ ନାଚିବାକୁ ଯାଇଛନ୍ତି। କୃଷକମାନଙ୍କ ସହିତ ତାଙ୍କର କୌଣସି ସମ୍ପର୍କ ନାହିଁ। ରାହୁଲ...

ସୁଯୋଗକୁ ଅପେକ୍ଷା କରିଛି: ଥରୁର

ନୂଆଦିଲ୍ଲୀ,୨୦।୮: କଂଗ୍ରେସ ରବିବାର କାର୍ଯ୍ୟକାରିଣୀ କମିଟି ଘୋଷଣା କରିଛି। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଏହି କମିଟି ଗଠନ କରିଛନ୍ତି। ଏଥିରେ ଖାର୍ଗେଙ୍କ ବ୍ୟତୀତ ସୋନିଆ ଗାନ୍ଧୀ, ମନମୋହନ ସିଂ, ରାହୁଲ ଗାନ୍ଧୀଙ୍କ ଭଳି ନେତାଙ୍କୁ ସ୍ଥାନ ଦିଆଯାଇଛି। କଂଗ୍ରେସ...

ଟ୍ରାଏଲ ବେଳେ ଡିଆରଡିଓର ଡ୍ରୋନ୍‌ ଦୁର୍ଘଟଣାଗ୍ରସ୍ତ

ଚିତ୍ରଦୁର୍ଗ,୨୦।୮: ଟ୍ରାଏଲ ସମୟରେ ଡିଆରଡିଓର ତାପସ ଡ୍ରୋନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଡିଆରଡିଓର ମାନବ ବିହୀନ ବିମାନ ଯାନ ଅର୍ଥାତ୍‌ ୟୁଏଭି ଏକ ଟ୍ରାଏଲ ଉଡାଣରେ ଥିଲା କିନ୍ତୁ ବୈଷୟିକ ତ୍ରୁଟି ହେତୁ ଏହା ରବିବାର ସକାଳେ କର୍ନାଟକର ଚିତ୍ରାଦୁରଗା ଜିଲାର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri